Sign in
Sign in
Recover your password.
A password will be e-mailed to you.
ଆଠମଲ୍ଲିକ ବନଖଣ୍ଡ ଖେସ୍ର ଜଙ୍ଗଲରେ ଦନ୍ତା ହାତୀର ମୃତ୍ୟୁ
45ଦିନ ଭିତରେ ଆଠମଲ୍ଲିକ ଅଂଚଳରେ 3ଟି ହାତୀଙ୍କ ପ୍ରାଣହାନୀ
ଆଠମଲ୍ଲିକ( ସନ୍ତୋଷ ମେହେର) : ଅନୁଗୋଳ ଜିଲ୍ଲା ଆଠମଲ୍ଲିକ ବନଖଣ୍ଡ ମାଧପୁର ରେଞ୍ଜ କିଆକଟା ସେକ୍ସନର ଘୋଡାଗାଡି ବିଟ ଘୋଡାଗାଡି ଖେସ୍ର ଜଙ୍ଗଲରେ ଏକ ଦନ୍ତା ହାତୀର ମୃତ୍ୟୁ ହୋଇଛି I ସୂଚନା ମୁତାବକ ଘୋଡାଗାଡି ଜଙ୍ଗଲରେ ଏକ ଦନ୍ତା…
ଆରପାରିରେ ଲୋକପ୍ରିୟ ଅଭିନେତ୍ରୀ ଝରଣା ଦାସ
ବାଟଭାଙ୍ଗି ଚାଲିଗଲେ ଅମଡ଼ା ବାଟରେ, ଦୂର ଆକାଶର ତାରା ପାଲଟିଲେ ମଲା ଜହ୍ନର ନାୟିକା
ଶୋକଵ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ ଓ କେନ୍ଦ୍ରମନ୍ତ୍ରୀ, ରାଷ୍ଟ୍ରୀୟ ମର୍ଯ୍ୟଦା ସହ ସମ୍ପନ୍ନ କରାଯିବ ଶେଷକୃତ୍ୟ
ଭୁବନେଶ୍ୱର : ଭୁବନେଶ୍ୱର : ଆଉ ନାହାନ୍ତି ବର୍ଷିୟାନ୍ ଅଭିନେତ୍ରୀ ତଥା ମଲାଜହ୍ନ, ଅମଡ଼ା…
ଜିଲ୍ଲାସ୍ତରୀୟ ସ୍ବାସ୍ଥ୍ୟ ବିଭାଗ ତରଫରୁ ବିଶ୍ବ ଏଡ୍ସ ଦିବସ ପାଳିତ
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ପ୍ରତି ବର୍ଷ ପରି ଚଳିତ ବର୍ଷ ମଧ୍ଯ ଜିଲ୍ଲା ସ୍ବାସ୍ଥ୍ୟ ବିଭାଗ ତରଫରୁ ଡିସେମ୍ବର ୧ ତାରିଖକୁ ବିଶ୍ବ ଏଡ୍ସ ଦିବସ ରୂପେ ପାଳିତ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ କାର୍ଯ୍ୟଳୟ ପ୍ରଶିକ୍ଷଣ କେନ୍ଦ୍ରଠାରେ ଏକ ବୈଠକ…
ପ୍ରଫେସର୍ ଡକ୍ଟର ସୁଦର୍ଶନ ଆଚାର୍ଯ୍ୟଙ୍କ ଦେହାନ୍ତରେ ଏକ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ସଭା
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଓଡ଼ିଶାର ବିଶିଷ୍ଠ ଭାଷାବିତ୍ , ଅନୁବାଦକ , ପ୍ରାବନ୍ଧିକ , ସମାଲୋଚକ , ସାହିତ୍ୟିକ , ଶିକ୍ଷାବିତ ଆଜି ତାଙ୍କର ଦେହାନ୍ତରେ କେବଳ ଆମେ ନୁହେଁ ସାରା ଓଡ଼ିଶାବାସୀ ସ୍ତବ୍ଧ ନୀରବ ଚକିତ। ରାଜ୍ୟ ତଥା ଜାତୀୟ ସ୍ତରରେ ସେ ଅନେକ ଗୁଡ଼ିଏ ସମ୍ବର୍ଥାନାର…
ସୁବର୍ଣ୍ଣପୁର ଜିଲ୍ଲାସ୍ତରୀୟ ବିଶ୍ୱ ଏଡ଼ସ ଦିବସ ପାଳିତ
"ମାନସିକ, ଶାରୀରିକ, ସାମାଜିକ, ଆଧ୍ୟାତ୍ମିକ ଓ ମନୋବୈଜ୍ଞାନିକ ଅବସ୍ଥାକୁ ବିଚାର କରି ସଂଯମତା ଅବଲମ୍ବନ କରିବା ଆଜି ଦିନରେ ଆମର ସଂକଳ୍ପ ହେଉ"
ସୁବର୍ଣ୍ଣପୁର (ପ୍ରକାଶ କୁମାର ହାତୀ): ସୁବର୍ଣ୍ଣପୁର ଜିଲ୍ଲା ସ୍ତରୀୟ ବିଶ୍ୱ ଏଡ଼ସ ଦିବସ ପାଳିତ ହୋଇଯାଇଛି l ଜିଲ୍ଳା ସ୍ୱାସ୍ଥ୍ୟ ବିଭାଗ ଓ…
ମହୁରୀ ସମ୍ମାନ ପାଇବେ ଗାୟତ୍ରୀ ପଣ୍ଡା ଓ ରଞ୍ଜନ ଦାସ
ଭୁବନେଶ୍ୱର: ଚଳିତ ବର୍ଷ ଓ ଗତବର୍ଷ ପାଇଁ ସାହିତ୍ୟ ପତ୍ରିକା ମହୁରି ପକ୍ଷରୁ ମହୁରୀ ସମ୍ମାନ ଘୋଷଣା କରାଯାଇଛି । ବର୍ଷ ୨୦୨୧ ମସିହା ପାଇଁ କବୟତ୍ରୀ ଡକ୍ଟର ଗାୟତ୍ରୀବାଳା ପଣ୍ଡା ଏହି ମର୍ଯ୍ୟାଦାଜନକ ସମ୍ମାନ ପାଇବାକୁ ଥିବା ବେଳେ ୨୦୨୨ ବର୍ଷ ପାଇଁ ଏହି ସମ୍ମାନ ପାଇବେ କବି ତଥା ଗୀତିକାର…
ବିଶ୍ୱ ଏଡ଼ସ୍ ଦିବସ ଉପଲକ୍ଷେ ସଚେତନତା ସଭା ଅନୁଷ୍ଠିତ
ଓଡ଼ଗାଁ,(ଶ୍ରୀକାନ୍ତ କୁମାର ମିଶ୍ର): ଓଡ଼ଗାଁ ରଘୁନାଥ ସମବାୟ ମହାବିଦ୍ୟାଳୟ ୟୁଥ ରେଡ଼ କ୍ରସ ଓ ରେଡ଼ ରିବନ କ୍ଳବ ସଂଯୋଜକ ଅଧ୍ୟାପକ ନିରଜ ପ୍ରଧାନଙ୍କ ତତ୍ତ୍ୱାବଧାନରେ କଲେଜ ପରିସରରେ ଗୁରୁବାର ବିଶ୍ୱ ଏଡସ ଦିବସ ପାଳିତ ହୋଇଯାଇଛି। ଅଧ୍ୟକ୍ଷ ରାଜକିଶୋର ସାହୁଙ୍କ ଅଧ୍ୟକ୍ଷତାରେ ଆୟୋଜିତ…
ବନବିଭାଗକୁ ମିଳିଲା ସଫଳତା: ଶାଗୁଆନ ଗଣ୍ତି, ପଟ୍ଟା ସହିତ ଗୋଟିଏ କରତ ଜବତ
ଓଡ଼ଗାଁ,(ଶ୍ରୀକାନ୍ତ କୁମାର ମିଶ୍ର): ଓଡ଼ଗାଁ ବନାଂଚଳ ରଙ୍ଗଣିପାଟଣା ପଞ୍ଚାୟତ ପୋତା ପୋଖରୀ ଅଞ୍ଚଳରୁ ବନବିଭାଗ ବିପୁଳ ପରିମାଣର ଶାଗୁଆନ ଗଣ୍ଡି, ପଟା ସହିତ ଏକ କରତ ଜବତ କରିବାର ସଫଳତା ହାସଲ କରିଛି । ଜବତ କାଠଗଣ୍ଡିର ଆନୁମାନିକ ମୂଲ୍ୟ ପ୍ରାୟ ୧ଲକ୍ଷ ଟଙ୍କାରୁ ଉର୍ଦ୍ଧ୍ବ ହେବ ବୋଲି ଅନୁମାନ…
ଓଡ଼ଗାଁ ବ୍ଳକ ଆରଡା ଓ ନନ୍ଦିଘୋର ଅଞ୍ଚଳର ଉନ୍ନୟନ ପ୍ରକଳ୍ପର ପରିଦର୍ଶନ କଲେ ଜିଲ୍ଲାପାଳ
ଓଡ଼ଗାଁ,(ଶ୍ରୀକାନ୍ତ କୁମାର ମିଶ୍ର):ନୟାଗଡ଼ ଜିଲ୍ଲାପାଳ ରବୀନ୍ଦ୍ର କୁମାର ସାହୁ ଅଚାନକ ଆରଡ଼ା ଓ ନନ୍ଦିଘୋର ପଞ୍ଚାୟତ ଗସ୍ତ କରି ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟର ପରିଦର୍ଶନ କରିଛନ୍ତି । ନନ୍ଦିଘୋରଠାରେ ଅମୃତ ସରୋବର ଯୋଜନାରେ ମାଧ୍ୟମରେ ନିର୍ମିତ ବେଢ଼ା ପୋଖରୀ ପରିଦର୍ଶନ କରିବା ସହ…
ଉପନିର୍ବାଚନ ର ଶେଷ ପର୍ଯ୍ୟାୟରେ ବର୍ଷା ଙ୍କର ଧୂଆଁଧାର ପ୍ରଚାର
ବରଗଡ :-ଆଉ ମାତ୍ର ଦୁଇଦିନ ପରେ ସରିଯିବ ପଦ୍ମପୁର ଉପନିର୍ବାଚନ ପାଇଁ ପ୍ରଚାର । ଅଧିକ ରୁ ଅଧିକ ଲୋକଙ୍କ ଆଶୀର୍ବାଦ ପାଇବା ପାଇଁ ଇତି ମଧ୍ୟରେ ବିଜୁ ଜନତା ଦଳର ପ୍ରାର୍ଥୀ ବର୍ଷା ରଣୀ ସିଂ ବାରିହା ତାଙ୍କର ପ୍ରଚାର କୁ କ୍ଷିପ୍ର କରିଛନ୍ତି । ଏହି କ୍ରମରେ ଆଜି ପାଇକମାଲ ବ୍ଲକ ର ଲକ୍ଷମରା ତଥା…