Sign in
Sign in
Recover your password.
A password will be e-mailed to you.
୨୦୨୩ ବିଶ୍ୱ ହକି ମହାକୁମ୍ଭ କୁ ଜନାଦୃତ କରିବା ନିମନ୍ତେ ଜିଲ୍ଳା ପ୍ରଶାସନ ର ବ୍ୟାପକ ପ୍ରସ୍ତୁତି
ଜିଲ୍ଲାର ଦକ୍ଷିଣୀପାଲି ଠାରେ ଜିଲ୍ଲା ସ୍ତରୀୟ ହକି ମହୋତ୍ସବର ଶୁଭାରମ୍ଭ
ସୁବର୍ଣ୍ଣପୁର,( ପ୍ରକାଶ କୁମାର ହାତୀ): ଆସନ୍ତା ଜାନୁଆରୀ ୧୩ ତାରିଖ ରୁ ଜାନୁଆରୀ ୨୯ ତାରିଖ ପର୍ଯ୍ୟନ୍ତ ୨୦୨୩ ବିଶ୍ୱ ହକି ମହାକୁମ୍ଭ ଓଡିଶା ର ରାଜଧାନୀ ଭୁବନେଶ୍ୱର ସହ ଶିଳ୍ପ ନଗରୀ ରାଉରକେଲା ଠାରେ ମହାସମାରୋହରେ…
ଗୋ ବୋଝେଇ ଦୁଇଟି ଟ୍ରକ ଜବତକଲା ଝାରପୋଖରିଆ ପୋଲିସ
ସାରସକଣା ରୁ ବନ ବିହାରି ମହାପାତ୍ର-ମୟୂରଭଞ୍ଜ ଜିଲ୍ଲା ଝାରପୋଖରିଆ ଥାନା ଅଂଚଳ ଦେଇ ଯାଉଥିବା ଦୁଇ ଗୋବୋଝେଇ ଟ୍ରକକୁ ଜବତ କରିଛି ପୋଲିସ । ସୂଚନା ମୁତାବକ ଝାରପୋଖରିଆ ଦେଇ ପଶ୍ଚିମବଙ୍ଗକୁ ଚାଲାଣ ହେବା ସମୟରେ ପୂର୍ବରୁ ସୂଚନା ପାଇ ଥାନାଧିକାରୀ ଫନୀନ୍ଦ୍ର ଭୂଷଣ ନାଏକ ସଦଳବଳେ ବମ୍ବେଛକ…
ଅଚ୍ୟୁତ ସାମନ୍ତଙ୍କୁ ଉତ୍କଳ ବିଶ୍ୱବିଦ୍ୟାଳୟରୁ ସମ୍ମାନସୂଚକ ଡକ୍ଟୋରେଟ୍
ଅଚ୍ୟୁତଙ୍କ ୫୦ତମ ସମ୍ମାନସୂଚକ ଡକ୍ଟୋରେଟ୍ ଡିଗ୍ରୀ
ଭୁବନେଶ୍ୱର: ବିଶିଷ୍ଟ ଶିକ୍ଷାବିତ୍, ସମାଜସେବୀ, କିଟ୍ ଓ କିସ୍ର ପ୍ରତିଷ୍ଠାତା ତଥା କନ୍ଧମାଳ ସାଂସଦ ଅଚ୍ୟୁତ ସାମନ୍ତଙ୍କୁ ଉତ୍କଳ ବିଶ୍ୱବିଦ୍ୟାଳୟ ପକ୍ଷରୁ ସମ୍ମାନସୂଚକ ଡି.ଲିଟ୍ ଡିଗ୍ରୀ ପ୍ରଦାନ କରାଯାଇଛି। ଆଜି ଅନୁଷ୍ଠିତ…
ଗାଁ କୁ ଗାଁ ବୁଲି ଲୋକଙ୍କ ସହ ସିଧା ଯୋଡି ହେଉଛନ୍ତି ବର୍ଷା
ନୂଆ ବିଧାୟିକାଙ୍କୁ ପାଖରେ ପାଇଁ ଲୋକ ବି ଖୁସି
ବରଗଡ :- ପଦ୍ମପୁର ଉପନିର୍ବାଚନ ଅନେକ ଗୁଡିଏ କାରଣ କୁ ନେଇ ଚଳିତ ବର୍ଷ ଗଣମାଧ୍ୟମ ବୋଧହୁଏ ସର୍ବାଧିକ ଚର୍ଚ୍ଚାର ବିଷୟ ପାଲଟି ଯାଇଥିଲା । ପଦ୍ମପୁର ନିର୍ବାଚନ ମଣ୍ଡଳୀର ଭୁତପୂର୍ବ ବିଧାୟକ ଶ୍ରୀ ବିଜୟ ରଞ୍ଜନ ସିଂ ବରିହା ଙ୍କର ବିୟୋଗ ପରେ…
ଡ. ସୁରେନ୍ଦ୍ରନାଥ ମହାପାତ୍ର ହେଲେ ‘ବିଶ୍ବ ଓଡ଼ିଶା’ ର କାର୍ଯ୍ୟକାରୀ ସଭାପତି
"ବିଶ୍ବ ଓଡ଼ିଶା"ର ଧଉଳି ଅଧିବେଶନ ଅନୁଷ୍ଠିତ
ବିଶ୍ବ ଓଡ଼ିଶା ସଦ୍ଭାବନା ରାଷ୍ଟ୍ରଦୂତ ଇଣ୍ଡୋନେସିଆ ନିଯୁକ୍ତ ହେଲେ ଶୁଭେନ୍ଦୁ ମିଶ୍ର
ଭୁବନେଶ୍ୱର (ଶାସକ ପ୍ରଶାସକ) : 'ବିଶ୍ବ ଓଡ଼ିଶା' ଅନୁଷ୍ଠାନର ଏକ ସ୍ୱତନ୍ତ୍ର ଅଧିବେଶନ ଧଉଳି ଶାନ୍ତିସ୍ତୁପଠାରେ ଉପ ସଭାପତି ଦିଲୀପ କୁମାର ରାୟଙ୍କ…
ଶ୍ରୀଶ୍ରୀ ନୃସିଂହନାଥ ମନ୍ଦିରରେ ବିଶ୍ୱପ୍ରସିଦ୍ଧ ଧନୁଯାତ୍ରାର ପୋଷ୍ଟର ଓ ଲିଫଲେଟ ଉନ୍ମୋଚିତ
ବରଗଡ :-ବରଗଡ଼ ର ବିଶ୍ୱପ୍ରସିଦ୍ଧ ଧନୁଯାତ୍ରା ପାଇଁ ଇତି ମଧ୍ୟରେ ସମସ୍ତ ପ୍ରକାର ପ୍ରସ୍ତୁତି ପ୍ରାୟ ଶେଷ ପର୍ଯ୍ୟାୟରେ । ଆଉ ମାତ୍ର କିଛିଦିନ ପରେ ଶୁଭିବ ବିଶ୍ୱ ବିଜୟୀ ପ୍ରବଳ ପ୍ରତାପୀ ମହାରାଜ କଂସ ଙ୍କର ଅଟ୍ଟହାସ୍ୟ । ମଥୁରା ନଗରୀରେ ପରିଣତ ହୋଇଯିବ ବରଗଡ଼ ସହର । ବିଶ୍ୱପ୍ରସିଦ୍ଧ…
ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ୫ଜିର ସଫଳ ପରୀକ୍ଷଣ
ଭୁବନେଶ୍ୱର: ଭାରତର ପ୍ରେମିୟର କମ୍ୟୁନିକେଶନ୍ସ ସଲ୍ୟୁଶନ୍ସ ପ୍ରଦାତା ଏୟାରଟେଲ୍ ଓ ଏସିଆର ବିଶ୍ୱସନୀୟ ହେଲ୍ଥକେୟାର ଗ୍ରୁପ୍ ଆପୋଲୋ ହସ୍ପିଟାଲ ମିଳିତ ଭାବେ ଭାରତର ପ୍ରଥମ ୫ଜି ଚାଳିତ ଆର୍ଟିଫିସିଆଲ ଇଂଟେଲିଜେନ୍ସ (ଏଆଇ) ଗାଇଡେଡ୍ କୋଲୋନୋସ୍କୋପି ଟ୍ରାଏଲ୍ କରିଛନ୍ତି । ଏହି ପରୀକ୍ଷଣକୁ…
4790 କନେଷ୍ଟବଳ ପଦବୀ ପୂରଣ କରିବାପାଇଁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ
ଭୁବନେଶ୍ୱର : ଓଡିଶା ପୋଲିସରେ ୪୭୯୦ଟି କନେଷ୍ଟବଳ ପଦବୀ ପୂରଣ ପାଇଁ ପ୍ରକ୍ରିୟା ଆରମ୍ଭ କରିବାପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ନିର୍ଦ୍ଦେଶ ଦେଇଛନ୍ତି। ଚଳିତ ବର୍ଷ ୪ଟି ପର୍ଯ୍ୟାୟରେ ଏହି ପଦବୀଗୁଡିକୁ ମୁଖ୍ୟମନ୍ତ୍ରୀ ମଞ୍ଜୁରୀ ପ୍ରଦାନ କରିଛନ୍ତି। ଖାଲିଥିବା ଥିବା ଏ ସମସ୍ତ ପଦବୀ…
ବଡଦିନରେ ସୋଆ କ୍ୟାମ୍ପସ୍ ପରିଭ୍ରମଣ କରିବ ବିଶ୍ୱକପ୍ ହକି ଟ୍ରଫି
ଭୁବନେଶ୍ୱର,: ଓଡ଼ିଶାରେ ପୁରୁଷ ହକି ବିଶ୍ୱକପ୍ ପ୍ରତିଯୋଗିତା ଆସନ୍ତା ଜାନୁଆରୀ ୧୩ ରୁ ୨୯ ପର୍ଯ୍ୟନ୍ତ ଆୟୋଜିତ ହେବାକୁ ଥିବା ବେଳେ ଏହାର ଟ୍ରଫି ବଡ଼ଦିନ ଦିନ ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିସରକୁ ଆସିବ । ଭାରତ ସମେତ ୧୬ଟି ଦେଶ ଏହି ବିଶ୍ୱକପ୍ରେ ଭାଗ ନେଉଥିôବା ବେଳେ ଡିସେମ୍ବର ୨୫ରେ…
ଉତ୍କଳ ଆଲୁମିନାରେ ଅନ୍ ସାଇଟ ଜରୁରୀକାଳୀନ ମକ୍ ଡ୍ରିଲ
କାଶୀପୁର /ଟିକିରି ରୁ ବୈକୁଣ୍ଠ ଦୁରିଆ : ନିରାପତ୍ତା ଶୃଙ୍ଖଳାକୁ ଆପଣାଇ ସଂସ୍ଥାରେ ଏକ ମଜଭୁତ ନିରାପତ୍ତା ସଂସ୍କୃତି ଗଢିତୋଳିବା ଲକ୍ଷ୍ୟରେ ନିରନ୍ତର ପ୍ରୟାସ ସ୍ୱରୂପ ଆଦିତ୍ୟ ବିର୍ଲାର ହିଣ୍ଡାଲ୍କୋ ଇଣ୍ଡଷ୍ଟ୍ରିଜ ଲିମିଟେଡର ଏକ ସହଯୋଗୀ କମ୍ପାନୀ ଉତ୍କଳ ଆଲୁମିନା ଇଣ୍ଟରନ୍ୟାସନାଲ ଲିମିଟେଡ…