ସହଜ ହେବ ‘‘ଲିଜ୍ ହୋଲ୍ଡ’’ରୁ ଫ୍ରି-ହୋଲ୍ଡ୍ ପରିବର୍ତ୍ତନ

କ୍ଷମତା ବିକେନ୍ଦ୍ରିକରଣ ପାଇଁ ପ୍ରସ୍ତାବ ପ୍ରକ୍ରିୟା ତ୍ୱରାନ୍ୱିତ କରିବାକୁ ମୁଖ୍ୟ ଶାସନ ସଚିବଙ୍କ ନିର୍ଦ୍ଦେଶ ଭୁବନେଶ୍ୱର : କଟକ ଓ ଭୁବନେଶ୍ୱରରେ ଭୁସଂପତି ଖଣ୍ଡିଏର ଚିରଦିନ ମାଲିକାନା ପାଇବା ବହୁଲୋକଙ୍କ ସ୍ୱପ୍ନ । ଏହାକୁ ସାକାର କରିବା ଦିଗରେ ଅନ୍ୟଏକ ବଡ଼ ପଦକ୍ଷେପ…

ରେକର୍ଡ଼ ବିଜୟ ପରେ ନବୀନ ନିବାସରେ ବିଧାୟକ ସୁଶାନ୍ତ ସିଂ ଙ୍କର ସହିତ ପହଂଚିଲେ ବର୍ଷା

https://youtu.be/TT9y1s7Qo_w ମୁଖ୍ୟମନ୍ତ୍ରୀ ଙ୍କର ଆଶୀର୍ବାଦ ନେବା ସହିତ ଆଲୋଚନା କଲେ ଖୁବ ଶୀଘ୍ର ମୁଖ୍ୟମନ୍ତ୍ରୀ ପଦ୍ମପୁର ଆସିବେ ଶାଶୁ ଶ୍ଵଶୁରଙ୍କ ନେଲେ ଆଶୀର୍ବାଦ, କହିଲେ ଲୋକଙ୍କ ବିଶ୍ୱାସ ଭାଙ୍ଗିବିନି ବରଗଡ଼ :- ଗତକାଲି ପଦ୍ମପୁର ଉପନିର୍ବାଚନ ରେ ରେକର୍ଡ…

ପଦ୍ମପୁର ରେ ବିଜେପୁର ରିଟର୍ଣ୍ଣ

ବର୍ଷା ଙ୍କର ସହିତ ବିରୋଧୀ ଙ୍କର ମୁଖ୍ୟ ଟାର୍ଗେଟ ଥିଲେ ସୁଶାନ୍ତ ସିଂ ବିରୋଧୀ ମାନଙ୍କ ସବୁ ରଣନୀତି କୁ ଓଲଟାଇ ଦେଲେ ମାଷ୍ଟର ବ୍ଲାଷ୍ଟର ସୁଶାନ୍ତ ସିଂ ବରଗଡ :- ପଦ୍ମପୁର ଉପନିର୍ବାଚନ ରେ ବିଜୁ ଜନତା ଦଳର ପ୍ରାର୍ଥୀ ବର୍ଷା ରାଣୀ ସିଂ ବରିହା ଙ୍କର ରେକର୍ଡ ମାର୍ଜିନ ର ବିଜୟ ପଛରେ ଦଳର…

ଆରଏସଏସ ର ‘ତୃତୀୟ ବର୍ଷ ସଂଘ ଶିକ୍ଷା ବର୍ଗ’ ସମାପନ ସମାରୋହ

ସ୍ୱତନ୍ତ୍ର ନିମନ୍ତ୍ରିତ ଅତିଥି ଭାବେ ଯୋଗ ଦେଲେ ବୈଜୟନ୍ତ ନାଗପୁର : ରାଷ୍ଟ୍ରୀୟ ସ୍ଵୟଂସେବକ ସଂଘ -ଆରଏସଏସ ର 'ତୃତୀୟ ବର୍ଷ ସଂଘ ଶିକ୍ଷା ବର୍ଗ' ସମାପନ ସମାରୋହ ନାଗପୁରଠାରେ ଅନୁଷ୍ଠିତ । ଯୋଗଦେଲେ ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା । ବୈଜୟନ୍ତଙ୍କ ସମେତ ଦେଶର ୭ ବିଶିଷ୍ଟ…

କିଟ୍‌ରେ ଆର ଏଣ୍ଡ ଡି କନକ୍ଲେଭ୍ ୨୦୨୨ ଅନୁଷ୍ଠିତ

ଭୁବନେଶ୍ୱର: କିଟ୍‍ର ରୌପ୍ୟଜୟନ୍ତୀ ପାଳନ ପରିପ୍ରେକ୍ଷୀରେ କିଟ୍‍ ବାୟୋଟେକ୍ନୋଲୋଜି ସ୍କୁଲ୍‍ ପକ୍ଷରୁ ଆଣ୍‍ ଆଣ୍ଡ ଡି କନ୍‍କ୍ଲେଭ୍‍ ଗୁରୁବାର ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଭାରତ ସରକାରଙ୍କ ପ୍ରମୁଖ ବୈଜ୍ଞାନିକ ପରାମର୍ଶଦାତା ପଦ୍ମଶ୍ରୀ ପ୍ରଫେସର ଏ. କେ ସୁଦ୍…

ଟିପିଏସ୍ଓଡିଏଲ୍ ର“ସମ୍ପର୍କ କେନ୍ଦ୍ର” ବିଦ୍ୟୁତ ସମ୍ପର୍କିତ ସମସ୍ୟାର ଗୋଟିଏ ସ୍ଥାନରେ ସମାଧାନ ପ୍ରଦାନ କରିବ

• କଂପାନି ଏହାର ସମସ୍ତ ଫ୍ୟୁଜ୍ କଲ୍ ସେଂଟର (ଏଫସିସି)କୁ “ସମ୍ପର୍କ କେନ୍ଦ୍ର’ରେ ରୂପାନ୍ତରିତ କରିବ• ଗ୍ରାମାଂଚଳ ଲାଗି ସେବା ମୂତୟନ ଭୁବନେଶ୍ୱର: ଭୁବନେଶ୍ୱର: ଗ୍ରାମାଂଚଳରେ ସମସ୍ତ ପ୍ରକାର ବିଦ୍ୟୁତ ସମ୍ପର୍କିତ ସମସ୍ୟାର ଗୋଟିଏ ସ୍ଥାନରେ ସମାଧାନ ପ୍ରଦାନ କରିବା ଲାଗି ସମସ୍ତ ଗ୍ରାମୀଣ…

ଇସକିନ୍ଦାରେ ବିଜେପି ସଫା, କଂଗ୍ରେସକୁ ମାତ୍ର ଗୋଟେ

ଝାରବନ୍ଧ -ମନୋହର ଦାଶ: ବରଗଡ଼ ଜିଲ୍ଲା ପଦ୍ମପୁର ଉପନିର୍ବାଚନ ଝାରବନ୍ଧ ବ୍ଲକ ବିଳାସପୁର ପଞ୍ଚାୟତ ଅନ୍ତର୍ଗତ ଇସକିନ୍ଦା ଗ୍ରାମ ରେ ମୋଟ 328 ଟି ଭୋଟ ପଡ଼ିଥିବା ବେଳେ ପ୍ରାୟତଃ ସବୁଗୁଡିକୁ ବିଜେଡି ପୋଛି ନେଇଛି ଏଠାରେ ବିଜେଡି କୁ 327 ଟି ଭୋଟ ମିଳିଥିବା ବେଳେ ବିଜେପି କୁ 0 ଓ କଂଗ୍ରସ କୁ…

ଗତକାଲି ସ୍ବର୍ଗତ ପିତା ଙ୍କର ଓ ଆଜି ସକାଳୁ ମାଁ ବିନ୍ଧ୍ୟବାସିନୀ ଙ୍କର ଆଶୀର୍ବାଦ ନେଲେ ବର୍ଷା

ବରଗଡ଼ :- ନବନିର୍ବାଚିତ ପଦ୍ମପୁର ବିଧାୟିକା ବର୍ଷା ରଣୀ ସିଂ ବରିହା ଗତ କାଲି ନିର୍ବାଚନ ରେ ରେକର୍ଡ ସଂଖ୍ୟକ ଭୋଟ ବ୍ୟବଧାନ ରେ ବିଜୟ ଲାଭ କରି ଏକ ବିରଳ ରେକର୍ଡ ସୃଷ୍ଟି କରିଛନ୍ତି । ପଦ୍ମପୁର ଇତିହାସ ରେ ପ୍ରଥମ ମହିଳା ଭାବରେ ନିର୍ବାଚନ ରେ ବିଜୟ ଲାଭ ଜରିବା ଓ ରେକର୍ଡ ମାର୍ଜିନ ରେ ବିଜୟୀ…

ସଂସ୍କୃତି ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ଜୟଦେବ ପୀଠ ପରିଦର୍ଶନ, ବିଭିନ୍ନ ଉନ୍ନୟନ କାର୍ଯ୍ୟର ସମୀକ୍ଷା

• ଆସନ୍ତା ବର୍ଷ ଡିସେମ୍ବର ୨୩ ସୁଦ୍ଧା ପ୍ରେକ୍ଷାଳୟର ନିର୍ମାଣ କାର୍ଯ୍ୟସମ୍ପୂର୍ଣ୍ଣ ହେବ । • ପୀଠରେ ଥିବା ମନ୍ଦିର ଓ ପୁଷ୍କରିଣୀର ପୁନରୁଦ୍ଧାର ପାଇଁ ନିର୍ଦ୍ଦେଶ ଭୁବନେଶ୍ୱର(ଶାସକ ପ୍ରଶାସକ) : ରାଜସ୍ୱ ତଥା ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ…

ଖଣି ଅଞ୍ଚଳରେ ଜେଏସ୍‌ଡବ୍ଲ୍ୟୁ ପକ୍ଷରୁ ମାଗଣା ଚକ୍ଷୁ ପରୀକ୍ଷା ଶିବିର

ବଡ଼ବିଲ: ଜେଏସ୍‌ଡବ୍ଲ୍ୟୁ ଫାଉଣ୍ଡେଶନ ପକ୍ଷରୁ ଡିସେମ୍ବର ୭ (ବୁଧବାର)ରେ କେନ୍ଦୁଝର ଜିଲା ନୂଆଗାଁ ଡିସ୍‌ପେନ୍‌ସାରୀ ପରିସରରେ ମାଗଣା ଚକ୍ଷୁ ପରୀକ୍ଷା ଶିବିର ଆୟୋଜିତ ହୋଇଛି । ଫାଉଣ୍ଡେଶନ ପକ୍ଷରୁ ଅନୁଷ୍ଠିତ ହେବାକୁ ଥିବା ମେଗା ଚକ୍ଷୁ ପରୀକ୍ଷା କ୍ୟାମ୍ପ୍ ମଧ୍ୟରୁ ଏହା ପ୍ରଥମ ଶିବିର ।…