Sign in
Sign in
Recover your password.
A password will be e-mailed to you.
ବିନା ଅନୁମତିରେ ଅମିତାଭ ବଚ୍ଚନଙ୍କ ନାମ, ପ୍ରତିଛବି କିମ୍ବା ସ୍ୱର ବ୍ୟବହାର ମନା
ନୂଆଦିଲ୍ଲୀ : ବିନା ଅନୁମତିରେ ସୁପରଷ୍ଟାର ଅମିତାଭ ବଚ୍ଚନଙ୍କ ନାମ, ପ୍ରତିଛବି କିମ୍ବା ସ୍ୱର ବ୍ୟବହାର କରାଯାଇପାରିବ ନାହିଁ ବୋଲି ଶ୍ରୀ ବଚନଙ୍କ ଦ୍ୱାରା ଆଗତ ଏକ ଆବେଦନର ଶୁଣାଣି କରି ଦିଲ୍ଲୀ ହାଇକୋର୍ଟ ଆଜି ରାୟ ଦେଇଛନ୍ତି।ଏହା ନିଃସନ୍ଦେହ ଯେ ଅଭିଯୋଗକାରୀ ଜଣେ ଜଣାଶୁଣା ବ୍ୟକ୍ତିତ୍ୱ ଏବଂ…
ମିଶନ ଶକ୍ତି ଗୃହ ନିର୍ମାଣ କାର୍ଯ୍ୟ ତ୍ୱରାନ୍ୱିତ କରିବା ପାଇଁ ଦୃଢ ଦାବି : ହୀନ ଚକ୍ରାନ୍ତକାରୀଙ୍କୁ କଡ୍ଡା ଜବାବ l
(ନିଶ୍ଚିନ୍ତକୋଇଲି -ଦେବେନ୍ଦ୍ର ଷଡ଼ଙ୍ଗୀ ) ପୂର୍ବତନ ମନ୍ତ୍ରୀ ତଥା କଟକ ସଦର ବିଧାୟକ ଚନ୍ଦ୍ରସାରଥୀ ବେହେରା ଙ୍କ ଉଦ୍ୟମ କ୍ରମେ ନିଶ୍ଚିନ୍ତକୋଇଲି ବ୍ଲକ ବନ୍ଧୁପୁର ଗ୍ରାମ ପଞ୍ଚାୟତ ୱାର୍ଡ ନଂ-2 ଅନାବାଦୀ ଜାଗା ପ୍ଲଟ ନଂ-661 ଏବଂ ଖାତା ନଂ-2200 ରେ ନିଶ୍ଚିନ୍ତକୋଇଲି ତହସିଲଦାର, ବ୍ଲକ…
ଟାଟା ଷ୍ଟିଲ୍ ମାଇନିଂ ପକ୍ଷରୁ ଗ୍ରୋ ୱିଥ୍ ନେଚର୍ ସହଯୋଗିତାରେ ସୁକିନ୍ଦା କ୍ରୋମାଇଟ୍ ଖଣିରେ ‘ପକ୍ଷୀ ଦର୍ଶନ ଅଧିବେଶନ’…
ଭୁବନେଶ୍ୱର/ ସୁକିନ୍ଦା: ଟାଟା ଷ୍ଟିଲ୍ ମାଇନିଂ ପକ୍ଷରୁ ଗ୍ରୋ ୱିଥ୍ ନେଚର୍ ସହଯୋଗରେ ବୁଧବାର ଦିନ ସୁକିନ୍ଦା କ୍ରୋମାଇଟ୍ ଖଣିରେ ବିଶିଷ୍ଟ ପକ୍ଷୀ ବିଜ୍ଞାନୀ ଡକ୍ଟର ଜୁଷ୍ଟୁସ୍ ଜୋସୁଆ ଏବଂ ଗ୍ରୋ ୱିଥ୍ ନେଚର୍ର ପ୍ରତିଷ୍ଠାତା ଓ ଅଧ୍ୟକ୍ଷ ତଥା ବନ୍ୟଜନ୍ତୁ ଓ ଜୀବଜଗତ ଗବେଷଣା ଜୀବବିଜ୍ଞାନୀ…
ଜିଓ ଟ୍ରୁ-୫ଜି ଏବେ ପୁନେରେ ଉପଲବ୍ଧ
- ୨୦୨୨ ନଭେମ୍ବର ୨୩ରୁ ପୁନେରେ ଜିଓ ଟ୍ରୁ-୫ଜି ଶୁଭାରମ୍ଭ ହୋଇଛି
- ୧ ଜିବିପିଏସ୍ରୁ ଅଧିକ ପର୍ଯ୍ୟନ୍ତ ସ୍ପିଡ୍ ସହ ଅସୀମିତ ୫ଜି ଡାଟା ପାଇବା ଲାଗି ବ୍ୟବହାରକାରୀମାନଙ୍କୁ “ଜିଓ ୱେଲକମ୍ ଅଫର’ରେ ଆମନ୍ତ୍ରଣ
ଭୁବନେଶ୍ୱର/ ପୁନେ: ଜିଓ ପକ୍ଷରୁ ଘୋଷଣା କରାଯାଇଛି ଯେ ଜିଓ ଟ୍ରୁ-୫ଜି ଏବେ…
ରକ୍ତହୀନତା ଦୂର କରିବା ପାଇଁ ଜିଲ୍ଲାରେ ଆରମ୍ଭ ହେଲା “ଅମ୍ଳାନ”
https://youtu.be/Mp6kmCz29ts
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ଗାନ୍ଧୀ ସ୍ମୃତି ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଠାରେ ଜିଲ୍ଲାରେ ମହିଳା ଓ ଶିଶୁ ମାନଙ୍କ ଠାରେ ରକ୍ତହୀନତା ଦୂର କରିବା ତଥା ଏନିମିଆ ମୁକ୍ତ ଲକ୍ଷ୍ୟ ଅଭିଯାନ…
ପୁଲିସ-ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ, ୨ ମହିଳା କ୍ୟାଡର ନିହତ, ସର୍ଚ୍ଚ ଅପରେସନ ଜାରି
ପାଟଣାଗଡ଼,(ଯତୀନ୍ଦ୍ର ନନ୍ଦଙ୍କ ରିପୋର୍ଟ)-ଦୀର୍ଘ ଦିନର ନୀରବତା ପରେ ପୁଣିଥରେ ମାଓବାଦୀ ମାନେ ଉପସ୍ଥିତି ଯାହିର କରିଛନ୍ତି। ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ ଉପଖଣ୍ଡ ଖପ୍ରାଖୋଲ ଥାନା ଗନ୍ଧମାର୍ଦ୍ଦନ ପାହାଡ଼ର କନ୍ଦରାଭଟା ନିକଟରେ ପୁଲିସ-ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଛି । ସୁରକ୍ଷା…
ରୋହିବାଙ୍କର ଦୁଇଟି ସ୍ଥାନରୁ ଶାଗୁଆନ୍ ଗଛ ଲୁଟ୍ : ବନବିଭାଗ ଦ୍ୱାରା ୫୦ ହଜାର ଟଙ୍କାର ଗଣ୍ଡି ଜବତ
ଓଡ଼ଗାଁ,୨୪।୧୧(ଶ୍ରୀକାନ୍ତ କୁମାର ମିଶ୍ର):ଓଡ଼ଗାଁ ବ୍ଲକ ରୋହିବାଙ୍କ ପଞ୍ଚାୟତର ଦୁଇଟି ସ୍ଥାନରୁ ଦୁଇଦିନଧରି ଶାଗୁଆନ ଗଛକାଟି ନେଇଯିବା ପାଇଁ ଦୁର୍ବୃତ୍ତମାନେ ଉଦ୍ୟମ କରୁଥିବାବେଳେ ଓଡ଼ଗାଁ ବନବିଭାଗ କର୍ମଚାରୀମାନେ ପହଞ୍ଚି କାଠଗଣ୍ଡିକୁ ଜବତ କରିଛନ୍ତି।ଏହି ଜବତ କାଠଗାଣ୍ଡିର ଆନୁମାନିକ…
ଗୃପ ସଭାପତିଙ୍କ ଠାରୁ ୪ଲକ୍ଷ ଟଙ୍କା ଲୁଟ ଘଟଣା.:.:ରାଜଧାନୀରୁ ଅଭିଯୁକ୍ତ ମହିଳାଙ୍କୁ ଗିରଫକଲା ଓଡ଼ଗାଁ ପୋଲିସ
ଓଡ଼ଗାଁ,(ଶ୍ରୀକାନ୍ତ କୁମାର ମିଶ୍ର): ଓଡ଼ଗାଁ ଥାନା ଗୈାଡପୁଟ ପଞ୍ଚାୟତ ବନ୍ଧସାହି (ହରିଜନ ସାହି) ରଘୁନାଥ ସ୍ବୟଂ ସହାୟକ ଗୋଷ୍ଠୀର ସଭ୍ୟମାନେ ବ୍ୟାଙ୍କରୁ ରୁଣ ଉଠାଇବା ପାଇଁ ନିଷ୍ପତ୍ତି ନେବାପରେ ପ୍ରମାଣ ପତ୍ର ଦେବାକୁ ଭୁବନେଶ୍ୱର ସାଲିଆ ସାହିରେ ବସବାସ କରୁଥିବା ଗୋଷ୍ଠୀର ସଭ୍ୟା ସ୍ବର୍ଗତ…
ଡକାୟତି ଉଦ୍ୟମ କରୁଥିବା ବେଳେ ପୋଲିସ ର ଚଢ଼ାଉ : 8 ଜଣ ଙ୍କୁ ଗିରଫ ସହ କୋର୍ଟ ଚାଲାଣ
(ନିଶ୍ଚିନ୍ତକୋଇଲି-ଦେବେନ୍ଦ୍ର ଷଡ଼ଙ୍ଗୀ)-କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ଅଂଚଳରେ ଡକାୟତ ଯୋଜନା କରୁଥିବା ବେଳେ ପୋଲିସ ବିଶେଷ ସୂତ୍ର ରୁ ଖବର ପାଇ ଆଇଆଇସି ଚିନ୍ମୟୀ ସାହୁଙ୍କ ନିର୍ଦେଶ ରେ ଏସ ଆଇ ଅନୀଲ କୁମାର ନାୟକ, ସଦାଶିବ ଧୀର, ଏଏସ ଆଇ କୁନାଲ ଚନ୍ଦ୍ର ସାମଲ, ନେତୃତ୍ୱରେ ଏକ ଟିମ ପଂଚାୟତ…
ରିଜର୍ଭ ବ୍ୟାଙ୍କଦ୍ୱାରା ନିୟନ୍ତ୍ରିତ ସଂସ୍ଥାର ଅଭିଯୋଗ ନିରାକରଣ ପଦ୍ଧତି ସଂପର୍କୀୟ ସଚେତନତା କର୍ମଶାଳା
ଜଗତସିଂହପୁର,/ସୁମନ୍ତ କୁମାର ଦାସ: ଆଜି ପୂର୍ବାହ୍ନରେ ସ୍ଥାନୀୟ ଆଦିକବି ସାରଳା ଦାସ ସଂସ୍କୃତି ଭଵନ ପରିସରରେ ୟୁନିୟନ ବ୍ୟାଙ୍କ ଅଫ୍ ଇଣ୍ଡିଆ ଏବଂ ଅଗ୍ରଣୀ ବ୍ୟାଙ୍କ, ଜଗତସିଂହପୁର ମିଳିତ ଆନୁକୂଲ୍ୟରେ ରିଜର୍ଭ ବ୍ୟାଙ୍କ ଦ୍ୱାରା ନିୟନ୍ତ୍ରିତ ସଂସ୍ଥାର ଅଭିଯୋଗ ନିରାକରଣ ପଦ୍ଧତି ଏବଂ ରିଜର୍ଭ…