ପଦ୍ମପୁର ରେ ବିଜୁ ପଟ୍ଟନାୟକ ଜୟନ୍ତୀ ପାଳିତ

0 3

ପଦ୍ମପୁର/ ଶିବାଶିଷ ପଟ୍ଟନାୟକ- ସ୍ଥାନୀୟ ବିଜୁ ଜନତା ଦଳ କାର୍ଯ୍ୟାଳୟ ରେ ଓଡିଶା ର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ୧୦୭ତମ ଜନ୍ମ ଜୟନ୍ତୀ ପାଳିତ ହୋଇଯାଇଛି। ପଦ୍ମପୁର ବିଧାୟିକା ବର୍ଷା ସିଂ ବରିହା ଦୀପ ପ୍ରଜ୍ବଳନ କରି ବିଜୁ ବାବୁଙ୍କ ଜୀବନୀ ଉପରେ ଆଲୋକପାତ କରିଥିଲେ ।ଅନ୍ୟ ମାନଙ୍କ ମଧ୍ୟରେ ବିଜେଡି ଟାଉନ ସଭାପତି ନବ କିଶୋର ସାହୁ, ଏନ୍ ଏ ସି ଅଧ୍ୟକ୍ଷା ସାବିତ୍ରୀ ବାଗ, କାଉନସିଲର କବିତା ସେଠ, କ୍ଷୀର ସନବର୍ଷା , ବିଜେଡି ଟାଉନ୍ ମହିଳା ସଭାନେତ୍ରୀ ମନୋରମା ମହାପାତ୍ର, ଗୋବିନ୍ଦ ଚନ୍ଦ୍ର ହୋତା ଓ ସମସ୍ତ କର୍ମକର୍ତ୍ତା ଉପସ୍ଥିତ ଥିଲେ l

Leave A Reply

Your email address will not be published.