ଇଫୁଙ୍କୁ ସହାୟତା: ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଲେ ଅଚ୍ୟୁତ ସାମନ୍ତ

ପଢା ସମୟର ଇଫୁଙ୍କୁ ହାତ ଖର୍ଚ ଯୋଗାଇଦେବ କିସ ଫାଉଣ୍ଡେସନ ଭୁବନେଶ୍ୱର: କନ୍ଧମାଳର ଗରିବ ମେଧାବୀ ଛାତ୍ର ଇଫୁ ମଲ୍ଲିକଙ୍କ ଡାକ୍ତରୀ ନାମଲେଖା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆର୍ଥିକ ସହାୟତା ଯୋଗାଇ ଦେବା ସହ ତାଙ୍କର ସମସ୍ତ ପଢ଼ା ଖର୍ଚ୍ଚ ରାଜ୍ୟ ସରକାର ବହନ କରିବେ ବୋଲି ନିଷ୍ପତ୍ତି…

ରାଜନୀତିକୁ ଆସୁଥିବା ମହିଳାଙ୍କୁ ଅସମ୍ମାନ ଆଦୌ ଶୋଭନୀୟ ନୁହେଁ: ବିଜେଡି

https://youtu.be/Ymcinsf5e-U  ମହିଳାଙ୍କ ପ୍ରତି ଏଭଳି ମନ୍ତବ୍ୟ ନଦେବାକୁ ମୁଖ୍ୟମନ୍ତ୍ରୀଙ୍କ ଅନୁରୋଧ  ଧର୍ମେନ୍ଦ୍ରଙ୍କ ବିବୃତ୍ତିକୁ ବିଜେଡିର ବିରୋଧ  ମହିଳାଙ୍କ ସମ୍ମାନକୁ ନେଇ ରାଜନୀତି କରାନଯାଉ ଭୁବନେଶ୍ୱର,: ବିଜୁ ଜନତା ଦଳ ରାଜ୍ୟସଭା ସାଂସଦ ଡକ୍ଟର…

ସୋଆ ପକ୍ଷରୁ ବାର୍ଷିକ ବିଜ୍‌ନେସ୍ କନ୍‌କ୍ଲେଭ୍ “ସ୍କେଲର୍ଜ ୨୦୨୨” ଆୟୋଜିତ

ଭୁବନେଶ୍ୱର,୧୦/୧୨: ବିଶ୍ୱବିଦ୍ୟାଳୟରେ କିମ୍ବା କଲେଜରେ ଶିକ୍ଷା ଗ୍ରହଣ କରିବା ଗୁରୁତ୍ୱପୂର୍ଣ୍ଣ । କିନ୍ତୁ ଅନିଶ୍ଚିତ ଭବିଷ୍ୟତକୁ ସାମ୍ନା କରିବା ନିମନ୍ତେ ନିଜର ଜ୍ଞାନକୁ ବୃଦ୍ଧି କରିବା ଛାତ୍ରଛାତ୍ରୀମାନଙ୍କ ନିମନ୍ତେ ନିହାତି ଆବଶ୍ୟକ ବୋଲି ଶନିବାର କେପିଏମ୍‌ଜିର ସିନିୟର ଆସୋସିଏଟ୍…

ରାଜ୍ୟବ୍ୟାପୀ ଅଭିଭାବକ-ଶିକ୍ଷକ ବୈଠକ

ବିଦ୍ୟାଳୟ ରୂପାନ୍ତରଣ କାର୍ଯ୍ୟକ୍ରମ, ପିଲମାନଙ୍କର ଶୈକ୍ଷିକ ଅଭିବୃଦ୍ଧି, ଶିକ୍ଷଣ ପରିପୂରଣ କାର୍ଯ୍ୟକ୍ରମ ଏବଂ ମୌଳିକ ସାକ୍ଷରତା ଓ ସଂଖ୍ୟା ଜ୍ଞାନ ସଚେତନତା ଉପରେ ଗୁରୁତ୍ଵ ଭୁବନେଶ୍ଵର(ଶାସକ ପ୍ରଶାସକ): ସାରା ରାଜ୍ୟରେ ତା. ୧୦।୧୨।୨୦୨୨ ରିଖରେ (ଶନିବାର) ‘ଅଭିଭାବକ - ଶିକ୍ଷକ ବୈଠକ’…

ଉସ୍କୀ ଆଶ୍ରମ ବିଦ୍ୟାଳୟ ଠାରେ ଆଜି ଶିକ୍ଷକ ଓ ଅଭିଭାବକ ସମ୍ମିଳନୀ

ଯଶିପୁର: ମୟୂରଭଞ୍ଜ ଜିଲ୍ଲା ଯଶିପୁର ବ୍ଲକ୍ ଉସ୍କୀ ଆଶ୍ରମ ବିଦ୍ୟାଳୟ ଠାରେ ଆଜି ଶିକ୍ଷକ ଓ ଅଭିଭାବକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ବିଦ୍ୟାଳୟ ର ଚେୟାରପର୍ସନ ଶ୍ରୀମତୀ ଲେତ ଜେରାଇ ଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ଏହି ବୈଠକରେ ଚାକିଡି କ୍ଲଷ୍ଟର ସିଆରସିସି ଖିତିଶ୍ ମହାନ୍ତ ମୁଖ୍ୟ ଅତିଥି…

ମୁଖ୍ୟ ଶାସନ ସଚିବଙ୍କ ନନ୍ଦନକାନନ ଗସ୍ତ ଓ ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟର ସମୀକ୍ଷା

ରୋପୱେ ଏକ ମାସ ମଧ୍ୟରେ କାର୍ଯ୍ୟକ୍ଷମ କରିବାକୁ ନିର୍ଦ୍ଦେଶ ଭୁବନେଶ୍ବର: ମୁଖ୍ୟ ଶାସନ ସଚିବ ଶ୍ରୀ ସୁରେଶ ଚନ୍ଦ୍ର ମହାପାତ୍ର ଆଜି ନନ୍ଦନକାନନ ଗସ୍ତ କରି ସେଠାରେ ଯାରି ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟର ସମୀକ୍ଷା କରିଛନ୍ତି । ପର୍ଯ୍ୟଟକ ମାନଙ୍କ ନିମନ୍ତେ ଆନୁଷଙ୍ଗିକ ବ୍ୟବସ୍ଥା ଓ ଉନ୍ନତି…

ଧନ ସମ୍ପତି ପାଇବା ଲୋଭ ରେ ଜେଜେ ଙ୍କୁ ଜୀବନରୁ ମାରିଦେବା ସହ ଜେଜେମାଆ ଙ୍କୁ ମରଣାନ୍ତକ ଆକ୍ରମଣ କରିଛି ନାତି ଓଂକାର l

(ନିଶ୍ଚିନ୍ତକୋଇଲି - ଦେବେନ୍ଦ୍ର ଷଡ଼ଙ୍ଗୀ)- କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ବ୍ଲକ ନେମାଳ ଥାନା କଳମିଶ୍ରି ଗ୍ରାମ ପଞ୍ଚାୟତ ଲେଣ୍ଡୁରାଭଗବାନପୁର ଗ୍ରାମରେ ଘଟିଛି ଚୋରି, ହତ୍ୟା ଘଟଣା l ନାତି ଧନ ସମ୍ପତି ପାଇବା ଆଶାରେ ଜେଜେଙ୍କୁ ଜୀବନରୁ ଗଳା କାଟି ହତ୍ୟା କରିବା ସହ ଜେଜେ ମାଆଙ୍କୁ…

ବାଚସ୍ପତି ଙ୍କୁ ଭେଟି ଆଶୀର୍ବାଦ ନେଲେ ବର୍ଷା: ସୋମବାର ନେଇପାରନ୍ତି ଶପଥ

ବରଗଡ :- ପଦ୍ମପୁର ବିଧାନସଭା ନିର୍ବାଚନ ମଣ୍ଡଳୀରୁ ନିଜର ବିରୋଧୀ ମାନଙ୍କୁ ରେକର୍ଡ ମାର୍ଜିନ ବ୍ୟବଧାନ ରେ ପରାଜିତ କରି ପଦ୍ମପୁର ନିର୍ବାଚନ ମଣ୍ଡଳୀରେ ସର୍ବକାଳୀନ ରେକର୍ଡ ସୃଷ୍ଟି କରି ବିଧାୟିକା ଭାବରେ ନିର୍ବାଚିତ ହୋଇଥିବା ବିଜୁ ଜନତା ଦଳର ପ୍ରାର୍ଥୀ ବର୍ଷା ରାଣୀ ସିଂ ବରିହା ପଦ୍ମପୁର…

ଜାଡରେ ଥରୁଛି ଓଡିଶାର ଦାର୍ଜିଲିଂଗ ଘୁ.ଉଦୟଗିରି

  ଘୁ.ଉଦୟଗିରି(ଗଗନ କୁମାର ପ୍ରଧାନ): ପୁଣି ଥରେ ସାରା ଓଡ଼ିଶାରେ ସର୍ବାଧିକ ଶୀତ ଅନୁଭୂତ ଓଡିଶାର ଦାର୍ଜିଲିଂଗ ଘୁ.ଉଦୟଗିରି ପ୍ରଥମ ସ୍ଥାନ ଅଧିକାର କରିଛି l ଶୀତଋତୁର ଅନୁଭୂତି ନେବାକୁ ରାଜ୍ୟ ତଥା ରାଜ୍ୟ ବାହାରୁ ପର୍ଯ୍ୟଟକଙ୍କ ସୁଅ ଛୁଟିବାରେ ଲାଗିଛି l କନ୍ଧମାଳ ଜିଲ୍ଲାର ଶୀତୁଆ ପରିବେଷ…