Sign in
Sign in
Recover your password.
A password will be e-mailed to you.
ମନ୍ତ୍ରୀ ରିତା ସାହୁ ଙ୍କର ଗାଡି ଉପରକୁ ଅଣ୍ଡା ମାଡ଼
ବରଗଡ :- ବରଗଡ ଜିଲ୍ଲା ପାଇକମାଲ ବ୍ଲକ ର ତହସିଲ ଛକ ନିକଟରେ ଆଜି ରାଜ୍ୟ ସରକାର ଙ୍କର ମନ୍ତ୍ରୀ ଶ୍ରୀମତୀ ରିତା ସାହୁ ଙ୍କର ଗାଡି ଉପରକୁ ଭାରତୀୟ ଜନତା ପାର୍ଟି ର କାର୍ଯକର୍ତା ମାନଙ୍କ ଦ୍ୱାରା ଅଣ୍ଡା ମାଡ଼ କରାଯାଇଥିବା ସୂଚନା ରହିଛି । ପ୍ରାପ୍ତ ସୂଚନା ଅନୁସାରେ ଆଜି ସକାଳେ ମନ୍ତ୍ରୀ…
ବରୁଣସିଂ ଓ ରୁପାବାଲି ଖେଳ ପଡ଼ିଆ ଉନ୍ନତି କରଣ ନେଇ ଆଲୋଚନା
ଖୋ-ଖୋ ଓ ଭଲିବଲ କ୍ରୀଡ଼ା ଭିତ୍ତିଭୂମି ବିକାଶ ନେଇ ଦାବି ରଖିଲେ ସମାଜସେବୀ ଶାନ୍ତା ଦାସ
ବାଲେଶ୍ୱର- ଶିକ୍ଷା ଠାରୁ ଆରମ୍ଭ କରି ବିଭିନ୍ନ କ୍ଷେତ୍ରରେ ବିକଶିତ ଜିଲ୍ଲା ଭାବେ ପରିଚୟ ପାଇଥିବା ବାଲେଶ୍ୱର ଜିଲ୍ଲାରେ ବର୍ତ୍ତମାନ କ୍ରୀଡ଼ା ଭିତ୍ତିଭୂମି ବିକାଶ ନେଇ ସରକାରୀ ତତ୍ପରତା ବୃଦ୍ଧି…
ସମ୍ମମ୍ରେ ମୃତ ବ୍ୟକ୍ତିଙ୍କ ଅଂଗ ପ୍ରତ୍ୟାରୋପଣ ନେଇ ସଚେତନତା କାର୍ଯ୍ୟକ୍ରମ ଆୟୋଜିତ
ଭୁବନେଶ୍ୱର : ମୃତ ବ୍ୟକ୍ତିଙ୍କ ଶରୀରରୁ ଅଂଗ ପ୍ରତ୍ୟାରୋପଣ ନେଇ ପ୍ରସ୍ତୁତ କରାଯାଇଥିବା ନିୟମାବଳୀ ଉପରେ ସଚେତନତା ସୃଷ୍ଟି କରିବା ନିମନ୍ତେ ସମ୍ ଅଲ୍ଟିମେଟ୍ ମେଡିକେୟାର ପକ୍ଷରୁ ଗତ ଶୁକ୍ରବାର ଏକ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି । କାର୍ଯ୍ୟକ୍ରମରେ ସ୍ୱାସ୍ଥ୍ୟ ଶିକ୍ଷା ଓ ପ୍ରଶିକ୍ଷଣ…
ଦୀପାବଳୀରେ ଗାଈଗୁହାଳରେ ଲାଗିଲାନିଆଁ ବର୍ତ୍ତିଗଲେ ଗାଇବାଛୁରୀ।
ପ୍ରଦୀପ ଦଲାଇଙ୍କ ରିପୋର୍ଟ// ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ସୁନାଖଣ୍ଡି ପଞ୍ଚାୟତର ଜଗନ୍ନାଥପୁର ଗାଁରେ ଦୀପାବଳୀ ପାଳୁଥିବା ବେଳେ ଅଚାନକ ଗାଈ ଗୁହାଳ ନିଆଁ ଲାଗି ଅଳ୍ପକରେ ଗାଇବାଛୁରୀ ବଞ୍ଚିଥିବା ଦେଖିବାକୁ ମିଳିଛି ।ଜଗନ୍ନାଥ ପୁର ଗାଁ ଛକ ରେ ଥିବା କେଶବ ନେମାଲପୁରୀ ଙ୍କ ଚାଳଛପର…
ଜଗନ୍ନାଥ ଦର୍ଶନରେ ଯାଇ ମହିଳା ନିଖୋଜ
ଭଞ୍ଜନଗର: ପବିତ୍ର କାର୍ତ୍ତିକ ଧାର୍ମିକ ମାସରେ କିଛି ପୁଣ୍ୟ ଅର୍ଜନ ନିମନ୍ତେ ଭଞ୍ଜନଗର ବ୍ଲକ ମୁଦୁଲି ପଲି ଗ୍ରାମର ହାଡୁ ସ୍ୱାଇଁ ଓ ପତ୍ନୀ ସୁନ୍ଦରୀ ସ୍ୱାଇଁ(୫୦) ଗତ ୨୨ତାରିଖରେ ପ୍ରଭୁ ଜଗନ୍ନାଥଙ୍କ ଦର୍ଶନ ନିମନ୍ତେ ପୁରୀଧାମକୁ ଯାଇଥିଲେ।ଏହି ଅବସରରେ ସୋମବାର ଦିନ ଅପରାହ୍ନ ସମୟରେ ଉଭୟେ…
ଆଦର୍ଶ ମାହାଙ୍ଗା ପକ୍ଷରୁ ଓଏଏସ ବିଭୁପ୍ରସାଦଙ୍କୁ ସମ୍ବର୍ଦ୍ଧନା l
(ମାହାଙ୍ଗା-ଦେବେନ୍ଦ୍ର ଷଡ଼ଙ୍ଗୀ)- ମାହାଙ୍ଗାର ଅଗ୍ରଣୀ ସାମାଜିକ ସଂଗଠନ ଆଦର୍ଶ ମାହାଙ୍ଗା ପକ୍ଷରୁ ପ୍ରତିଭାପୂଜା ସ୍ୱରୂପ ଆଜି OAS ଉତ୍ତୀର୍ଣ୍ଣ ଶ୍ରୀ ବିଭୁପ୍ରସାଦ ସିଂଙ୍କୁ ତାଙ୍କ ବାସଭବନ ଗୋପାଳପୁର ଠାରେ ସମ୍ବର୍ଦ୍ଧନା କରାଯାଇଥିଲା । ଚଳିତ ଓଏଏସ ପରୀକ୍ଷାରେ ମାହାଙ୍ଗା ଅଞ୍ଚଳର ତଥା…
ଶିବ ନାଦାରଙ୍କୁ ୟୁଏସଆଇଏସପିଏଫ୍ ଲାଇଫ୍ ଟାଇମ୍ ଆଚିଭମେଂଟ ପୁରସ୍କାର ୨୦୨୨
ବିଜନେସ୍ ଓ ଲୋକ ଉପକାର କ୍ଷେତ୍ରରେ ଅବଦାନ ପାଇଁ ଏହି ପୁରସ୍କାର ପ୍ରଦାନ କରାଯାଇଛି
ନୂଆ ଦିଲ୍ଲୀ : ୟୁ.ଏସ୍.- ଇଣ୍ଡିଆ ଷ୍ଟ୍ରାଟେଜିକ୍ ପାର୍ଟନରସିପ୍ ଫୋରମ୍ (ୟୁଏସଆଇଏସପିଏଫ୍), ଏକ ବାଇଲାଟେରାଲ୍ ଅଣ-ଲାଭଜନକ ଅନୁଷ୍ଠାନ ଯାହାକି ଭାରତ ଓ ଯୁକ୍ତ ରାଷ୍ଟ୍ର ଆମେରିକା ମଧ୍ୟରେ କୌଶଳଗତ…
ସିଇଓ ବାଡ ସାଜି କ୍ଷେତ ଖାଉଛନ୍ତି: ସମୀର ମହାନ୍ତି
ବିଜେଡିର ଆଦର୍ଶ ନିର୍ବାଚନ ଆଚରଣ ବିଧି ଉଲ୍ଲଂଘନ ପ୍ରସଙ୍ଗରେ ସିଇଓଙ୍କୁ ଭେଟିଲେ ରାଜ୍ୟ ସଭାପତି
ମନ୍ତ୍ରୀ, ସାଂସଦ, ଖଦି ବୋର୍ଡ ଅଧ୍ୟକ୍ଷ ଏବଂ ଅନ୍ୟାନ୍ୟ ସ୍ଥାନୀୟ ନେତୃବୃନ୍ଦଙ୍କ ଉପସ୍ଥିତିରେ ପ୍ରତ୍ୟେକ ପଂଚାୟତ ପାଇଁ ୧ କୋଟି ଟଙ୍କାର ପୁରସ୍କାର ଘୋଷଣା କରି ଆଦର୍ଶ ନିର୍ବାଚନ ଆଚରଣ…
ରାଉରକେଲା ଅବକାରୀ ବିଭାଗ ଦ୍ୱାରା ଦେଶୀ ମଦ ସହିତ ଏକ ସ୍କୁଟି ଜବତ
ରାଉରକେଲା (ବସନ୍ତ କୁମାର ଜେନା): ଚବିଶ ତାରିଖ ସୋମବାର ଦିନ ଅବକାରୀ ପୋଲିସ ସୁପରିଟେଣ୍ଡେଣ୍ଟ ଅଧିକ୍ଷଙ୍କ ନିର୍ଦେଶ କ୍ରମେ excise ରାଉରକେଲା range ର ଇନ୍ସପେକଟର ଓ ତାଙ୍କର ସହକର୍ମୀ ଙ୍କ ସହିତ ପେଟ୍ରୋଲିଙ୍ଗ ରେ ଯାଇଥିଲେ lସେକ୍ଟର 7 ଥାନାରେ ଥିବା ବାଗବୁଡି ବି ଅଂଚଳର କରିଶ୍ମା ଟପ୍ପୋ…
ବାଣ ଫୁଟାଇବାକୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ:ଛୁରା ମାଡ
ନୟାଗଡ଼ (ବିଶ୍ଵଜିତ ନାୟକ) - ନୟାଗଡ଼ ଜିଲ୍ଲା ଦଶପଲ୍ଲା ବ୍ଲକ ମଧ୍ୟଖଣ୍ଡ ଅଞ୍ଚଳରେ ଦୀପାବଳୀ ଉତ୍ସବ ପାଳନ ଅବସରରେ ବାଣ ଫୁଟାଇବାକୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳର ସୂତ୍ରପାତ ହୋଇଥିଲା। କିଛି ସମୟ ମଧରେ ଗଣ୍ଡଗୋଳ ଏକ ଉଗ୍ରରୂପ ଧାରଣ କରିଥିଲା । ଏହି ଗଣ୍ଡଗୋଳ ବେଳେ ବିକାଶ ନାମକ ଏକ ଯୁବକ…