Sign in
Sign in
Recover your password.
A password will be e-mailed to you.
ଶିଖର ପଞ୍ଚାୟତ କାର୍ଯ୍ୟାଳୟ ମୁଖ୍ୟ ଫାଟକ ନିମ୍ନ ମାନର କାର୍ଯ୍ୟ କୁ ନେଇ ବିରୋଧ
ଜଗତସିଂହପୁର -ନାଉଗାଁ ପ୍ରିତିରଞ୍ଜନ ଦାସ :ଜଗତସିଂହପୁର ଜିଲ୍ଲା ନାଉଗାଁ ବ୍ଲକ ଅନ୍ତର୍ଗତ ଶିଖର ପଞ୍ଚାୟତ କର୍ଯ୍ୟାଳୟ ସମୁଖରେ ଥିବା ମୁଖ୍ୟ ଫାଟକ ନିମ୍ନମାନର କାର୍ଯ୍ୟ ହେଉଥିବା ବେଳେ ଶିଖର ପଞ୍ଚାୟତ ର ସାରେଇକୁଳ (ଜୋରାଗଣ୍ଡ ) ୧୮ ନଂମ୍ବର ୱାର୍ଡର ସଭ୍ୟା ରେଣୁବାଳା ସାହୁ ଶିଖର ପଞ୍ଚାୟତ…
ସୂଚନା ଫଳକ ମାଧ୍ୟମରେ ମନ୍ଦିର , ଚର୍ଚ୍ଚ ଓ ମସଜିଦ୍ ଗୁଡିକରେ ବାଲ୍ୟ ବିବହ କୁ ବିରୋଧ
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲାପ୍ରଶାସନ ତରଫରୁ ବାଲ୍ୟ ବିବାହକୁ ବନ୍ଦ କରିବା ନିମନ୍ତେ ଜିଲ୍ଲାପାଳ ଶ୍ରୀଯୁକ୍ତ ଲିଙ୍ଗରାଜ ପଣ୍ଡାଙ୍କ ଦ୍ଵାରା ପାରଳାଖେମୁଣ୍ଡି ପୌରପରିଷଦ ଠାରେ ଥିବା ଭେଙ୍କଟଶ୍ବର ମନ୍ଦିର , ଜାମିଆ ମସଜିଦ୍ ଓ ବାପ୍ ଟିଷ୍ଠ ଚର୍ଚ୍ଚ ଠାରେ…
ଜାତୀୟ ସମର ଶିକ୍ଷାର୍ଥୀ ବାହିନୀର ମହାନିର୍ଦ୍ଦେଶକଙ୍କ ଉଚ୍ଚଶିକ୍ଷା ମନ୍ତ୍ରୀଙ୍କ ସହ ସୌଜନ୍ୟମୂଳକ ସାକ୍ଷାତ ଆଲୋଚନା
ଭୁବନେଶ୍ୱର: ଜାତୀୟ ସମର ଶିକ୍ଷାର୍ଥୀ ବାହିନୀର ଅତିବିଶିଷ୍ଟ ସେବା ମେଡ଼ାଲପ୍ରାପ୍ତ ମହାନିର୍ଦ୍ଦେଶକ (ଡିଜି,ଏନ୍ସିସି) ଲେଫ୍ଟନାଣ୍ଟ ଜେନେରାଲ ଗୁରୁବୀରପାଲ୍ ସିଂ ସଂପ୍ରତି ଓଡ଼ିଶା ଗସ୍ତରେ ଆସିଛନ୍ତି । ଆଜି ପୂର୍ବାହ୍ନରେ ସେ ଲୋକସେବା ଭବନରେ ଉଚ୍ଚଶିକ୍ଷା ମନ୍ତ୍ରୀ ଶ୍ରୀ ରୋହିତ…
“ନିର୍ବାଚନ ବେଳେ ରାଜନୀତି ହୁଏ, ନିର୍ବାଚନ ସରିଲେ ଏକାଠି ମିଶି କାମ କରିବା ଦରକାର”
ବିଜେଡିର ଜନସଂପର୍କ ପଦଯାତ୍ରା ପ୍ରସ୍ତୁତି ବୈଠକ ଉଦଯାପିତ
ଲୋକଙ୍କ ସେବା ହେଉଛି ମୁଖ୍ୟ, ରାଜନୀତି ଏଥିପାଇଁ ଏକ ମାଧ୍ୟମ ମାତ୍ର : ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର: "ଲୋକଙ୍କ ସେବା ହେଉଛି ମୁଖ୍ୟ, ରାଜନୀତି ଏଥିପାଇଁ ଏକ ମାଧ୍ୟମ ମାତ୍ର । ଏହା ଆମେ ସମସ୍ତେ ମନେ ରଖିବା ଦରକାର। ପଞ୍ଚାୟତ ଓ ପୌର…
ଲୋକଙ୍କ ଦାବିକୁ ସମ୍ମାନ ଦେଲେ ସରକାର : ବଢ଼ାଇଲେ ହାଇ ସିକ୍ୟୁରିଟି ରେଜିଷ୍ଟ୍ରେସନ୍ ପ୍ଲେଟ୍ ଲଗାଇବା ଅବଧି
ଭୁବନେଶ୍ୱର : ଗାଡ଼ିରେ ହାଇ ସିକ୍ୟୁରିଟି ରେଜିଷ୍ଟ୍ରେସନ୍ ପ୍ଲେଟ୍ (HSRP) ଲଗାଇବା ପ୍ରସଙ୍ଗରେ ରାଜ୍ୟବ୍ୟାପୀ ଅସନ୍ତୋଷ ଓ ପ୍ରତିବାଦ ପ୍ରକଟ ହେବା ପରେ ପାଇଁ ଓଡ଼ିଶା ସରକାର କାଢିଛନ୍ତି ମଧ୍ୟମ ପନ୍ଥା | ପନିକାରଣ ପାଇଁ ଅସୁବିଧାର ସମ୍ମୁଖୀନ ହେଉଥିବା ଲୋକଙ୍କ ସୁବିଧା ପାଇଁ ଶୁକ୍ରବାର ସମୟ…
ସ୍ଵାମୀ ର ଟାଙ୍ଗିଆ ଚୋଟରେ ସ୍ତ୍ରୀର ମୃତ୍ୟୁ
କାଶୀପୁର ଟିକିରି ରୁ ବୈକୁଣ୍ଠ ଦୁରିଆ :ରାୟଗଡ଼ା ଜିଲ୍ଲା କାଶିପୁର ବ୍ଲକ ଶଙ୍କର ଅଡା ପଞ୍ଚାୟତ ଚଣା ପୁକେଲ ଗ୍ରାମ ରେ ଆଜି ସକାଳ 3ଟା ସମୟରେ ଅଘଟଣ ଘଟିଛି। ଟିକିରି ଅଞ୍ଚଳ ର କୃଷ୍ଣ ମାଝି ନିଜ ସ୍ତ୍ରୀ ହାକ ମାଝି କୁ ଟାଙ୍ଗିଆ ରେ ହାଣି ଦେଇଥିଲେ। ଯାଣିଵାକୁ ମିଳୁଛି ଯେ କୃଷ୍ଣ ମାଝି ଙ୍କ…
ସ୍ବରାଷ୍ଟ୍ର ବିଭାଗ ସାଂସ୍କୃତିକ ପରିଷଦ ତରଫରୁ ବୃକ୍ଷରୋପଣ କାର୍ଯ୍ୟକ୍ରମ ।
ଭୁବନେଶ୍ୱର : ସ୍ବରାଷ୍ଟ୍ର ବିଭାଗ ସାଂସ୍କୃତିକ ପରିଷଦ ତରଫରୁ ପିପିଲି ସ୍ଥିତ ପୁବଶାସନ ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ତା. ୨୪.୦୯.୨୦୨୨ ରିଖ ରେ ଅନୁଷ୍ଠିତ ହୋଇଥିଲା । ଅତିଥି ମାନଙ୍କୁ ବୃକ୍ଷ ଚାରା ଦେଇ ସ୍ଵାଗତ କରାଯାଇଥିଲା ।
ମୁଖ୍ୟ ଅତିଥି…
ସରକାରଙ୍କ ଜନକଲ୍ୟାଣ ବାର୍ତ୍ତା ଲୋକଙ୍କ ପାଖରେ ପହଞ୍ଚାଅ: ମୁଖ୍ୟମନ୍ତ୍ରୀ
ଭୁବନେଶ୍ଵର ବରମୁଣ୍ଡା ପଡ଼ିଆରେ ଦୁଇ ଦିନିଆ ପଦଯାତ୍ରା ପ୍ରସ୍ତୁତି ବୈଠକ
ବିଜୁ ଜନତା ଦଳ ଏକ ସାମୂହିକ ଆଦୋଳନରେ ପରିଣତ ହୋଇଛି: ପ୍ରଣବ ପ୍ରକାଶ
ଭୁବନେଶ୍ୱର, : ଆମ ଦଳ ଲୋକଙ୍କ ସାଥୀରେ ଅଛି, ଲୋକଙ୍କ ପାଇଁ କାମ କରୁଛି। ତେଣୁ ଆମ ସରକାରର ବିଭିନ୍ନ ଜନକଲ୍ୟାଣ କାର୍ଯ୍ୟକ୍ରମର ବାର୍ତ୍ତା…
ଆଡଭୋକେଟ ଜେନେରାଲ୍ ଅଶୋକ ପରିଜା କିଟ୍ ବିଶ୍ୱବିଦ୍ୟାଳୟର ନୂତନ କୁଳାଧିପତି
ଭୁବନେଶ୍ୱର : ବିଶିଷ୍ଟ ଆଇନଜ୍ଞ ତଥା ଓଡ଼ିଶା ଆଡଭୋକେଟ ଜେନେରାଲ୍ ଅଶୋକ କୁମାର ପରିଜା କିଟ୍ ବିଶ୍ୱବିଦ୍ୟାଳୟର କୁଳାଧିପତି ଭାବେ ଯୋଗ ଦେଇଛନ୍ତି । ପ୍ରାକ୍ତନ କୁଳାଧିପତି ଖ୍ୟାତି ସମ୍ପନ୍ନ ଶିକ୍ଷାବିତ୍ ପ୍ରଫେସର ବେଦ ପ୍ରକାଶଙ୍କ କାର୍ଯ୍ୟକାଳ ଅଗଷ୍ଟ ୧୦ ତାରିଖରେ ଶେଷ ହେବା ପରେ କିଟ୍…
ଅଧିକ୍ଷଣ ଯନ୍ତ୍ରୀ ଙ୍କ ବାସଭବନରେ ଭିଜିଲାନ୍ସ ଚଢ଼ାଉ
ଭଦ୍ରକ: (ସତ୍ୟବ୍ରତ ନାୟକ) ସାଳନ୍ଦୀ କେନାଲ ଡିଭିଜନ ର ଅଧିକ୍ଷଣ ଯନ୍ତ୍ରୀ ଙ୍କ ଅଫିସ ଏବଂ ସରକାରୀ ବାସଭବନ ରେ ଭିଜିଲାନ୍ସ ଚଢାଉ। ସାଳନ୍ଦୀ କେନାଲ ଡିଭିଜନ ର ଅଧିକ୍ଷଣ ଯନ୍ତ୍ରୀ ଶ୍ରୀମନ୍ତ ସେଠି। ଠିକା ସଂସ୍ଥା ଠାରୁ ବେଆଇନ ଭାବେ ଟଙ୍କା ନେଇ ଗଛିତ ରଖିଥିବା ବେଳେ ବିଶ୍ୱସ୍ତ ସୂତ୍ରରୁ ଖବର…