ବିଜେବି କଲେଜ ପୁରାତନ ଛାତ୍ର ସଂଘ “ବିଜେବି ଫ୍ରେଣ୍ଡ୍ ସ ” ର ବନ୍ଧୁ ମିଳନ ଆୟୋଜିତ :

ଭୁବନେଶ୍ୱର : ବିଜେବି କଲେଜ ପୁରାତନ ଛାତ୍ର ସଂଘ "ବିଜେବି ଫ୍ରେଣ୍ଡସ " ର ବନ୍ଧୁ ମିଳନ ରବିବାର ଡିସେମ୍ବର 11 ତାରିଖ ଦିନ ବିଜେବି କଲେଜ ପ୍ରାଙ୍ଗଣରେ ଆୟୋଜିତ ହୋଇ ଯାଇଛି | ବିଗତ ଦୁଇ ବର୍ଷ ହେବ କରୋନା ମହାମାରୀ କାରଣରୁ ବନ୍ଧୁ ମିଳନ ହୋଇ ପାରିନଥିବାରୁ ଚଳିତ ବର୍ଷ ର କାର୍ଯ୍ୟକ୍ରମ…

ଗଜପତି କଳା ପରିଷଦ ସଭାପତିଙ୍କ ବିୟୋଗରେ ଶୋକସଭା

https://youtu.be/8cTCr2eb_a0  ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ପାରଳାଖେମୁଣ୍ଡିର କବିଚନ୍ଦ୍ର ସାହି ସ୍ଥିତ ଅଗ୍ରଣୀ ସାଂସ୍କୃତିକ ଅନୁଷ୍ଠାନ ଗଜପତି କଳାପରିଷଦର ସଭାପତି ବିନ୍ଧ୍ୟ ପ୍ରସାଦ ପାଢୀ (ଟିଟିଲି) ଙ୍କ ଅକାଳ ବିୟୋଗରେ ବିଭିନ୍ନ ସାଂସ୍କୃତିକ ସଙ୍ଗଠନ ପକ୍ଷରୁ ଏକ…

ଅନ୍ତର୍ଜାତୀୟ ମାନବ ଅଧିକାର ପ୍ରୋଟେକ୍ସନ କାଉନସିଲ ପକ୍ଷରୁ ବିଶ୍ୱ ମାନବ ଅଧିକାର ଦିବସ ପାଳିତ

 ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଅନ୍ତର୍ଜାତୀୟ ମାନବ ଅଧିକାର ପ୍ରୋଟେକ୍ସନ କାଉନସିଲର ମୁଖ୍ୟ କାର୍ଯ୍ୟାଳୟ ପରିସରରେ ବିଶ୍ୱ ମାନବ ଅଧିକାର ଦିବସ ପାଳିତ ହୋଇଯାଇଛି।୧୯୪୮ ମସିହାରୁ ଡ଼ିସେମ୍ବର ୧୦ ତାରିଖରେ ବିଶ୍ୱ ମାନବ ଅଧିକାର ଦିନ ରୂପେ ପାଳନ କରାଯାଉଛି। ତେବେ ଆଜି ଦିନର…

ମାଣବସା ଲକ୍ଷ୍ମୀ ପୂଜା ଭାଷାଣି ଉତ୍ସବଆଡମ୍ବରରେ ପାଳିତ।

କଲ୍ୟାଣସିଂହପୁର ରୁ ପ୍ରଦୀପ ଦଲାଇ/ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ସଦର ମହକୁମାର ହନୁମାନ କ୍ଳବ ପକ୍ଷରୁ ହନୁମାନ ମନ୍ଦିର ନିକଟରେ କରାଯାଇଥିବା ମାର୍ଗଶିର ମାସ ମାଣବସା ଲକ୍ଷ୍ମୀ ପୂଜାର ଭାଷାଣି ଉତ୍ସବଆଡମ୍ବରରେ କରାଯାଇଛି । ଆଜି ସକାଳୁ ପୂଜକ ଲାରା ମିଶ୍ର ରୀତିନୀତି ଅନୁଯାୟୀ…

ସେଞ୍ଚୁରିଅନ ବିଶ୍ବବିଦ୍ୟାଳୟର ଦଶମ ସମାବର୍ତ୍ତନ ଉତ୍ସବ ଅନୁଷ୍ଠିତ

https://youtu.be/9xOTz9FsIKg ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : କୌଶଳଭିତ୍ତିକ ଶିକ୍ଷାପ୍ରଦାନ କ୍ଷେତ୍ରରେ ଦେଶରେ ସର୍ବଶ୍ରେଷ୍ଠ ସ୍ଥାନ ଅଧିକାର କରିଥିବା ସେଞ୍ଚୁରିଅନ ବିଶ୍ବବିଦ୍ୟାଳୟ ରବିବାର ଦିନ ଓଡ଼ିଶାର ମହାମହିମ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲଙ୍କ ଅଧ୍ୟକ୍ଷତାରେ ତଥା…

ଅଭିଭାବକ ଓ ଶିକ୍ଷକ /ଶିକ୍ଷୟତ୍ରୀ ବୈଠକ ଅନୁଷ୍ଠିତ

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ତବରଡ଼ା ସରକାରୀ ଉଚ୍ଚ ବିଦ୍ୟାଳୟ ଠାରେ ରାଜ୍ୟ ପ୍ରକଳ୍ପ ନିର୍ଦ୍ଦେଶକଙ୍କ ଆନୁକୂଲ୍ୟରେ ଓ ଜିଲ୍ଲା ଶିକ୍ଷା ଅଧିକାରୀ ପ୍ରଦୋସ କୁମାର ନାଇକଙ୍କ ନିର୍ଦ୍ଦେଶ କ୍ରମେ ଅଭିଭାବକ ଓ ଶିକ୍ଷକ /ଶିକ୍ଷୟତ୍ରୀ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ୫-ଟି…

ଉଦ୍ଭିଦ ବିଜ୍ଞାନ ବିଭାଗ ଛାତ୍ରଛାତ୍ରୀଙ୍କ ବନବିହାର

ଓଡ଼ଗାଁ: ଓଡ଼ଗାଁ ରଘୁନାଥ ସମବାୟ ମହାବିଦ୍ୟାଳୟ ଉଦ୍ଭିଦ ବିଜ୍ଞାନ ବିଭାଗର ୭୫ରୁ ଉର୍ଦ୍ଧ୍ବ ପ୍ରଥମ, ଦିତୀୟ ଓ ତୃତୀୟ ବର୍ଷର ଛାତ୍ରଛାତ୍ରୀ ସମ୍ଭବ ନିକଟସ୍ଥ ମମତା ନାଚ୍ୟୁରାଲ ଫୃଟସ ପାର୍କକୁ ବନବିହାରରେ ଯାଇ ବଟାନିକାଲ କ୍ଷେତ୍ର ପରିଦର୍ଶନ କରିବା ସହିତ ବିଭିନ୍ନ ବୃକ୍ଷ ସମ୍ପର୍କରେ ଜ୍ଞାନ…

ବରିଷ୍ଠ ନେତୃମଣ୍ଡଳୀ ଙ୍କୁ ଭେଟି କୃତଜ୍ଞତା ଜ୍ଞାପନ ସହ ଆଶୀର୍ବାଦ ଗ୍ରହଣ କଲେ ବର୍ଷା

ବରଗଡ :- ବର୍ଷା ରାଣୀ ସିଂ ବରିହା ବର୍ତ୍ତମାନ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ । ସ୍ବର୍ଗତ ବିଧାୟକ ଶ୍ରୀ ବିଜୟ ରଞ୍ଜନ ସିଂ ବରିହା ଙ୍କର ଦେହାନ୍ତ ପରେ ଅନୁଷ୍ଠିତ ହୋଇଥିବା ପଦ୍ମପୁର ଉପନିର୍ବାଚନ ରେ ବିଜୁ ଜନତା ଦଳର ପ୍ରାର୍ଥୀ ହେବା ପରଠାରୁ କ୍ରମାଗତ ଭାବରେ ଜନସାଧାରଣ ଓ ବିରୋଧୀ ମାନଙ୍କ ପାଇଁ…

ସର୍ବଭାରତୀୟ ୪ର୍ଥ ଓଡ଼ଗାଁ କପ୍ ଫୁଟବଲ ମ୍ୟାଚ ୨୦୨୨ ପ୍ରସ୍ତୁତି ଚୁଡ଼ାନ୍ତ: ୧୨ରୁ ମ୍ୟାଚ ଆରମ୍ଭ

ଓଡ଼ଗାଁ,(ଶ୍ରୀକାନ୍ତ କୁମାର ମିଶ୍ର): ସର୍ବଭାରତୀୟ ଓଡ଼ଗାଁ କପ୍ ୪ର୍ଥ ଫୁଟବଲ ମ୍ୟାଚ ୨୦୨୨ ପ୍ରସ୍ତୁତି ଚୁଡ଼ାନ୍ତ ପର୍ଯ୍ୟାୟରେ ପହଁଚିଥିଲା ବେଳେ ଶନିବାର ସନ୍ଧ୍ୟାରେ ନୟାଗଡ଼ ବିଧାୟକ ତଥା ଓଡ଼ଗାଁ କପର ସଭାପତି ଡ଼ ଅରୁଣ କୁମାର ସାହୁଙ୍କ ଅଧ୍ୟକ୍ଷତାରେ ଶେଷ ପ୍ରସ୍ତୁତି ବୈଠକ ସ୍ଥାନୀୟ…

ଆଜାଦ ହିନ୍ଦ ଆଥଲେଟିକ କ୍ଳବ ଆନୁକୂଲ୍ୟରେ ତ୍ରି ଦିବସୀୟ ଫୁଟବଲ କ୍ରୀଡା ପ୍ରତିଯୋଗିତା ଉଦଯାପିତ : ଚାନ୍ଦବାଲି କୁ ହରାଇ…

(ନିଶ୍ଚିନ୍ତକୋଇଲି -ଦେବେନ୍ଦ୍ର ଷଢଙ୍ଗୀ)- ନିଶ୍ଚିନ୍ତକୋଇଲି ବ୍ଲକ ନଗସପୁର ବରହମପୁର ଆଜାଦ ହିନ୍ଦ ଆଥଲେଟିକ କ୍ଳବ ଆନୁକୂଲ୍ୟରେ ତ୍ରି ଦିବସୀୟ ଫୁଟବଲ ଖେଳ ପ୍ରତିଯୋଗିତା ଉଦଯାପିତ ହୋଇଯାଇଛି l କ୍ଳବ ର ସଭାପତି ମିର ଅବଦୁଲ ଦୟାନ ଙ୍କ ସଭାପତିତ୍ୱ ରେ ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ…