ଶିଶୁ ଯତ୍ନ ଅନୁଷ୍ଠାନର ଶିଶୁ ମାନଙ୍କ ପ୍ରତିଭା ବିକାଶ ନିମନ୍ତେ “ଉତ୍ସାହ” କାର୍ଯ୍ୟକ୍ରମ ଅନୁଷ୍ଠିତ

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ୍ ତରଫରୁ ଜିଲ୍ଲାରେ ବିଭିନ୍ନ ଶିଶୁ ଯତ୍ନ ଅନୁଷ୍ଠାନର ଶିଶୁ ମାନଙ୍କୁ ନେଇ ସେମାନଙ୍କର ଶାରିରୀକ ଓ ମାନସିକ ପ୍ରତିଭାର ବିକାଶ ନିମନ୍ତେ ପାରଳାଖେମୁଣ୍ଡିର ଷ୍ଟାଡିୟମ ଠାରେ ବିଭିନ୍ନ ପ୍ରତିଯୋଗିତା ଉଚ୍ଚଡିଆଁ ,…

ଅଶାଳୀନ ଫେସବୁକ୍ ପୋଷ୍ଟକୁ ନେଇ ତାତିଲେ ସାମ୍ବାଦିକ, ଭଦ୍ରକ ଏସପିଙ୍କ ଅଫିସ୍ ସମ୍ମୁଖରେ ଧାରଣା

ଭଦ୍ରକ : (ସତ୍ୟବ୍ରତ ନାୟକ)ଅଶାଳୀନ ଫେସବୁକ୍ ପୋଷ୍ଟକୁ ନେଇ ତାତିଲେ ସାମ୍ବାଦିକ । ଭଦ୍ରକ ଆରକ୍ଷୀ ଅଧିକ୍ଷକଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା । ସୋସିଆଲ ମିଡିଆରେ ସାମ୍ବାଦିକଙ୍କୁ ଇଙ୍ଗିତ କରି ଖରାପ ପୋଷ୍ଟ କରିଥିବା ବ୍ୟକ୍ତିଙ୍କୁ ଗିରଫ ଦାବି ଭଦ୍ରକ ଜିଲ୍ଲାର ସମ୍ବାଦିକ ଗୋଷ୍ଠୀ ଧାରଣ…

ଜିଲ୍ଲା ସ୍ତରୀୟ ଆନ୍ତର୍ଜାତୀୟ ଭିନ୍ନକ୍ଷମ ଦିବସ ପାଳିତ

https://youtu.be/301e5ER3CKY ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସହର ସ୍ଥିତ ଗ୍ରାମୀଣ ଆତ୍ମନିଯୁକ୍ତି ପ୍ରଶିକ୍ଷଣ ଅନୁଷ୍ଠାନ ସମ୍ମିଳନୀ କକ୍ଷଠାରେ ଜିଲ୍ଲା ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତି କରଣ ବିଭାଗ ତରଫରୁ…

“ନିୟତୀ” ଆନୁକୁଲ୍ୟରେ ଆନ୍ତର୍ଜାତିକ ଭିନ୍ନକ୍ଷମ ଦିବସ ପାଳନ

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ରଣିପେଣ୍ଠସ୍ଥିତ "ନିୟତୀ" ପରିସରରେ ବିଶ୍ବ ଭିନ୍ନକ୍ଷମ ଦିବସ ମହା ଆଡମ୍ବର ସହକାରରେ ଅଧ୍ୟକ୍ଷା ସ୍ନେହଲତା ପାଣିଗ୍ରାହୀଙ୍କ ତତ୍ତ୍ଵାବଧାନରେ ଅନୁଷ୍ଠିତ ହୋଇଯାଇଛି। ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଶ୍ରୀ ଡିଜେନ୍ ରାଉଳ , ଗଜପତି ଜିଲ୍ଲା…

ଆନ୍ତର୍ଜାତିକ ମହିଳା ହିଂସା ବିରୋଧ ଦିବସରେ ସଚେତନତା ଶିବିର

 ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ବେତଗୁଡା ସ୍ଥିତ ସରକାରୀ ପଲିଟେକ୍ନିକ କଲେଜ ପରିସରରେ ''ସଖି' ୱାନ ଷ୍ଟପ୍ ସେଣ୍ଟର ପକ୍ଷରୁ ଆନ୍ତର୍ଜାତିକ ମହିଳାହିଂସା ବିରୋଧ ଦିବସ ଅବସରରେ ସଖି କେନ୍ଦ୍ରର ପ୍ରଶାସିକା ଶ୍ରୀମତୀ ଭାଗ୍ୟଲକ୍ଷ୍ମୀ ନାୟକ ଓ କଲେଜର ଭାରପ୍ରାପ୍ତ…

ସାମ୍ବାଦିକ ଙ୍କୁ ଆକ୍ରମଣ ପ୍ରତିବାଦରେ ଉତ୍କଳ ସାମ୍ବାଦିକ ସଂଘର ସ୍ମାରକପତ୍ର ପ୍ରଦାନ

ଭଞ୍ଜନଗର (ନିଲୁ ବିଷୋୟୀ) : ଗତ ୫ତାରିଖରେ ପଦ୍ମପୁର ଠାରେ ହେବାକୁ ଥିବା ଉପନିର୍ବାଚନରେ ଖବର ସଂଗ୍ରହ କରିବାକୁ ଯାଇଥିବା ନନ୍ଦିଘୋଷ ଟିଭି ଗଞ୍ଜାମ ଜିଲ୍ଲାର ବରିଷ୍ଠ ସାମ୍ବାଦିକ ଦେବହରି ବେହେରାଙ୍କୁ ଆକ୍ରମଣ ଓ ଧମକ ପ୍ରତିବାଦରେ ଉତ୍କଳ ସାମ୍ବାଦିକ ସଂଘ ଭଞ୍ଜନଗର ତରଫରୁ ଏଭଳି ଘଟଣାକୁ ଦୃଢ଼…

ଭିନ୍ନକ୍ଷମ ସାଧାରଣ ନୁହଁନ୍ତି, ସେମାନେ ଅସାଧାରଣ: ସେମାନଙ୍କୁ ସମାଜର ମୁଖ୍ୟସ୍ରୋତ ରେ ସାମିଲ କରିବା ଆମ ସମସ୍ତଙ୍କ…

ଜିଲ୍ଳା ସ୍ତରୀୟ  ଆନ୍ତର୍ଜାତିକ ଭିନ୍ନକ୍ଷମ ଦିବସ ପାଳନ - ସୁବର୍ଣ୍ଣପୁର ( ପ୍ରକାଶ କୁମାର ହାତୀ) ସୁବର୍ଣ୍ଣପୁର ଜିଲ୍ଲା ପ୍ରଶାସନ ଓ ଜିଲ୍ଳା ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ  ଅନୁକୂଲ୍ୟରେ ଜିଲ୍ଳା ସଂସ୍କୃତି ଭବନ ଠାରେ ଜିଲ୍ଲା ସ୍ତରୀୟ ଅନ୍ତର୍ଜାତୀୟ ଭିନ୍ନକ୍ଷମ ଦିବସ…

ମିଶନ ଶକ୍ତି ବିଭାଗ ଦ୍ୱାରା ଜିଲ୍ଲାର ରାଧା କୃଷ୍ଣ ମହିଳା ସ୍ୱୟଂ ସହାୟକ ଓ ସୀତାରାମ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ…

ସୁବର୍ଣ୍ଣପୁର (ପ୍ରକାଶ କୁମାର ହାତୀ): ୩୦ ନଭେମ୍ବର ରୁ ୪ ଡିସେମ୍ବର ୨୦୨୨ ପର୍ଯ୍ୟନ୍ତ ଚାଲୁଥିବା ଓଡିଶା କଂକେ୍ଲବ୨୦୨୨ ଅବସରରେ ସୁବର୍ଣ୍ଣପୁର ଜିଲ୍ଲା ର ରାଧାକୃଷ୍ଣ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ଙ୍କୁ ଅଭିନଵ ରୋଜଗାର ଭିତ୍ତିକ ନିଦର୍ଶନ ସ୍ୱରୂପ ମିଶନ ଶକ୍ତି ବିଭାଗ ଓଡିଶା ତରଫରୁ…

ଯୁବ ଯାଦବ ଫାଉଣ୍ଡେସନ ର ମହନୀୟତା:ବାଲାଜୀ ବାସନ୍ତୀ ଜରାଶ୍ରମ୍ କୁ ଶୁଖିଲା ଖାଦ୍ୟ ପଦାର୍ଥ ସହ ଆର୍ଥିକ ସହାୟତା।

ବାସୁଦେବପୁର- ବାସୁଦେବପୁର ରେ ମହନୀୟତା କାର୍ଯ୍ୟ ପାଇଁ ସାଧାରଣ ରେ ପ୍ରଂଶସା ପାଇଛି ଯୁବ ଯାଦବ ଫାଉଣ୍ଡେସନ। ଗତ କାଳୀ ପୂଜା ଅବସରରେ  ଯାଦବ ଫାଉଣ୍ଡେସନ ପକ୍ଷରୁ ଆୟୋଜିତ ଯାତ୍ରା ସ୍ଵର୍ଣ୍ଣ ମନ୍ଦିର ଚାରିଦିନ ଧରି ନାଟକ ଆୟୋଜିତ ହୋଇ ଥିଲା। ନାଟକ ପରେ ହୋଇ ଥିବା ଲାଭାଂଶ ଅର୍ଥ କୁ ବିଭିନ୍ନ…

ରାସ୍ତା ନିର୍ମାଣ କାର୍ଯ୍ୟ ବିଳମ୍ବକୁ ନେଇ ଅସନ୍ତୋଷ

ଭଦ୍ରକ:ଭଦ୍ରକ ଜିଲ୍ଲା ବାସୁଦେବପୁର ବ୍ଲକ ଅନ୍ତର୍ଗତ ବାସୁଦେବପୁର ବାଲିଛନ୍ଦା ଆର.ଡି ରୋଡ ମାଛହାଟ ଠାରୁ ଇରମ ପର୍ଯ୍ୟନ୍ତ ଆର.ଡି ରାସ୍ତା ନିର୍ମାର କାର୍ଯ୍ୟ ଅଧପନ୍ତରିଆକୁ ନେଇ ବଢୁଛି ଜନ ଅସନ୍ତୋଷ।ସ୍ଥାନୀୟ ବାସିନ୍ଦାଙ୍କ ଅଭିଯୋଗ ଅନୂଯାୟୀ ରାସ୍ତା ନିର୍ମାଣ ନାମରେ ଦୀର୍ଘ ଦିନ ଧରି…