Sign in
Sign in
Recover your password.
A password will be e-mailed to you.
ଆଇଓସିଏଲର ମନମାନି ପାଇପ ଖୋଳା
ଓଡ଼ଗାଁ ୩୩ କେଭି ଲାଇନ ଖମ୍ବ ବିପଦରେ, ବିଦ୍ୟୁତ ସେବା ବ୍ୟାହତ ହେବାର ସମ୍ଭାବନା
ଓଡଗାଁ,(ଶ୍ରୀକାନ୍ତ କୁମାର ମିଶ୍ର) : ଓଡ଼ଗାଁ ଆଦର୍ଶ ଥାନା ଅନ୍ତର୍ଗତ ଆମ୍ବରପୁର ନିକଟରେ ଆଇଓସିଏଲ ଦ୍ବାରା ପାଇପ ପୋତିବା ଉଦେଶ୍ୟରେ ମନମାନିରେ ଖୋଳା ଚାଲିଥିବାରୁ ୩୩ କେଭି ବିଦ୍ୟୁତ ଲାଇନ ପ୍ରତି ଏହା ବିପଦ…
ବାହାଡ଼ାଝୋଲା ଦଧିବାମନ ଜିଉ +୩ ମହାବିଦ୍ୟାଳୟ,ଭାରପ୍ରାପ୍ତ ଅଧ୍ୟକ୍ଷାଙ୍କ ଦାୟିତ୍ଵ ହସ୍ତାନ୍ତର ଏବଂ ତୋଷାରପାତ ଅର୍ଥ…
କଲେଜରେ ତାଲାବନ୍ଦ ସହିତ ଗଣ ଧାରଣା ଦେବାକୁ ଚେତାବନୀ
ଓଡ଼ଗାଁ,(ଶ୍ରୀକାନ୍ତ କୁମାର ମିଶ୍ର): ୨୦୧୨ ମସିହା ଠାରୁ ୨୦୨୨ ପର୍ଯ୍ୟନ୍ତ ଅଧ୍ୟକ୍ଷ ପଦବୀକୁ ନେଇ ଲାଗିରହିଥିବା ବିବାଦ ତୁଟୁନାହିଁ। ଏବଂ ଆତ୍ମସାତ ହୋଇଥିବା ୩୦ ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କା ଫେରାଇ ଆଣିବା ଲାଗି ଆଞ୍ଚଳିକ ବିକାଶ ପରିଷଦ…
ରଙ୍ଗଣୀପାଟଣା ୪ର୍ଥ ଆରସିଏ କପ୍ ୨୦୨୨ ଉଦଘାଟିତ
ଓଡ଼ଗାଁ(ଶ୍ରୀକାନ୍ତ କୁମାର ମିଶ୍ର): ଓଡ଼ଗାଁ ବ୍ଳକ ରଙ୍ଗଣୀପାଟଣା ପଞ୍ଚାୟତ ରଙ୍ଗଣୀପାଟଣା ଉଧବ ଉଚପ୍ରାଥମିକ ବିଦ୍ୟାଳୟ ଖେଳପଡିଆ ଠାରେ ଆଜି ୪ର୍ଥ ଆରସିଏ କପ୍ ୨୦୨୨ ଉଦଘାଟିତ ହୋଇଯାଇଛି । ପ୍ରଥମ ଲିଗ୍ ମ୍ୟାଚ୍ ନନ୍ଦିଘୋର ଓ ପାଣ୍ଡେରିପଡା ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ପଚ୍ ଜିତି ନନ୍ଦିଘୋର…
ରାମାନୁଜନ୍ ଗଣିତ କ୍ଲବ, ପାରଳାଖେମୁଣ୍ଡି ତରଫରୁ ରାମାନୁଜନ୍ ଙ୍କ ସ୍ମୃତି ସଭାର ଦଶମ ସଂସ୍କରଣର ସଂଧ୍ୟା
ପାରଳାଖେମୁଣ୍ଡି /ବାଳକୃଷ୍ଣ ପାଣିଗ୍ରାହୀ : ରାମାନୁଜନ୍ ଗଣିତ କ୍ଲବ, ପାରଳାଖେମୁଣ୍ଡି ତରଫରୁ ରାମାନୁଜନ୍ ଙ୍କ ସ୍ମୃତି ସଭାର ଦଶମ ସଂସ୍କରଣର ସଂଧ୍ୟା ପାରଳାଖେମୁଣ୍ଡି ସ୍ଥିତ ମହେନ୍ଦ୍ରଗିରି (ପୌର) ସରକାରୀ ଉଚ୍ଚ ବିଦ୍ୟାଳୟର ପରିସର ମଧ୍ୟରେ ବୌଦ୍ଧିକ , ବିଶ୍ଳେଷିତ ଓ ସମସ୍ୟା - ସମାଧାନର ଏକ…
ନୟାଗଡ଼ ଜିଲ୍ଲା ଗସ୍ତରେ ମୁଖ୍ୟ ଶାସନ ସଚିବ.
ଶ୍ରୀ ରଘୁନାଥ ଜିଉ ମନ୍ଦିର ରୁପାନ୍ତରୀକରଣ ପାଇଁ ଆନ୍ତରିକତା ପ୍ରଦର୍ଶନ
ଓଡ଼ଗାଁ(ଶ୍ରୀକାନ୍ତ କୁମାର ମିଶ୍ର):ଶନିବାର ଦିନ ନୟାଗଡ଼ ଜିଲ୍ଲା ଗସ୍ତରେ ଓଡିଶା ମୂଖ୍ୟ ଶାସନ ସଚିବ ସୁରେଶ କୁମାର ମହାପାତ୍ର ଆସିଥିବା ବେଳେ ମଧ୍ୟାହ୍ନରେ ଓଡ଼ଗାଁ ବିଜେ ଶ୍ରୀ ରଘୁନାଥ ଜିଉଙ୍କୁ ଆସି ଦର୍ଶନ କରିଥିଲେ…
ସୋଆ ପ୍ରତିଷ୍ଠାତା ସଭାପତିଙ୍କୁ ଆଇଆଇଟି ଖଡଗ୍ପୁର ପକ୍ଷରୁ ସମ୍ମାନଜନକ ବିଶିଷ୍ଟ ପୂର୍ବତନ ଛାତ୍ର ସମ୍ମାନ ପ୍ରଦାନ
ଭୁବନେଶ୍ୱର,: ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପ୍ରତିଷ୍ଠାତା ସଭାପତି ପ୍ରଫେସର (ଡକ୍ଟର) ମନୋଜରଞ୍ଜନ ନାୟକଙ୍କୁ ୨୦୨୨ ନିମନ୍ତେ ଆଇଆଇଟି ଖଡଗପୁର ପକ୍ଷରୁ ଶନିବାର ସମ୍ମାନ ଜନକ ବିଶିଷ୍ଟ ପୂର୍ବତନ ଛାତ୍ର ସମ୍ମାନରେ ସମ୍ମାନିତ କରାଯାଇଛି ।ଡିସେମ୍ବର ୨୪ ତାରିଖ ଦିନ ଆୟୋଜିତ ହୋଇଥିବା ଆଇଆଇଟି…
କିଟ୍ ଇଣ୍ଟରନ୍ୟାସନାଲ୍ ସ୍କୁଲ୍ର ୧୬ତମ ବାର୍ଷିକ ଉତ୍ସବ ଉଡାନ୍
ଭୁବନେଶ୍ୱର: କିଟ୍ ଇଣ୍ଟରନ୍ୟାସନାଲ୍ ସ୍କୁଲ୍ର ୧୬ତମ ବାର୍ଷିକ ଉତ୍ସବ ଉଡାନ୍ ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି । କିଟ୍ ଓ କିସ୍ର ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏହାକୁ ଉଦ୍ଘାଟନ କରିଥିଲେ । ଏହି ଅବସରରେ ସେ ଛାତଛାତ୍ରୀଙ୍କୁ ମାନବିକ ମୂଲ୍ୟବୋଧ ଓ…
ସମ୍ବେଦନଶୀଳ ପ୍ରସଙ୍ଗକୁ ନେଇ ହୀନ ରାଜନୀତି କରୁଛି ବିଜେପି : ବିଜେଡି
ବିଜେପି ରାଜ୍ୟସଭାପତିଙ୍କ ଅଭିଯୋଗର ଜବାବ ଦେଲେ ବଜେଡ଼ି ଛାତ୍ରନେତ୍ରୀ ଇପ୍ସିତା
ବିଜେଡିର ପ୍ରତିଷ୍ଠା ଦିବସ ବେଳେ ବିଜେପିର ବିରୋଧ ନାଟକ
ପ୍ରମାଣ ଥିଲେ ଅଦାଲତରେ ଉପସ୍ଥାପନ ପାଇଁ ବିଜେଡିର ଆହ୍ୱାନ
ଏଭଳି ରାଜନୀତି ପାଇଁ ବିଜେପି ଆଗାମୀ ଦିନରେ ବି ପ୍ରତ୍ୟାଖ୍ୟାନ ହେବ…
ଏଣ୍ଡୋସ୍କୋପିକ୍ ପଦ୍ଧତିରେ ବାଳକର ନାକରୁ ଟେନିସ୍ ବଲ୍ ଆକାରର ଟ୍ୟୁମର ବାହାର କରିବାରେ ସମ୍ମମ୍ର ସର୍ଜନ ସଫଳ
ଭୁବନେଶ୍ୱର, ୨୪/୧୨: ଏକ ୮ ବର୍ଷର ବାଳକର ନାକରୁ ଟେନିସ୍ ବଲ୍ ଆକାରର ଟ୍ୟୁମରକୁ ନାକ ବାଟେ ଏଣ୍ଡୋସ୍କୋପିକ୍ ପ୍ରକ୍ରିୟାରେ ବାହାର କରିବାରେ ସଫଳ ହୋଇଛନ୍ତି ସମ୍ ଅଲ୍ଟିମେଟ ମେଡିକେୟାରର ସର୍ଜିକାଲ ଟିମ୍ ।ଯାଜପୁର ଅଂଚଳର ଆୟୁଷ କୁମାର ସାହୁ ନାମକ ବାଳକଟି ଦୀର୍ଘ ୬ ମାସ ଧରି ନାକ ବନ୍ଦ…
ରାଜନୀତିର ଅପରାଧୀକରଣ ପ୍ରତିବାଦରେ ଆସନ୍ତା ୨୬ରେ ରାଜ୍ୟବ୍ୟାପୀ ସତ୍ୟାଗ୍ରହ
୨୩ ବର୍ଷ ବିଜେଡି ଶାସନରେ ରାଜନୈତିକ ନେତାଙ୍କ ଅପରାଧର ଚରାଭୂଇଁ ପାଲଟିଛି ଓଡିଶା: ସମୀର ମହାନ୍ତି
ଭୁବନେଶ୍ୱର: ଶାନ୍ତିପ୍ରିୟ ରାଜ୍ୟ ଏବଂ ଜଗନ୍ନାଥ ସଂସ୍କୃତିରେ ଓଡିଶାର ସୁଖ୍ୟାତି ରହିଛି । ମାତ୍ର ଗତ ୨୩ ବର୍ଷରେ ବିଜେଡିର ନିରୁଙ୍କଶ ଶାସନରେ ଓଡିଶା ଆଜି ରାଜନୈତିକ ଅପରାଧୀଙ୍କ ଚରାଭୂଇଁ…