ମଦ ଧରପଗଡ: ଅବକାରୀ ବିଭାଗ ପକ୍ଷରୁ ଜୋରଦାର ଚଢ଼ଉ l

ଝାରବନ୍ଧ -ମନୋହର ଦାଶ: ପଦ୍ମପୁର ଉପନିର୍ବାଚନ କୁ ଆଖି ଆଗରେ ରଖି ନିରପେକ୍ଷ ଓ ନିର୍ଭିକ କରିବା ପାଇଁ ବରଗଡ଼, ପଦ୍ମପୁର, ପାଇକମାଲ ଅବକାରୀ ଥାନା ଓ ଜିଲ୍ଲା ଭ୍ରାମ୍ୟମାଣ ଅବକାରୀ ଟିମ ମିଳିତ ଚଢ଼ଉ କରି ବେଆଇନ ଚୋରା ମଦ ଧରପକଡ କରିଛନ୍ତl ପାଇକମାଲ ଅବକାରୀ ଥାନା ଅନ୍ତର୍ଗତ ଝାରବନ୍ଧ ବ୍ଲକ ର…

ରାଇକିଆ ପାଳକ ଆସୋସିଏସନ୍ ଟ୍ରଷ୍ଟ ପକ୍ଷରୁ ୧୭ ତମ ପାଳକିୟ ବାର୍ଷିକ ସମ୍ମିଳନୀ

ଘୁ.ଉଦୟଗିରି (ଗଗନ କୁମାର ପ୍କରଧାନ): କନ୍ଧମାଳ ଜିଲ୍ଲା ଘୁ.ଉଦୟଗିରି ବ୍ଲକ ଅଧିନସ୍ଥ କତିଙ୍ଗିଆ ପଞ୍ଚାୟତ ଅନ୍ତର୍ଗତ ମାଜୁମାହା ବାପ୍ଟିଷ୍ଟ୍ ଚର୍ଚ୍ଚରେ ରାଇକିଆ ପାଳକ ଆସୋସିଏସନ୍ ଟ୍ରଷ୍ଟ ରାଇକିଆ, କନ୍ଧମାଳର ୧୭ ତମ ପାଳକିୟ ବାର୍ଷିକ ସମ୍ମିଳନୀ ୨୦୨୨ ଅନୁଷ୍ଠିତ ହୋଇଯାଇଛି । ଏହି ବାର୍ଷିକ…

ଘୁ.ଉଦୟଗିରି ଠାରେ ୧୦ଫୁଟ ଲମ୍ବା ଅଜଗର ସାପ ଉଦ୍ଧାର

 ଘୁ .ଉଦୟଗିରି(ଗଗନ କୁମାରପ୍ରଧାନ): କନ୍ଧମାଳ ଜିଲ୍ଲା ଅଧିନସ୍ଥ ଘୁ.ଉଦୟଗିରି ବିଜ୍ଞାପିତ ଅଂଚଳ ପରିଷଦର ଶ୍ରୀରାମପଦା ସ୍ଥିତ ତାରେଣୀ ମନ୍ଦିର ପରିସରରୁ ଆଜି ଏକ ୧୦ ଫୁଟିଆ ଅଜଗର ସାପକୁ ଉଦ୍ଧାର କରିଛି ଘୁ.ଉଦୟଗିରି ସ୍ନେକ ହେଲ୍ପ ଲାଇନ ଟିମ । ଆଜି ଦିନ ୧୨ଟାରେ ଖବର ପାଇ ସାଗେଂ ସାଗେଂ ସ୍ନେକ…

ମୁଖ୍ୟ ଶାସନ ସଚିବଙ୍କ ରାଉରକେଲା ଗସ୍ତ

ରାଉରକେଲା ,(ବସନ୍ତ କୁମାର ଜେନା): ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ମୁଖ୍ୟ ଶାସନ ସଚିବ ଶ୍ରୀଯୁକ୍ତ ସୁରେଶ ଚନ୍ଦ୍ର ମହାପାତ୍ର ରାଉରକେଲା ଗସ୍ତରେ ଆସି ନିର୍ମାଣାଧୀନ ବିର୍ସା ମୁଣ୍ଡା ଅନ୍ତର୍ଜାତୀୟ ହକି ଷ୍ଟାଡିୟମ ସହିତ ରାଉରକେଲା ବିମାନ ବନ୍ଦର ଏବଂ…

ଗଣତନ୍ତ୍ରର ସୁରକ୍ଷା ଦିଗରେ ସାମ୍ବାଦିକଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ

ଭଞ୍ଜନଗର : ଗଣତନ୍ତ୍ରର ସୁରକ୍ଷା ଦିଗରେ ସାମ୍ବାଦିକଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ, ଏହାର କୌଣସି ବିକଳ୍ପ ନାହିଁ । ସାମ୍ବିଧାନିକ ପରିଚୟ ନଥିବା ସତ୍ତ୍ୱେ ସାମ୍ବାଦିକ ସମାଜର ପଥପ୍ରଦର୍ଶକ ହୋଇ ରହିଛି। ଭାରତରେ ଆଧୁନିକ ସାମ୍ବାଦିକତାର ବିକାଶ, ବର୍ତମାନର ସ୍ଥିତି, ସୁସ୍ଥ ସାମ୍ବାଦିକତାର…

ଗଜପତି ଉତ୍ସବ -୨୨ ସ୍ମରଣିକା କମିଟିର ପ୍ରଥମ ପ୍ରସ୍ତୁତି ବୈଠକ

 ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ପାରଳାଖେମୁଣ୍ଡି ସ୍ଥିତ ଉତ୍କଳ ହିତୈଷିଣୀ ସମାଜ ସଭାଗୃହରେ ଆଜି ସନ୍ଧ୍ୟାରେ ଗଜପତି ଉତ୍ସବ -୨୨ ସ୍ମରଣିକା କମିଟିର ଅଧ୍ୟକ୍ଷ ପୂର୍ଣ୍ଣଚନ୍ଦ୍ର ମହାପାତ୍ରଙ୍କ ସଭାପତିତ୍ବର ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ସ୍ମରଣିକା ଉପଯୋଗୀ ଗଜପତିର ସାରସ୍ଵତ ,…

ପାରିବାରିକ ସ୍ୱାସ୍ଥ୍ୟକୁ ପ୍ରାଥମିକତା ଦେବା ପାଇଁମୁଠାଏ ଆଲମଣ୍ଡ ଖାଇବା ଅଭ୍ୟାସ

ଭୁବନେଶ୍ୱର:ଗ୍ରାହକଙ୍କୁ ମନ ଖାଇବା ଖାଦ୍ୟର ମହତ୍ୱ ବିଷୟରେ ଶିକ୍ଷା ପ୍ରଦାନ କରିବାଉଦେ୍ଧଶ୍ୟରେକାଲିଫର୍ନିଆର ଆଲମଣ୍ଡ ବୋର୍ଡ ପକ୍ଷରୁ ‘ପ୍ରାୟୋରିଟାଇଜିଂ ମାଇଣ୍ଡଫୁଲ୍ଇଟିଂ: ଦ ନୁ୍ୟ ମନ୍ତ୍ର ଫର୍ହୋଲିଷ୍ଟିକ ଫ୍ୟାମିଲିହେଲଥ୍’ ଉପରେ ଏକ ଅଧିବେଶନ ଆୟୋଜନ କରାଯାଇଛି । ଆମ ପରିବାରଏବଂ ଆମ…

ପୁଣି ଜନନୀ ଯନ୍ତ୍ରଣା : ନିଜ ଘରେ ପ୍ରସବ ପରେ ପୁତ୍ର ସନ୍ତାନର ମୃତ।

ରାସ୍ତା ନଥିବାରୁ ଯାଇପାରିଲାନି ଆମ୍ବୁଲାନ୍ସ , ଷ୍ଟ୍ରେଚରରେ ବୁହା ହେଲେ ଆସନ୍ନପ୍ରସବା। କାଶୀପୁର ରୁ ବୈକୁଣ୍ଠ ଦୁରିଆ : ଆଜି ବି ରାଜ୍ୟ ର ବିଭିନ୍ନ ଦୁର୍ଗମ ଅଞ୍ଚଳର ଗ୍ରାମ ଗୁଡିକରେ ରାସ୍ତା ଟିଏ ମଧ୍ୟ ହୋଇପାରୁ ନାହିଁ ଯାହା ଫଳରେ କେବେ ଜନନୀ ଯନ୍ତ୍ରଣା ତ ଆଉ କେବେ ବୃଦ୍ଧା, ବୃଦ୍ଧାମା…

ରିଲାଏନ୍ସ ଜିଓ ୪ଜି ଡାଉନ୍‌ଲୋଡ୍ ଓ ଅପ୍‌ଲୋଡ୍ ସ୍ପିଡ୍‌ରେ ଏକ ନମ୍ବର: ଟ୍ରାଇ ରିପୋର୍ଟ

~ ୨୦.୩ ଏମ୍‌ବିପିଏସ୍‌ ହାରାହାରି ୪ଜି ଡାଉନ୍‌ଲୋଡ୍ ସ୍ପିଡ୍ ସହ ଜିଓର ନେତୃତ୍ୱ ବଜାୟ ରହିଛି ~ ୪ଜି ହାରାହାରି ଅପ୍‌ଲୋଡ୍ ସ୍ପିଡ୍‌ରେ ଲଗାତାର ଦ୍ୱିତୀୟ ମାସ ପାଇଁ ଜିଓ ଏକ ନମ୍ବର ଭୁବନେଶ୍ୱର: ରିଲାଏନ୍ସ ଜିଓ ହାରାହାରି ୪ଜି ଡାଉନ୍‌ଲୋଡ୍ ସ୍ପିଡ୍ ଓ ୪ଜି ଅପ୍‌ଲୋଡ୍…

ମାଣଓସା ଅବସରରେ ମା’ ଲକ୍ଷ୍ମୀଙ୍କ ପୂଜା ଉତ୍ସବ ନିଆରା ଢଙ୍ଗରେ ପାଳିତ

ନିଶ୍ଚିନ୍ତକୋଇଲି(ଦେବେନ୍ଦ୍ର ଷଢଙ୍ଗୀ): ପବିତ୍ର ମାର୍ଗଶୀର ମାସ ମାଣଓସା ଅବସରରେ ମା’ ଲକ୍ଷ୍ମୀଙ୍କ ପୂଜା ଉତ୍ସବ ନିଶ୍ଚିନ୍ତକୋଇଲି ବ୍ଲକ ବୁହାଳୋ ଗ୍ରାମପଂଚାୟତ ବରପଡ଼ା-ସାଧକନଗର ଗ୍ରାମବାସୀ ତଥା ଶ୍ରୀ ଶ୍ରୀ ସାର୍ବଜନୀନ ମା’ଗୃହଲକ୍ଷ୍ମୀ ପୂଜା କମିଟି ଆନୁକୂଲ୍ୟରେ ଆନନ୍ଦ ଉଲ୍ଲାସର ସହ ଏକ…