ବିଶାଳ ଆଶୀର୍ବାଦ ସମାବେଶରେ ବର୍ଷାଙ୍କ ପାଇଁ ଆଶୀର୍ବାଦ ଲୋଡିଲେ ବିଜେଡିର ତୁଙ୍ଗ ନେତା

  ସଭାରେ ଉପସ୍ଥିତ ସମସ୍ତଙ୍କୁ ମୁଣ୍ଡିଆ ମାରି ଆଶିର୍ବାଦ ଭିକ୍ଷା କଲେ ବର୍ଷା ପଦ୍ମପୁର ବାସୀ କହିଛନ୍ତି ବିଜେଡି ଏକ ନମ୍ବରରେ ରହିବ :- ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକଦରଦାମ ବୃଦ୍ଧି କାରଣରୁ ଆଜି ମାଆ ମାନେ ରୋଷେଇ କରିବାକୁ ବି ଡରୁଛନ୍ତି ;- ଡ ଅରୁଣ ସାହୁ ଜଣେ ମାଁ ଯଦି ଚାହିଁବ ତେବେ…

ଲଉଡ଼ିଦର୍ହl ଡଭା ପଞ୍ଚାୟତ ରେ ଖରିଫ ର 2022-023 ଧାନ ମଣ୍ଡି ଖୋଲିଲା l

ଝାରବନ୍ଧ -ମନୋହର ଦାଶ: ବରଗଡ଼ ଜିଲ୍ଲା ଝାରବନ୍ଧ ବ୍ଲକ ଲଉଡ଼ିଦର୍ହl, ଡ଼ଭା ପ୍ରାଥମିକ କୃଷି ସମବାୟ ସମିତି ଲିଃ ପକ୍ଷରୁ ଚାଷୀ ଙ୍କ ଉପସ୍ଥିତି ରେ ଧାନ ସଂଗ୍ରହ ଆରମ୍ଭ ହୋଇଯାଇଛି lଚାଷୀଙ୍କ ଉପସ୍ଥିତି ରେ ଲଉଡ଼ିଦର୍ହl କୃଷି ସମବାୟ ସମିତି ର ନିର୍ଦେଶକ ଚକ୍ରଧର ଜଗତ ନଡ଼ିଆ ଭାଙ୍ଗି ଉଦଘାଟନ…

ଛୋଟ ବଡ଼ ଖାଲ ଖମା ରାସ୍ତା ମରାମତି କଲେ ସରପଞ୍ଚ।

କଲ୍ୟାଣସିଂହପୁର ରୁ ପ୍ରଦୀପ ଦଲାଇ /ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ସୁନାଖଣ୍ଡି ପଞ୍ଚାୟତର ମୁଖ୍ୟ ରାସ୍ତା ମରାମତି କଲେ ସରପଞ୍ଚ ସଞ୍ଜୟ ନିସିକା । କୁମ୍ଭାରଗୁଡାଠାରୁ ଥେରୁବାଲି ପର୍ଯ୍ୟନ୍ତ ଆରଡି ବିଭାଗ ପକ୍ଷରୁ କରାଯାଇଥିବା ମୁଖ୍ୟ ରାସ୍ତା ସୁନାଖଣ୍ଡି ପଞ୍ଚାୟତର ଜଗନ୍ନାଥପୁର ଠାରୁ…

ଅର୍ଚନା ନାଗ ମାମଲା : ଇଡ଼ିରେ ହାଜର ହେଇ ମତ ରଖିଲେ ଅମୀୟ ଦାସ

"ସ୍ୱାମୀଙ୍କ ଚିକିତ୍ସା ପାଇଁ କହି ଶ୍ରୀ ଦାସଙ୍କ ଠାରୁ ସହାୟତା ନେଇଥିଲେ ଅର୍ଚନା " ଭୁବନେଶ୍ୱର : ଅର୍ଚନା ନାଗ ମାମଲାରେ ଇଡି ସାମନାରେ ହାଜର ହୋଇଛନ୍ତି ଜଣାଶୁଣା ସମାଜସେବୀ ତଥା ବ୍ୟବସାୟୀ ଅମୀୟକାନ୍ତ ଦାସ | ଅର୍ଚନା ତାଙ୍କଠରୁ ଟଙ୍କା ନେଇଥିବା ଜଣାପଡିବା ପରେ ଇଡି ସମନ କରିଥିଲା…

ଏସିଆନ୍‌-ଭାରତର ୩୦ ବର୍ଷର ସମ୍ପର୍କ ପୁରଣ ଅବସରରେ ୩ ଦିନର ଭବ୍ୟ ସଂଗୀତ ସମାରୋହ ଉଦ୍‌ଯାପିତ

ନୂଆଦିଲ୍ଲୀ / ଭୁବନେଶ୍ୱର : ଭାରତ ଏବଂ ଦକ୍ଷିଣ ପୂର୍ବ ଏସିଆ ଦେଶର ସଂଗଠନ ମଧ୍ୟରେ ୩୦ ବର୍ଷର ରାଜନୈତିକ ସମ୍ବନ୍ଧ ପୂରଣ ହୋଇଥିବାରୁ ନୂଆଦିଲ୍ଲୀର ପୂରୁଣା କିଲ୍ଲା ଠାରେ ଆୟୋଜିତ ହୋଇଥିବା ଭବ୍ୟ ସଂଗୀତ ସମାରୋହ ଉଦ୍‌ଯାପିତ ହୋଇଛି । ବିଦେଶ ମନ୍ତ୍ରଣାଳୟ (ଏମ୍‌ଇଏ) ସାଂସ୍କୃତିକ ସଂଗଠନ ସେହେରର…

ଡ. ମହତାବ ଓଡ଼ିଶାର ଏକ ବହୁମୁଖୀ ଅନୁଷ୍ଠାନ ଥିଲେ : ଶ୍ରୀମତୀ ସୁଲତା ଦେଓ

ସୂଚନା ଓ ଲୋକସଂପର୍କ ବିଭାଗ ତରଫରୁ ନବଉତ୍କଳର ନିର୍ମାତା ଡ. ହରେକଷ୍ଣ ମହତାବଙ୍କ ରାଜ୍ୟସ୍ତରୀୟ ଜୟନ୍ତୀ ଭୁବନେଶ୍ୱର: ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ନବଉତ୍କଳର ନିର୍ମାତା ଡ. ହରେକୃଷ୍ଣ ମହତାବ ସର୍ବଦା ଓଡ଼ିଶାର ସାମଗ୍ରିକ ବିକାଶ କଥା ଚିନ୍ତା କରୁଥିଲେ । କେବଳ ଯେ ରାଜନୀତି…

‘ମାନବସମ୍ବଳ ଓ କୌଶଳ ବିକାଶ କ୍ଷେତ୍ରରେ ଓଡ଼ିଶା ଆଗୁଆ ରାଜ୍ୟ’ : ମୁଖ୍ୟ ଶାସନ ସଚିବ

ଦକ୍ଷତା ବିକାଶରେ ‘ବିକଶିତ ଭାରତ: ଦିଗନ୍ତ ପହୁଞ୍ଚ’ ସମ୍ବନ୍ଧିତ କର୍ମଶାଳା ଭୁବନେଶ୍ୱର : ଯୁବଗୋଷ୍ଠୀଙ୍କ ଦକ୍ଷତା ବୃଦ୍ଧି ଏବଂ ନିରନ୍ତର ପ୍ରଗତିରେ ସେମାନଙ୍କ କ୍ରିୟାଶୀଳ ଭୂମିକାକୁ ଉନ୍ନତ କରିବା କ୍ଷେତ୍ରରେ ଓଡ଼ିଶା ଏକ ଅଗ୍ରଣୀ ରାଜ୍ୟ ଭାବେ ଉଭା ହୋଇଛି ବୋଲି ମୁଖ୍ୟ ଶାସନ ସଚିବ ଶ୍ରୀ…

ଜିଲ୍ଲାପାଳଙ୍କ ଜନଶୁଣାଣୀ ଶିବିର, ୩୩ ମାମଲାର ତତ୍କାଳ ସମାଧାନ

ଓଡ଼ଗାଁ,(ଶ୍ରୀକାନ୍ତ କୁମାର ମିଶ୍ର): ଓଡ଼ଗାଁ ପଞ୍ଚାୟତ ସମିତି ପରିସରରେ ନୟାଗଡ଼ ଜିଲ୍ଲାପାଳ ରବିନ୍ଦ୍ର ନାଥ ସାହୁଙ୍କ ଅଧ୍ୟକ୍ଷତାରେ ବ୍ଲକସ୍ତରୀୟ ଜନଶୁଣାଣି ଶିବିର ସୋମବାର ଦିନ ଅନୁଷ୍ଠିତ ହୋଇଯାଇଛି । ଏହି ଶିବିରରେ ଜିଲ୍ଲାପାଳ ଲୋକମାନଙ୍କ ବିଭିନ୍ନ ଅଭିଯୋଗ ଶୁଣିବା ସହିତ ସେଗୁଡିକୁ…

ମନ୍ଦିର ପରିଦର୍ଶନ କଲେ ନୟାଗଡ଼ ଉପଜିଲ୍ଲାପାଳ

ଓଡ଼ଗାଁ,(ଶ୍ରୀକାନ୍ତ କୁମାର ମିଶ୍ର): ସୋମବାର ସନ୍ଧ୍ୟାରେ ନୟାଗଡ଼ ଉପ ଜିଲ୍ଲାପାଳ ତଥା ଦେବୋତ୍ତର କାର୍ଯ୍ୟନିର୍ବାହୀ ଅଧିକାରୀ ଶକ୍ତିକାନ୍ତ ରାୟ ଓଡ଼ଗାଁ ଗସ୍ତରେ ଆସି ଶ୍ରୀ ଶ୍ରୀ ରଘୁନାଥ ଜୀଉଙ୍କୁ ଦର୍ଶନ କରିଛନ୍ତି। ପରେ ପ୍ରଭୁ ଶ୍ରୀ ରଘୁନାଥ ଜିଉଙ୍କ ମନ୍ଦିର ଚତୁଃପାଶ୍ୱ ପରିକ୍ରମା କରି…

ଝାରବନ୍ଧ ରେ ବବି ଙ୍କର ଓ ପାଇକମାଲ ରେ ବିକ୍ରମ ଙ୍କର ଉପସ୍ଥିତ ରେ ମିଶ୍ରଣ ପର୍ବ

ବରଗଡ :- ପାଖେଇ ଆଉ ଆସୁଛି ପଦ୍ମପୁର ଉପନିର୍ବାଚନ । ଏହି ଉପନିର୍ବାଚନ ପାଇଁ ପ୍ରଚାର ବର୍ତ୍ତମାନ ଜୋର ଧରିବାରେ ଲାଗିଛି । ବିଜୁ ଜନତା ଦଳ ତରଫରୁ ଆଜି ପାଇକମାଲ ଯୋନ ଏକ ରେ ନିଜେ ପ୍ରାର୍ଥୀ ବର୍ଷା ସିଂ ବରିହା ପ୍ରଚାର କରିଥିଲେ । ବର୍ଷା ଙ୍କର ସହିତ ଦଳର ଆଭିଜ୍ଞ ନେତୃମଣ୍ଡଳୀ ଙ୍କର ଉପସ୍ଥିତ…