ସ୍ବର୍ଗତ ନବକୃଷ୍ଣ ଚୌଧୁରୀଙ୍କୁ ଓଡ଼ିଆ ଜାତି ଯଥୋଚିତ ସମ୍ମାନ ଦେଇପାରିନି

ପୂର୍ବତନ ମୂଖ୍ୟମନ୍ତ୍ରୀ ସ୍ବର୍ଗତ ନବକୃଷ୍ଣ ଚୌଧୁରୀଙ୍କ ଜନ୍ମଜୟନ୍ତୀ ପାଳିତ ବାଲିକୁଦା - ସ୍ବାଧୀନତା ର ପରବର୍ତ୍ତୀ ଅବସ୍ଥାରେ ବଡ଼ଚଣା ନିର୍ବାଚନ ମଣ୍ଡଳୀରୁ ପ୍ରତିନିଧିତ୍ଵ କରି ଓଡ଼ିଶାର ମୁଖ୍ୟମନ୍ତ୍ରୀ ଆସନ ଅଳଙ୍କୃତ କରିଥିବା ଗାନ୍ଧୀବାଦୀ ନେତା ସ୍ବର୍ଗତ ନବକୃଷ୍ଣ ଚୌଧୁରୀଙ୍କୁ ରାଜ୍ୟ…

ମହେନ୍ଦ୍ର ବଢ଼େଇ ହେଲେ ବିଜେଡି ମୁଖପାତ୍ର

ଭୁବନେଶ୍ୱର :- ପୂର୍ବତନ ପ୍ରଶାସନିକ ଅଧିକାରୀ ବରଗଡ଼ ଜିଲ୍ଲା ଟାଲ ଗ୍ରାମ ନିବାସୀ ଶ୍ରୀ ମହେନ୍ଦ୍ର ବଢେଇ ଙ୍କୁ ଆଜି ବିଜୁ ଜନତା ଦଳର ସୁପ୍ରିମୋ ଙ୍କର ନିର୍ଦେଶ କ୍ରମେ ଦଳର ମୁଖପାତ୍ର ଭାବରେ ନିଯୁକ୍ତ କରାଯାଇଥିବା ଜଣାପଡ଼ିଛି । ଦଳର ସଭାପତି ତଥାଏ ନବୀନ ପଟ୍ଟନାୟକଙ୍କ ଆଦେଶ କ୍ରମେ ଶ୍ରୀ…

ଆକ୍ରମଣକାରୀ ବିଜେପି କର୍ମୀଙ୍କୁ ତୁରନ୍ତ ଗିରଫ କର: ବିଜେଡ଼ି

 ବିଜେଡି କର୍ମୀ ସଞ୍ଜୁ ବରିହାଙ୍କୁ ମରଣାନ୍ତକ ଆକ୍ରମଣ  ସ୍ଥିତି ବିଗିଡିବାରୁ ଗୁରୁତର ବରିହାଙ୍କୁ ବୁର୍ଲା ସ୍ଥାନାନ୍ତର  ଆକ୍ରମଣରେ ସାମିଲ ଅଛନ୍ତି ବିଜେପି କର୍ମୀ ରିଙ୍କୁ ମେହେର ଓ ସାଥୀ  ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ନିକଟରେ ଫେରାଦ ହେଲା ବିଜେଡି…

ବିପୁଳ ମହୁଳି ମଦ ଓ ପୋଚ ଜବତ 4 ଗିରଫ

ଝାରବନ୍ଧ-ମନୋହର ଦାଶ: ବରଗଡ଼ ଜିଲ୍ଲା ପଦ୍ମପୁର ଉପନିର୍ବାଚନ କୁ ଦୃଷ୍ଟିରେ ରଖି ପାଇକମାଲ ଅବକାରୀ ଥାନାଞ୍ଚଳ ର ବିଭିନ୍ନ ଗ୍ରାମ ରୁ ଖଇରା, ପଲସଦା, ଖଣ୍ଡସୀବାଞ୍ଜି ଏବଂ ତେତେଲଖୁଣ୍ଟି ଗ୍ରାମ ମାନଙ୍କ ରୁ ବିପୁଳ ପରିମାଣ ର ମହୁଳ ପୋଚ ଓ ହାତ ରନ୍ଧା ତିଆରି ମଦ ଜବତ କରାଯିବା ସହ ଘଟଣା ରେ ଚାରି…

ଦଶମ ଶ୍ରେଣୀ ଛାତ୍ର ଛାତ୍ରୀ ପାଇଁ ଦେବତା ସାଜିଲେ ହରପ୍ରସାଦ

 କାଶିପୁର/ଟିକିରି ରୁ ବୈକୁଣ୍ଠ ଦୁରିଆ: ଆଜି ସାରା ରାଜ୍ୟରେ ଦଶମ ଶ୍ରେଣୀ ପରୀକ୍ଷା ଦେବା ପାଇଁ ଛାତ୍ର ଛାତ୍ରୀ ମାନଙ୍କ ପ୍ରସ୍ତୁତ ହୋଇ ନିଜ ନିଜ ପରୀକ୍ଷା କେନ୍ଦ୍ର କୁ ଯିବା ପାଇଁ ବାହାରି ଥିଲେ ହେଲେ ନିଜ ବିଦ୍ୟାଳୟ ରୁ ଅନ୍ୟ ବିଦ୍ୟାଳୟ କୁ ଯିବା ପାଇଁ ସବୁ ସମୟରେ ଛାତ୍ର ଛାତ୍ରୀ ମାନେ…

ମିଆଁମାରରୁ ବୈଦେଶିକ ସଚିବ ବିନୟ କ୍ଵତ୍ରlଙ୍କର ପ୍ରତ୍ୟାବର୍ତ୍ତନ

ଦ୍ୱିପାକ୍ଷିକ ପ୍ରକଳ୍ପ ଏବଂ ସୀମା ପରିଚାଳନା ଚ୍ୟାଲେଞ୍ଜ ଉପରେ ଆଲୋଚନା | ନୂଆଦିଲ୍ଲୀ : ଭାରତୀୟ ବୈଦେଶିକ ସଚିବ ବିନୟ ମୋହନ କ୍ୱାଟ୍ରା ଦୁଇ ଦିନିଆ ମିଆଁମାର ଗସ୍ତରୁ ଫେରିଛନ୍ତି ଯେଉଁଠାରେ ସେ ସୁରକ୍ଷା, ମାନବ ଚାଲାଣ ଏବଂ ସୀମା ପରିଚାଳନା ଚ୍ୟାଲେଞ୍ଜ ବିଷୟରେ କହିଥିଲେ।ବୈଦେଶିକ…

ସଚିବାଳୟ ସେବାସଂଘ ତରଫରୁ ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା

ଭୁବନେଶ୍ୱର : ରାଜ୍ୟ ସଚିବାଳୟ ସେବାସଂଘର ସଭ୍ୟ, ସଭ୍ୟା ବହୁ ସଂଖ୍ୟାରେ ଲୋକସେବା ଭବନ ପରିସରରେ ପଞ୍ଚାୟତି ରାଜ ଓ ପାନୀୟ ଜଳ ବିଭାଗ ସମ୍ମୁଖ ପଡିଆରେ ଏକ ସାଧାରଣ ସଭାରେ ଯୋଗଦେଇ , ନିକଟ ଅତୀତରେ ସରକାର ତା’ଙ୍କ କ୍ୟାଡ଼ରର ପ୍ରଥମ ଶ୍ରେଣୀ ପାହ୍ୟାରେ ପଦବୀ ସୃଷ୍ଟି କରି ପଦୋନ୍ନତି ପାଇଁ…

ବରିଷ୍ଠ ଶିକ୍ଷକ ତ୍ରିନାଥ ପଟ୍ଟନାୟକଙ୍କ ବିୟୋଗ

 ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ପୁରୁଣା ପାଟଣା ମଣ୍ଡଳ ଦଶରଥପୁରୁ ଗ୍ରାମରେ କାର୍ଯ୍ୟରତ ଥିବା ଶ୍ରୀକରଣ ସାହି ପାରଳାଖେମୁଣ୍ଡି ସ୍ଥାୟୀ ବାସିନ୍ଦା ତ୍ରିନାଥ ପଟ୍ଟନାୟକଙ୍କ ଅକାଳ ବିୟୋଗ ମାତ୍ର ୫୩ବର୍ଷ ବୟସରେ କିଡନି ସଂକ୍ରମିତ ରୋଗରେ ମୃତ୍ୟୁ ହୋଇଯାଇଛି। ମୃତ୍ୟୁ ସମୟକୁ ତାଙ୍କୁ…

ଥାଇଲାଣ୍ଡ ଓ ଓମାନରେ ଫସିଥିବା ଓଡିଆ ଯୁବକଙ୍କୁ ଉଦ୍ଧାର ପାଇଁ ବୈଜୟନ୍ତ ପଣ୍ଡାଙ୍କ ସହଯୋଗ

ଭୁବନେଶ୍ବର, - ବରିଷ୍ଠ ବିଜେପି ନେତା ତଥା ରାଷ୍ଟ୍ରୀୟ ଉପସଭାପତି ଶ୍ରୀଯୁକ୍ତ ବୈଜୟନ୍ତ ପଣ୍ଡା ଥାଇଲାଣ୍ଡରେ ନିଖୋଜ ଓଡିଆ ଯୁବକ ମାନସ ରଞ୍ଜନ ଦାସ ଓ ଓମାନରେ ଫସିଥିବା ଦୁଇ ଓଡିଆ ରବିନ୍ଦ୍ର କୁମାର ପାତ୍ର, ମିଥୁନ କୁମାର ମଲ୍ଲିକଙ୍କୁ ଉଦ୍ଧାର କରି ସ୍ବଦେଶ ଫେରାଇ ଆଣିବାପାଇଁ ଶ୍ରୀ ପଣ୍ଡା…

ରାଜ୍ୟସ୍ତରୀୟ ଜୟନ୍ତୀପାଳନ ଅବସରରେ ଶହୀଦ ଲକ୍ଷ୍ମଣ ନାଏକଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ ପୂର୍ବକ ଶ୍ରଦ୍ଧାଞ୍ଜଳି

ଭୁବନେଶ୍ୱର : ଦେଶର ସ୍ୱାଧୀନତା ପାଇଁ ନିଜର ପ୍ରାଣବଳି ଦେଇଥିବା ଓଡିଶା ମାଟିର ସୁଯୋଗ୍ୟ ସନ୍ତାନ ତଥା ଭାରତମାତାର ବୀରପୁତ୍ର ଶହୀଦ୍ ଲକ୍ଷ୍ମଣ ନାଏକଙ୍କ ରାଜ୍ୟସ୍ତରୀୟ ଜୟନ୍ତୀ ପାଳନ ଅବସରରେ ଆଜି ସକାଳେ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ଆନୁକୂଲ୍ୟରେ ଶହୀଦଙ୍କ ପ୍ରତିମୂର୍ତ୍ତିରେ…