ମୁଖ୍ୟମନ୍ତ୍ରୀ ଯାହା କୁହନ୍ତି ତାହା ନିଶ୍ଚିତ ଭାବରେ କରନ୍ତି : ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ

ସହାୟତା ପ୍ରଦାନ କରିବାରେ ଆମ ମୁଖ୍ୟମନ୍ତ୍ରୀ ଦେଶରେ ଏକ ନମ୍ବର ବିଜେପି କେବଳ ମିଛ ପ୍ରତିଶ୍ରୁତି ଦେଇ ଲୋକଙ୍କୁ ଭଣ୍ଡାଉଛି :- ଅତନୁ  ବରଗଡ :- ପଦ୍ମପୁର ଉପନିର୍ବାଚନ ପାଇଁ ଆଜି ବିଜୁ ଜନତା ଦଳର ସୁପ୍ରିମୋ ତଥା ରାଜ୍ୟ ର ମୁଖ୍ୟମନ୍ତ୍ରୀ ନିଜେ ନିର୍ବାଚନ ପ୍ରଚାର ମୈଦାନ ରେ ପହଂଛି ଥିଲେ ।…

ଆଇଏମ୍‌ଏସ୍ ଆଣ୍ଡ ସମ୍ ହସ୍ପିଟାଲର ପ୍ରଥମ ବର୍ଷ ଏମ୍‌ବିିବିଏସ୍ ଛାତ୍ରଛାତ୍ରୀଙ୍କୁ ସ୍ୱାଗତ

ଭୁବନେଶ୍ୱର: ଶିକ୍ଷା ଓ ଅନୁସନ୍ଧାନ ( ସୋଆ) ପରିଚାଳିତ ଆଇଏମ୍‌ଏସ୍ ଆଣ୍ଡ ସମ୍ ହସ୍ପିଟାଲ ର ଏମ୍‌ବିବିଏସ୍ ପ୍ରଥମ ବର୍ଷର ଛାତ୍ରଛାତ୍ରୀମାନଙ୍କର ଗୁରୁବାର ଓରିଏଟେଂନ୍‌ସନ୍ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଚଳିିତ ବର୍ଷ ପ୍ରଥମ ବ୍ୟାଚରେ ଦେଶର କୋଣ ଅନୁକୋଣରୁ ଯୋଗ ଦେଇଛନ୍ତି ୨୫୦ଜଣ…

ସ୍କିଲଡ୍‌ ଓଡ଼ିଶା କାର୍ଯ୍ୟକ୍ରମ ଓଡ଼ିଶାର ଦକ୍ଷତା ବିକାଶ ପରିଦୃଶ୍ୟକୁ ବିଶ୍ୱସ୍ତରୀୟ କରିପାରିଛି : ମନ୍ତ୍ରୀ ଶ୍ରୀ…

ମେକ୍‌ ଇନ୍‌ ଓଡିଶା କନକ୍ଲେଭ-୨୦୨୨ ଭୁବନେଶ୍ୱର,(ଶାସକ ପ୍ରଶାସକ) : ବିଶ୍ୱ ଦକ୍ଷତା କେନ୍ଦ୍ରରେ ଅତ୍ୟାଧୁନିକ ଭିତ୍ତିଭୂମି ବ୍ୟବସ୍ଥା ପ୍ରବର୍ତ୍ତନ କରାଯାଇ ଇଂଜିନିୟରିଂର ବିଭିନ୍ନ ଟ୍ରେଡ୍‌ ଛାତ୍ରଛତ୍ରୀଙ୍କୁ ଆଧୁନିକ ଦକ୍ଷତା ତାଲିମ ଦିଆଯିବ ବୋଲି ଗ୍ରାମ୍ୟ ଉନ୍ନୟନ, ଦକ୍ଷତା ବିକାଶ ଓ…

ଓଡିଶା ମିଡ଼ିଆ ଜର୍ଣ୍ଣାଲିଷ୍ଟ ଆସୋସିଏସନ ରାୟଗଡ ଜିଲ୍ଲା ଶାଖାର ଷଷ୍ଠ ତମ ବାର୍ଷିକ ଉତ୍ସବ ପାଳିତ

ରାୟଗଡ/କାଶୀପୁର ରୁ ସୋରଜ ସାହୁ ସହ ବୈକୁଣ୍ଠ ଦୁରିଆ - ସ୍ଥାନୀୟ ଲୟନ୍ସ କ୍ଲବର ସମ୍ମିଳନୀ କକ୍ଷରେ ଓଡିଶା ମିଡ଼ିଆ ଜର୍ଣ୍ଣାଲିଷ୍ଟ ଆସୋସିଏସନ, ରାୟଗଡ ଜିଲ୍ଲା ଶାଖାର ଷଷ୍ଠ ତମ ବାର୍ଷିକ ଉତ୍ସାବ ପାଳନ ହୋଇଯାଇଛି । ରାୟଗଡ ଜିଲ୍ଲା ଶାଖାର ସଭାପତି ସରୋଜ କୁମାର ସାହୁଙ୍କ ଅଧ୍ୟକ୍ଷତାରେ ରାୟଗଡ…

ପଦ୍ମପୁର ଜିଲ୍ଲା ଦାବି 2023 ସୁଦ୍ଧା ନିଶ୍ଚୟ ପୂରଣ ହେବ :- ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

https://youtu.be/wVtmQozYdNE ବରଗଡ :- ପଦ୍ମପୁର ଉପଖଣ୍ଡ କୁ ଜିଲ୍ଲା ମାନ୍ୟତା ଦାବି ନେଇ ଦୀର୍ଘ ଦିନ ହେଲା ଏ ଅଞ୍ଚଳର ଜନତା ଦାବି କରିଆସୁଛନ୍ତି । ଉପନିର୍ବାଚନ ପୂର୍ବରୁପଦ୍ମପୁର ଜିଲ୍ଲା କ୍ରିୟାନୁଷ୍ଠାନ କମିଟି ତରଫରୁ ଆନ୍ଦୋଳନ ମଧ୍ୟ କରାଯାଇଥିଲା । ଚାଲିଥିବା ଆନ୍ଦୋଳନ ସ୍ଥଳକୁ ଯାଇ…

କୋଡିଏ ହଜାର ରୁ ଉର୍ଦ୍ବ ଲୋକଙ୍କୁ ସମ୍ବୋଧନ କଲେ ମୁଖ୍ୟମନ୍ତ୍ରୀ

ଜୟ ନୃସିଂହନାଥ ଙ୍କର କହି ଆରମ୍ଭ କଲେ ଅଭିଭାଷଣ ପାଇକମାଲ ରେ ଏନ ଏ ସି ଓ ସି ଏଚ ସି ର ଆବଶ୍ୟକତା ରହିଛି  ବର୍ଷା ଙ୍କୁ ଭୋଟ ଦେଇ ବିଜୟୀ କରାଇବା ପାଇଁ କଲେ ନିବେଦନ ବରଗଡ :- ବରଗଡ ଜିଲ୍ଲା ପଦ୍ମପୁର ନିର୍ବାଚନ ପାଇଁ ଆସନ୍ତା କାଲି ସରିବ ପ୍ରଚାର । ହାତରେ ଆଉ ମାତ୍ର…

ଓଡ଼ିଶା ସହିତ ଡାଲମିଆ ଭାରତ ଏହାର ୭୦ବର୍ଷରୁ ଅଧିକ ସମ୍ବନ୍ଧକୁ ମଜଭୁତ କରୁଛି

୨୦୩୦ ସୁଦ୍ଧା ୧ଲକ୍ଷ ଦୀର୍ଘସ୍ଥାୟୀ ଜୀବିକା ସୁଯୋଗ ସୃଷ୍ଟି ଲକ୍ଷ୍ୟ ଘୋଷଣା; ସମ୍ପ୍ରତି ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବେ ୨୦୦୦୦ ନିଯୁକ୍ତ ହାଇ ପରଫରମାନ୍ସ ସେଣ୍ଟର- ଡାଲମିଆ ଭାରତ ଗୋପୀଚାନ୍ଦ ଓଡ଼ିଶା ବ୍ୟାଡମିଣ୍ଟନ ଏକାଡେମୀ ଖୁବଶୀଘ୍ର ପ୍ରସ୍ତୁତ ହୋଇଯିବ ଇଟ୍ରକ୍‍ ପାଇଲଟ…

ଓଡ଼ିଶାରେ ଅଲ୍‍ଟ୍ରା ଟେକ୍‍ କାରଖାନା ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଉଦ୍‍ଘାଟିତ

ଭୁବନେଶ୍ୱର: ଏଠାରେ ମେକ୍‍ ଇନ ଓଡ଼ିଶା କନ୍‍କ୍ଲେଭ ୨୦୨୨ ଚାଲିଥିବାବେଳେ କଟକ ଜିଲ୍ଲାରେ ଅଲ୍‍ଟ୍ରା ଟେକ୍‍ ସିମେଣ୍ଟ କାରଖାନା ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟନାୟକଙ୍କ ଦ୍ୱାରା ଉଦ୍‍ଘାଟିତ ହୋଇଛି । ଏହି ଅବସରରେ ହିଣ୍ଡାଲ୍‍କୋର ଏମ୍‍ଡି ଶ୍ରୀ ସତୀଶ ପାଇ ଉପସ୍ଥିତ ଥିଲେ । ଆଦିତ୍ୟ ବିର୍ଲା…

ବଣାଇଁ କୁ ଜିଲ୍ଲା ଘୋଷଣା ଦାବିରେ ୬ ଘଣ୍ଟିଆ ବନ୍ଦ ଡାକରା, ସରକାରୀ ବେସରକାରୀ କାର୍ଯ୍ୟଳୟ ବନ୍ଦ

ରାଉରକେଲା /ବଣାଇଁ(ବସନ୍ତ କୁମାର ଜେନା) : ଆଜି ବଣାଇଁ ଜିଲ୍ଲା ଦାବି ରେ କ୍ରିୟାନୁଷ୍ଠାନ କମିଟିର ୬ ଘଣ୍ଟିଆ ବନ୍ଦ ଡାକରା ! ଆଜି ବଣାଇଁ ଜିଲ୍ଲା ଦାବି ରେ ବନ୍ଦ ଡାକରା ଦିଆଯାଇ ଥିବା ବେଳେ ଆଜି ସକାଳୁ ସକାଳୁ ପିକେଟିଙ୍ଗ କରି ସମସ୍ତ ଦୋକାନ ବଜାର ବନ୍ଦ ରହି ଥିବା ସହ ସମସ୍ତ ସରକାରୀ…

ଓଡିଶାର ସର୍ବୋତ୍ତମ କର୍ପୋରେଟ୍ ନାଗରିକ ହେବା ଆମର ପ୍ରୟାସ: ନବୀନ ଜିନ୍ଦଲ

“ଓଡ଼ିଶା ମୋର ଦ୍ୱିତୀୟ ଘର ଏବଂ ପ୍ରଥମ କର୍ମଭୂମି" ଜିନ୍ଦଲ ଷ୍ଟିଲ ଏଣ୍ଡ ପାୱାର ଅନୁଗୁଳରେ ବିଶ୍ଵର ସର୍ବବୃହତ୍ତ ଏବଂ ସବୁଠାରୁ ସବୁଜ ଇସ୍ପାତ କାରଖାନା ପ୍ରତିଷ୍ଠା କରିବ କୋଲ୍ ଗ୍ୟାସ ପରି ସ୍ୱଚ୍ଛ କୋଇଲା ପ୍ରଯୁକ୍ତିବିଦ୍ୟାରେ ଅଧିକ ବିନିଯୋଗ କରିବ ଜିନ୍ଦଲ ଷ୍ଟିଲ ଏଣ୍ଡ ପାୱାର…