Sign in
Sign in
Recover your password.
A password will be e-mailed to you.
ନାଥଦ୍ୱାରାରେ ଜିଓ ଟ୍ରୁ-୫ଜି ଓ ଟ୍ରୁ-୫ଜି ପାୱାରଡ୍ ୱାଇ-ଫାଇର ଶୁଭାରମ୍ଭ
- ଭାରତର ଅଧିକ ଭିଡ଼ ଅଂଚଳରେ ଏହି ୱାଇ-ଫାଇର ଅନୁଭବ ମିଳିବ
- ଦିଲ୍ଲୀ, ମୁମ୍ବାଇ, କୋଲକାତା ଓ ବାରାଣାସୀ ପରେ ଚେନ୍ନାଇକୁ ଜିଓ ଟ୍ରୁ-୫ଜିର ସମ୍ପ୍ରସାରଣ
ଭୁବନେଶ୍ୱର: ସମସ୍ତଙ୍କ ପାଖରେ ୫ଜି ପହଂଚାଇବା ଲାଗି ଶିକ୍ଷାନୁଷ୍ଠାନ, ଧାର୍ମିକ ସ୍ଥଳ, ରେଳ ଷ୍ଟେସନ, ବସ୍ ଷ୍ଟାଣ୍ଡ୍, କମର୍ସିଆଲ୍…
ଖରମୁଣ୍ଡା କ୍ଲଷ୍ଟରରେ ସୁରଭି କାର୍ଯ୍ୟକ୍ରମ
ବିଜେପୁର : ବିଜେପୁର ବ୍ଲକ୍ ଖରମୁଣ୍ଡା କ୍ଲଷ୍ଟର ସ୍ତରୀୟ ସୁରଭୀ କାର୍ଯ୍ୟକ୍ରମ ଖରମୁଣ୍ଡା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ରେ ଅନୁଷ୍ଠିତ ହୋଇଯାଇଅଛି। ଖରମୁଣ୍ଡା ଆଞ୍ଚଳିକ ସାଧନ କେନ୍ଦ୍ରର ସଂଯୋଜକ ଶ୍ରୀଯୁକ୍ତ ଶରତ କୁମାର ପଧାନ ଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି 'ସୁରଭି' କାର୍ଯ୍ୟକ୍ରମର…
ବିଶ୍ୱ ସ୍ତରୀୟ ଆୟୋଡିନ ଅଭାବନିତ ରୋଗ ନିରାକରଣ ସଚେତନତା ଦିବସ ପାଳନ
ଜଗତସିଂହପୁର/ସୁମନ୍ତ କୁମାର ଦାସ: ଜିଲ୍ଲା ସ୍ୱାସ୍ଥ୍ୟ ସମିତି ଅନୁକୁଲ୍ୟରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ସଭାଗୃହରେ ବିଶ୍ବ ସ୍ତରୀୟ ଆୟୋଡିନ ଅଭାବନୀତ ରୋଗ ନିରାକରଣ ସଚେତନତା ଦିବସ ପାଳିତ ହୋଇଯାଇଛି l ଆୟୋଡିନ ଅଭାବ ହେଲେ ଶରୀରରେ କଣ ସବୁ ରୋଗ ଦେଖାଯାଇଥାଏ ଏବଂ ଏହି ଆଇଓଡିନ କେଉଁଥରୁ ମିଳେ…
ଆଞ୍ଚଳିକ ସ୍ତରୀୟ ଶିଶୁ ମହୋତ୍ସବ ସୁରଭି କାର୍ଯ୍ୟକ୍ରମ
ରାଉରକେଲା /ସାରନଗରୀ (ବସନ୍ତ କୁମାର ଜେନା): ଛାତ୍ରଛାତ୍ରୀଙ୍କ ମାନସିକ,ଶାରୀରିକ ଓ ବୌଦ୍ଧିକ ବିକାଶ ନିମନ୍ତେ କୈଶୋର ସମୟ ହିଁ ପ୍ରକୃଷ୍ଟ ସମୟ । ଏହାର ବିକାଶ ପାଇଁ ୍ନ ବିଭିନ୍ନ ସ୍ଥାନରେ ଶିଶୁ ମହୋତ୍ସବ ସୁରଭି କାର୍ଯ୍ୟକ୍ରମ ପାଳନ ହେଉଛି । ନବକୃଷ୍ଟନଗରସ୍ଥିତ ସୋନାପର୍ବତ ସରକାରୀ ଉଚ୍ଚ…
ଜିଲ୍ଲା ପ୍ରଶାସନ ତରଫରୁ ଉପ କାରାଗାରରେ ପୁସ୍ତକ ଓ ଖେଳ ସାମଗ୍ରୀ ବଣ୍ଟନ
ପାରଳାଖମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲାପାଳ ଶ୍ରୀଯୁକ୍ତ ଲିଙ୍ଗରାଜ ପଣ୍ଡାଙ୍କ ନିର୍ଦ୍ଦେଶ କ୍ରମେ ପାରଳଖେମୁଣ୍ଡି ଉପ କାରାଗାରରେ କଏଦୀ ମାନଙ୍କ ନିମନ୍ତେ ଜିଲ୍ଲା ପ୍ରଶାସନ ତରଫରୁ ବିଭିନ୍ନ ପ୍ରକାର ପାଠ୍ୟ ପୁସ୍ତକ , କେରମ୍ ବୋର୍ଡ ଓ ଚେସ୍ ପ୍ରଦାନ କରାଯାଇଛି। ଏହି ଅବସରରେ…
ସ୍ବର୍ଗତ ବିଧାୟକଙ୍କ ଶୋକ ସଭା ଓ ନାଟକ ‘ଦକ୍ଷିଣା ‘ମଞ୍ଚସ୍ଥ
ପଦ୍ମପୁର: ପଦ୍ମପୁର ଉପଖଣ୍ଡ ସର୍ଗିବାହାଲ ଗ୍ରାମ ପଞ୍ଚାୟତର ଢୋଲବନ୍ଧ ଗ୍ରାମରେ ସଚେତନ ହେମା ଅନୁଷ୍ଠାନ ଆନୁକୂଲ୍ୟରେ ସ୍ବର୍ଗତ ବିଧାୟକ ବିଜୟ ରଞ୍ଜନ ସିଂ ବରିହାଙ୍କ ବିୟୋଗରେ ଶୋକ ସଭାଅନୁଷ୍ଠିତ ହୋଇ ଯାଇଛି l ଏହି ଅବସରରେ ମୁଖ୍ୟ ଅତିଥି ଭାବେ ଡୋଳାମଣି ରଣା, ସମ୍ମାନିତ ଅତିଥି ଭାବେ…
ଓ.ଏ.ଏସ୍ କୃତକାର୍ଯ୍ୟ ଫାଲଗୁନି କୁମାର ଙ୍କୁ ସମ୍ବର୍ଦ୍ଧନା ପ୍ରଦାନ
ଭଞ୍ଜନଗର: ଭଞ୍ଜନଗର ସ୍ଥିତ ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର ଡିହପଢାଳ ଠାରେ ଓ.ଏ.ଏସ୍ ପରୀକ୍ଷାରେ କୃତକାର୍ଯ୍ୟ ହୋଇଥିବା ସରସ୍ବତୀ ଶିଶୁ ବିଦ୍ୟାମନ୍ଦିରର ପୂର୍ବତନ ଛାତ୍ର ଫାଲଗୁନି କୁମାର ଙ୍କୁ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି। ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ରେ ବିଦ୍ୟାଳୟ ପରିଚାଳନା କମିଟି…
ଅଶୋକଙ୍କୁ ମିଳିଲା ନୂଆ ଜୀବନ, ସାହା ହେଲା ଓଡ଼ିଶା-ମୋ ପରିବାର
ଭୁବନେଶ୍ୱର: ଦୁର୍ଘଟଣାଗ୍ରସ୍ତ ଜନୈକ ଯୁବକ ଅଶୋକଙ୍କ ଜୀବନରେ ଘୋଟି ଆସିଥିବା ଅନ୍ଧକାରକୁ ଦୂର କଲା ଓଡ଼ିଶା-ମୋ ପରିବାର । ଜୀବନ ଜିଇବା ଦୁର୍ବିସହ ହୋଇପଡ଼ିଥିଲା ତାଙ୍କର, ତାଙ୍କ ଜୀବନକୁ ସହଜ କରିବା ପାଇଁ ଆଶାର ଆଲୋକ ସାଜି ଓଡ଼ିଶା-ମୋ ପରିବାର ଯୋଗାଇଦେଲା “କୃତ୍ରିମ ଅଙ୍ଗ” |
ସୂଚନା ଯୋଗ୍ୟ,…
ଆନ୍ତଃ ମହାବିଦ୍ୟାଳୟ ଭଲିବଲ ଟୁର୍ଣ୍ଣାମେଣ୍ଟ ଉଦଘାଟିତ
ଭଞ୍ଜନଗର-ବ୍ରହ୍ମପୁର ବିଶ୍ବବିଦ୍ୟାଳୟ କ୍ରୀଡା ସଂସଦ ପକ୍ଷରୁ ଭଞ୍ଜନଗର କବିସମ୍ରାଟ ଉପେନ୍ଦ୍ର ଭଞ୍ଜ ମହାବିଦ୍ୟାଳୟ ଖେଳ ପଡିଆରେ ଶନିବାର ୫୨ ତମ ଆନ୍ତଃ ମହାବିଦ୍ୟାଳୟ ଭଲିବଲ ଟୁର୍ଣ୍ଣାମେଣ୍ଟ ଉଦଘାଟିତ ହୋଇଯାଇଛି। କଲେଜ ଭାରପ୍ରାପ୍ତ ଅଧ୍ୟକ୍ଷ ରାଜେନ୍ଦ୍ର ଦାସ ଏହାକୁ ଉଦଘାଟନ କରିଥିଲେ। …
୪୬-ଧାମନଗର ବିଧାନସଭା ଉପନିର୍ବାଚନ : ଭୋଟର ଦେଖାଇ ପାରିବେ ଭୋଟର ପରିଚୟପତ୍ର ସହ ବିକଳ୍ପ ପରିଚୟପତ୍ର
ଭୁବନେଶ୍ୱର : ଆସନ୍ତା ନଭେମ୍ବର ୩ ତାରିଖରେ ୪୬-ଧାମନଗର ବିଧାନସଭା ନିର୍ବାଚନ ମଣ୍ଡଳୀରେ ହେବାକୁ ଥିବା ଉପନିର୍ବାଚନରେ ଭୋଟରଙ୍କ ପରିଚୟ ନିମନ୍ତେ ଭାରତ ନିର୍ବାଚନ ଆୟୋଗ ଭୋଟର ଫଟୋ ପରିଚୟପତ୍ର (ଇପିଆଇସି) ବ୍ୟତୀତ ଅନ୍ୟ କେତେଗୁଡ଼ିଏ ବିକଳ୍ପ ପରିଚୟପତ୍ର ବ୍ୟବହାରକୁ ଅନୁମତି ପ୍ରଦାନ କରିଛନ୍ତି…