ବରଗଡ :- ପାଇକମାଳ ବ୍ଲକ ରାଜବୋଡାସମ୍ବର୍ କୃଷକ ସଂଗଠନ ର ସଭାପତି ଶ୍ରୀ ନନ୍ଦଲାଲ ତ୍ରିବେଦୀଙ୍କ ନେତୃତ୍ୱରେ ପାଇକମାଳ ବ୍ଲକ କାର୍ଯ୍ୟାଳୟ ଠାରେ ଚାଷୀ ପ୍ରତିନିଧି ମଣ୍ଡଳୀ ,ତହସିଲଦାର,ବିଦ୍ୟୁତ୍ ବିତରକ ପାଇକମାଳ sdo ଙ୍କ ସହିତ ବିଦ୍ୟୁତ୍ ସମସ୍ୟା ର ସମାଧାନ ପାଇଁ ବୈଠକ ବସିଥିଲା ,କୃଷକ ସଂଗଠନ ପକ୍ଷରୁ ଚାଷୀ ନେତା ଲିଙ୍ଗରାଜ ପ୍ରଧାନ ଓ ଦୁର୍ଯୋଧନ ସାହୁ ଏ ଅଞ୍ଚଳ ର ବିଦ୍ୟୁତ୍ ସମସ୍ୟା ଉପରେ ଅନେକ ଆଲୋଚନା ପର୍ଯ୍ୟା ଲୋଚନା କରିଥିଲେ ।ସମସ୍ତଙ୍କ ଉପ ସ୍ଥିତି ରେ ପାଇକମାଳ sdo ଆଗକୁ ବିଦ୍ୟୁତ୍ ସମସ୍ୟା ରହିବ ନାହିଁ ବୋଲି ଯଦି ହେଲେ ତୁରନ୍ତ ସମାଧାନ କରାଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ।ଯଦି ଟାଟା ପାୱାର ମନମୁଖୀ କରେ ରାଜ ବୋଡାସମ୍ବର୍ କୃଷକ ସଂଗଠନ ଆନ୍ଦୋଳନ କରି କଡ଼ା ଜବାବ ଦେବ ବୋଲି ଚେତାବନୀ ଦେଇଛି । ଉକ୍ତ ବୈଠକ ରେ ଗୁରୁଚରଣ ସାହୁ,ରହିତ ପ୍ରଧାନ,ଭଗବାନ ପ୍ରଧାନ,ରମେଶ ସାହୁ ପ୍ରମୁଖ ଚାଷୀ ନେତା ଆଲୋଚନା ରେ ଅଂଶଗ୍ରହଣ କରିଥିଲେ ।
Sign in
Sign in
Recover your password.
A password will be e-mailed to you.