ମହାମହିମ ରାଷ୍ଟ୍ରପତିଙ୍କୁ ଭେଟିଲେ ରାଧାମୋହନ ମହାପାତ୍ର।

କନ୍ଧମାଳ : ମହାମହିମ ରାଷ୍ଟ୍ରପତିଙ୍କୁ ଭେଟିଲେ ରାଧାମୋହନ ମହାପାତ୍ର । କନ୍ଧମାଳ ଜିଲ୍ଲା ପାଇଁ ତଥା କନ୍ଧମାଳ ଜିଲ୍ଲାର ପ୍ରତିଟି ଜନ ସାଧାରଣଙ୍କ ପାଇଁ ନିଜ ଜୀବନକୁ ସମର୍ପି ଦେଇଥିବା କନ୍ଧମାଳର ମଉଡମଣୀ ତଥା କନ୍ଧମାଳ ପିପୁଲସ ଫୋରମ ସଭାପତି, ଯୁବ ସମାଜସେବୀ ,ଦକ୍ଷ ସଂଗଠକ,ବରିଷ୍ଠ ଲେଖକ ତଥା…

କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ରଙ୍କ ଘୋଷଣା ପ୍ରହେଳିକା ଥିଲା ବୋଲି ପ୍ରମାଣିତ କଲେ ବରଗଡ଼ ସାଂସଦ ସୁରେଶ ପୂଜାରୀ

ରେଳଲାଇନକୁ ନେଇ ପୁଣି ପଦ୍ମପୁରବାସୀଙ୍କୁ ଭୁଆଁ ବୁଲାଇଲା ବିଜେପି: ବିଜେଡ଼ି  ରେଳବାଇର ପିଙ୍କ୍ ବୁକ୍‌ରେ ସ୍ଥାନ ପାଇନି ପଦ୍ମପୁର ରେଳଲାଇନ  ୨୦୨୨-୨୩ ରେଳ ବଜେଟ୍‌ରେ ବି ଟଙ୍କାଟିଏ ବି ମଞ୍ଜୁର ହୋଇନି  ରାଜ୍ୟ ସରକାରଙ୍କୁ ସର୍ଭେ କରିବା କଥା କହି ମୁଣ୍ଡ ଉପରୁ ଦୋଷ…

ରେଳମନ୍ତ୍ରୀଙ୍କ ଚିଠିରୁ ଓଡିଶା ପ୍ରତି କେନ୍ଦ୍ରର ବୈମାତୃକ ମନୋଭାବ ସ୍ପଷ୍ଟ ବାରିହୋଇ ପଡୁଛି: ବିଜେଡି

 ମାଗଣା ଜମି ଓ ୩୦୦ କୋଟି ଟଙ୍କା ପାଇବା ପରେ ପୁଣି ସର୍ଭେ କଥା କହୁଛି ରେଳବାଇ  ସର୍ଭେ ବଦଳରେ ପ୍ରକଳ୍ପ କାମ ଆରମ୍ଭ କରିବାକୁ ବିଜେଡିର ଦାବି  ଫସଲବୀମା ଭଳି ରେଳ ପ୍ରକଳ୍ପ ପାଇଁ ଆନ୍ଦୋଳନ କରିବାକୁ ବିଜେଡିର ଚେତାବନୀ ଭୁବନେଶ୍ୱର: ରେଳମନ୍ତ୍ରୀଙ୍କ ଚିଠିରୁ…

ସାମାଜିକ ଗଣମାଧ୍ୟମରେ ସୁଶାନ୍ତ ସିଂ ଙ୍କୁ ହତ୍ୟା ଷଡ଼ଯନ୍ତ୍ର ଚର୍ଚ୍ଚା

ଏହା ପୂର୍ବରୁ ବିଜେପୁର ଉପନିର୍ବାଚନ ରେ ହୋଇଥିଲା ତାଙ୍କ ଡ୍ରାଇଭର ର ହତ୍ୟା ଆପତ୍ତିଜନକ ପୋଷ୍ଟ ହୋଇଥିବା ଆକାଉଣ୍ଟ ବର୍ତ୍ତମାନ ଖୋଲୁନାହିଁ । ବରଗଡ :- ବରଗଡ଼ ଜିଲ୍ଲା ପଦ୍ମପୁର ନିର୍ବାଚନ ମଣ୍ଡଳୀରେ ଆଉ ମତ୍ତ କେଇଟା ଦିନ ପରେ ଉପନିର୍ବାଚନ ପାଇଁ ମତଦାନ ହେବାକୁ ଯାଉଥିବା…

ଉତ୍କଳ କେଶରୀଙ୍କୁ ନବୀନଙ୍କ ଶ୍ରଦ୍ଧାଞ୍ଜଳି

https://youtu.be/6e4TiOQtRAg ଭୁବନେଶ୍ୱର : ନବୀନ ନିବାସରେ ଉତ୍କଳ କେଶରୀ ଡକ୍ଟର ହରେକୃଷ୍ଣ ମହତାବଙ୍କ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଜଣାଇଛନ୍ତି ଶ୍ରଦ୍ଧାଞ୍ଜଳି | ଡକ୍ଟର ହରେକୃଷ୍ଣ ମହତାବଙ୍କ ପ୍ରତିକୃତିରେ ପୁଷ୍ପାର୍ଘ୍ୟ ଅର୍ପଣ କରି ତାଙ୍କ ସ୍ମୃତିଚାରଣ କରିଛନ୍ତି |

୨ନଂ ଜୋନର ୮ଟି ପଞ୍ଚାୟତରେ ବିଜେଡି ପ୍ରାର୍ଥୀନୀ ବର୍ଷାଙ୍କ ପ୍ରଚାର ଜୋରଦାର

https://youtu.be/JBjHfU1r3n8 ପଦ୍ମପୁର: ପଦ୍ମପୁର ଉପନିର୍ବାଚନରେ ବର୍ଷା ସିଂ ବରିହାଙ୍କ ପାଇଁ ୨ନଂ ଜୋନର ୮ଟି ପଞ୍ଚାୟତ ରେ ପୂର୍ବତନ ମନ୍ତ୍ରୀ ତଥା ବିଜୁ ଜନତା ଦଳର ଷ୍ଟାର ପ୍ରଚାରକ ଶ୍ରୀଯୁକ୍ତ ପ୍ରତାପ ଜେନାଙ୍କ ଅଧ୍ୟକ୍ଷତା ରେ ସମସ୍ତ ପଞ୍ଚାୟତର ପର୍ଯ୍ୟବେକ୍ଷକ ଓ ଦଳୀୟ ନେତୃମଣ୍ଡଳୀ…

ସକାଳୁ ସକାଳୁ ଭଗବତୀ ମନ୍ଦିରରେ ପାଣ୍ଡିଆନ

ଭୁବନେଶ୍ୱର /ଚିଲିକା ; ସକାଳୁ ସକାଳୁ ଖୋର୍ଦ୍ଧା କିଲ୍ଲା ବାଣପୁର ଭଗବତୀ ମନ୍ଦିରରେ ପହଂଚି ତାର ସ୍ଥିତି ଅନୁଧ୍ୟାନ କରିଛନ୍ତି ମୁଖ୍ୟମନ୍ତ୍ରୀଙ୍କ ସଚିବ ଭି କେ ପାଣ୍ଡିଆନ | ମା' ଭଗବତୀ ମନ୍ଦିର ରୂପରେଖ ବଦଳିବ ପାଇଁ ମାଷ୍ଟର ପ୍ଲାନ ପ୍ରସ୍ତୁତ ହେଉଥିବା ଯୋଗୁ ଶ୍ରୀ ପାଣ୍ଡିଆନ ଭଗବତୀ ମନ୍ଦିର…

ସୀମାନ୍ତ ଅଞ୍ଚଳ ରେ ବିପୁଳ ମହୁଳ ପୋଚ ଓ ମଦଜବତ

ଝାରବନ୍ଧ -ମନୋହର ଦାଶ: ପଦ୍ମପୁର ଉପନିର୍ବାଚନ କୁ ଦୃଷ୍ଟି ରେ ରଖି ବରଗଡ଼ ଅବକାରୀ ଅଧିକ୍ଷକ ସୁବନ ନାଏକ ଙ୍କ ନିର୍ଦେଶ କ୍ରମେ ପାଇକମାଲ ଅବକାରୀ ଥାନା ଇନିସ୍ପେକଟର ରାଜକୁମାର ବେହେରା ଙ୍କ ନେତୃତ୍ୱ ରେ ଜିଲ୍ଲା ମୋବାଇଲ ଇନିସ୍ପେକଟର ରଶ୍ମିତା ଲାକ୍ରା ପଦ୍ମପୁର ଅବକାରୀ ଥାନା ଇନ୍ସ୍ପେକଟର…

ଚିରୋଲି ଗ୍ରାମବାସୀଙ୍କର ନିଷ୍ପତ୍ତି , ଏକତରଫା ଭାବରେ ବିଜେଡିକୁ ଭୋଟ ଦେବୁ

ବରଗଡ଼ ;- ବରଗଡ଼ ଜିଲ୍ଲା ପଦ୍ମପୁର ନିର୍ବାଚନ ମଣ୍ଡଳୀ ରେ ଉପନିର୍ବାଚନ କୁ ଆଉ ମାତ୍ର କିଛି ଦିନ ବାକି ରହିଲା । ପ୍ରାର୍ଥୀ ମାନଙ୍କ ପ୍ରଚାର ଜୋରଦାର ହୋଇଥିବା ବେଳେ ଆଜି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଝାରବନ୍ଧ ବ୍ଲକ କୁମ୍ଭୀର ପଞ୍ଚାୟତ ର ଚିରୋଲି ଗ୍ରାମରେ ହୋଇଥିବା ବିଜୁ ଜନତା ଦଳ ର ସଭାରେ…

ମନ୍ତ୍ରୀ ମାନଙ୍କ ପ୍ରତିଶ୍ରୁତି ପରେ ଧାରଣା ସ୍ଥଳରୁ ଉଠିଲେ ଲୋକେ

ବରଗଡ :- ଗତ ପାଞ୍ଚ ଦିନ ହେଲା ପାଇକମାଲ ମୁଖ୍ୟ ଛକ ଠାରେ , ପାଇକମାଲ ର କେତେ ଗୋଟି ମୂଖ୍ୟ ସମସ୍ୟା କୁ ନେଇ ସ୍ଥାନୀୟ ଲୋକେ ଧାରଣା ଦେଇଥିଲେ । ଏହି ପାଞ୍ଚ ଦିନ ମଧ୍ୟରେ ଦ୍ୱିତୀୟ ଓ ତୃତୀୟ ଦିନ ପାଇକମାଲ ବନ୍ଦ ମଧ୍ୟ ପାଳନ କରା ଯାଇଥିଲା । ଏହା ଭିତରେ ଦ୍ବିତୀୟ ଦିନ ରେଅର୍ଥ ମନ୍ତ୍ରୀ ଶ୍ରୀ…