ବିଭିନ୍ନ ପଂଚାୟତରେ ବିଜେଡିର ମାରାଥନ ପ୍ରଚାର

https://youtu.be/TYtxWiP6l5s ଯାହା ବିକାଶ ହୋଇଛି ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା, ଆଉ ଯାହାବି ବାକି ଅଛି ତାହା ମୁଖ୍ୟମନ୍ତ୍ରୀ ହିଁ କରିବେ : ପ୍ରତାପ ଜେନା ଭୁବନେଶ୍ୱର : ବିଜୁ ଜନତା ଦଳର ବରିଷ୍ଠ ପର୍ଯ୍ୟବେକ୍ଷକ ତଥା ପୂର୍ବତନ ମନ୍ତ୍ରୀ ଶ୍ରୀଯୁକ୍ତ ପ୍ରତାପ ଜେନା ଆଜି ପୂର୍ବତନ ସାଂସଦ…

ଜମିବାରେ ଲାଗିଛି ବିଜେଡିର ପ୍ରଚାର:ବିଜେପି ଛାଡି ବିଜେଡି ରେ ମିଶୁଛନ୍ତି ପୁରୁଣା ବିଜେପି କର୍ମୀ

ବର୍ଷା ଙ୍କର ପାଇଁ ଗାଁ ଗାଁ ବୁଲି ପ୍ରଚାର କରୁଛନ୍ତି ନେତୃ ମଣ୍ଡଳୀ ବରଗଡ :- ବରଗଡ଼ ଜିଲ୍ଲା ପଦ୍ମପୁର ଉପନିର୍ବାଚନ ପାଇଁ ଏବେ ଅଂଚଳରେ ମାର୍ଗଶିର ମାସର ଶୀତ ଅପେକ୍ଷା ନିର୍ବାଚନୀ ତାତି ବେସି ଅନୁଭୂତ ହେଉଛି । ଉପନିର୍ବାଚନ ରେ ପ୍ରତିଦ୍ବନ୍ଦିତା କରୁଥିବା ପ୍ରାର୍ଥୀ ମାନଙ୍କ ତରଫରୁ ଇତି…

ବିଜୁ ଜନତା ଦଳର ମାରାଥନ ପ୍ରଚାର: ମହିଳା ମାନେ ମନଖୋଲି ଆଶୀର୍ବାଦକରୁଛନ୍ତି ବର୍ଷା ଙ୍କୁ

ବରଗଡ :- ପଦ୍ମପୁର ଉପନିର୍ବାଚନ ରେ ବିଜୁ ଜନତା ଦଳର ପ୍ରାର୍ଥୀ ବର୍ଷା ରାଣୀ ସିଂ ବରିହା ଆଜି ସନ୍ଧ୍ୟାରେ ନିର୍ବାଚନ ପ୍ରଚାର ପାଇଁ ପଦ୍ମପୁର ର କଂସର କୁ ପହଂଛି ଥିଲେ କଂସର ପଞ୍ଚାୟତ କୁ ପହଂଚିବା ପରେ ବର୍ଷା ଙ୍କୁ ସ୍ଥାନୀୟ ଜନସାଧାରଣ ଙ୍କର ଦ୍ୱାରା ଭବ୍ୟ ସ୍ୱାଗତ କରାଯାଇଥିଲା । ଅଂଚଳର ମାଁ…

ଓଡିଶା ଛତିଶଗଡ ସୀମାନ୍ତ ଅଞ୍ଚଳରେ କଡାକଡି ଚେକିଙ୍ଗ

ଝାରବନ୍ଧ -ମନୋହର ଦାଶ: ବରଗଡ଼ ଜିଲ୍ଲା ଜଗଦଳପୁର ଥାନା ଲଉଡ଼ିଦର୍ହl, ଧଉରାଭଟା ଛକ ରେ ପୋଲିସ ପକ୍ଷ ରୁ ଚେକିଂ କରାଯାଉଛି l ଛତିଶଗଡ କୁ ଯିବାଆସିବା କରୁଥିବା ସମସ୍ତ ଯାନବାହନ କୁ ଚେକିଙ୍ଗ କରୁଛନ୍ତି l ଯାନବାହନ ରେ କୌଣସି ପ୍ରକାର ର ଆପତ୍ତି ଜନକ ସାମଗ୍ରୀ ନେବା ଆଣିବା କରି ପାରିବେ ନାହିଁ…

‘ଦମନ’ ଚଳଚ୍ଚିତ୍ର ହେଲା ଟାକ୍ସ ଫ୍ରି : ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର : ଓଡିଶା ସରକାରଙ୍କ ମ୍ୟାଲେରିଆ ନିରାକରଣ କାର୍ଯ୍ୟକ୍ରମ ଉପରେ ନିର୍ମିତ ଚଳଚ୍ଚିତ୍ର ଦମନର ପ୍ରଦର୍ଶନକୁ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟନାୟକ ସମ୍ପୂର୍ଣ୍ଣ ଟିକସ ମୁକ୍ତ ଘୋଷଣା କରିଛନ୍ତି |ବାସ୍ତବ ଜୀବନରେ ମାଲକାନଗିରିର ଦୁର୍ଗମ ଅଞ୍ଚଳରେ ସ୍ୱାସ୍ଥ୍ୟସେବା ଯୋଗାଇବାରେ ଜଣେ ଯୁବ…

ରାଜ୍ୟ ଖାଦ୍ୟ କମିଶନରଙ୍କ ଖୋରଧା ଗସ୍ତ

ବିଭିନ୍ନ ଯୋଜନାର ସମୀକ୍ଷା ଏବଂ କ୍ଷେତ୍ରୀୟ ପରିଦର୍ଶନ ଖୋରଧା-ରାଜ୍ୟ ଖାଦ୍ୟ କମିଶନର ଶ୍ରୀ ପ୍ରମୋଦ କୁମାର ମେର୍କପ ଖୋରଧା ଜିଲ୍ଲା ଗସ୍ତ କରି ଜାତୀୟ ଖାଦ୍ୟ ସୁରକ୍ଷା ଆଇନ ଏବଂ ବିଭିନ୍ନ ସରକାରୀ ସାମାଜିକ ଯୋଜନାର ସମୀକ୍ଷା କରିଛନ୍ତି । ଏ ସଂକ୍ରାନ୍ତରେ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ…

ନିର୍ବାଚନ ପ୍ରଚାରରେ ବର୍ଷାଙ୍କର ଆଖିରେ ଲୁହ

https://youtu.be/2x2Pwso0Xfo ନିଜ ନାମରେ ହେଉଥିବା ଅପପ୍ରଚାର ରେ କାନ୍ଦି ପକାଇଲେ ବର୍ଷା ବରଗଡ :- ପଦ୍ମପୁର ଉପନିର୍ବାଚନ ପାଇଁ ଆରମ୍ଭ ହୋଇଯାଇଛି ପ୍ରଚାର । ଏହି କ୍ରମରେ ପଦ୍ମପୁର ନିର୍ବାଚନ ମଣ୍ଡଳୀରୁ ବିଜୁ ଜନତା ଦଳର ପ୍ରାର୍ଥୀ ବର୍ଷା ରାଣୀ ସିଂ ବରିହା ମଧ୍ୟ ନିଜ ପାଇଁ ପ୍ରଚାର…

ସମ୍ ଶିଶୁରୋଗ ବିଭାଗ ପକ୍ଷରୁ ୧୬ତମ ଆଇଏପି ଜୋନାଲ (ଇଷ୍ଟଜୋନ୍‌) କୁଇଜ୍ ପ୍ରତିଯୋଗିତା

ଭୁବନେଶ୍ୱର,: ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍‌ସେସ୍ ଆଣ୍ଡ ସମ୍ ହସ୍ପିଟାଲ୍‌ର ଶିଶୁରୋଗ ବିଭାଗ ପକ୍ଷରୁ ପୋଷ୍ଟ ଗ୍ରାଜୁଏଟ୍ ଛାତ୍ରଛାତ୍ରୀଙ୍କ ନିମନ୍ତେ ୧୬ତମ ଆଇଏପି ଜୋନାଲ୍ (ଇଷ୍ଟଜୋନ୍‌) କୁଇଜ୍ ପ୍ରତିଯୋଗିତା ୨୦୨୨ ଆୟୋଜିତ ହୋଇଯାଇଛି ।…

୧୭ ତମ ଫିକି ଉଚ୍ଚଶିକ୍ଷା ଶିଖର ସମ୍ମିଳନୀ

ସୋଆ ଷ୍ଟଲରେ ଦେଖିବାକୁ ବିଦେଶୀ ପ୍ରତିନିଧିଙ୍କ ଭିଡ ଭୁବନେଶ୍ୱର,: ୧୭ ତମ ତିନିଦିନିଆ ‘ଫିକି’ଉଚ୍ଚଶିକ୍ଷା ଶିଖର ସମ୍ମିଳନୀ -୨୦୨୨ ସ୍ଥାନୀୟ ଇନ୍ଦିରା ଗାନ୍ଧି ଇଣ୍ଡୋର ଷ୍ଟାଡିୟମ୍‌ରେ ଗୁରୁବାର ଠାରୁ ଆରମ୍ଭ ହୋଇଛି । ଏହି ସମ୍ମିଳନୀରେ ଅନୁଷ୍ଠିତ ପ୍ରଦର୍ଶନୀରେ ସୋଆ ସମେତ ଦେଶର ବିଭିନ୍ନ…

ସୋଆ ଆଇଏଏସ୍‌ରେ ନବାଗତ ଛାତ୍ରଛାତ୍ରୀଙ୍କ ସ୍ୱାଗତ ଓ ଅଭ୍ୟର୍ଥନା ଉତ୍ସବ

ଭୁବନେଶ୍ୱର: ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଏଗ୍ରିକଲ୍‌ଚରାଲ୍ ସାଇନ୍ସେସ୍‌ରେ ନବାଗତ ପ୍ରଥମ ବର୍ଷ ଛାତ୍ରଛାତ୍ରୀମାନଙ୍କ ନିମନ୍ତେ ସ୍ୱାଗତ ଓ ଅଭ୍ୟର୍ଥନାର ତ୍ରିଦିବସୀୟ ବିଶେଷ କାର୍ଯ୍ୟକ୍ରମ ଉଦ୍‌ଘାଟିତ ହୋଇଯାଇଛି । ଚଳିତ ମାସ ୧୭, ୧୮ ଓ ୧୯ ତାରିଖ ତିନି ଧରି…