୫ ଦଫା ଦାବି ନେଇ ସ୍ୱାସ୍ଥ୍ୟକର୍ମୀ ଓ ସ୍ୱାସ୍ଥ୍ୟ ପରିଦର୍ଶକଙ୍କ କଳାବ୍ୟାଜ ପରିଧାନ

 ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ଠାରେ ଥିବା ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ କାର୍ଯ୍ୟରତ ପୁରୁଷ , ମହିଳା ସ୍ୱାସ୍ଥ୍ୟକର୍ମୀ ଓ ସ୍ୱାସ୍ଥ୍ୟ ପରିଦର୍ଶକ ଓ ପରିଦର୍ଶ୍ରିକାଙ୍କ ପକ୍ଷରୁ ୫ ଦଫା ଦାବିରେ ଗତ ୭ ତାରିଖ ଠାରୁ କଳାବ୍ୟାଜ…

”ସଖି” ଓ୍ବାନ୍ ସ୍ଟପ୍ କେନ୍ଦ୍ର ଆନୁକୂଲ୍ୟରେ “ମହିଳା ଓ କନ୍ୟା ହିଂସା ବିରୋଧୀ କର୍ମଶାଳା”

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ପରିସରରେ ଗଜପତି ଜିଲ୍ଲା ''ସଖି'' ଓ୍ବାନ୍ ଷ୍ଟପ୍ ଆନୁକୂଲ୍ୟରେ" ମହିଳା ଓ କନ୍ୟା ହିଂସା ବିରୋଧୀ କର୍ମଶାଳା" ଆୟୋଜିତ ହୋଇଯାଇଛି। ଅନୁଷ୍ଠାନର ପ୍ରଧାନ…

ବିରିକୋଟରେ କଣ୍ଢେଇ ଯାତ୍ରା ପର୍ବ

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ମୋହନା ବ୍ଲକ ଅନ୍ତର୍ଗତ ବିରିକୋଟରେ କଣ୍ଢେଇ ଯାତ୍ରା ପର୍ବ ୨୧ ଦିନ ଧରି ପାଳିତ ହୋଇଯାଇଛି। ମାର୍ଗଶିର ମାସର ପ୍ରଥମ ଗୁରୁବାର ଦିନ ଏହି କଣ୍ଢେଇ ଯାତ୍ରା ଆରମ୍ଭ ହୁଏ। ରୀତିନୀତି ଅନୁସାରେ ପୁରୁଣା ପରମ୍ପରାକୁ ନେଇ ହୋଇ ଆସୁଛି…

ହସ୍ତତନ୍ତ ଉତ୍ପାଦଗୁଡ଼ିକୁ ପ୍ରୋତ୍ସାହିତ କରିବା ଲାଗି କର୍ପୋରେଟ ସେକ୍ଟର ଆଗେଇ ଆସିବା ଉଚିତ: ରାଜ୍ୟପାଳ

ଫେସନ୍ ଶୋ’ରେ ସ୍ଥାନୀୟ ବୁଣାକାରଙ୍କ ପୋଷାକରେ ଚମକିଲେ ମଡେଲ୍‌ · ୱାର୍ଲଡ୍ ଟ୍ରେଡ୍ ସେଂଟର (ଡବ୍ଲୁଟିସି) ଭୁବନେଶ୍ୱର ପକ୍ଷରୁ କଳା ଭୂମିରେ ଫେସନ୍ ସୋ’ ଓ ୱାକ୍ ଫର ୱିଭର୍ସ ଆୟୋଜିତ · ନଅ ଜଣ ବୁଣାକାରଙ୍କୁ ସମ୍ବର୍ଦ୍ଧନା ଭୁବନେଶ୍ୱର: ଶୁକ୍ରବାର ଦିନ କଳା ଭୂମି ଏକ ଭିନ୍ନ…

କିଟରେ ଷ୍ଟାର୍ଟ ଅପ୍‍ ଇନୋଭେସନ୍‍ କନକ୍ଲେଭ

ଭୁବନେଶ୍ୱର: କିଟ୍‍ର ରୌପ୍ୟ ଜୟନ୍ତୀ ଓ କିଟ୍‍ ଟିବିଆଇର ୧୨ବର୍ଷ ପୂର୍ତ୍ତି ଅବସରରେ କିଟ୍‍ ଟିବିଆଇ ପକ୍ଷରୁ କିଟ୍‍ରେ ଶୁକ୍ରବାରଠାରୁ ଦୁଇଦିନିଆ ଷ୍ଟାର୍ଟ ଅପ୍‍ ଇନୋଭେସନ୍‍ କନ୍‍କ୍ଲେଭ ଆରମ୍ଭ ହୋଇଛି। ଆଜି ଉଦ୍‍ଘାଟନୀ ଉତ୍ସବରେ ମୁଖ୍ୟଅତିଥି ଭାବେ ଯୋଗଦେଇ ଭାରତ ସରକାରଙ୍କ ଉତ୍ତର…

ନତକାଇ ସ୍ଥିତ ଗୋସ୍ୱାମୀ ଆଖାବାବା ଙ୍କ ଆଶ୍ରମ ରେ ପଣ୍ଡୁ ପୂର୍ଣ୍ଣିମା ତଥା ଗୁରୁ ପୂର୍ଣ୍ଣିମା ମହୋସବ ପାଳିତ l

(ନିଶ୍ଚିନ୍ତକୋଇଲି -ଦେବେନ୍ଦ୍ର ଷଢଙ୍ଗୀ) ନିଶ୍ଚିନ୍ତକୋଇଲି ବ୍ଲକ ନତକାଇ ସ୍ଥିତ ବାଘୁଆ ମଠ ପରିସରରେ ପଣ୍ଡୁ ପୂର୍ଣ୍ଣିମା ତଥା ଗୁରୁ ପୂର୍ଣ୍ଣିମା ମହୋତ୍ସବ ଗୁରୁବାର ଦିନ ଅନୁଷ୍ଠିତ ହୋଇଯାଇଛି l ବ୍ରହ୍ମ ଅବଧୁତ ଗୋସ୍ୱାମୀ ଅଖା ବାବାଙ୍କ ଦ୍ୱାରା ପ୍ରତିଷ୍ଠିତ ନିର୍ଗୁଣ ଶୂନ୍ୟ ବ୍ରହ୍ମ…

ମାନ ହାଟନ କ୍ଲବ୍ ଦ୍ଵାରା “ସେକେଣ୍ଡ ଏ ଜି ମିଡଲାଣ୍ଡ କପ୍”

ଭୁବନେଶ୍ୱର ; ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ୱରେ ଭୁବନେଶ୍ୱର ଆଜି ସାରା ଦେଶରେ "ସ୍ପୋର୍ଟସ କ୍ୟାପିଟାଲ" ଭାବେ ନାମିତ ହୋଇପାରିଛି। ତାଙ୍କ ପ୍ରେରଣାରେ ସହରର ବିଭିନ୍ନ କ୍ରୀଡ଼ା ଅନୁଷ୍ଠାନ ମାନ ବିଭିନ୍ନ ପ୍ରକାର ପ୍ରତିଯୋଗିତାର ଆୟୋଜନ କରି, ଅନେକ ଲୁକାୟିତ ପ୍ରତିଭାକୁ ଲୋକଲୋଚନକୁ ଆଣିବାକୁ…

ଜଗତସିଂହପୁର ଗସ୍ତରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ୮ଜଣିଆ ଟିମ୍‌

ସମ୍ବଳର ସଠିକ୍‌ ବିନିଯୋଗ, ଭିତ୍ତିଭୂମିର ଦୀର୍ଘସ୍ଥାୟିତ୍ୱ ଉପରେ ଗୁରୁତ୍ୱ  ୨ଦିନରେ ୩୫ସ୍କୁଲ୍‌ର କାର୍ଯ୍ୟସମୀକ୍ଷା  ଡିଜିଟାଲ ଭିତ୍ତିଭୂମି, ପରିମଳ ବ୍ୟବସ୍ଥା, ମଧ୍ୟାହ୍ନ ଭୋଜନର ମାନ ଯାଞ୍ଚ  ସରକାରୀ ବିଦ୍ୟାଳୟର ସର୍ବାଙ୍ଗୀନ ଉନ୍ନତି ପାଇଁ ଜିଲ୍ଲାପାଳଙ୍କ ସହ ଆଲୋଚନା…

ଚିୟରଅପ୍ ଫାଉଣ୍ଡେସନ୍ ପକ୍ଷରୁ କାଲିଫର୍ନିଆରେ ଭୂବନେଶ୍ୱରୀ ମହୋତ୍ସବ

ଭୁବନେଶ୍ୱର :ଆମେରିକାର କାଲିଫର୍ନିଆ ସ୍ଥିିତ ସାଂସ୍କୃତିକ ଅନୁଷ୍ଠାନ ଚିୟରଅପ୍ ଫାଉଣ୍ଡେସନ୍‌ ତରଫରୁ ଶାସ୍ତ୍ରୀୟ ସଂଗୀତ, ନୃତ୍ୟ ତଥା ଲୋକସଂଗୀତର ମିଶ୍ରଣର ଏକ ମନୋଜ୍ଞ କାର୍ଯ୍ୟକ୍ରମ ହୋଇଥିଲା । ଏହି କାର୍ଯ୍ୟକ୍ରମ ଆୟୋଜନ କରିଥିଲେ ଅନୁଷ୍ଠାନର ପ୍ରତିଷ୍ଠାତା ଇଞ୍ଜିନିୟର ବିଭୁଦତ୍ତ ଦାଶ ଓ…

ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ଇଫୁ ମଲ୍ଲିକ

https://youtu.be/KExxe_g8TCk ମୁଖ୍ୟମନ୍ତ୍ରୀଙ୍କ ଆଶୀର୍ବାଦ ମୋତେ ବହୁତ ଖୁସି ଦେଇଛି-ଇଫୁ ମଲ୍ଲିକ ଭୁବନେଶ୍ୱର : ନିଟ୍‌ ପରୀକ୍ଷାରେ କୃତୀତ୍ବ ହାସଲ କରି କୋରାପୁଟ ସହିଦ୍ ଲକ୍ଷ୍ଣଣ ନାୟକ ମେଡିକାଲ କଲେଜରେ ପାଠ ପଢିବା ପାଇଁ ଯୋଗ୍ୟ ବିବେଚିତ ହୋଇଥିବା ବାଲିଗୁଡାର ଛାତ୍ର ଶ୍ରୀ ଇଫୁ…