ପ୍ରଧାନମନ୍ତ୍ରୀ ଆଦର୍ଶ ଗ୍ରାମ ଯୋଜନା ରେ ବ୍ୟାପକ ଜାଲିଆତି ଓ ଦୁର୍ନୀତି ଅଭିଯୋଗ

ଜଗତସିଂହପୁର /ସୁମନ୍ତ କୁମାର ଦାସ: ପ୍ରଧାନମନ୍ତ୍ରୀ ଆଦର୍ଶ ଗ୍ରାମ ଯୋଜନାରେ ବ୍ୟାପକ ଜାଲିଆତି ଓ ଦୁର୍ନୀତି ହୋଇଥିବା ନେଇ ପରୁଣା ଗ୍ରାମବାସୀଙ୍କ ପକ୍ଷରୁ ଜଗତସିଂହପୁର ଜ଼ିଲ୍ଲାପାଳ, ଜ଼ିଲ୍ଲାପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ଙ୍କୁ ଲିଖିତ ଅବଗତ କରାଯାଇଛି l ସୂଚନା ମୁତାବକ ତିର୍ତ୍ତୋଲ ବ୍ଲକ…

ସର୍ବଭାରତୀୟ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ ନୟାଗଡ଼ କପ୍-୨୦୨୨ ଉଦଘାଟିତ

ନୟାଗଡ଼ (ବିଶ୍ଵଜିତ ନାୟକ)- ନୟାଗଡ଼ ଜିଲ୍ଲା କ୍ରିକେଟ୍ ଆସୋସିଏସନ୍ ଆନୁକୂଲ୍ୟରେ ଓ ନୟାଗଡ଼ ବିଧାୟକ ଡ଼ ଅରୁଣ କୁମାର ସାହୁଙ୍କ ପୃଷ୍ଠ ପୋଷକତାରେ ସର୍ବଭାରତୀୟ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ ନୟାଗଡ଼ କପ୍-୨୦୨୨ ନୟାଗଡ଼ ସ୍ୱୟଂ ଶାସିତ ମହବିଦ୍ୟାଳୟର ଖେଳ ପଡିଆରେ ଉଦଘାଟିତ ହୋଇଯାଇଛି । ନୟାଗଡ଼ କପ୍…

ଭୁବନେଶ୍ୱର-କୋଣାର୍କ ୭୧ ନମ୍ବର ରୁଟ୍‌ରେ ପୁନଃ ‘ମୋ ବସ୍‌’ ସେବାର ଶୁଭାରମ୍ଭ କଲେ ମନ୍ତ୍ରୀ ତୁଷାରକାନ୍ତି ବେହେରା

ଭୁବନେଶ୍ୱର, :ଭୁବନେଶ୍ୱରଠାରୁ କୋଣାର୍କ ପର୍ଯ୍ୟନ୍ତ ଯାତ୍ରୀମାନଙ୍କୁ ଗମନାଗମନ ସୁବିଧା ପାଇଁ ୭୧ ନମ୍ବର ରୁଟ୍‌ରେ ପୁଣି ଆରମ୍ଭ ହୋଇଥିବା ‘ମୋ ବସ୍‌’ ସେବାକୁ ଇଲୋକ୍‌ଟ୍ରୋନିକ୍ସ, ସୂଚନା ପ୍ରଯୁକ୍ତି, କ୍ରୀଡ଼ା ଓ ଯୁବସେବା, ଗୃହ(ରାଷ୍ଟ୍ର) ମନ୍ତ୍ରୀ ଶ୍ରୀ ତୁଷାରକାନ୍ତି ବେହେରା ଶୁଭାରମ୍ଭ…

୩ରେ କିଟ୍ ନହ୍ନିପରୀ ଆଞ୍ଚଳିକ ଅଡିସନ

ଭୁବନେଶ୍ୱର : କିଟ୍ ନହ୍ନିପରୀ ଲିଟିଲ୍ ମିସ୍ ଇଣ୍ଡିଆର ବିଂଶତମ ସଂସ୍କରଣ ପାଇଁ ଆଞ୍ଚଳିକ ଅଡିସନ୍ ଡିସେମ୍ବର ୩ ତାରିଖରେ ଭୁବନେଶ୍ୱରଠାରେ ଅନୁଷ୍ଠିତ ହେବ । କରୋନା ଯୋଗୁଁ ଦୁଇବର୍ଷ ଧରି ବନ୍ଦ ଥିବା ଏହି ପ୍ରତିଯୋଗିତା ପୁନର୍ବାର ଆରମ୍ଭ ହେବାକୁ ଯାଉଥିବା ବେଳେ ପ୍ରତିେଯୋଗୀଙ୍କ ମଧ୍ୟରେ ବେଶ୍‍…

ଡିସେମ୍ବର ୧୩ରୁ ମଇତାପୁର ମହୋତ୍ସବ

ବାଲେଶ୍ଵର, ସିମୁଳିଆ (ଅକ୍ଷୟ କୁମାର ଜେନା): ୧୯୮୨ ମସିହା ରେ ମଇତାପୁରରେ ଏକ ମହୋତ୍ସବ ପାଇଁ ଯୋଜନା ବିଫଳ ହେବା ଏବଂ ୧୯୮୫ ପ୍ରକୃତିର କରାଳ ରୂପ ମଧ୍ୟ ପ୍ରତି ବନ୍ଧକ ସାଜି ଥିଲା ୮୭ ରେ ଆଂଶିକ ସଫଳ ହେବା ସହ କ୍ରମଶଃ ଏହାକୁ ସାକାର କରିବା ପାଇଁ ଏ ବର୍ଷ ବହୁ ଆଡମ୍ୱରରେ ଡିସେମ୍ବର ୧୩ ରୁ ୧୭…

ମେକ୍ ଇନ୍ ଓଡିଶା କନ୍‌କ୍ଳେଭ୍‌ରେ ସୋଆର ଷ୍ଟଲ ଉଦ୍‌ଘାଟିତ

ଭୁବନେଶ୍ୱର: ନିବେଶକ ମହାକୁମ୍ଭ ମେକ୍ ଇନ୍ ଓଡିଶା ନଭେମ୍ବର ୩୦ ବୁଧବାର ଠାରୁ ଆରମ୍ଭ ହୋଇଛି । ଭୁବନେଶ୍ୱର ଜନତା ମଇଦାନରେ ଆରମ୍ଭ ହୋଇଥିବା ଏହି ଶିଳ୍ପ ମହାକୁମ୍ଭରେ ଶିକ୍ଷା ଓ ଅନୁସନ୍ଧାନ (ସୋଆ) ର ମଧ୍ୟ ଷ୍ଟଲ ଖୋଲା ଯାଇଛି । ସୋଆର ଏହି ଷ୍ଟଲ୍ କୁ ଉଦ୍‌ଘାଟନ କରିଛନ୍ତି ଆଇଟି ସଚିବ ଶ୍ରୀ…

ସୈନିକ ସ୍କୁଲ ଭୁବନେଶ୍ୱର ପରିସରରେ ବିଜ୍ଞାନମେଳା

ଭୁବନେଶ୍ୱର : ସହୋଦୟ ସ୍କୁଲ କମ୍ପେ୍ଲକ୍ସ ଆନୁକୂଲ୍ୟରେ ତା ୨୯ ନଭେମ୍ବର ୨୦୨୨ ରିଖ ଦିନ ସୈନିକ ସ୍କୁଲ ଭୁବନେଶ୍ୱରର ପରିସରରେ ବିଜ୍ଞାନମେଳା ଅନୁଷ୍ଠିତ ହୋଇଅଛି । ଏହି ପ୍ରଦର୍ଶନୀଟି ବିଦ୍ୟାଳୟର କନିଷ୍ଠତମ କ୍ୟାଡ଼େଟ ଦ୍ୱାରା ଉଦ୍‌ଘାଟିତ ହୋଇଥିଲା । ସମୁଦାୟ ୩୮ଟି ବିଦ୍ୟାଳୟ ଅଂଶଗ୍ରହଣ…

ପୂର୍ବତଟ ରେଳପଥ ମହାପ୍ରବନ୍ଧକଙ୍କ ଦ୍ୱାରା କଟକ-ପାରାଦୀପ ରେଳ ମାର୍ଗ ଯାଞ୍ଚ

ପାରାଦୀପ ଠାରେ ରେଳପଥ ସହଭାଗିତା ମାନଙ୍କ ସହିତ ଟ୍ରାଫିକ୍ ସୁବିଧା ସମୀକ୍ଷା | ପାରାଦୀପ ଅଞ୍ଚଳରେ ରେଳ ସାଇଡିଙ୍ଗ ନୀରିକ୍ଷଣ | ରେଳବାଇର ବିଭିନ୍ନ ଭିତ୍ତିଭୂମି ଏବଂ ଟ୍ରାଫିକ୍ ସମ୍ବନ୍ଧୀୟ ସମସ୍ୟା ଯାଞ୍ଚ | ଭୁବନେଶ୍ୱର : ପୂର୍ବତଟ ରେଳପଥର ମହାପ୍ରବନ୍ଧକ ଶ୍ରୀ ରୂପ…

ମହିଳା ଏସଏଚଜିଙ୍କୁ ପ୍ରତାରଣା ଉଦ୍ୟମ କରୁଛି ବିଜେପି: ବିଜେଡି

"ରାଜ୍ୟ ସରକାର ଦେଉଛନ୍ତି ବିନା ସୁଧରେ, କେନ୍ଦ୍ର ନେଉଛି ଋଣ ଉପରେ ୭ରୁ ୧୦% ସୁଧ"    ଓଡିଶାର ମହିଳାଙ୍କୁ ମିଳୁଛି ୦% ସୁଧରେ ୫ଲକ୍ଷର ଋଣ  ୫ଲକ୍ଷର ଋଣ ଉପରେ କେନ୍ଦ୍ରର ସୁଧ ହାର ୧୦% ଭୁୁବନେଶ୍ୱର: ରାଜ୍ୟର ମହିଳା ଏସଏଚଜିମାନଙ୍କୁ ୦% ସୁଧ ହାରରେ ରାଜ୍ୟ ସରକାର…

ମହିଳା ଉଚ୍ଚମାଧ୍ୟମିକ ବିଦ୍ୟାଳୟରେ ”ସଖି” ୱାନ ଷ୍ଟପ୍ ସେଣ୍ଟର ପକ୍ଷରୁ ହିଂସାମୁକ୍ତ କାର୍ଯ୍ୟକ୍ରମ…

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ପାରଳାଖେମୁଣ୍ଡି ସ୍ଥିତ ମହିଳା ଉଚ୍ଚମାଧ୍ୟମିକ ବିଦ୍ୟାଳୟ ପରିସରରେ ମହିଳା ଓ ବାଳିକା ମାନଙ୍କୁ ନେଇ ''ସଖି'' ୱାନ ଷ୍ଟପ୍ ସେଣ୍ଟର ପକ୍ଷରୁ ଏକ ହିଂସାମୁକ୍ତ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଉକ୍ତ କାର୍ଯ୍ୟକ୍ରମରେ ସଖୀ ୱାନ ଷ୍ଟପ କେନ୍ଦ୍ରରେ…