ଦେଶୀ ରନ୍ଧା ମଦ ସହ ବେପାରୀ ଗିରଫ

ମେଲଛାମୁଣ୍ଡା,(ଶାସକ ପ୍ରଶାସକ)-ମେଲଛାମୁଣ୍ଡା ଥାନା ଅଂଚଳରେ ଦେଶୀ ରନ୍ଧା ମଦର କାରବାର ବୃଦ୍ଧି ପାଇବା ବିଷୟ ଜନସାଧାରଣରେ ଅଭିଯୋଗ ହେବା ପରେ ମେଲଛାମୁଣ୍ଡା ଥାନାଧିକାରୀ ମାନସ କୁମାର ଭୋଇଙ୍କ ନିର୍ଦେଶରେ ବିଭିନ୍ନ ଅଂଚଳରେ ଚଢାଉ ହୋଇଥିଲା । ଏଏସଆଇ କେତନ ଧରୁଆଙ୍କ ଟିମ ସକାଳ ୧୦.୪୫ରେ…

ସୁବର୍ଣ୍ଣରେଖା ବନ୍ଦର ପକ୍ଷରୁ ବାଲିଆପାଳ ପ୍ରକଳ୍ପ ନିକଟରେ ନୂତନ କାର୍ଯ୍ୟାଳୟର ଶୁଭାରମ୍ଭ

ଏସ୍‌ପିପିଏଲ୍‌ର ଇଡିଙ୍କ ଉପସ୍ଥିତିରେ ବସ୍ତା ବିଧାୟକ ଏବଂ ବାଲେଶ୍ୱର ଜିଲ୍ଲାପାଳଙ୍କ ଦ୍ୱାରା ନୂତନ କାର୍ଯ୍ୟାଳୟ ଉଦ୍‌ଘାଟିତ ଭୁବନେଶ୍ୱର: ସୁବର୍ଣ୍ଣରେଖା ପୋର୍ଟ ପ୍ରାଇଭେଟ୍ ଲିମିଟେଡ୍ (ଏସ୍‌ପିପିଏଲ୍‌) ପକ୍ଷରୁ ବାଲେଶ୍ୱର ଜିଲ୍ଲାର ବାଲିଆପାଳ ବ୍ଲକ୍ ଅନ୍ତର୍ଗତ ପ୍ରକଳ୍ପ କାର୍ଯ୍ୟ ନିକଟସ୍ଥ…

୧୭ ରୁ ଆଇଆଇଏ ଓଡିଶା ଚାପ୍ଟର ପକ୍ଷରୁ ‘କ୍ଷିତିଜ୍‌-ଇଷ୍ଟର୍ଣ୍ଣ ରିଜିଓନାଲ କନ୍‌ଫେରେନ୍ସ-୨୦୨୨

ଭୁବନେଶ୍ୱର: ଇଣ୍ଡିଆନ୍ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଆର୍କିଟେକ୍ଟସ୍ ଓଡିଶା ଚାପ୍ଟର ପକ୍ଷରୁ ‘କ୍ଷିତିଜ୍‌-ଇଷ୍ଟର୍ଣ୍ଣ ରିଜିଓନାଲ କନ୍‌ଫେରେନ୍ସ-୨୦୨୨’ର ଘୋଷଣା କରିଛି । ଏହି ସମ୍ମିଳନୀ ଚଳିତ ମାସ ୧୭ ରୁ ୧୯ ତାରିଖ ପର୍କ୍ଷ୍ୟନ୍ତ ୪ଦିନ ଧରି ସ୍ଥାନୀୟ ହୋଟେଲ ମେ ଫେୟାର କନ୍‌ଭେନସନ୍ ସେନ୍ଟରଠାରେ…

ଘର ଭିତରେ ଜିଓ ନେଟୱର୍କ ଫେଲ, ଉପଭୋକ୍ତା ଅସନ୍ତୋଷ

ବୀରମହାରାଜପୁର, ( ବିନୋଦ ପାଣ୍ଡେ): ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ଜଟେସିଂହା ଅଞ୍ଚଳରେ ଗତ ଦୁଇ ମାସରୁ ଅଧିକ ଦିନ ହେଲା ଜିଓ ଟେଲିକମ ନେଟୱର୍କ ଅତ୍ୟଧିକ ଧିମା ରହୁଛି। ଫଳରେ ଉପଭୋକ୍ତା ମାନେ ହଇରାଣ ହେଉଥିବା ଅଭିଯୋଗ ହେଉଛି। ନେଟୱର୍କ ଧିମା ରହୁଥିବା ଯୋଗୁଁ ମୋବାଇଲ…

ଏନସିସି କ୍ୟାଡେଟଙ୍କ ଦ୍ବାରା ସ୍ବଚ୍ଛ ଭାରତ ଅଭିଯାନ

ବୀରମହାରାଜପୁର, (ବିନୋଦ ପାଣ୍ଡେ): ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ମହାବିଦ୍ୟାଳୟର ଏନସିସି କ୍ୟାଡେଟ ଛାତ୍ରଛାତ୍ରୀଙ୍କ ଦ୍ବାରା ଆଜି ସ୍ଥାନୀୟ ଚମ୍ପାମାଲ ଗ୍ରାମରେ ସ୍ବଚ୍ଛ ଭାରତ ଓ ପୁନିତ ସାଗର ଅଭିଯାନ ଅନୁଷ୍ଠିତ ହୋଇଯାଇଛି।‌ ଏହି ଅବସରରେ ଗ୍ରାମ ସ୍ଥିତ ଚମ୍ପେଶ୍ଵର ମନ୍ଦିର ପରିସର ଓ…

ମହିଳା ମହାବିଦ୍ୟାଳୟରେ ମାନବାଧିକାର ଦିବସ

ବୀରମହାରାଜପୁର, (ବିନୋଦ ପାଣ୍ଡେ): ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ତାଳୁକା ଆଇନ ସେବା କମିଟି ପକ୍ଷରୁ ସ୍ଥାନୀୟ ବାଗବର ସ୍ଥିତ ମହିଳା ମହାବିଦ୍ୟାଳୟ ପରିସରରେ ଆନ୍ତର୍ଜାତିକ ମାନବାଧିକାର ଦିବସ ପାଳିତ ହୋଇଯାଇଛି। ବରିଷ୍ଠ ଦେୱ।ନୀ ଜଜ ତଥା ତାଳୁକା ଆଇନ ସେବା କମିଟି ଅଧ୍ୟକ୍ଷା…

ମାନବିକ ଅଧିକାରର ସୁରକ୍ଷା ସରକାରଙ୍କ ଧ୍ୟେୟ ହେଉ

ବୀରମହାରାଜପୁର ମହାବିଦ୍ୟାଳୟରେ ଆନ୍ତର୍ଜାତୀୟ ମାନବିକ ଅଧିକାର ଦିବସ ପାଳିତ ବୀରମହାରାଜପୁର , (ବିନୋଦ ପାଣ୍ଡେ) : ଆବହମାନ କାଳରୁ ମଣିଷ ନିଜର ଅଧିକାର ପାଇଁ ଲଢେଇ କରି ଆସିଛି । ଅଧିକାର ସାବ୍ୟସ୍ତ କରିବା ପାଇଁ ସାରା ବିଶ୍ୱରେ ପ୍ରତ୍ୟେକ ନାଗରିକ ତତ୍ପର ଅଛନ୍ତି । ମାନବିକ ଅଧିକାରକୁ…

ଏକ ଯୋଜନାବଦ୍ଧ ଆର୍ଥିକ ଯୋଜନାରେ ସ୍ୱାସ୍ଥ୍ୟବୀମା ଅନ୍ତର୍ଭୁକ୍ତ କରିବା ଦ୍ୱାରା ଟିକସ ସଂଚୟ କରିବାରେ ସହାୟତା ମିଳିଥାଏ

ଭୁବନେଶ୍ୱର : ନିଜକୁଏବଂ ନିଜ ପରିବାରକୁସୁରକ୍ଷା ଦେବାକୁ ଚାହୁଁଥିବା ବ୍ୟକ୍ତିଙ୍କ ପାଇଁ ସ୍ୱାସ୍ଥ୍ୟବୀମା ଏକ ଗୁରୁତ୍ୱପୂର୍ଣ୍ଣ ନିବେଶ । ଏକ ବ୍ୟାପକ ସ୍ୱାସ୍ଥ୍ୟବୀମା ଯୋଜନା ବିଭିନ୍ନ ପ୍ରକାରର ଅସୁସ୍ଥତା ଯୋଗୁ ସୃଷ୍ଟି ହେଉଥିବା ଚିକିତ୍ସାଏବଂ ସର୍ଜିକାଲ ଖର୍ଚ୍ଚ ବହନ କରିଥାଏ ।…

ନୟାଗଡ଼ରେ ଖୋଲିଲା ଟ୍ରେଣ୍ଡ୍‌ସ ମ୍ୟାନ୍‌

ନୟାଗଡ଼,: ଟ୍ରେଣ୍ଡ୍‌ସ ମ୍ୟାନ୍ ପକ୍ଷରୁ ଓଡ଼ିଶାର ନୟାଗଡ଼ ସହରରେ ନୂଆ ମ୍ୟାନ୍ ଷ୍ଟୋର୍ ଖୋଲାଯାଇଛି । ଏଠାରେ କେବଳ ପୁରୁଷ ଫେସନ୍ ସାମଗ୍ରୀ ଉପଲବ୍ଧ କରାଯାଇଛି । ଭାରତରେ ଟ୍ରେଣ୍ଡ୍‌ସ ପ୍ରକୃତରେ ଫେସନକୁ ସବୁ ଲୋକଙ୍କ ନିକଟରେ ପହଂଚାଇଛି । ଭାରତରେ ମେଟ୍ରୋ ଠାରୁ ଆରମ୍ଭ କରି ମିନି ମେଟ୍ରୋ,…

ନୀତା ମୁକେଶ ଅମ୍ବାନି କଲ୍‌ଚରାଲ୍ ସେଂଟର’ର ୱେବ୍‌ସାଇଟ୍ ଉନ୍ମୋଚିତ

କଳା ପ୍ରତି ମା’ଙ୍କ ସମର୍ପଣକୁ ଇଶା ଅମ୍ବାନିଙ୍କ ସଲାମ ଦର୍ଶକଙ୍କ ପାଇଁ ମାର୍ଚ୍ଚ ୩୧ରୁ ସେଂଟର ଖୋଲିବ ବିଶାଳ ଥିଏଟରରେ ୨ ହଜାର ଦର୍ଶକ ବସିପାରିବେ ୧୬ ହଜାର ବର୍ଗଫୁଟ୍‌ର ଆର୍ଟ ହାଉସ୍ ରହିବ ଭୁବନେଶ୍ୱର: ମୁମ୍ବାଇ ସହରର ଜିଓ ୱାର୍ଲଡ୍ ସେଂଟର ପରିସରରେ ନିର୍ମାଣ…