ରିଲାଏନ୍ସ ଜିଓର ଦ୍ୱିତୀୟ ତ୍ରୈମାସିକ ନେଟ୍ ଲାଭ ୨୮ ପ୍ରତିଶତ ବୃଦ୍ଧି ପାଇ ୪,୫୧୮ କୋଟି ଟଙ୍କା

ଭୁବନେଶ୍ୱର: ରିଲାଏନ୍ସ ଜିଓ ଇନ୍‌ଫୋକମ୍ ସେପ୍ଟେମ୍ବର ସୁଦ୍ଧା ଶେଷ ହୋଇଥିବା ଚଳିତ ଆର୍ଥିକ ବର୍ଷର ଦ୍ୱିତୀୟ ତ୍ରୈମାସିକରେ ୪,୫୧୮ କୋଟି ଟଙ୍କାର ନେଟ୍ ଲାଭ କରିଛି । ବାର୍ଷିକ ଭିତିରେ କଂପାନିର ନେଟ୍ ଲାଭ ୨୮% ବୃଦ୍ଧି ପାଇଛି । ଗତ ଆର୍ଥିକ ବର୍ଷର ଦ୍ୱିତୀୟ ତ୍ରୈମାସିକରେ କଂପାନିର ନେଟ୍ ଲାଭ…

କଟକ ରେ ଖୋଲିଲା ବାର୍ବିକ୍ୟୁ ନେସନ୍‌ର ଆଉଟ୍‌ଲେଟ୍

କଟକ- ବାର୍ବିକ୍ୟୁ ନେସନ୍‌ର ପ୍ରଥମ ଆଉଟ୍‌ଲେଟ୍ କଟକ ଠାରେ ଉଦ୍‌ଘାଟିତ ହୋଇଯାଇଛି । ୪୨୫୦ ବର୍ଗଫୁଟ୍ ରେ ବିସ୍ତୃତ ଏହି ଆଉଟ୍‌ଲେଟ୍‌ରେ ୧୮୦ଟି ସିଟ୍ ରହିଛି । ଏହି ସ୍ଥାନଟି କର୍ପୋରେଟ୍ ଲଚଂ ଏବଂ ପରିବାର ସହିତ ସମୟ ବିତାଇବାକୁ ସର୍ବୋତ୍କୃଷ୍ଟ ସ୍ଥାନ । ଏହାର ଇନ୍ଟେରିଅର ଭାଇବ୍ରାନ୍ଟ୍ ଏବଂ…

ସୂର୍ଯ୍ୟ ପରାଗ ପାଇଁ ଅକ୍ଟୋବର ୨୫ ସରକାରୀ ଛୁଟି ଘୋଷଣା

ଭୁବନେଶ୍ୱର: ଆସନ୍ତା 25ତାରିଖ ମଙ୍ଗଳବାର ଦିନ ସୂର୍ଯ୍ୟ ପରାଗ ପଡୁଥିବାରୁ ଉକ୍ତ ଦିନଟିକୁ ରାଜ୍ୟ ସରକାର ଛୁଟି ଘୋଷଣା କରିଛନ୍ତି | ତଦନୁଯାୟୀ ଅକ୍ଟୋବର ୨୫ ମଂଗଳ ବାର ଦିନ ରାଜ୍ୟର ସମସ୍ତ ସରକାରୀ ଅଫିସ, ସ୍କୁଲ କଲେଜ ଆଦି ସମସ୍ତ ଶିକ୍ଷାନୁଷ୍ଠାନ,ରାଜସ୍ବ ବିଭାଗୀୟ କୋର୍ଟ, ବ୍ୟାଙ୍କ ଏବଂ…

ୱାର୍ଡ ସଭ୍ୟ ଓ ସଭ୍ୟାଙ୍କ ପ୍ରାରମ୍ଭିକ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଉଦଯାପିତ

https://youtu.be/sabDn-Iyqxc ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଅକ୍ଟୋବର୧୮ ତାରିଖ ଠାରୁ ୨୦ ତାରିଖ ପର୍ଯ୍ୟନ୍ତ ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ସି. ସି.ଡି ତାଲିମ କେନ୍ଦ୍ର ଠାରେ ରାଜ୍ୟ ଗ୍ରାମ୍ୟ ଉନ୍ନୟନ ପ୍ରତିଷ୍ଠାନ , ପଞ୍ଚାୟତିରାଜ ଓ ପାନୀୟ ଜଳ…

ଜିଲ୍ଲାସ୍ତରୀୟ ୬୩ ତମ ସହିଦ୍ ଦିବସ – ୨୦୨୨ ପାଳିତ

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ପାରଳାଖେମୁଣ୍ଡି ଉପକଣ୍ଠସ୍ଥ ବେତାଗୁଡ଼ା ସ୍ଥିତ ରିଜର୍ଭ ପୋଲିସ କାର୍ଯ୍ୟାଳୟ ପଡିଆ ଠାରେ ଜିଲ୍ଲା ପୋଲିସ ପ୍ରଶାସନ ପକ୍ଷରୁ ଜିଲ୍ଲାସ୍ତରୀୟ ୬୩ ତମ ପୋଲିସ ସହିଦ୍ ସ୍ମୃତି ଦିବସ ପ୍ୟାରେଡ଼ -୨୦୨୨ କାର୍ଯ୍ୟକ୍ରମ ପାଳିତ ହୋଇଯାଇଛି।ଜିଲ୍ଲା ଆରକ୍ଷୀ…

+୩ ମହିଳା ମହାବିଦ୍ୟାଳୟରେ ମେଗା ସଫେଇ କାର୍ଯ୍ୟକ୍ରମ

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ଯୁକ୍ତ ତିନି ମହିଳା ମହାବିଦ୍ୟାଳୟ ପରିସରରେ ଏନ୍ ଏସ୍ ଏସ୍ ସ୍ବେଚ୍ଛାସେବୀଙ୍କ ଦ୍ଵାରା ଏକ ସଫେଇ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର ଏନ୍ ଏସ୍ ଏସ୍ ବ୍ୟୁରୋର…

ହସ୍ତଶିଳ୍ପକୁ ପ୍ରୋତ୍ସାହନ କରିବା ନିମନ୍ତେ ପଟ୍ଟଶ୍ରୀର ଏକ୍ସ୍‌କ୍ଲ୍ୟୁସିଭ୍ ଷ୍ଟୁଡିଓ

ଭୁବନେଶ୍ୱର: ଉଭୟ ଜାତୀୟ ତଥା ଆନ୍ତର୍ଜାତୀୟ ସ୍ତରରେ କଳା ଓ ସଂସ୍କୃତି ନିମନ୍ତେ ଓଡିଶା ସ୍ୱୀକୃତି ପ୍ରାପ୍ତ । ଭାରତ ଏବଂ ଓଡିଶାର କଳା ଓ ହସ୍ତଶିଳ୍ପକୁ ପ୍ରୋତ୍ସାହିତ କରିବା ପାଇଁ ବିଭିନ୍ନ ହସ୍ତ ଚିତ୍ରିତ ହ୍ୟାଣ୍ଡ୍‌ଲୁମ୍ ଏବଂ ଫ୍ୟାବ୍ରିକ୍‌ର ପ୍ରଡକ୍ଟର ସମ୍ଭାର ନେଇ ଉଦ୍‌ଘାଟିତ ହୋଇଯାଇଛି…

ଝାରବନ୍ଧ ବ୍ଲକ ରେ ଦିବ୍ୟାଙ୍ଗ ତାଲିମ ଶିବିର

ଝାରବନ୍ଧ: ଝାରବନ୍ଧ ଗୋଷ୍ଠୀ ଶିକ୍ଷା ଅଧିକାରୀ ଙ୍କ କାର୍ଯ୍ୟାଳୟ ରେ ଦିବ୍ୟାଙ୍ଗ ଛାତ୍ର ଛାତ୍ରୀଙ୍କ ଅଭିଭାବକ ଓ ବିଭିନ୍ନ ବିଦ୍ୟାଳୟ ର ଶିକ୍ଷକ ତଥା ପ୍ରଧାନ ଶିକ୍ଷକ ମାନଙ୍କୁ ନେଇ ଏକ ଏକ ଦିବସୀୟ ତାଲିମ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହା ସହ ଗୋଷ୍ଠୀ ଶିକ୍ଷା ଅଧିକାରୀ ( ABEO )…

ଚାକିଡି କ୍ଲଷ୍ଟର୍ ରେ ସୁରଭି କାର୍ଯ୍ୟକ୍ରମ

ଯଶିପୁର: ଯଶିପୁର ବ୍ଲକ୍ ଚାକିଡି କ୍ଲଷ୍ଟର ସ୍ତରୀୟ ସୁରଭୀ କାର୍ଯ୍ୟକ୍ରମ ଚାକିଡି ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ରେ ଅନୁଷ୍ଠିତ ହୋଇଯାଇଅଛି। ଚାକିଡି ଆଞ୍ଚଳିକ ସାଧନ କେନ୍ଦ୍ରର ସଂଯୋଜକ ଶ୍ରୀ ଖିତିଶ ମହାନ୍ତ ଙ୍କ ତତ୍ତ୍ଵାବଧାନରେ ଓ ଚାକୀଡି ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନଶିକ୍ଷକ ଶ୍ରୀ…

ପୋଡାପାଡି କ୍ଲଷ୍ଟର ସ୍ତରୀୟ ଶିଶୁ ମହୋତ୍ସଵ ସୁରଭି ୨୦୨୨ ପ୍ରତିଯୋଗିତା

କାଶୀପୁର / ପୋଡାପାଡ଼ି ରୁ ବୈକୁଣ୍ଠ ଦୁରିଆ : ଉଚ୍ଚ ପ୍ରାଥମିକ ବିଦ୍ୟାଳୟ , ପୋଡାପାଡ଼ି ଠାରେ ଜିଲ୍ଲା ଶିକ୍ଷା ଅଧିକାରୀ ଙ୍କ ନିର୍ଦ୍ଦେଶ କ୍ରମେ ଅତରସିଂ କ୍ଲଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ '' ସୁରଭି '' - ୨୦୨୨ ପ୍ରତିଯୋଗିତା କାର୍ଯ୍ୟକ୍ରମ ହୋଇଯାଇଛି। ସ୍ଥାନୀୟ ଉତ୍କଳ ମଣି ଗୋପବନ୍ଧୁ…