ଓଡ଼ିଶାରେ ପୁଣି ଥରେ ବ୍ୟାପିଲା ଲମ୍ପି ସ୍କିନ୍ ଡିଜିଜ୍‌, ପଶୁମାନଙ୍କୁ ତୁରନ୍ତ ଟୀକାକରଣ ନିମନ୍ତେ ସଚେତନ କଲା ସୋଆ

ଭୁବନେଶ୍ୱର,: ୨୦୧୯ ମେ ମାସରେ ଓଡିଶା ଉପକୂଳରେ ପ୍ରଳୟ ସୃଷ୍ଟି କରିଥିବା ବାତ୍ୟା ‘ଫନି’ ପରେ ଗୋରୁଗାଈ, ଛେଳି ଓ ମଇଁଷିମାନଙ୍କ ଶରୀରରେ ଦେଖାଦେଇଥିବା ମାରାତ୍ମକ ଚର୍ମ ରୋଗ ଲମ୍ପି ସ୍କିନ୍ ଡିଜିଜ୍ (ଏଲ୍‌ଏସ୍‌ଡି) ପୁଣି ଥରେ ଦେଖାଦେଇଛି ବୋଲି ମଙ୍ଗଳବାର ଶିକ୍ଷା ଓ ଅନୁସନ୍ଧାନ (ସୋଆ)…

ଓଡିଶା ଚାଷୀଙ୍କୁ ବିଜେପି ଲମ୍ବା ସମୟ ଧରି ପ୍ରତାରଣା କରୁଛି ଓ ଠକିଛି: ବିଜେଡ଼ି

 ଗୁମର ଖୋଲିଲେ ବିଜେଡି ସାଂସଦ ଡକ୍ଟର ସସ୍ମିତ ପାତ୍ର  ଏମ୍‌ଏସ୍‍ପି ବୃଦ୍ଧି ନେଇ ବିଜେପିର ନିରବତାକୁ ପ୍ରଶ୍ନ  ବିଜେପି ଠକାମୀକୁ ଦେଖୁଛନ୍ତି ପଦମପୁରବାସୀ  ଆଗାମୀ ଦିନରେ ବିଜେପିକୁ ଉଚିତ୍‍ ଜବାବ ମିଳିବ ଭୁବନେଶ୍ୱର,: ଓଡିଶାର ଚାଷୀମାନେ ବର୍ଷ ବର୍ଷ ଧରି…

ମାଲକାନଗିରିରେ ୨୫ କୋଟି ଟଙ୍କାର ୬ଟି ପ୍ରକଳ୍ପ ଉଦ୍ଘାଟନ କଲେ ମୁଖ୍ୟମନ୍ତ୍ରୀ

ଜିଲ୍ଲାର ସାମାଜିକ ଓ ଆର୍ଥିକ ବିକାଶକୁ ଆହୁରି ମଜବୁତ କରିବ ମାଲକାନଗିରି ସବୁବେଳେ ମୋ ପାଇଁ ସ୍ବତନ୍ତ୍ର-- ମୁଖ୍ୟମନ୍ତ୍ରୀ ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ମାଲକାନଗିରି ଜିଲ୍ଲା ପାଇଁ ୬ଟି ଗୁରୁତ୍ବପୂର୍ଣ୍ଣ ଉନ୍ନୟନମୂଳକ ପ୍ରକଳ୍ପର ଉଦ୍ଘାଟନ…

ଜଙ୍ଗଲ ଭିତରେ ଚାଲିଛି ଗ୍ରାମ ଉନ୍ନୟନ ବିଭାଗ ରାସ୍ତା କାର୍ଯ୍ୟ

ଠିକାଦାର ଓ ଯନ୍ତ୍ରୀଙ୍କ ସଲା ସୁତୁରାରେ ହରିଲୁଟ ଉଦ୍ୟମ ଓଡ଼ଗାଁ,୨୨।୧୧(ଶ୍ରୀକାନ୍ତ କୁମାର ମିଶ୍ର): ଓଡ଼ଗାଁ ବ୍ଲକ୍ ବୁଢାବୁଢିଆଣି ଡ୍ୟାମ ପାଖଦେଇ ଯାଇଥିବା ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ ରାସ୍ତାରୁ ଭୋବସର ଗ୍ରାମ ପର୍ଯ୍ୟନ୍ତ ଗ୍ରାମ୍ୟଉନ୍ନୟନ ବିଭାଗ ଦ୍ଵାରା ନିର୍ମାଣ କରାଯାଉଥିବା ୩…

ଭିମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ଅନୁଷ୍ଠିତ: ୪୫ଜଣ ସହାୟକ ଉପକରଣ ପାଇବାକୁ ଚିହ୍ନଟ

ଓଡ଼ଗାଁ,(ଶ୍ରୀକାନ୍ତ କୁମାର ମିଶ୍ର): ସ୍ଥାନୀୟ ରଘୁନାଥ ସମବାୟ ମହାବିଦ୍ୟାଳୟ, ଓଡ଼ଗାଁ ପରିସରରେ ମଙ୍ଗଳବାର ଦିନ ଓଡ଼ଗାଁ ବ୍ଳକ ସ୍ତରୀୟ ଭିମଭୋଇ ସାମର୍ଥ୍ୟ ଶିବିର ପରିଚାଳିତ ହୋଇଯାଇଛି । ବିଡ଼ିଓ ସ୍ବାତିଲେଖା ଦାସ ଓ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ଆଦିପତି କହଁର ଏହି ଶିବିରର ଉଦଘାଟନ…

ମୋର ଜୀବନ ଯେ ଭୟ ନାଇନ , ମୁଇ ଲୋକର ସେବା କର୍ବାର ଲାଗି ଅଛେ :- ବିଧାୟକ ସୁଶାନ୍ତ ସିଂ

https://youtu.be/sjN1_tvujzI ବରଗଡ : - ଉପନିର୍ବାଚନ ପାଇଁ ଉଠିଛି ପଡୁଛି ପଦ୍ମପୁର । ଏହାରି ଭିତରେ ଗତକାଲି ଠାରୁ ଫେସବୁକ ରେ ହୋଇଥିବା ଏକ ଆପତ୍ତିଜନକ ଅପରାଧିକ ପୋଷ୍ଟକୁ ନେଇ ଚର୍ଚ୍ଚାର ବଜାର ମଧ୍ୟ ସରଗରମ ରହିଛି । ପିଙ୍କୁ କମ୍ପ ନାମକ ଫେସବୁକ ଇଉଜର ଙ୍କର ଦ୍ରାର ଦୁଇଟି ଅପରାଧୀକ…

ଜୀବନକୁ ବାଜି ଲଗାଇ ଶିଶୁ ଙ୍କ ଜୀବନ ବଞ୍ଚାଇଥିବା ଅଙ୍ଗନୱାଡି କର୍ମୀ ଓ ପାଚିକାଙ୍କୁ ସମ୍ବର୍ଦ୍ଧିତ କଲେ ଅଙ୍କିତ ପ୍ରତାପ

https://youtu.be/h5UyhHs-Jq4  (ମାହାଙ୍ଗା -ଦେବେନ୍ଦ୍ର ଷଡ଼ଙ୍ଗୀ) ମାହାଙ୍ଗା ବ୍ଲକ ଲଳିତଗିରି ପଞ୍ଚାୟତ ଅଙ୍ଗନୱାଡି କେନ୍ଦ୍ର-2 ରେ ଗତ 11 ତାରିଖ ଦିନ 20 ଜଣରୁ ଉର୍ଦ୍ଧ କୋମଳମତୀ ଶିଶୁ ପାଠ ପଢା ଯାଉଥିବା ବେଳେ ସେହି ସମୟରେ ଗ୍ୟାସ ଟାଙ୍କି ଲିକ୍ ହୋଇଥିଲା l କିଛି ସମୟ ପରେ ଗ୍ୟାସ…

ବିଜୁଜନତା ଦଳର କାର୍ଯ୍ୟାଳୟକୁ ଶୁଭ ଉଦ୍ଘାଟନ କଲେ ପର୍ଯ୍ୟବେକ୍ଷକ ପ୍ରତାପ ଜେନା

ପଦ୍ମପୁର: ପଦ୍ମପୁର ଉପନିର୍ବାଚନ ପାଇଁ ପ୍ରଚାର ଜୋର ଧରିଛି | ବିଭିନ୍ନ ସ୍ଥାନରେ ଖୋଲୁଛି ଦଳୀୟ କାର୍ଯ୍ୟାଳୟ | ଏହି ଅବସରରେ ପଦ୍ମପୁର ୨ନଂ ଜୋନ୍ ର ସର୍ଗିବାହାଲ୍,ବରିହାପାଲି ଗ୍ରାମପଞ୍ଚାୟତରେ ବିଜୁ ଜନତା ଦଳର ଷ୍ଟାର ପ୍ରଚାରକ ତଥା ପୂର୍ବତନ ମନ୍ତ୍ରୀ ଶ୍ରୀଯୁକ୍ତ ପ୍ରତାପ ଜେନା ଆଜି…

ଡ.ବୈଜୟନ୍ତୀମାଳା ବାଲିଙ୍କୁ ଆଦିତ୍ୟ ବିକ୍ରମ ବିର୍ଲା କଳାଶିଖର ପୁରସ୍କାର ପ୍ରଦାନ

ମୁମ୍ବଇ: ଚଳିତ ମାସ ୧୯ ତାରିଖରେ ଏଠାରେ ସଂଗୀତ କଳା କେନ୍ଦ୍ର ପୁରସ୍କାର ଉତ୍ସବର ଏକ ଭବ୍ୟ କାର୍ଯ୍ୟକ୍ରମରେ ଏହାର ସର୍ବୋଚ୍ଚ ପୁରସ୍କାର ସମ୍ମାନଜନକ ଆଦିତ୍ୟ ବିକ୍ରମ ବିର୍ଲା କଳାଶିଖର ପୁରସ୍କାର କିମ୍ବଦନ୍ତୀ ନୃତ୍ୟ ବିଶାରଦ ଡ. ବୈଜୟନ୍ତୀମାଳା ବାଲିଙ୍କୁ ପ୍ରଦାନ କରାଯାଇଛି । ସଂଗୀତ କଳା…