Sign in
Sign in
Recover your password.
A password will be e-mailed to you.
ପାଣ୍ଡିଆନଙ୍କ ପୁରୀ, କୋଣାର୍କ ଓ କାକଟପୁର ପରିଦର୍ଶନ
ମା ମଙ୍ଗଳାଙ୍କ ପୀଠର ହେବ ଉନ୍ନତିକରଣ
ପନ୍ଦର ଦିନରେ ଯୋଜନା ପ୍ରସ୍ତୁତ ପାଇଁ ନିର୍ଦ୍ଦେଶ
ଶ୍ରୀ ଜଗନ୍ନାଥ ମେଡିକାଲ କଲେଜ ଟିଚିଙ୍ଗ ହସ୍ପିଟାଲ କାମ ଜୁନ ୨୦୨୩ ସୁଦ୍ଧା ଶେଷ ହେବ .
କୋଣାର୍କ ଚନ୍ଦ୍ରଭାଗା ରାସ୍ତା ସମ୍ପ୍ରସାରଣ ଏପ୍ରିଲ ୨୦୨୩ ସୁଦ୍ଧା ସାରିବାକୁ…
ଆଜି ଠାରୁ ନୟାଗଡ଼ ଜିଲ୍ଲା ମହୋତ୍ସବ ଓ ପଲ୍ଲିଶ୍ରୀ ମେଳା
ନୟାଗଡ଼(ବିଶ୍ଵଜିତ ନାୟକ) - ଆଜି ଠାରୁ ନୟାଗଡ଼ ଜିଲ୍ଲା ମହୋତ୍ସବ ଓ ପଲ୍ଲିଶ୍ରୀ ମେଳା ୫ ଦିନି ଧରି ଡିସେମ୍ବର ୨୮ ପଯ୍ୟନ୍ତ ବଡ ଆଡମ୍ବର ଭାବରେ ଅନୁଷ୍ଠିତ ହେବାକୁ ଯାଉଅଛି । ଦୁଇ ବର୍ଷର କରୋନା ମହାମାରୀ ପରିସ୍ଥିତି ପରେ ଚଳିତ ବର୍ଷ ଜିଲ୍ଲା ସଂସ୍କୃତି ପରିଷଦ ଓ ଓରମାସ ଆନୁକୁଲ୍ୟରେ ନୟାଗଡ଼…
କୁଚିଣ୍ଡା ଉପଖଣ୍ଡକୁ ସ୍ଵତନ୍ତ୍ର ଜିଲ୍ଲା ଘୋଷଣା ଦାବୀରେ ବିରାଟ ଶୋଭାଯାତ୍ରା ଓ ଦାବୀପତ୍ର ପ୍ରଦାନ
କୁଚିଣ୍ଡା ଉପଖଣ୍ଡ ପ୍ରତିନିଧି(ଅଜୟ କୁମାର ବାଘ) ଆଦିବାସୀ ଅଧ୍ୟୁଷିତ ଓ ବିଭିନ୍ନ କମିଟି ଦ୍ଵାରା କୁଚିଣ୍ଡା ଉପଖଣ୍ଡ କୁ ଏକ ସ୍ଵତନ୍ତ୍ର ଜିଲ୍ଲା ଘୋଷଣା ଦାବୀ କରି ଆଜି ମୁକୁନ୍ଦୀ ଖେଳପଡ଼ିଆ ସମ୍ମୁଖରୁ ଲୋକ ପ୍ରତନିଧି , ସଂଗଠନ ଓ ବିଭିନ୍ନ ଦଳ ଙ୍କ ଏକ ମିଳିତ ବିରାଟ ଶୋଭାଯାତ୍ରା ସହର…
ଓଡିଶା ଦୀର୍ଘସ୍ଥାୟୀ ବିକାଶ ପାଇଁ ଜିଲ୍ଲାସ୍ତରୀୟ କର୍ମଶାଳା ଉଦଯାପିତ: କ୍ଷେତ୍ର ପରିଦର୍ଶନ କରି ଲୋକମାନଙ୍କ ସହ…
ବିକାଶ ସଂପର୍କରେ ମତ ଦେଲେ ମହିଳା, ଯୁବ ଓ ଚାଷୀ
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଓଡ଼ିଶାର ଦୀର୍ଘସ୍ଥାୟୀ ବିକାଶ ପାଇଁ ଅନୁଷ୍ଠିତ ଜିଲ୍ଲାସ୍ତରୀୟ କର୍ମଶାଳା ଦ୍ବିତୀୟ ତଥା ଶେଷ ଦିନରେ ରାଜ୍ୟସ୍ତରୀୟ ଅଧିକାରୀ ଓ ଜିଲ୍ଲାର ବିଭିନ୍ନ ବିଭାଗର ଅଧିକାରୀ ମାନେ ରାୟଗଡ଼ ବ୍ଲକର…
ଜିଲ୍ଲା ସ୍ତରୀୟ ‘ସୁଶାସନ ପ୍ରଶାସନ- ଗାଁ କି ଓର’ ସପ୍ତାହ କର୍ମଶାଳା ଅନୁଷ୍ଠିତ
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଜିଲ୍ଲାସ୍ତରୀୟ 'ସୁଶାସନ ସପ୍ତାହ-ପ୍ରଶାସନ ଗାଁ କି ଓର' କର୍ମଶାଳା କାର୍ଯ୍ୟକ୍ରମ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷଠାରେ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀଯୁକ୍ତ ସଂଗ୍ରାମ ଶେଖର ପଣ୍ଡାଙ୍କ ଅଧ୍ୟକ୍ଷତାରେ…
ମହିଳା ସ୍ନାତକ ମହାବିଦ୍ୟାଳୟରେ ବାଲ୍ୟ ବିବାହ ନିରାକରଣ ବ୍ୟବସ୍ଥା ସମ୍ପର୍କରେ ସଚେତନତା କାର୍ଯ୍ୟକ୍ରମ
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ସ୍ଥାନୀୟ ମହିଳା ସ୍ନାତକ ମହାବିଦ୍ୟାଳୟ ଠାରେ ସରକାରଙ୍କ ଦ୍ଵାରା କାର୍ଯ୍ୟକାରୀ ହୋଇଥିବା ବାଲ୍ୟ ବିବାହ ନିରାକରଣ ବ୍ୟବସ୍ଥା ସମ୍ପର୍କିତ ସୂଚନା ପ୍ରଦାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଅନୁଷ୍ଠାନର ଅଧ୍ୟକ୍ଷା ଡ଼.ରୀନା ସାହୁଙ୍କ…
ମହିଳା ସ୍ନାତକ ମହାବିଦ୍ୟାଳୟରେ ଦଶମ ବାର୍ଷିକ କ୍ରୀଡା ଉତ୍ସବ ପାଳିତ
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ :ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ମହିଳା ସ୍ନାତକ ମହାବିଦ୍ୟାଳୟର ୧୦ମ ବାର୍ଷିକ କ୍ରୀଡା ଉତ୍ସବ ଆଡମ୍ବର ସହକାରେ ଅନୁଷ୍ଠିତ ହୋଇଯାଇଛି।ଏହି କ୍ରୀଡା ଉତ୍ସବରେ ମହାବିଦ୍ୟାଳୟର ଅଧ୍ୟକ୍ଷା ଡ଼. ରୀନା ସାହୁ ଯୋଗଦେଇ ଆନୁଷ୍ଠାନିକ…
ଆନ୍ତର୍ଜାତିକ କ୍ରିପାଲ ଫିଟନେସ ବିଜେତାଙ୍କୁ ସମ୍ବର୍ଦ୍ଧିତ
ବୀରମହାରାଜପୁର, (ବିନୋଦ ପାଣ୍ଡେ): ଭାରତ ର ଗୋଆ ଠାରେ ଆନ୍ତର୍ଜାତିକ ଆଇ ସି ଏନ କ୍ରିପାଲ ଫିଟନେସ ପ୍ରତିଯୋଗିତାରେ ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର କ୍ରିପାଲ ଫିଟନେସ ପକ୍ଷରୁ ଏକ ଦଳ ଅଂଶଗ୍ରହଣ କରିଥିଲେ। ଏହି ପ୍ରତିଯୋଗିତାରେ ବୀରମହାରାଜପୁର ଦଳ ତୃତୀୟ ସ୍ଥାନରେ ହାସଲ କରିବା ସହ ୧୧…
ମେଲଛାମୁଣ୍ଡା ମହାବିଦ୍ୟାଳୟ ତରଫରୁ ଏନଏସଏସ କ୍ୟାମ୍ପ
ମେଲଛାମୁଣ୍ଡା(ମନୋଜ ଭୋଇ)-ମେଲଛାମୁଣ୍ଡାସ୍ଥିତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଜାତୀୟ ସେବା ସଂସ୍ଥା ପକ୍ଷରୁ ସ୍ୱତନ୍ତ୍ର ଜାତୀୟ ସେବା ଶିବିର ମାଟିଆ ମହୁଲ ଗ୍ରାମରେ ଅଧ୍ୟକ୍ଷ ଶ୍ରୀଯୁକ୍ତ ବିନୋଦ ବିହାରୀ ମିଶ୍ରଙ୍କ ଦ୍ୱାରା ଉଦ୍ଘାଟିତ ହୋଇ ଆରମ୍ଭ ହୋଇଛି । ପ୍ରୋଗ୍ରାମ ଅଫିସର ଅଧ୍ୟାପକ…
ଦିପ୍ତିପୁର ଏସବିଆଇ ତରଫରୁ ସଚେତନତା କାର୍ଯ୍ୟକ୍ରମ
ମେଲଛାମୁଣ୍ଡା,୨୩/୧୨(ମନୋଜ ଭୋଇ)- ବର୍ତମାନ ଡିଜିଟାଲ ଦୁନିଆରେ ସାଇବର ଠକଙ୍କ ପ୍ରର୍ଦୁଭାବ ବଢିଚାଲିଛି । ସାଇବର ଠକମାନେ ନିରିହ ଜନସାଧାରଣଙ୍କୁ ଫୋନ ଜରିଆରେ ଟଙ୍କାର ଲାଲସା ଦେଖାଇ ନିମିସକ ମଧ୍ୟରେ ଜମା ଖାତାରୁ ଟଙ୍କା ଗାଏବ କରି ନେଉଛନ୍ତି । ଏହି ଠକେଇରେ ସମସ୍ତ ଶିକ୍ଷିତ, ଅଶିକ୍ଷିତ…