ନବରଙ୍ଗପୁର ମୂଖ୍ୟ ଚିକିତ୍ସାଳୟ ଠାରେ କାଉଚ୍ ଉଦଘାଟିତ

ନବରଙ୍ଗପୁର(ଅଶୋକ ସାହୁ ): ନବରଙ୍ଗପୁର, ସଦର ମହକୁମା ମୁଖ୍ୟ ଚିକିତ୍ସାଳୟ ସ୍ଥିତ ରକ୍ତ ସଂଗ୍ରହାଳୟ ଠାରେ ଭାରତୀୟ ରେଡ଼କ୍ରସ୍ ଶୋସାଇଟି, ଜିଲ୍ଲା ଶାଖା ନବରଙ୍ଗପୁର ତରଫରୁ ପ୍ରଦତ୍ତ ଏକ ବ୍ଲଡ ଡନର କାଉଚ୍ ର ଉଦଘାଟନ ହୋଇଯାଇଛି । ଏହା ସହ ଉପର ମହଲାର ଆଇ ସି ୟୁର ଶୁଭ ଉଦଘାଟନ ହୋଇଯାଇଛି।…

ନାମାଙ୍କନ ଦାଖଲ ପରେ ମାଁ ବିନ୍ଧ୍ୟାବାସିନୀଙ୍କୁ ଦର୍ଶନ କଲେ ବର୍ଷା : ଆଜିଠୁ ବିଧିବଦ୍ଧ ପ୍ରଚାର

ବରଗଡ :- ପଦ୍ମପୁର ଉପନିର୍ବାଚନ ପାଇଁ ବିଜୁ ଜନତା ଦଳର ପ୍ରାର୍ଥୀ ଭାବରେ ନମାଙ୍କନ ପତ୍ର ଦାଖଲ ଜରିବା ପରେ ବର୍ଷା ରାଣୀ ସିଂ ବାରିହା ତାଙ୍କର ଇଷ୍ଟଦେବୀ ମାଁ ବିନ୍ଧ୍ୟାବାସିନୀ ଙ୍କର ମନ୍ଦିର କୁ ଯାଇ ମାଁ ଙ୍କର ଦର୍ଶନ କରିଥିଲେ । ଏଠାରେ ସୂଚନାଯୋଗ୍ୟ ଯେ ଆଜି ନାମଙ୍କନ ଦାଖଲ ପୁର୍ବେରୁ…

ଆଶ୍ରାମପାଟଣା ବିଜୁପଟ୍ଟନାୟକକଲେଜରେ ଅଣ ଛାତ୍ରଙ୍କ ଆତଙ୍କ

ଜଗତସିଂହପୁର/ସୁମନ୍ତ କୁମାର ଦାସ: ଆଶ୍ରାମପାଟଣା ବିଜୁପଟ୍ଟନାୟକ କଲେଜରେ ଅଣ ଛାତ୍ରଙ୍କ ମାଡ଼ରେ ଛାତ୍ର ଦେବାଶିଷ ସ୍ୱାଇଁ ଗୁରୁତର ଆହତ ହୋଇଛନ୍ତି l ଏ ନେଇ ସେ ଥାନାରେ ଅଭିଯୋଗ କରିବା ପରେ ପୋଲିସ ମାମଲା ରୁଜୁ କରିଛି। ଦେବାଶିଷ କ୍ଳାସ୍ କରି ବାହାରୁଥିବା ସମୟରେ ସେଠାରେ ମଦ୍ୟପାନ କରି…

ଗଜପତି ଜିଲ୍ଲାସ୍ତରୀୟ ଜାତୀୟ ପ୍ରେସ ଦିବସ ପାଳିତ

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ପାରଳଖେମୁଣ୍ଡି ସଦର ମହକୁମାର ଗ୍ରାମୀଣ ଆତ୍ମନିଯୁକ୍ତି ପ୍ରଶିକ୍ଷଣ କେନ୍ଦ୍ର ଠାରେ ଜିଲ୍ଲା ସ୍ତରୀୟ ଜାତୀୟ ପ୍ରେସ୍ ଦିବସ ମହାସମାରୋହରେ ବୁଧବାର ଦିନ ପାଳିତ ହୋଇଯାଇଛି। ମୁଖ୍ୟ ଅତିଥି ଭାବେ ଗଜପତି ଜିଲ୍ଲାପାଳ ଶ୍ରୀଯୁକ୍ତ…

ନାମଙ୍କନ ଦାଖଲ କଲେ ବର୍ଷା

"ପଦ୍ମପୁରବାସୀ ବାପାଙ୍କ ଭଳି ମତେ ମଧ୍ୟ ଆଶୀର୍ବାଦ କରିବେ" ପଦ୍ମପୁର ର ବିକାଶ ମୋର ପ୍ରାଥମିକତା ରହିବ :- ବର୍ଷା ବରଗଡ :- ଆଜି ପଦ୍ମପୁର ଉପନିର୍ବାଚନ ପାଇଁ ନାମଙ୍କନ ପାଇଁ ଆଜି ବିଜୁ ଜନତା ଦଳର ପ୍ରାର୍ଥୀ ଭାବରେ ସ୍ବର୍ଗତ ବିଧାୟକ ତଥା ପାଞ୍ଚ ଥର ଏହି ନିର୍ବାଚନ ମଣ୍ଡଳୀରୁ ପ୍ରତିନିତ୍ୱ…

କିଟ୍‍ର ରୌପ୍ୟ ଜୟନ୍ତୀ ଉଦ୍‍ଘାଟିତ

ଭୁବନେଶ୍ୱର : କଳିଙ୍ଗ ଇନ୍‍ଷ୍ଟିଚ୍ୟୁଟ୍‍ ଅଫ୍‍ ଇଣ୍ଡଷ୍ଟ୍ରିଆଲ୍‍ ଟେକ୍ନୋଲୋଜିର ୨୫ବର୍ଷ ପୂର୍ତ୍ତି ଅବସରରେ ରୌପ୍ୟ ଜୟନ୍ତୀ ସମାରୋହ (ସଏଲ୍‍ ଟୁ ସିଲ୍‍ଭର) ବୁଧବାର ଉଦ୍‍ଘାଟିତ ହୋଇଯାଇଛି। କିଟ୍‍ ପ୍ରତିଷ୍ଠାର ୨୫ବର୍ଷ ପୂର୍ତ୍ତି ଉପଲକ୍ଷେ ଚଳିତବର୍ଷ କିଟ୍‍ ତାର ରୌପ୍ୟ ଜୟନ୍ତୀ ପାଳନ କରୁଛି।…

ଝାରବନ୍ଧ ଓ ଜଗଦଲପୁର ରେ ବିଜେଡି ର କର୍ମୀ ସମାବେଶ

ଝାରବନ୍ଧ -ମନୋହର ଦାଶ:ପଦ୍ମପୁର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଝାରବନ୍ଧ ଓ ଜଗଦଲପୁର ଠାରେ ବିଜେଡି ର କର୍ମୀ ସମାବେଶ ଓ ନିର୍ବାଚନୀ ପ୍ରଚାର ଅନୁଷ୍ଠିତ ହୋଇଛି l ବିଜେଡି ବ୍ଲକ ସଭାପତି ଜତିନ ହାତୀ ଙ୍କ ପରିଚାଳନା ରେ ଝାରବନ୍ଧ ଠାରେ ଅନୁଷ୍ଠିତ ସଭା ରେ ଶକ୍ତି ମନ୍ତ୍ରୀ ପ୍ରତାପ ଦେବ, ମନ୍ତ୍ରୀ…

ଆଜି ସକାଳୁ ପାଇକମାଲ ସମ୍ପୂର୍ଣ୍ଣ ବନ୍ଦ

https://youtu.be/fHcs2KV-smc 48 ଘଣ୍ଟା ବନ୍ଦ ର ପ୍ରଭାବରେ ଖାଁ ଖାଁ ପାଇକମାଲ ବରଗଡ :- ଚାରି ଦଫା ଦାବି ନେଇ ପାଇକମାଲ ବନ୍ଦ କୁ ସ୍ୱତଃ ସମ୍ମର୍ଥନ ରେ ପାଇକମାଲ ଅଞ୍ଚଳର ସମସ୍ତ ଦୋକାନ ବଜାର ବନ୍ଦ ରହିଛି । ଗାଡି ଚଳାଚଳ ସ୍ୱଭାଭିକ ଥିବା ବେଳେ ଅତ୍ୟାବଶ୍ୟକୀୟ ସେବା କୁ ବନ୍ଦ ରୁ ବାଦ…

ନାମାଙ୍କନ ପୂର୍ବରୁ ବୁଢାରାଜା ଙ୍କର ଆଶୀର୍ବାଦ ଭିକ୍ଷା କଲେ ବର୍ଷା

ବୁଢାରାଜା ଙ୍କର ପ୍ରଡି ବିଜୟ ବାବୁ ଙ୍କର ରହିଥିଲା ଗଭୀର ଶ୍ରଦ୍ଧା ଓ ବିଶ୍ୱାସ ବରଗଡ :- ବରଗଡ ଜିଲ୍ଲା ପଦ୍ମପୁର ନିର୍ବାଚନ ମଣ୍ଡଳୀରେ ହେବାକୁ ଯାଉଥିବା ଉପନିର୍ବାଚନ ନାମଙ୍କନ ର ଆଜି ଶେଷ ତାରିଖ । ଆଜି ନିଜର ନାମଙ୍କନ ଦାଖଲ କରିବା ପୂର୍ବରୁ ବିଜୁ ଜନତା ଦଳର ପ୍ରାର୍ଥୀ ବର୍ଷା ସିଂ ବରିହା…