ବିଭିନ୍ନ ପ୍ରକଳ୍ପ ବୁଲି ସମୀକ୍ଷା କଲେ ପାଣ୍ଡିଆନ

0 2

ରାଉରକେଲା (ବସନ୍ତ ଜେନା): ମୁଖ୍ୟମନ୍ତ୍ରୀଙ୍କ ସଚିବ ଭିକେ ପାଣ୍ଡିଆନ ସୁନ୍ଦରଗଡ ଗସ୍ତରେ ଆସି ବିଭିନ୍ନ ପ୍ରକଳ୍ପ ବୁଲି ସମୀକ୍ଷା କରି ଥିଲେ ! ଏହି ଅବସର ରେ ସର୍ବ ଭାରତୀୟ ଅଖଣ୍ଡ ଭୂୟାଁ ସମାଜର ଉପଦେଷ୍ଟI ତଥା ପୂର୍ବତନ ଏସ୍ ଡି ସି ଅଧ୍ୟକ୍ଷ ସନ୍ତୋଷ ଅମାତ, ସର୍ବ ଭାରତୀୟ ଅଖଣ୍ଡ ଭୂୟାଁ ସମାଜ ର କେନ୍ଦ୍ର କମିଟି ସଭାପତି ମେଘନାଥ ନାଏକ ଏବଂ ସାଧାରଣ ସଂପାଦକ ଧ୍ରୁବ କାଲୋ ଙ୍କ ନେତୃତ୍ୱ ରେ କେନ୍ଦ୍ର କମିଟିର ଉପସଭାପତି ଶ୍ରୀ ରବି ରତ୍ନ ପଟେଲ, ଜିଲ୍ଲା ସଂପାଦକ ଶ୍ରୀ ଗଣେଶର ନାଏକ, ବରିଷ୍ଠ ଉପଦେଷ୍ଟା ଚନ୍ଦ୍ରଭାନୁ ଭିତ୍ରୀଆ, ଶ୍ରୀ ପ୍ରତାପ ନାରାୟଣ ସିଂହ, କୋଷାଧ୍ୟକ୍ଷ ଶ୍ରୀ ଗୋବର୍ଦ୍ଧନ ନାଏକ, ଶ୍ରୀ ବ୍ରଜମୋହନ ଡଣସେନା, ଶ୍ରୀ ଵରଜ ମୋହନ ନାଏକ, ଶ୍ରୀ କ୍ଷେତ୍ରମଣୀ ନାଏକ, ଶ୍ରୀ ପୁର୍ଣ୍ଣଚନ୍ଦ୍ର ଗୁରୁ, ଶ୍ରୀକାନ୍ତ ମାଝି, କୈଳାସ ଡଣ୍ଡସେନା, ମାଦ୍ରୀ କାଲୋ ମେମୋରିଆଲ କମିଟି ର ସାଧାରଣ ସମ୍ପାଦକ ଚନ୍ଦ୍ରଭାନୁ ଜୁରା ଙ୍କ ଏକ ପ୍ରତନିଧିମଣ୍ଡଳୀ ସୁନ୍ଦରଗଡ ମେଡିକାଲ କଲେଜ କୁ ମାଦ୍ରୀ କାଲୋ ଙ୍କ ନାମରେ ନାମିତ କରିବା, ସୁନ୍ଦରଗଡ ମାଟିର ଭୂମିପୁତ୍ର ବୀର ମାଦ୍ରୀ କାଲୋ ଙ୍କୁ ସ୍ଵାଧିନତା ସଂଗ୍ରାମୀ ର ମାନ୍ୟତା ପ୍ରଦାନ, ମାଦ୍ରୀ କାଲୋ ଙ୍କ ଜନ୍ମ ସ୍ଥାନ କୁରେବଗା ପାହାଡ଼ ପାଦଦେଶର ଉନ୍ନତୀ, ଖଣ୍ଡାୟତ ଭୂୟାଁ ସମସ୍ୟା ଆଦି ୭ ଦଫା ଦାବି ନେଇ ପାଇଁ 5T ସଚିବ ଶ୍ରୀ ପIଣ୍ଡିଆଁନ ଙ୍କୁ ଭେଟି ଦାବି ପତ୍ର ପ୍ରଦାନ କରିଛନ୍ତି !

Leave A Reply

Your email address will not be published.