Sign in
Sign in
Recover your password.
A password will be e-mailed to you.
କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମୁଖ୍ୟମନ୍ତ୍ରୀଙ୍କ ପ୍ରତି ସୌଜନ୍ୟ ଓ ଶାଳୀନତା ରକ୍ଷା କରନ୍ତୁ
ମୁଖ୍ୟମନ୍ତ୍ରୀଙ୍କ ରାଲିରେ ଲୋକଙ୍କ ଜୋସ୍ ଦେଖି କେନ୍ଦ୍ରମନ୍ତ୍ରୀ ବିଚଳିତ ଓ ଭୟଭୀତ ହୋଇ ପଡ଼ିଛନ୍ତି ।
ଜଣେ ବାପଛେଉଣ୍ଡ ଆଦିବାସୀ ଝିଅକୁ ବିଜେପି ନେତା ଲଞ୍ଛନା ଦେଲାବେଳେ କେନ୍ଦ୍ରମନ୍ତ୍ରୀ ନିରବ କାହିଁକି ?
ଜିଏସ୍ଟି କାଉନସିଲ ବୈଠକରେ କେନ୍ଦୁପତ୍ର ଉପରେ ୧୮%…
ରୋଗୀଙ୍କ ସେବାରେ ସମର୍ପିତ ଓଡ଼ିଶା ମୋ ପରିବାର ହେଲ୍ପଡ଼େସ୍କ ସହଯୋଗୀ
ରାତି ହେଉ ଅବା ଦିନ, ରୋଗୀଙ୍କ ପାଇଁ ଅହରହ ସଜାଗ ରହିଛି ଓଡ଼ିଶା ମୋ ପରିବାର । ଅସହାୟ ରୋଗୀଙ୍କୁ ରକ୍ତ ଯୋଗାଇବା, ହସ୍ପିଟାଲ ସମ୍ବନ୍ଧରେ ଅଜ୍ଞ ଥିବା ରୋଗୀଙ୍କୁ ଉପଯୁକ୍ତ ମାର୍ଗଦର୍ଶନ ତଥା ସେମାନଙ୍କୁ ଆବଶ୍ୟକ ଥିବା ସମସ୍ତ ଚିକିତ୍ସା ସହାୟତା ଯୋଗାଇବା ସହିତ ବିପନ୍ନ ବ୍ୟକ୍ତିଙ୍କ ପରିବାର…
“ବର୍ଷାଙ୍କୁ ସମାଲୋଚନା କରିବା ପାଇଁ ଅଶାଳୀନତାର ସମସ୍ତ ସୀମା ଲଂଘି ଚାଲିଛନ୍ତି ବିଜେପି ନେତା”
" ରାଜନୀତିରେ ସମାଲୋଚନା ସ୍ୱାଗତଯୋଗ୍ୟ, ପ୍ରସଙ୍ଗକୁ ନେଇ ଆରୋପ ପ୍ରତ୍ୟାରୋପ ହେଉ, ହେଲେ ଗୋଟେ ବାପଛେଉଣ୍ଡ ଝିଅର ବ୍ୟକ୍ତିଗତ କୁତ୍ସାରଟନା ବିଜେପି ନେତାଙ୍କ କି ପ୍ରକାର ହୀନ ମାନସିକତା ! ପରାଜୟ ଓ ନିଶ୍ଚିତ ପ୍ରତ୍ୟାଖ୍ୟାନର ଆଶଙ୍କାରେ ବିଜେପି ନେତାମାନେ ସେମାନଙ୍କ ସମସ୍ତ ଶାଳୀନତା ଭୁଲି…
“ମିଶନ ଶକ୍ତି ପାଲଟିଛି ଓଡ଼ିଶାର ସତୁରି ଲକ୍ଷ ସଶକ୍ତ ମା ମାନଙ୍କର ଏକ ମହାଶକ୍ତି “
ମେକ୍ ଇନ୍ ଓଡିଶା: ମହିଳା ଉଦ୍ୟୋଗୀ ଅଧିବେଶନରେ ଯୋଗ ଦେଲେ ମୁଖ୍ୟମନ୍ତ୍ରୀ
ମିଶନ ଶକ୍ତି ଜିଲ୍ଲା ଫେଡେରେସନ ପାଇଁ ଏକ କୋଟି ଟଙ୍କାର ରିଭଲ୍ଭିଂ ପାଣ୍ଠି
ବ୍ଲକ ଫେଡେରେସନକୁ ପଚାଶ ଲକ୍ଷ ପାଣ୍ଠି
ପଞ୍ଚାୟତସ୍ତରରେ ଫେଡେରେସନ ପାଇଁ ମାର୍କେଟ କମ୍ପ୍ଲେକ୍ସ ଓ ଅଫିସ ଘର
ସବୁ…
ହରିଶଙ୍କର ମନ୍ଦିର ଚତୁଃପାର୍ଶ୍ଵ ବିକାଶ ସମ୍ପର୍କିତ ବୈଠକ
ପାଟଣାଗଡ଼,(ଯତୀନ୍ଦ୍ର ନନ୍ଦ): ପାଟଣାଗଡ଼ ଉପଖଣ୍ଡର ଉପଜିଲ୍ଲାପାଳ ଡା.ବିଜୟାନନ୍ଦ ସେଠୀଙ୍କ ଅଧ୍ୟକ୍ଷତାରେ ପଶ୍ଚିମ ଓଡ଼ିଶାର ପ୍ରମୁଖ ପର୍ଯ୍ୟଟନସ୍ଥଳୀ ହରିଶଙ୍କରର ଉନ୍ନତିମୂଳକ କାର୍ଯ୍ୟ ଓ ମନ୍ଦିରର ଚର୍ତୁଃପାଶ୍ୱର୍ ବିକାଶ ପାଇଁ ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ…
ଚାଲିଗଲେ ବିଜୁ ବାବୁ ଙ୍କର ବରିଷ୍ଠ ସହଯୋଗୀ
ଶେଷ ଦର୍ଶନ କଲେ ବିଧାୟକ ବ୍ରଜକିଶୋର ପ୍ରଧାନ ଓ ମହେନ୍ଦ୍ର ବଢ଼େଇ
ଜନ୍ମମାଟି ରେ ହେଲା ଅନ୍ତିମ ସଂସ୍କାର
ବରଗଡ :- ପଦ୍ମପୁର ଉପନିର୍ବାଚନ ପାଇଁ ବର୍ତ୍ତମାନ ମାହୋଲ ସରଗରମ ଥିବା ବେଳେ ଆଜି ସକାଳୁ ପାଇକମାଲ ବ୍ଲକ ଜାମସେଠ ଗ୍ରାମରୁ ଆସିଛି ଏକ ଦୁଃଖଦ ଖବର । ଜାମସେଠ ଗ୍ରାମର ବରିଷ୍ଠ ବିଜୁ…
ଭାରତୀୟ ପରମ୍ପରାକୁ ଅସ୍ତ୍ର କରି ବାୟୁ ପ୍ରଦୁଷଣ ବିରୁଦ୍ଧରେ ଯୁଦ୍ଧ କରିବାକୁ ଯୁବ ସମାଜକୁ କେନ୍ଦ୍ରମନ୍ତ୍ରୀ ଶ୍ରୀ…
“ବାୟୁ-ଗୁରୁତ୍ୱପୂର୍ଣ୍ଣ ଜୀବନ ଶକ୍ତି’ ସମ୍ମିଳନୀରେ କେନ୍ଦ୍ର ପରିବେଶ, ଜଙ୍ଗଲ ଓ ଜଳବାୟୁ ପରିବର୍ତନ ରାଷ୍ଟ୍ରମନ୍ତ୍ରୀ ଶ୍ରୀ ଚୌବେଙ୍କ ଉଦ୍ବୋଧନ
ଭୁବନେଶ୍ୱର: ଭାରତରର ପ୍ରାଚୀନ ପରମ୍ପରା ଓ ଆଧୁନିକ ଜ୍ଞାନ କୌଶଳକୁ ବ୍ୟବହାର କରି ବାୟୁ ପ୍ରଦୁଷଣର ମୁକାବିଲା କରିବା ନିମନ୍ତେ କେନ୍ଦ୍ର…
ଗୁଣପୁର ଉପଖଣ୍ଡରେ ଯୋଗଦେଲେ ନୂତନ ଉପ ଜିଲ୍ଲାପାଳ ।
ଗୁଣପୁର/ସନ୍ତୋଷ କୁମାର ଚୌଧୁରୀ: ଗୁଣପୁର ଉପଖଣ୍ଡରେ ଶ୍ରୀଯୁକ୍ତ ଲଳିତ କୁମାର କହଁର ନୂତନ ଉପ ଜିଲ୍ଲାପାଳ ଭାବେ ଯୋଗଦାନ କରିଛନ୍ତି । ପୂର୍ବତନ ଉପ ଜିଲ୍ଲାପାଳ ତଥା ପ୍ରକଳ୍ପ ପ୍ରଶାସକ ଶ୍ରୀଯୁକ୍ତ ଲୋକନାଥ ଦଲବେହେରାଙ୍କ ଠାରୁ ଦାୟିତ୍ୱ ଗ୍ରହଣ କରିଛନ୍ତି । ଏଠି ପୂର୍ବରୁ ସେ ଗଜପତି ଜିଲ୍ଲା…
ହଜାର ହଜାର ଚାଷୀଙ୍କୁ ନେଇ ବିଧାନସଭା ଘେରିଲା ବିଜେପି
ଚାଷୀ ପ୍ରସଙ୍ଗରେ ରାଜ୍ୟ ସରକାର ଚୁପ୍ କାହିଁକି? : ଭୃଗୁ ବକ୍ସିପାତ୍ର
ଭୁବନେଶ୍ୱର: ରାଜ୍ୟର ମୁଖ୍ୟ ବିରୋଧୀ ଦଳ ବିଜେପି ଓଡ଼ିଶାର କୃଷକ ଓ କୃଷି ପ୍ରସଙ୍ଗରେ ୧୫ଦିନ ବ୍ୟାପି ସତ୍ୟାଗ୍ରହ ଆଜି ବିଧାନସଭା ଘେରାଉର ରୂପ ନେଲା । ଚାଷୀ ବିରୋଧୀ ରାଜ୍ୟ ସରକାରଙ୍କ ବିରୁଦ୍ଧରେ ହଜାର ହଜାର ଚାଷୀଙ୍କୁ…
କାଲି ବିଜେପି ପ୍ରଚାରର ମୁଣ୍ଡି ମାରିବେ ଧର୍ମେନ୍ଦ୍ର
• ଝାରବନ୍ଧ ବ୍ଲକ ଜଗଦଲପୁର ଠାରେ ଆୟୋଜିତ ବିଶାଳ ଜନସଭାରେ ଯୋଗଦେବେ • ପଦ୍ମପୁରରେ ରୋଡ ସୋ’ ରେ ଦଳୀୟ ପାର୍ଥୀଙ୍କ ପାଇଁ ପ୍ରଚାର କରିବେ • ପୂର୍ବରୁ ନଭେମ୍ବର ୨୯ରୁ ଡ଼ିସେମ୍ବର ୧ ପର୍ଯ୍ୟନ୍ତ ପଦ୍ମପୁରରେ ଲଗାତାର ପ୍ରଚାର କରିଛନ୍ତି କେନ୍ଦ୍ରମନ୍ତ୍ରୀ
ଭୁବନେଶ୍ୱର – ନଭେମ୍ବର ୨୯ରୁ…