Sign in
Sign in
Recover your password.
A password will be e-mailed to you.
ପଦ୍ମଭୂଷଣ ପୁରସ୍କାର ଗ୍ରହଣ କଲେ ଆଦିତ୍ୟ ବିର୍ଲା ଗୃପ ମୁଖ୍ୟ କୁମାର ମଙ୍ଗଳମ୍ ବିର୍ଲା
ନୂଆଦିଲ୍ଲୀ : ବିଶିଷ୍ଟ ଶିଳ୍ପପତି ଶ୍ରୀ କୁମାର ମଙ୍ଗଳମ୍ ବିର୍ଲା ଆଜି ସନ୍ଧ୍ୟାରେ ରାଷ୍ଟ୍ରପତି ଭବନରେ ମାନନୀୟା ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁଙ୍କଠାରୁ ମର୍ଯ୍ୟାଦାଜନକ ପଦ୍ମ ଭୂଷଣ ପୁରସ୍କାର ହାସଲ କରିଛନ୍ତି । ବ୍ୟବସାୟ ଓ ଉଦ୍ୟୋଗ ପ୍ରତି ଯୋଗଦାନ ଲାଗି ଶ୍ରୀ ବିର୍ଲାଙ୍କୁ ପଦ୍ମ…
-ଟ୍ରେନ ଲାଇନ ରେ ମହିଳାଙ୍କ କ୍ଷତ ବିକ୍ଷତ ମୃତ ଦେହ ଠାବ: ଟ୍ରେନ ଧକ୍କାରେ ମହିଳାଙ୍କ ମୃତ୍ୟୁ ହୋଇଥିବା ସନ୍ଦେହ।
କ୍ଷତିପୂରଣ ଦାବିରେ ଗ୍ରାମବାସୀଙ୍କ ୫୩ ନଂ ଜାତିୟରାଜପଥ ଅବରୋଧ। ପ୍ରଶାସନର ପ୍ରତିଶୃତି ପରେ ରାଜପଥ ଅବରୋଧ ହଟିଲା।
କାମାକ୍ଷାନଗର: କାମାକ୍ଷାନଗର-ଢେଙ୍କାନାଳ ଜିଲ୍ଲା କାମାକ୍ଷା ନଗର ଥାନା ପଥରଖମ୍ବ ଦେଇ ଯାଇଥିବା ନୂତନ ଟ୍ରେନ ଲାଇନ ରୁ ଜଣେ ମହିଳାଙ୍କ କ୍ଷତ ବିକ୍ଷତ ମୃତ ଦେହ ଠାବ ହୋଇଛି…
‘ଜ୍ୱିଗାଟୋ’ ଚଳଚ୍ଚିତ୍ର ଉପରୁ ପ୍ରମୋଦ କରଛାଡ କଲେ ରାଜ୍ୟ ସରକାର
file photo
ଭୁବନେଶ୍ୱର: ପ୍ରଖ୍ୟାତ ଅଭିନେତ୍ରୀ ନନ୍ଦିତା ଦାସଙ୍କ ନିର୍ଦ୍ଦେଶିତ ତଥା ବିଶିଷ୍ଟ ଅଭିନେତା କପିଲ ଶର୍ମାଙ୍କ ଅଭିନୀତ ‘ଜ୍ୱିଗାଟୋ’ ଫିଲ୍ମ ଉପରୁ ରାଜ୍ୟ ସରକାର ପ୍ରମୋଦ କର ଛାଡ କରିଛନ୍ତି । ଏ ସଂକ୍ରାନ୍ତୀୟ ପ୍ରସ୍ତାବକୁ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି…
ବିପଦର ବନ୍ଧୁ ଦରଦୀ ମଣିଷ ସୁଶାନ୍ତ ସିଂହ: କଥା ଦେଇଥିଲେ , ଆଉ କଥା ବି ରଖିଲେ
ଗାଇସିଲେଟ: ସବୁବେଳେ ଅସହାୟଙ୍କ ଦୁଃଖ ସୁଖ ରେ ସାମିଲ ହେଉଥିବା ପଶ୍ଚିମ ଓଡ଼ିଶା ର ଦରଦୀ ବନ୍ଧୁ ଟାଣୁଆ ବିଜେଡି ନେତା ସୁଶାନ୍ତ ସିଂ ସବୁବେଳେ ଲୋକଙ୍କ ସେବା ନିଜକୁ ସମର୍ପିତ କରୁଥିବା ଆମେ ସବୁବେଳେ ଦେଖି ଆସିଛୁ । ଆଜି ଆଉ ଏକ ଉଦାହରଣ ଦେଖିବାକୁ ମିଳିଛି ଶୁଶାନ୍ତ ଙ୍କ ପାଖରୁ । ବାପା ମାଁ…
ଓଡ଼ିଶା ବିଜେପିକୁ ନିର୍ଲଜ୍ଜ କହିଲା ବିଜେଡି
ଓଡ଼ିଶା ବିଜେପି ନିର୍ଲଜ୍ଜ ଭାବେ ବାରମ୍ବାର ମିଛ କହି ଚାଲିଛି: ବିଜେଡି
ବିରୋଧୀଦଳ ନେତା ଜୟନାରାୟଣ ମିଶ୍ର ଜଣେ ଓଡ଼ିଶା ବିରୋଧୀ ନେତା
ଗଣତନ୍ତ୍ରରେ ଏକ ସୁସ୍ଥ ବିରୋଧୀଦଳର ଆବଶ୍ୟକତା ରହିଛି
ମିଛକୁ ରଣନୀତି କରି ବିଜେପି କେବେବି ଲୋକଙ୍କ ଭରସା ଜିତି ପାରିବ ନାହିଁ…
ସୋନପୁର ଦୁର୍ଘଟଣାରେ ୩ ଛାତ୍ରଙ୍କ ମୃତ୍ୟୁ ଘଟଣାରେ ମୁଖ୍ୟମନ୍ତ୍ରୀଙ୍କ ଦୁଃଖ ପ୍ରକାଶ
ମୃତକଙ୍କ ନିକଟ ଆତ୍ମୀୟଙ୍କୁ ୩ ଲକ୍ଷ ଟଙ୍କା ଲେଖାଏ ଅନୁକମ୍ପାମୂଳକ ସହାୟତା, ଆହତଙ୍କ ପାଇଁ ଉପଯୁକ୍ତ ଚିକିତ୍ସା ଓ ୫୦ ହଜାର ଟଙ୍କା ଲେଖାଏ ସହାୟତା ଘୋଷଣା
ସୋନପୁରର ସଦର ବ୍ଲକ୍ର ଶରଧାବାଲି ସ୍କୁଲଠାରେ କାର୍ ଦୁର୍ଘଟଣାରେ ୩ ଜଣ ଛାତ୍ର ପ୍ରାଣ ହରାଇବା ଘଟଣାରେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ…
ଜାଗା ମିଶନକୁ ନେଇ ସରକାରଙ୍କୁ ପ୍ରମାଣ ସହ ବିଜୟ ପଟ୍ଟନାୟକଙ୍କ ସିଧା ଟାର୍ଗେଟ
ବାସଉପଯୋଗୀ ଜମି ଅଧିକାର ହିତାଧିକାରୀ ତାଲିକା ଚୟନରେ ଘୋର ଦୁର୍ନୀତି ହୋଇଛି
ଜାଗା ମିଶନର ହିତାଧିକାରୀ ଚୟନ ତାଲିକାରେ ବହୁ ଅନିୟମିତତା ଓ ଚଂଚକତା କରାଯାଇଛି
ଗରିବ ଲୋକଙ୍କୁ ଜମି ଯୋଗାଇ ଦେବା କ୍ଷେତ୍ରରେ ଏତେ ଦୁର୍ନୀତି କାହିଁକି ?
କଥାରେ ଟ୍ରାନ୍ସଫରମେଶନ ହୁଏ…
ଇର୍ଷା ନା ଭୟ : ସୁଶାନ୍ତଙ୍କୁ ନେଇ ଏତେ ଛାନିଆ କାହିଁକି ବିରୋଧୀ ?
ଟିମ ନବୀନର ପ୍ରମୁଖ ସଦସ୍ୟ , ନିର୍ବାଚନୀ ମୈଦାନରେ ସମ୍ମୁଖ ଭାଗ ଖେଳାଳି, ପଶ୍ଚିମ ଓଡ଼ିଶାର ଅନ୍ୟତମ ଟାଣୁଆ ନେତା ସର୍ବୋପରି ଜଣେ ସଫଳ ଷ୍ଟ୍ରାଇକର ସୁଶାନ୍ତ ସିଂଙ୍କର ପ୍ରତି ବିରୋଧୀଙ୍କର ନକାରାତ୍ମକ ମନୋଭାବର କାରଣ ସୁଶାନ୍ତଙ୍କର ଲୋକପ୍ରିୟତା ନା ନିର୍ବାଚନରେ ବାରମ୍ବାର ହାରିବାର ଭୟ !!!!…
ଦର୍ପଣ ପବ୍ଲିକେଶନର ନୂତନ କାର୍ଯ୍ୟାଳୟ ଉଦଘାଟିତ ସହ ‘ମଦ ମଣିଷ’ ଉନ୍ମୋଚିତ
ନୟାଗଡ଼,(ଲକ୍ଷ୍ମୀଧର ସାହୁ): ନୟାଗଡ଼ ଜିଲ୍ଲାର ଅଗ୍ରଣୀ ପ୍ରକାଶନୀ ସଂସ୍ଥା ଏବଂ ମିଡ଼ିଆ ହାଉସ 'ଦର୍ପଣ ପବ୍ଲିକେଶନ'ର ନୂତନ କାର୍ଯ୍ୟାଳୟ ଆଜି ଦର୍ପଣ କ୍ୟାମ୍ପସ ପରିସରରେ ଉଦଘାଟିତ ହେବା ସହିତ ଖବର କାଗଜ ଓ ନ୍ୟୁଜ ପୋର୍ଟାଲ 'ନୟାଗଡ଼ ଦର୍ପଣ'ର ପ୍ରତିଷ୍ଠାତା ଗୀତିକଳ୍ପ ହରିଶ ପ୍ରଧାନଙ୍କ ଲିଖିତ…
୧୦୬ଟି ଉନ୍ନୀତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ନାମଲେଖା ପାଇଁ ପ୍ରସ୍ତୁତି କର୍ମଶାଳା
ରାଜ୍ୟ ସରକାରଙ୍କର ଏହା ଏକ ଯୁଗାନ୍ତକାରୀ ପଦକ୍ଷେପ: ଗଣଶିକ୍ଷା ମନ୍ତ୍ରୀ ଶ୍ରୀ ଦାଶ
ଭୁବନେଶ୍ୱର: ଆସନ୍ତା ୨୦୨୩-୨୪ ଶିକ୍ଷା ବର୍ଷରୁ ରାଜ୍ୟରେ ୧୦୬ ଗୋଟି ଉନ୍ନୀତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଏକାଦଶ ଶ୍ରେଣୀ ଖୋଲାଯାଇ ଶିକ୍ଷାଦାନ ଆରମ୍ଭ ପାଇଁ ଏକ ଦିନିକିଆ ପ୍ରସ୍ତୁତି କର୍ମଶାଳା ଅନୁଷ୍ଠିତ…