ସଡ଼କ ଦୁର୍ଘଟଣାରେ ୨୫ ବର୍ଷର ଯୁବକର ମୃତ୍ୟୁ

ଜଗତସିଂହପୁର,/ସୁମନ୍ତ କୁମାର ଦାସ": ଜଗତସିଂହପୁର ଜିଲ୍ଲା ନାଉଙ୍ଗା ଥାନା ଅନ୍ତର୍ଗତ ମୁଣ୍ଡାଳ ସ୍ଥିତ ପଲି ଟେକ୍ନିକ ଛକ ନିକଟରେ ଏକ ସଡ଼କ ଦୁର୍ଘଟଣାରେ ୨୫ ବର୍ଷର ଯୁବକ ଏକ ଘଟଣା ସ୍ଥଳରେ ମୃତ୍ୟୁ ଘଟିଛି l ମୃତ ଯୁବକ ଜଣକ ଖଇରା ଗ୍ରାମର ବ୍ରିଜେଶ ରୋଶନ ରାୟ l ସକାଳେ ପ୍ରାୟେ ୦୯.୩୦ ବେଳେ…

ସରକାରୀ କର୍ମଚାରୀମାନେ ଶାସକ ବିଜେଡିର ହାତବାରିସୀ ସାଜନ୍ତୁ ନାହିଁ: ବିଜେପି

ଭୁବନେଶ୍ୱର : ରାଜ୍ୟ ସରକାରଙ୍କ ମନ୍ତ୍ରୀ ଓ ବିଧାୟକମାନେ ନିଜ ଶାସନ କ୍ଷମତାର ଅପବ୍ୟବହାର କରି କେଉଁ ସ୍ଥାନରେ ନିଜ ପଦବୀ ତ ଆଉ କେଉଁଠି ସରକାରୀ କର୍ମଚାରୀଙ୍କ ଜରିଆରେ ଚଳିତ ପଦ୍ମପୁର ଉପନିର୍ବାଚନକୁ ମଧ୍ୟ ପ୍ରଭାବିତ କରିବା ପାଇଁ ପ୍ରୟାସ ଜାରୀ ରଖିଛନ୍ତି । ଏହା ଦ୍ୱାରା ଆଦର୍ଶ ଆଚରଣ…

ଗ୍ରାମ୍ୟ ଉନ୍ନୟନ ବିଭାଗର ମାସିକ ସମୀକ୍ଷା ବୈଠକ ଅନୁଷ୍ଠିତ

ଗ୍ରାମ୍ୟ ଉନ୍ନୟନ ଯୋଜନା ପ୍ରକଳ୍ପକୁ ଧାର୍ଯ୍ୟ ସମୟ ମଧ୍ୟରେ ଶେଷ କରିବା ପାଇଁ ପ୍ରମୁଖ ଶାସନ ସଚିବଙ୍କ ନିର୍ଦ୍ଦେଶ ଭୁବନେଶ୍ୱର :ଗ୍ରାମ୍ୟ ଉନ୍ନୟନ ବିଭାଗ ଅଧିନସ୍ଥ ସମସ୍ତ ଯୋଜନା ଓ ପ୍ରକଳ୍ପଗୁଡ଼ିକ ଧାର୍ଯ୍ୟ ସମୟସୀମା ମଧ୍ୟରେ ଶେଷ କରିବା ପାଇଁ ଗ୍ରାମ୍ୟ ଉନ୍ନୟନ ବିଭାଗର ପ୍ରମୁଖ ଶାସନ ସଚିବ…

ବିଶ୍ୱ ଦକ୍ଷତା ବିକାଶ କେନ୍ଦ୍ର ଛାତ୍ରଛାତ୍ରୀମାନଙ୍କ ପ୍ରଥମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ଭୁବନେଶ୍ୱରସ୍ଥିତ ମଞ୍ଚେଶ୍ୱରଠାରେ ବିଶ୍ୱ ଦକ୍ଷତା ବିକାଶ କେନ୍ଦ୍ରର ଇଂଜିନିୟରିଂ ଛାତ୍ରଛାତ୍ରୀମାନଙ୍କ ପ୍ରଥମ ସମାବର୍ତ୍ତନ ଉତ୍ସବ ମହାସମାରୋହରେ ପାଳିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ଟାଟାର ମୁଖ୍ୟ ଏରୋସ୍ପେସ୍‌ ଆଣ୍ଡ ଡିଫେନ୍ସର ମୁଖ୍ୟ ମାସୁଦ୍‌ ହୁସାଇନ୍‌…

ଛାତ୍ରଛାତ୍ରୀଙ୍କ ପାଇଁ ସୋଆ କ୍ୟାମ୍ପସ୍‌ରେ ଇ-ସ୍କୁଟର ବ୍ୟବସ୍ଥା

ଭୁବନେଶ୍ୱର,: କ୍ୟାମ୍ପସ୍ ଭିତରେ ବୁଲିବା ହେଉ ଅଥବା ସହର ମଧ୍ୟରେ ଯିବା ଆସିବା ପାଇଁ ସୋଆ ଛାତ୍ରଛାତ୍ରୀଙ୍କ ପାଇଁ ଏବେ ଇ-ସ୍କୁଟର ଉପଲବ୍ଧ। ପୂର୍ବରୁ ସୋଆ ପରିଚାଳିତ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନିକାଲ୍ ଏଜୁକେସନ୍ ଆଣ୍ଡ ରିସର୍ଚ୍ଚ (ଆଇଟିଇଆର୍‌) ପରିସରରେ ୧୦୦ ଇ-ସ୍କୁଟର ବ୍ୟବହାର…

ବୟୋଜ୍ୟେଷ୍ଠ ରୋଗୀଙ୍କୁ ସୁସ୍ଥ କଲେ ସମ୍ମମ୍‌ର ଡାକ୍ତର

ଭୁବନେଶ୍ୱର : ଗୁରୁତର ଭାବେ ନିମୋନିଆ ରୋଗରେ ପୀଡ଼ିତ ଥିବା ଜଣେ ୭୯ ବର୍ଷୀୟ ବ୍ୟକ୍ତିଙ୍କୁ ଦୀର୍ଘ ୫୭ ଦିନ ଧରି ଚିକିତ୍ସା କରିବା ପରେ ତାଙ୍କୁ ସୁସ୍ଥ କରାଇବାରେ ସଫଳ ହୋଇଛନ୍ତି ସମ୍ ଅଲ୍ଟିମେଟ ମେଡିକେୟାରର ଡାକ୍ତର ।ନିକୁଞ୍ଜ କିଶୋର ଦାସ ନାମକ ଏହି ବ୍ୟକ୍ତି ଜଣକ ଗତ ସେପ୍ଟେମ୍ବର ୨୩ ତାରିଖ…

ବରତୁଣ୍ଡା ରେ ବର୍ଷା ଙ୍କର ମାରାଥନ ପ୍ରଚାର

ପଦ୍ମପୁର ବାସୀଙ୍କର ନବୀନ ଙ୍କର ପ୍ରତି ବିଶ୍ଵାସ , ବିଜୟ ଙ୍କର ପ୍ରତି ଶ୍ରଦ୍ଧା ଓ ବର୍ଷା ଙ୍କର ପ୍ରତି ଆଶୀର୍ବାଦ ରହିଛି :- ଅମରେଶ ପତ୍ରି ବରଗଡ :- ପିତାଙ୍କ ମୃତ୍ୟୁ ପରେ ପଦ୍ମପୁର ଉପନିର୍ବାଚନ ପାଇଁ ବିଜୁ ଜନତା ଦଳର ପ୍ରାର୍ଥୀ ବର୍ଷା ରାଣୀ ସିଂ ବରିହା ଙ୍କର ପ୍ରଚାର ଜୋରଦାର ଚାଲିଛି ।…

ଓଡ଼ିଆ ଚଳଚିତ୍ର ‘ଦମନ’ ଜିଲ୍ଲା / ଉପଖଣ୍ଡସ୍ତରରେ ପ୍ରଦର୍ଶିତ ହେବ

ଉପଯୁକ୍ତ ସିନେମା / ଥିଏଟର ହଲ୍ ବୁକ୍ କରିବା ପାଇଁ ଜିଲ୍ଲାପାଳମାନଙ୍କୁ ପରାମର୍ଶ ଭୁବନେଶ୍ୱର: ଓଡ଼ିଆ ସିନେମା ଦମନର ଲୋକପ୍ରିୟତା ଏବଂ ପ୍ରେରଣାଦାୟୀ ବିଷୟବସ୍ତୁକୁ ଲକ୍ଷ୍ୟକରି ଏହାକୁ ଜିଲ୍ଲା / ଉପଖଣ୍ଡ ସ୍ତରରେ ପ୍ରଦର୍ଶନ କରିବା ପାଇଁ ରାଜ୍ୟ ସରକାର ସ୍ଥିର କରିଛନ୍ତି । ଏଥି ପାଇଁ…

ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ହାପିଏଷ୍ଟ ମାଇଣ୍ଡସ ଗ୍ଲୋବାଲ ଆଇ.ଟି. ଡେଭେଲପମେଣ୍ଟ ସେଣ୍ଟର, ଭୁବନେଶ୍ୱର ଶାଖା ଉଦ୍‍ଘାଟିତ

ଏକ ହଜାରରୁ ଉର୍ଦ୍ଧ୍ଵ କର୍ମଚାରୀ କ୍ଷମତାସମ୍ପର୍ଣ୍ଣ ଏହି ଡେଭେଲପମେଣ୍ଟ ସେଣ୍ଟର ପ୍ରଯୁକ୍ତି ଉତ୍ସ କେନ୍ଦ୍ର ଭାବରେ ସମଗ୍ର ଭାରତବର୍ଷରେ ଓଡ଼ିଶାର ସ୍ଥିତିକୁ ଆହୁରି ମଜବୁତ୍‍ କରିବ ଭୁବନେଶ୍ୱର : ରାଜ୍ୟରେ ଆଇଟି ଇକୋସିଷ୍ଟମକୁ ଆହୁରି ବିସ୍ତାର କରି ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି…

ପଦମପୁର ଚାଷୀଙ୍କୁ କେବେ ମିଳିବ ଇନପୁଟ ସବସିଡ ଅର୍ଥ: ମୁକେଶ ମହାଲିଙ୍ଗ

ପଦମପୁର / ଭୁବନେଶ୍ୱର,: ପଦମପୁର ହେଉଛି ଏକ ଶୁଖା ଅଂଚଳ । ଏଠାରେ ଜଳସେଚନର ସୁବିଧା ବିଶେଷ ଭାବରେ ନାହିଁ । ୨୦୨୧ରେ ଏଠାରେ ମରୁଡି ହୋଇଥିଲା । ହେଲେ ଆଜି ପର୍ଯ୍ୟନ୍ତ ପଦମପୁର ଚାଷୀମାନଙ୍କୁ ଇନପୁଟ ସବସିଡ୍ (ମରୁଡି ସହାୟତା) ମିଳିପାରିଲା ନାହିଁ । ରାଜ୍ୟ ସରକାର କେବେ ପଦମପୁରଚାଷୀଙ୍କୁ…