୨୭ରେ ବାବୁମାନେ ଦେଖିବେ ବାବୁସାନଙ୍କ ‘ଦମନ’

ରାଉରକେଲା /ସୁନ୍ଦରଗଡ଼,(ବସନ୍ତ କୁମାର ଜେନା): ରାଜ୍ୟ ସରକାରଙ୍କ ଚିଠି ପରେ ସୁନ୍ଦରଗଡ଼ ଜିଲ୍ଲା ପ୍ରଶାସନ ତତ୍ପର ହୋଇଉଠିଛି। ଜିଲ୍ଲାର ସମସ୍ତ ସରକାରୀ ଅଧିକାରୀ ବହୁଚର୍ଚ୍ଚିତ ଓଡ଼ିଆ ଚଳଚ୍ଚିତ୍ର ‘ଦମନ’ ଦେଖିବେ। ସୁନ୍ଦରଗଡ଼ ଜିଲ୍ଲାପାଳଙ୍କ ନିର୍ଦ୍ଦେଶକ୍ରମେ ଅତିରିକ୍ତ ଜିଲ୍ଲାପାଳ ଏହି…

୨୦୨୩ ଜାନୁଆରି ୧୫ରୁ ୨୭ ଯାଏଁ ରାଉରକେଲାରେ ହେବ ଆଞ୍ଚଳିକ ସରସ ମେଳା, ପ୍ରଶାସନ ପକ୍ଷରୁ ପ୍ରସ୍ତୁତି

ରାଉରକେଲା,(ବସନ୍ତ କୁମାର ଜେନା): ରାଉରକେଲା ସହରରେ ପ୍ରଥମ ଥର ପାଇଁ ଆଞ୍ଚଳିକ ସରସ ମେଳା ଆୟୋଜନ ହେବାକୁ ଯାଉଛି। ରାଜ୍ୟ ସରକାରଙ୍କ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ, ଓରମାସ୍ ଏବଂ ସୁନ୍ଦରଗଡ଼ ଜିଲ୍ଲା ପ୍ରଶାସନର ମିଳିତ ସହଯୋଗରେ ହେବାକୁ ଥିବା ଏହି ମେଳା ୨୦୨୩ ଜାନୁଆରି ୧୫ରୁ ୨୭ ତାରିଖ…

ଯୁବକଙ୍କୁ ଥାନାରେ ମାଡ ମାରିଥିବା ଅଭିଯୋଗ ରେ ବୀରମିତ୍ରପୁର ଥାନା ଅଧିକାରୀଙ୍କ ସୁନ୍ଦରଗଡ଼ କୁ ବଦଳି

ରାଉରକେଲା/ବୀରମିତ୍ରପୁର(ବସନ୍ତ କୁମାର ଜେନା): ଯୁବକଙ୍କୁ ଥାନାରେ ଥାର୍ଡ ଡିଗ୍ରୀ ଦେବା ଅଭିଯୋଗ ହେବା ଘଟଣାରେ କାର୍ଯ୍ୟାନୁଷ୍ଠାନ ନିଆଯାଇଛି। ପଶ୍ଚିମାଞ୍ଚଳ ଡିଆଇଜି ନୀତି ଶେଖର ହାତୀବାରି ଥାନାର ଏଏସ୍ଆଇ ସୁଶାନ୍ତ ପାତ୍ରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଇଛନ୍ତି। ତାଙ୍କୁ ହାତୀବାରି…

୨୦୨୪ ମସିହା ସୁଦ୍ଧା ଗୋଷ୍ଠୀ ସହଭାଗିଦାରୀରେ ୧୭୦୦ ଜଳାଶୟ ପୁନରୁଦ୍ଧାର ସମ୍ପୂର୍ଣ୍ଣ କରାଯିବ

ସହରାଚଂଳ ଜଳାଶୟ ପୁନରୁଦ୍ଧାର ଓ ନବୀକରଣ କର୍ମଶାଳା ଭୁବନେଶ୍ୱର- ରାଜ୍ୟ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ତରଫରୁ ସହରାଚଂଳ ଜଳାଶୟ ପୁନରୁଦ୍ଧାର ଓ ନବୀକରଣ ଉପରେ ଆଜିି ଏକ କର୍ମଶାଳା ଆୟୋଜିତ ହୋଇଯାଇଛି । ଭୁବନେଶ୍ୱର ଜାଭିୟର ପ୍ରତିଷ୍ଠାନ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ଏହି କର୍ମଶାଳାକୁ…

ଦୁଇ କେନ୍ଦ୍ରମନ୍ତ୍ରୀଙ୍କ ପାଇଁ କେନ୍ଦ୍ର ଅବହେଳାକୁ ନେଇ ଅନେକ ପ୍ରଶ୍ନ ରହିଛି: ବିଜେଡି

 ରେଳ ଲାଇନ୍‍ରେ ବିଳମ୍ବ ଓ ଫସଲ ବୀମା ନେଇ ପ୍ରଶ୍ନ କରିବେ  କେନ୍ଦୁପତ୍ର ତୋଳାଳୀ ବି ନିଜ ଦୁଃଖ କହିବେ  ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ବୃଦ୍ଧିକୁ ନେଇ ପ୍ରଶ୍ନ କରିବେ ଚାଷୀ ପଦ୍ମପୁର: ପଦ୍ମପୁରରେ ଉପନିର୍ବାଚନ ପ୍ରଚାର ପାଇଁ କେନ୍ଦ୍ର କୃଷିମନ୍ତ୍ରୀ ଏବଂ କେନ୍ଦ୍ର…

ଡିସେମ୍ବର ପହିଲା ସୁଦ୍ଧା ହିତାଧିକାରୀଙ୍କୁ ଶୀତ ସହାୟତା ଦେବାକୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ

ମଧୁବାବୁ ପେନ୍ସନ ଓ ଜାତୀୟ ପେନ୍‌ସନ ଯୋଜନା ହିତାଧିକରୀ ମାନଙ୍କୁ ମିଳିବ ଏହି ସହାୟତା ଡିସେମ୍ବର ପହିଲା ସୁଦ୍ଧା ୪୮ ଲକ୍ଷରୁ ଅଧିକ ହିତାଧିକାରୀ କମ୍ବଳ ପାଇଁ ୩୦୦ ଟଙ୍କା ଲେଖାଏ ପାଇବେ, ସମୁଦାୟ ୧୪୬ କୋଟି ଖର୍ଚ୍ଚ ଖୋଲା ଆକାଶ ତଳେ ଯେପରି କେହି ନ ରହିବେ, ସେଥିପାଇଁ ଧ୍ୟାନ…

୨ନଂ ଜୋନରେ ୱାର୍ଡସ୍ତରୀୟ ସମୀକ୍ଷା: ପଦଯାତ୍ରା ସାଙ୍ଗକୁ ଘରଘର ବୁଲି ଭୋଟ ଭିକ୍ଷା

ପଦ୍ମପୁର : ପଦ୍ମପୁର ଉପନିର୍ବାଚନ ଅବସରରେ ୨ନଂ ଜୋନ୍ ଦାୟିତ୍ଵ ରେ ଥିବା ବିଜୁ ଜନତା ଦଳର ବରିଷ୍ଠ ପର୍ଯ୍ୟବେକ୍ଷକ ତଥା ପୂର୍ବତନ ମନ୍ତ୍ରୀ ଶ୍ରୀଯୁକ୍ତ ପ୍ରତାପ ଜେନାଙ୍କ ଅଧ୍ୟକ୍ଷତାରେ ଆଜି ମେଲଛାମୁଣ୍ଡା ଗ୍ରାମପଞ୍ଚାୟତରେ ଅର୍ଥମନ୍ତ୍ରୀ ଶ୍ରୀଯୁକ୍ତ ନିରଞ୍ଜନ ପୂଜାରୀ , ବିଧାୟକ ଦେବେଶ…

ସୋଆର ଷ୍ଟାନ୍‌ଫୋର୍ଡ ୨ ପ୍ରତିଶତ ଶ୍ରେଷ୍ଠ ବୈଜ୍ଞାନିକଙ୍କୁ ସମ୍ବର୍ଦ୍ଧନା

ଭୁବନେଶ୍ୱର, ୨୫/୧୧: ବିଖ୍ୟାତ ଷ୍ଟାନ୍‌ଫୋର୍ଡ ବିଶ୍ୱବିଦ୍ୟାଳୟ ଦ୍ୱାରା ପ୍ରସ୍ତୁତ ପୃଥିବୀର ୨ ପ୍ରତିଶତ ଶ୍ରେଷ୍ଠ ବୈଜ୍ଞାନିକମାନଙ୍କ ୨୦୨୨ ମସିହା ତାଲିକାରେ ସ୍ଥାନୀତ ହୋଇଥିବା ସୋଆ ବିଶ୍ୱବିଦ୍ୟାଳୟର ଗବେଷକମାନଙ୍କୁ ବିଶ୍ୱବିଦ୍ୟାଳୟ ଦ୍ୱାରା ଶୁକ୍ରବାର ସମ୍ବର୍ଦ୍ଧିତ କରାଯାଇଛି । ସୋଆର ୧୬…

“ପରାଜୟ ଆଶଙ୍କାରେ ରକ୍ତମୁଖା ହୋଇଛି ବିଜେପି, ଭିଆଉଛି ହିଂସା “

ବିଧାୟକ ସୁଶାନ୍ତ ସିଂଙ୍କୁ ଆବଶ୍ୟକ ସୁରକ୍ଷା ଯୋଗାଇଦେବା ପାଇଁ ଦାବି କଲା ବିଜେଡି ଭୁବନେଶ୍ୱର : "ନିର୍ବାଚନୀ ହିଂସା ଭିଆଇବା ବିଜେପିର ପୁରୁଣା ଅଭ୍ୟାସ | ଏବେ ବି ନିଶ୍ଚିତ ପରାଜୟ ଆଶଙ୍କାରେ ପଦମପୁର ଉପନିର୍ବାଚନରେ ହିଂସାତ୍ମକ ଆକ୍ରମଣ କରିବାକୁ ଉଦ୍ୟମ କରୁଛି ବିଜେପି | ବିଜେଡି…

ନିଜ ଗାଁ ରେ ପ୍ରଚାର କଲେ ବର୍ଷା

https://youtu.be/RVgLUxrf1Q8 ବରଗଡ :- ପାଖେଇ ଆସୁଛି ପଦ୍ମପୁର ପଦ୍ମପୁର ଉପନିର୍ବାଚନ ପାଇଁ ମତଦାନ ତାରିଖ । ଭୋଟ ଭିକ୍ଷା ଓ ପ୍ରଚାର ରେ ବର୍ତ୍ତମାନ ସୁଦ୍ଧା ସବୁଠାରୁ ଆଗରେ ରହିଛନ୍ତି ବିଜୁ ଜନତା ଦଳ ର ପ୍ରାର୍ଥୀ ବର୍ଷା ରଣୀ ସିଂ ବରିହା । ପ୍ରତ୍ୟେକ ଦିନ ସକାକୁ ନିର୍ଦ୍ଧାରିତ…