Sign in
Sign in
Recover your password.
A password will be e-mailed to you.
ଜିଲ୍ଳା ଗାଁ ସାଥୀ ସଂଘର ବୈଠକ
ମେଲଛାମୁଣ୍ଡା,(ମନୋଜ ଭୋଇ)-ମେଲଛାମୁଣ୍ଡାସ୍ଥିତ ବଜାର ପ୍ରାଙ୍ଗଣରେ ବରଗଡ ଜିଲ୍ଳା ଗାଁ ସାଥୀ ସଂଘର ବୈଠକ ଜିଲ୍ଳା ସଭାପତୀ ବିପିନ ବିହାରୀ ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଗାଁ ସାଥୀ ମାନଙ୍କୁ ସରକାର ବିଭିନ୍ନ ପ୍ରତିଶୃତି ଦେଇ ବାରମ୍ବାର ଅଣଦେଖା କରୁଥିବାରୁ ବୈଠକରେ ଉଦବେଗ…
୧୨୦୦ ଲିଟର ଦେଶୀ ମଦ ସହିତ ବୋଲେରୋ ଜବତ, ଜଣେ ଗିରଫ l
ଭଦ୍ରକ, ସୀତାକାନ୍ତ ପାଢ଼ୀ: ଅବକାରୀ ଅଧିକ୍ଷକ ଶ୍ରୀ ପ୍ରଦୀପ୍ତ କୁମାର ଦାସଙ୍କ ନିର୍ଦ୍ଦେଶକ୍ରମେ ଜିଲ୍ଲା ଭ୍ରାମ୍ୟମାଣ ସ୍କ୍ୱାର୍ଡ ନିରୀକ୍ଷକ ଶ୍ରୀମତୀ ସୁଶ୍ରୀ ସଂଗୀତା ମହାନ୍ତିଙ୍କ ନେତୃତ୍ୱରେ ଏସ୍.ଆଇ ବ୍ରଜମୋହନ ମଲ୍ଲିକ ଓ ଷ୍ଟାଫମାନଙ୍କୁ ନେଇ ଗଠିତ ଏକ ସ୍ୱତନ୍ତ୍ର ଟିମ ଦ୍ୱାରା ଧାମନଗର…
ଏସୟୁଯେ ନବରଙ୍ଗପୁର ଜିଲା ସଙ୍ଘ ପକ୍ଷରୁ ସାଧାରଣ ପରିଷଦ ବୈଠକ ଓ କର୍ମକର୍ତ୍ତା ଚୟନ
ନବରଙ୍ଗପୁର,/ ଅଶୋକ ସାହୁ : ଏସୟୁଯେ ନବରଙ୍ଗପୁର ଜିଲା ସଙ୍ଘ ପକ୍ଷରୁ ସ୍ଥାନୀୟ ସର୍କିଟ ହାଉସ ଠାରେ ସାଧାରଣ ପରିଷଦ ବୈଠକ ଓ କର୍ମକର୍ତ୍ତା ଚୟନ ଅନୁଷ୍ଠିତ ହୋଇଯାଇଛି । ପୂର୍ବତନ ଜିଲା ସଭାପତି ବିଭୁତି ପ୍ରସାଦ ପଣ୍ଡା ରାଜ୍ୟ ସଂଘଠନରେ ସମ୍ପାଦକ ପଦରେ ମନୋନୀତ ହେବା ପରେ ଜିଲା ସଭାପତି ଭାବେ…
ଏବେ ବେପାର ମାନ୍ଦା। : କେମିତି ଚଳିବେ, ଚିନ୍ତା ରେକୁମ୍ଭକାରଙ୍କ ପରିବାର
ପ୍ରଦୀପ ଦଲାଇ ଙ୍କ ରିପୋର୍ଟ// ପୂର୍ବଭଳି ଆଉ ମାଟିଦୀପର ଏବେ ବେପାର ନାହିଁ। ଯାହାଫଳରେ କୁମ୍ଭକାରଙ୍କ ପରିବାର ଚିନ୍ତା ରେ ଥିବା ଦେଖିବା କୁ ମିଳିଛି। କେବଳ କୌଳିକ ବୃତ୍ତିକୁ ବଞ୍ଚାଇ ରଖିବା ପାଇଁ କିଛି କୁମ୍ଭକାର ପରିବାର ମାଟି ଦୀପ ନିର୍ମାଣ କରୁଥିବା ଜଣା ପଡ଼ିଛି । ଚାଇନା ଦୀପ ସହ…
ସୁବର୍ଣ୍ଣରେଖା ବନ୍ଦର ପକ୍ଷରୁ ବାଲିଆପାଳରେ ଜେ ଏନ୍ ଟାଟା ବୃତ୍ତିଗତ ପ୍ରଶିକ୍ଷଣ ଅନୁଷ୍ଠାନ ଆରମ୍ଭ
ସ୍ଥାନୀୟ ଛାତ୍ରଛାତ୍ରୀମାନଙ୍କ ଦକ୍ଷତା ବିକାଶକୁ ଗୁରୁତ୍ୱଯ
୩୨ ଜଣ ଛାତ୍ରଛାତ୍ରୀଙ୍କୁ ନେଇ ଏହାରବାଲିଆପାଳ ଫିଜିକାଲ ଏଜୁକେସନ୍ ମହାବିଦ୍ୟାଳୟ କ୍ୟାମ୍ପସ୍ରେ ପ୍ରଥମ ବ୍ୟାଚ୍ର ପ୍ରଶିକ୍ଷଣ ଆରମ୍ଭ
ବାଲିଆପାଳ:ସୁବର୍ଣ୍ଣରେଖା ବନ୍ଦର ପ୍ରାଇଭେଟ ଲିମିଟେଡ (ଏସ୍ପିପିଏଲ୍)…
ଆନ୍ତଃ ମହାବିଦ୍ୟାଳୟ ଭଲିବଲ ଟୁର୍ଣ୍ଣାମେଣ୍ଟ: ବ୍ରହ୍ମପୁର ସିଟି କଲେଜକୁ ହରାଇ ରାୟଗଡା ଚାମ୍ପିୟନ
ଭଞ୍ଜନଗର: ବ୍ରହ୍ମପୁର ବିଶ୍ବବିଦ୍ୟାଳୟ କ୍ରୀଡା ସଂସଦ ପକ୍ଷରୁ ଭଞ୍ଜନଗର କବିସମ୍ରାଟ ଉପେନ୍ଦ୍ର ଭଞ୍ଜ ମହାବିଦ୍ୟାଳୟ ଖେଳ ପଡିଆରେ ଦୁଇଦିନ ଧରି ଚାଲିଥିବା ୫୨ ତମ ଆନ୍ତଃ ମହାବିଦ୍ୟାଳୟ ପୁରୁଷ ଭଲିବଲ ଟୁର୍ଣ୍ଣାମେଣ୍ଟ ଆଜି ଉଦଯାପିତ ହୋଇଯାଇଛି। ଫାଇନାଲ ମ୍ଯାଚ ବ୍ରହ୍ମପୁର ସିଟି କଲେଜ ଏବଂ…
ଦୁଃଖରେ ସାହାହେଲା ଓଡ଼ିଶା ମୋ ପରିବାର : ଚିକିତ୍ସା ସୁବିଧା ପାଇଲେ ଜଳଖିଆ ଦୋକାନୀ କିଶୋର
ଭୁବନେଶ୍ୱର : ଓଡ଼ିଶାର ପ୍ରତିଟି ଗାଁ ରୁ ସହର ଯାଏଁ ପ୍ରତ୍ୟେକ ଅସହାୟଙ୍କ ସାଥିରେ ଛିଡାହୋଇଛି ଓଡ଼ିଶା ମୋ ପରିବାର । ଯାହା ଏକ ଜଳଖିଆ ଦୋକାନୀ କିଶୋରଙ୍କ କାହାଣୀରୁ ସ୍ପଷ୍ଟ ଜଣା ପଡୁଛି । ଅର୍ଥ ଅଭାବରୁ ନିଜର ଚିକିତ୍ସା କରାଇ ପାରୁନଥିଲେ, ଆଗକୁ ବଢିବା ପାଇଁ ନିଜ ମନୋବଳ ହରାଇ ଦେଇଥିଲେ । ଏହି…
ସର୍ବଭାରତୀୟ ବିଂଝାଲ ସମାଜ ବୈଠକରେ ଦିବଂଗତ ବିଧାୟକ ଙ୍କୁ ଶ୍ରଦ୍ଧାଞ୍ଜଳୀ
ବିଜୟ ବାବୁ ଙ୍କର ସମାଜ ଓ ବୋଡାସମ୍ବର ପାଇଁ ଅବଦାନ ଅତୁଳନୀୟ :- ସାଂସଦ ନିରଞ୍ଜନ ବିଶି
ବରଗଡ :- ବରଗଡ଼ ଜିଲ୍ଲାର ବିଶ୍ୱପ୍ରସିଦ୍ଧ ଶ୍ରୀ ଶ୍ରୀ ନୃସିଂହନାଥ ମନ୍ଦିର ନିକଟରେ ଅବସ୍ଥିତ ବିନ୍ଦ୍ୟବସିନୀ ଯାତ୍ରୀ ନିବାସ ଠାରେ ଆଜି ସର୍ବଭାରତୀୟ ସ୍ଵଳାଖ ବିନ୍ଧ୍ୟଗିରିବାସୀ ବିଂଝାଲ ସଭାର ଏକ ବୈଠକ…
ରେଢାଖୋଲ ଉପଖଣ୍ଡ ରେ ନକଲି ସାମ୍ବାଦିକଙ୍କ ଦୌରାତ୍ମ୍ୟ, ପ୍ରେସ୍ ଲେଖାଥିବା ଗାଡିକୁ ଯାଞ୍ଚ କରିବାକୁ ଦାବୀ କଲା…
ରେଢାଖୋଲ:- ଦିନକୁ ଦିନ ରେଢାଖୋଲ ଅଂଚଳରେ ନକଲି ସାମ୍ବାଦିକ ଓ ପ୍ରେସ୍ ଲେଖା ଥିବା ଗାଡି ବୁଲୁଥିବାର ଜଣା ପଡିଛି। ଏ ନେଇ ଆଜି ଉପଖଣ୍ଡ ସାମ୍ବାଦିକ ସଂଘ ତରଫରୁ ରେଢାଖୋଲ ଉପ-ଆରକ୍ଷୀ ଅଧିକ୍ଷକଙ୍କୁ ସଂଘ ତରଫରୁ ଏକ ଦାବୀ ପତ୍ର ଦିଆଆଇଥିବା ଜଣା ପଡିଛି।ଗତକାଲି ଅପରାହ୍ନରେ ରେଢାଖୋଲ ଥାନା…
ଇସ୍ରୋ/ଏନ୍ଏସ୍ଆଇଏଲ୍ ଦ୍ୱାରା ୩୬ଟି ୱାନ୍ୱେବ୍ ସାଟେଲାଇଟ୍ର ସଫଳ ଉତ୍କ୍ଷେପଣ
ଭୁବନେଶ୍ୱର: ୱାନ୍ୱେବ୍ ପକ୍ଷରୁ ଆଜି ଭାରତର ଶ୍ରୀହରିକୋଟାଠାରେ ସତିଶ ଧୱନ୍ ସ୍ପେଶ୍ ସେଂଟର୍ (ଏସ୍ଡିଏସ୍ସି-ଏସ୍ଏଚ୍ଏଆର୍)ରୁ ନ୍ୟୁସ୍ପେଶ୍ ଇଣ୍ଡିଆ ଲିମିଟେଡ୍ (ଏନ୍ଏସ୍ଆଇଏଲ୍) ଦ୍ୱାରା ଶୁଭାରମ୍ଭ କରାଯାଇଥିବା ୩୬ଟି ସାଟେଲାଇଟ୍ର ସଫଳ ନିୟୋଜନକୁ ନିଶ୍ଚିତ କରାଯାଇଛି । ଇସ୍ରୋ ଓ…