ଡ଼ାକ୍ତର ସମସ୍ୟା ର ସମାଧାନ ଦାବି ନେଇ ତେଜିଲେ ଗୁଣପୁରବାସୀ

ଗୁଣପୁର ରୁ ସନ୍ତୋଷ କୁମାର ଚୌଧରୀ: ଆଜିରାୟଗଡ଼ା ଜିଲ୍ଲା ଗୁଣପୁରର ଠାରେ ଡ଼ାକ୍ତର ସମସ୍ୟାର ସମାଧାନ ନେଇ ଗୁଣପୁର ଉପଖଣ୍ଡ ବିକାଶ ପରିଷଦ ଗୁଣପୁର ଜନସାଧାରଣ ତରଫରୁ ଗୁଣପୁର ପୁରୁଣା ବସ୍ ଷ୍ଟାଣ୍ଡ ଗାନ୍ଧୀ ପ୍ରତିମୂର୍ତ୍ତୀ ଠାରୁ ଏକ ପଦଯାତ୍ରା ବାହାରି ଗୁଣପୁର ଉପଜିଲ୍ଲାପାଳ କାର୍ଯ୍ୟାଳୟ…

ଅସୁସ୍ଥ ପ୍ରଶାନ୍ତଙ୍କୁ ସାଉଦି ଆରବରୁ ଘରକୁ ଫେରାଇ ଆଣିଲା ଓଡିଶା ମୋ ପରିବାର

ସାଉଦି ଆରବରୁ ନିଜ ଜନ୍ମସ୍ଥାନକୁ ଫେରିବା ପାଇଁ ସମସ୍ତ ଆଶା ହରାଇ ଦେଇଥିଲେ ପ୍ରଶାନ୍ତ, ଆଉ ଏତିକି ବେଳେ ସହାୟତାର ହାତ ବଢାଇଲା ଓଡ଼ିଶା-ମୋ ପରିବାର । ସ୍ଵତନ୍ତ୍ର ବ୍ୟବସ୍ଥା କରାଯାଇ ବିଦେଶରୁ ତାଙ୍କୁ ଫେରାଇ ଅଣାଯିବା ସହ ଓଡ଼ିଶାରେ ମଧ୍ୟ ଉତ୍ତମ ଚିକିତ୍ସା ସହାୟତା ପାଇବା ପାଇଁ ସଂଗଠନ ପକ୍ଷରୁ…

ଗଧ କ୍ଷୀରରୁ ଆଣ୍ଟି ଏଜିଙ୍ଗ ସାବୁନ୍ : ଷ୍ଟାର୍ଟଅପ୍ କନ୍‌କ୍ଲେଭ୍‌ରେ ଚର୍ଚାରେ ମହିଳା ଉଦ୍ୟୋଗୀ

ସୋଆରେ ଦୁଇ ଦିନିଆ ଷ୍ଟାର୍ଟଅପ୍ କନ୍‌କ୍ଲେଭ୍ ଆରମ୍ଭ ଭୁବନେଶ୍ୱର, ୧୮/୦୩ : ତ୍ୱଚାରେ ବାର୍ଦ୍ଧକ୍ୟର ଚିହ୍ନକୁ ହ୍ରାସ କରାଇବା ସହ ଶରୀରରେ ଚମକ ଆଣିବା ଦିଗରେ ସହାୟକ ହୋଇପାରୁଛି ଗଧ ଦୁଗ୍ଧରୁ ପ୍ରସ୍ତୁତ ସାବୁନ୍ । ପ୍ରସାଧନ ନିମନ୍ତେ ପ୍ରସ୍ତୁତ ସାମଗ୍ରୀରେ ଯୋଡ଼ି ହୋଇଯାଇଛି ଗଧ ଦୁଗ୍ଧରୁ…

ଜଙ୍ଗଲ ସୁରକ୍ଷା ପାଇଁ ଶିକ୍ଷକ ଙ୍କ ନିଆରା ପ୍ରୟାସ

https://youtu.be/CHwfno9KEoM ଯଶିପୁର: ଗତ କିଛି ଦିନ ହେଲା ଜଙ୍ଗଲ ରେ ନିଆଁ କୁ ନେଇ ଚାରିଆଡ଼େ ଚର୍ଚ୍ଚା। ମୟୁରଭଞ୍ଜ ଜିଲ୍ଲାର ଯଶୀପୁର ଅଞ୍ଚଳ ଯାହାକି "ଶିମିଳିପାଳ ଅଭୟାରଣ୍ୟ" ଏହାର ର ବିଭିନ୍ନ ସ୍ଥାନରେ ନିଆଁ ଲାଗି ବହୁ କ୍ଷୟକ୍ଷତି ହେଉଥିବା ନଜର କୁ ଆସୁଛି । ଏହାର ପାଦଦେଶରେ ଥିବା…

ବନ୍ତ ବିଡ଼ିଓଙ୍କ ଦାଦାଗିରି ଅଭିଯୋଗ , ନିଲମ୍ବନ ଦାବି କଲା ବିଜେପି

https://youtu.be/sRJQAI7HH9c ଭଦ୍ରକରୁ ସତ୍ୟ ସ୍ୱାମୀ : ଭଦ୍ରକ ଜିଲ୍ଲା ଭଣ୍ଡାରିପୋଖରୀ ନିର୍ବାଚନମଣ୍ଡଳୀରେ ଜଙ୍ଗଲ ରାଜ ଚାଲିଛି ବୋଲି ଅଭିଯୋଗ କରିଛି ବିଜେପି | ଏହାସହିତ ବନ୍ତ ବିଡ଼ିଓଙ୍କ ଦାଦାଗିରି ପରିପ୍ରେକ୍ଷୀରେ ତାଙ୍କୁ ନିଲମ୍ବିତ କରିବା ସହ ଅଘଟଣାର ପୁଙ୍ଖାନୁପୁଙ୍ଖ ତଦନ୍ତ…

ବିଧାୟକଙ୍କ ଦରମା ବୃଦ୍ଧି ପୂର୍ବରୁ ବାର୍ଦ୍ଧକ୍ୟ, ବିଧବା ଏବଂ ଭିନ୍ନକ୍ଷମ ମାନଙ୍କ ପାଇଁ ଭତ୍ତା ୨୫୦୦କୁ ବୃଦ୍ଧି କର

ଦିଲ୍ଲୀରେ ବିଧାୟକଙ୍କ ଦରମା ଏବର୍ଷ ଫେବୃଆରୀରୁ ବଢି ନବେ ହଜାର ହେଇଛି "ଦିଲ୍ଲୀର ବିଧାୟକ ମାନଙ୍କ ଦରମା ଚାରି ଲକ୍ଷ ଟଙ୍କା ବୋଲି ମିଥ୍ୟା ପ୍ରଚାର କରି ଓଡ଼ିଶାରେ ବିଧାୟକଙ୍କ ଦରମାକୁ ଦୁଇ ଲକ୍ଷ ପଚାଶ ହଜାର ଟଙ୍କା କରିବା ପାଇଁ ଉଦ୍ୟମ ହେଉଛି l ଏହା ଜନସାଧାରଣଙ୍କ ପ୍ରତି ପ୍ରତାରଣା ଅଟେ |"…

ଜିଲ୍ଲାସ୍ତରୀୟ “ବିଶ୍ଵ କଳାମୋତିଆ” ସପ୍ତାହ-୨୦୨୩ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ

https://youtu.be/x6eI4xMvioU ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀଙ୍କ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷ ଠାରେ ଶୁକ୍ରବାର ଦିନ ଜିଲ୍ଲା ସ୍ବାସ୍ଥ୍ୟ ସମିତି ଅନ୍ତର୍ଗତ ଜିଲ୍ଲା…

ଗୀତ ଗୋବିନ୍ଦ ସଦନ ପାଠାଗାର ପରିଦର୍ଶନ କଲେ ମନ୍ତ୍ରୀ ଶ୍ରୀ ଘଡେଇ

• ଶୃଙ୍ଖଳିତ ପରିବେଶ, ଭରପୁର ଉପସ୍ଥାନ ଦେଖି ସନ୍ତୋଷ ବ୍ୟକ୍ତ କଲେ ମନ୍ତ୍ରୀ • ପାଠାଗାରରେ ଅଧ୍ୟୟନ କରି କୃତକାର୍ୟ୍ୟ ହେଉଛନ୍ତି ବହୁ ବିଦ୍ୟାର୍ଥୀ। ଭୁବନେଶ୍ଵର: ଆଜି ପୂର୍ବାହ୍ନରେ ରାଜ୍ୟ ଗ୍ରାମ୍ୟ ଉନ୍ନୟନ, ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ମନ୍ତ୍ରୀ ଇଂ ପ୍ରୀତି ରଞ୍ଜନ…

ବଣାଇଁ ବନଖଣ୍ଡ ବିଭାଗ ର କଠିନ ପରିଶ୍ରମ ଯୋଗୁଁ ସୁସ୍ଥ ହୋଇ ଜଙ୍ଗଲ କୁ ଗଲା ହାତୀ ଶାବକ

ସୁନ୍ଦରଗଡ଼(ବସନ୍ତ କୁମାର ଜେନା) : ଵଣାଇଁ ବନଖଣ୍ଡ କୋଇଡା ବନାଞ୍ଚଳ ଅନ୍ତର୍ଗତ ତୋଡା ସେକ୍ସନ ଝିରପାଣି ବିଟ୍ ନିକଟରେ ଅଚେତ ଅବସ୍ଥାରେ ପଡ଼ିଥିବା ଏକ ହାତୀ ଶାବକ କୁ ଉଦ୍ଧାର କରି ଚିକିତ୍ସା କରିଛି ବନବିଭାଗ । କିଛିଦିନ ହେଲା ଏହି ଅଞ୍ଚଳରେ ଏକ ୮ ଟିକିଆ ହାତୀପଲ ବିଚରଣ କରୁଥିଲେ । ଏହି ପଲରେ…

ଟ୍ରେନ୍ ସମ୍ବନ୍ଧୀୟ ଗୁରୁତ୍ୱପୂର୍ଣ୍ଣ ସୂଚନା: କିଛି ଟ୍ରେନ ବାତିଲ, ଆଉ କିଛି ଆଂଶିକ ବାତିଲ

ଛତ୍ରିପୁଟ ଏବଂ ମାଲିଗୁଡା ମଧ୍ୟରେ ଦୋହରୀକରଣ ଶୀଘ୍ର କାର୍ଯ୍ୟକ୍ଷମ ହେବ | ଭୁବନେଶ୍ୱର: ଦୋହରୀକରଣ କାର୍ଯ୍ୟକ୍ଷମ ପାଇଁ ମାଲିଗୁଡା ଏବଂ ଛତ୍ରିପୁଟ ମଧ୍ୟରେ ନିରାପତ୍ତା ସମ୍ବନ୍ଧୀୟ ଆଧୁନିକୀକରଣ କାର୍ଯ୍ୟକୁ ଦୃଷ୍ଟିରେ ରଖି କିଛି ଟ୍ରେନକୁ ଅସ୍ଥାୟୀ ଭାବରେ ବାତିଲ ଏବଂ ଆଂଶିକ ବାତିଲ କରିବାକୁ…