Sign in
Sign in
Recover your password.
A password will be e-mailed to you.
ହାତୀ ଆକ୍ରମଣରେ ଲିଭିଗଲା ଜୀବନ ଦୀପ
ଶୌଚ ପାଇଁ ଯାଇ ହାତୀ ଆକ୍ରମଣ ରେ ଜୀବନ ହାରିଲେ ବୃଦ୍ଧ
ବରଗଡ :- ଆଜି ଏକ ଅଭାବନୀୟ ଘଟଣା କ୍ରମରେ ପାଇକମାଲ ବ୍ଲକ ଅନ୍ତର୍ଗତ ଭେଙ୍ଗରାଜପୁର ଗ୍ରାମପଞ୍ଚାୟତ ର ରସମୁଣ୍ଡା ଗ୍ରାମର ରାମଚନ୍ଦ୍ର ନାୟକ (୮୦)ଙ୍କୁ ଏକ ଜଙ୍ଗଲୀ ହାତୀ ଦଳି ମାରିଦେଇଥିବା ଜଣା ପଡିଛି । ପ୍ରାପ୍ତ ସୂଚନା ଅନୁସାରେ ମୃତ…
ନୟାଗଡ଼ ଟାଉନ ଥାନା ପୁଲିସକୁ ବଡ ସଫଳତା : ଡକାୟତ ଗ୍ୟାଙ୍ଗ ସହ ୨ ଚୋରା ସୁନା ବେପାରୀ ଗିରଫ
ନୟାଗଡ଼(ବିଶ୍ଵଜିତ ନାୟକ) - ନୟାଗଡ଼ ଟାଉନ ଥାନା ପୁଲିସ ଏକ ଡକାୟତ ଗ୍ୟାଙ୍ଗକୁ ଗିରଫ କରିବା ସହ ୨ ଜଣ ଚୋରା ସୁନା ବେପାରୀଙ୍କୁ ଗିରଫ କରିବାରେ ସଫଳ ହୋଇଛି । ସେମାନଙ୍କ ଠାରୁ ବିପୁଳ ପରିମାଣର ସୁନା ଅଳଙ୍କାର ଜବତ ହୋଇଛି । ଟାଉନ ଥାନା ପରିସରରେ ନୟାଗଡ଼ ଆରକ୍ଷୀ ଅଧିକ୍ଷକ ଅଲେଖ ପହି ସାମ୍ବାଦିକ…
ରାଉରକେଲା ବିଧାୟକ ସାରଦା ନାୟକଙ୍କ ନିଆରା ଢଙ୍ଗରେ ପବିତ୍ର ଦୀପାବଳି ପାଳନ
ରାଉରକେଲା (ବସନ୍ତ କୁମାର ଜେନା): ଆଜି ସମଗ୍ର ରାଉରକେଲା, ପବିତ୍ର ଦୀପାବଳି ଉପଲକ୍ଷେ ଉଛବମୁଖର ହୋଇ ଘରେଘରେ ପିଠା,ମିଠା,ବାଣ ଓ ଆଲୋକରେ ଅତ୍ୟନ୍ତ ଆନନ୍ଦର ସହିତ ନିଜନିଜ ଘରେ ନିଜର ବନ୍ଧୁବାନ୍ଧବଙ୍କ ସହିତ ପାଳନ କରୁଥିବା ବେଳେ,ରାଉରକେଲା ବାସୀଙ୍କର ଅତି ପ୍ରିୟ ମାନ୍ୟବର ବିଧାୟକ ସାରଦା…
ପରିବା ଦୋକାନରେ ନିଆଁ ଲାଗି ଦୋକାନ ନଷ୍ଟ
ଚିଲିକା/ଖୋର୍ଦ୍ଧା :-(ସେକ୍ କୌଶର୍)ଖୋର୍ଦ୍ଧା ଜିଲ୍ଲା ବାଣପୁର ଏନ୍ ଏସି ବଜାର ସାହିରେ ଜଣେ ପରିବା ବେବସାୟୀ ଙ୍କ ଦୋକାନରେ ବିଦୁତ୍ ଖୁଣ୍ଟରୁ ସର୍ଟ ସର୍କିଟ ହୋଇ ଦୋକାନ ରେ ନିଆଁ ଲାଗି ସମ୍ପୂର୍ଣ ଭାବରେ ଦୋକାନ ଟି ନଷ୍ଟ ହୋଇଯାଇଛି। ସୂଚନା ମୁତାବକ ଆଜି ସନ୍ଧ୍ୟାରେ ବାଣପୁର ତଳ ସାହିର…
ସର୍ବୋଦୟ ନେତ୍ରୀ ଶ୍ରୀମତୀ ଅନ୍ନପୂର୍ଣ୍ଣା ପତିି ଜୟକିରଣ ସମ୍ମାନରେ ଭୂଷିତ
ଭୁବନେଶ୍ୱର : ଭୂଦାନ ଆନ୍ଦୋଳନ ସହ ଜଡ଼ିତ ସର୍ବୋଦୟ ନେତ୍ରୀ ଶ୍ରୀମତୀ ଅନ୍ନପୂର୍ଣ୍ଣା ପତିଙ୍କୁ ଜୟକିରଣ ସମ୍ମାନ-୨୦୨୨ରେ ଭୂଷିତ କରାଯାଇଛି । ସେହିଭଳି ସ୍ୱନାମଧନ୍ୟ ଓଡ଼ିଶୀ ନୃତ୍ୟଗୁରୁ ଶ୍ରୀ ରତିକାନ୍ତ ମହାପାତ୍ରଙ୍କୁ ଗୁରୁ ଗଂଗାଧର ପ୍ରଧାନ ସମ୍ମାନ-୨୦୨୨ ଏବଂ ମର୍ଦ୍ଦଳ ଗୁରୁ ଓ ବିଶିଷ୍ଟ…
ଭଗବତ ଗୀତାକୁ ଛୁଇଁ ଏମପି ଭାବେ ଶପଥ ନେଇଥିଲେ ଋଷି ସୁନାକ
ନିଜ ପତ୍ନୀ ଅକ୍ଷତା, କନ୍ୟା କୃଷ୍ନା ଏବଂ ଅନୁଷ୍କାଙ୍କ ସହ ଋଷି ସୁନାକ
ଲଣ୍ଡନ : ବ୍ରିଟେନର ପ୍ରଥମ ଭାରତୀୟ ମୂଳ ପ୍ରଧାନମନ୍ତ୍ରୀ ହେବାର ଗୌରବ ହାସଲ କରି ଋଷି ସୁନାକ ରଚନା କରିଛନ୍ତି ଇତିହାସ । ଅନେକ ଦଶନ୍ଧି ପରେ କଡ଼ ଲେଉଟାଇଛି ଇତିହାସ | ଭାରତରେ ପ୍ରଭୁତ୍ୱ ଜାହିର କରିଥିବା ବ୍ରିଟେନ…
ରାଉରକେଲା ବନ୍ଧମୁଣ୍ଡା ରେ ପଶିଲେ ୨୨ ଟିକିଆ ହାତୀ ଦଳ।।
ଟ୍ରେନ ଚଳାଚଳରେ ହାଇ ଆଲର୍ଟ, ହାତୀ ଦଳଙ୍କ ଟ୍ରେନ ଲାଇନ ପାର
ରାଉରକେଲା(ବସନ୍ତ କୁମାର ଜେନା):ଗ୍ରାମାଞ୍ଚଳ ଛାଡି ହାତୀ ପଲ୍ଲ ଏବେ ସହର ମୁହାଁ। ଆଜି ଏକ ହାତୀ ପଲ୍ଲ ରାଉରକେଲା ନିକଟ ବନ୍ଧମୁଣ୍ଡାରେ ଡେରା ପକାଇଛନ୍ତି। ଏହି ୨୨ ଟିକିଆ ହାତୀ ଦଳ ଏବେ ବନ୍ଧମୁଣ୍ଡା ‘ଡି’ କେବିନ ନିକଟ ଆର…
ଆଦିବାସୀ ସମ୍ପ୍ରଦାୟର ସଂଗଠନମାନଙ୍କ ଦ୍ୱାରା ସ୍ବର୍ଗତ ବିଧାୟକଙ୍କୁ ଶ୍ରଦ୍ଧାଞ୍ଜଳୀ
ଅଣ ସଂରକ୍ଷିତ ଆସନରୁ ପାଞ୍ଚ ଥର ବିଧାୟକ ହେବା ବିଜୟ ବାବୁଙ୍କ ଲୋକପ୍ରିୟତାର ପ୍ରମାଣ :- ସାଂସଦ ନିରଞ୍ଜନ ବିଶି
ଜ଼ିଲ୍ଲା ଆଦିବାସୀ କଲ୍ୟାଣ ସଂଘ ର ଉପଖଣ୍ଡ ସ୍ତରୀୟ କାର୍ଯ୍ୟକାରିଣୀ ବୈଠକ
ବରଗଡ :- ଆଜି ନୃସିଂହନାଥ ମନ୍ଦିର ନିକଟସ୍ତ ବିନ୍ଧ୍ୟବାସିନୀ ଭବନ ଠାରେ ଜ଼ିଲ୍ଲା ଆଦିବାସୀ କଲ୍ୟାଣ…
‘ ଅସଭ୍ୟ ନଗର ଓ ଅନ୍ୟାନ୍ୟ ଗଳ୍ପ’ ଉନ୍ମୋଚିତ
ନବରଙ୍ଗପୁର/ଜିଲ୍ଲା ପ୍ରତିନିଧି ଅଶୋକ ସାହୁ: ଅନୁବାଦିକା ତଥା ଅଧ୍ୟାପିକା ନୀହାରିକା ମଲ୍ଲିକ ଙ୍କ ଓଡ଼ିଆ ଅନୁସୃଜନ 'ଅସଭ୍ୟ ନଗର ଓ ଅନ୍ୟାନ୍ୟ ଗଳ୍ପ' ସ୍ଥାନୀୟ ବିଦ୍ୟାର୍ଥୀ ବିଜ୍ଞାନ ମହାବିଦ୍ୟାଳୟ ପରିସରରେ ଉନ୍ମୋଚିତ ହୋଇଯାଇଛି । ହିନ୍ଦୀ ସାହିତ୍ୟ ର ବିଶିଷ୍ଟ କଥାକାର ରାମେଶ୍ବର କାମ୍ବୋଜ…
ଯାଦବ ସାଂସ୍କୃତିକ ସମାଜର ଉପଖଣ୍ଡସ୍ତରୀୟ ବୈଠକ
ମେଲଛାମୁଣ୍ଡା(ମନୋଜ ଭୋଇ)-ପଦ୍ମପୁର ଉପଖଣ୍ଡସ୍ତରୀୟ ଯାଦବ ସାଂସ୍କୃତିକ ସମାଜର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ପଦ୍ମପୁର ଗୋରୁବଜାର ପ୍ରାଙ୍ଗଣରେ ରବିବାର ଦିନ ଜିଲ୍ଳା ସାମାଜିକ ଆଇନ ପରାମର୍ଶଦାତା ଅମୃତଲାଲ ବନଛୋରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ସଭାରେ ଜିଲ୍ଳା ସଭାପତୀ ରାଜୁ ଘିଭେଲା…