ଓଡ଼ିଶା ମିଲେଟ ମିଶନ୍ ପକ୍ଷରୁ ଫାର୍ମ ମେସିନାରୀ ମେଳା

0

ବୌଦ୍ଧ: ଓଡ଼ିଶା ମିଲେଟ ମିଶନ୍ ପକ୍ଷରୁ ଓଡ଼ିଶାର ବୌଦ୍ଧଠାରେ ଏକ ଫାର୍ମ ମେସିନାରୀ ମେଳାର ସଫଳ ଆୟୋଜନ କରିଛି । WASSAN, ମିଶନଶକ୍ତି ଏବଂ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ସଦସ୍ୟଙ୍କ ମିଳିତ ଭାଗିଦାରୀରେ ଓଡ଼ିଶା ମିଲେଟ୍ ମିଶନ ମିଲେଟ ଗ୍ରାଇଣ୍ଡର-ପଲଭାଇଜର ଏବଂ ଥ୍ରେସିଂ ମେସିନ୍ ଆଦି ବଣ୍ଟନ କରିଛି । ଏହି ବଣ୍ଟନ ମିଲେଟ ବ୍ୟବହାରକୁ ବୃଦ୍ଧି କରିବ ତଥା ବିକେନ୍ଦ୍ରୀକରଣ ପ୍ରକି୍ରୟାକରଣ ୟୁନିଟ୍ ଗଠନ କରିବାରେ ସାହାଯ୍ୟ କରିବ ବୋଲି ଆଶା କରାଯାଉଛି । 

Leave A Reply

Your email address will not be published.