Sign in
Sign in
Recover your password.
A password will be e-mailed to you.
ଅଭୟଙ୍କୁ ନୂଆ ଜୀବନ ଦେଲା ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା
(ସହାୟତା ଯୋଗାଇଦେଲା ଓଡ଼ିଶା-ମୋ ପରିବାର)
କେନ୍ଦ୍ରାପଡ଼ା ଜିଲ୍ଲା ପାଟକୁରା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ପୁଦିଲୋ ଗ୍ରାମର ବାସିନ୍ଦା ଅଭୟ କୁମାର ରାଉତ ଗତ ମାର୍ଚ୍ଚ ୧୫ତାରିଖ ବିଳମ୍ବିତ ରାତିରେ ହଠାତ୍ ହୃଦ୍ ଘାତର ଶିକାର ହେଲେ । ପରିବାରବର୍ଗ ନିଜର ବୁଦ୍ଧି ବଳରେ ପମ୍ପିଂ କରି ଅଭୟଙ୍କୁ…
ଜଗନ୍ନାଥ ମନ୍ଦିର ପ୍ରତିଷ୍ଠା ବାର୍ଷିକି ଷୋହଲ ପ୍ରହରୀ ନାମଯଜ୍ଞ
ମେଲଛାମୁଣ୍ଡା,୨୦/୩(ମନୋଜ ଭୋଇ)- ବରଗଡ ଜିଲ୍ଳା ଝାରବନ୍ଧସ୍ଥିତ ଜଗନ୍ନାଥ ମନ୍ଦିର ପରିସରରେ ଜଗନ୍ନାଥ ମନ୍ଦିର ପ୍ରାଣ ପ୍ରତିଷ୍ଠାର ୨୩ତମ ବାର୍ଷିକି ଉତ୍ସବ ଅବସରରେ ଷୋହଲ ପ୍ରହରୀ ନାମଯଜ୍ଞ ତିନି ଦିନ ବ୍ୟାପି ଅନୁଷ୍ଠିତ ହୋଇଯାଇଛି । ଯଜ୍ଞର ଆଦ୍ୟ ପର୍ବ କଲସ ଶୋଭାଯାତ୍ରା ଶନିବାର ଦିନ…
ସୀମାନ୍ତ ରେ ରକ୍ତ ଦାନ ଶିବିର, ଯବାନ ମାନେ କଲେ ରକ୍ତ ଦାନ
ବରଗଡ :- ବରଗଡ଼ ଜିଲ୍ଲା ଝାରବନ୍ଧ ବ୍ଲକ ଜଗଦଲପୁର ସ୍ୱାସ୍ଥ୍ୟ କେନ୍ଦ୍ର ଠାରେ ଆଜି ବିଜୁ ଜନତା ଦଳର ଓଡିଶା ମୋ ପରିବାର ତରଫରୁ ଏକ ରକ୍ତଦାନ ଶିବିର ର ଅୟୋଜନ କରାଯାଇଥିଲା । ପଦ୍ମପୁର ନିର୍ବାଚନ ମଣ୍ଡଳୀର ବିଧାୟିକା ବର୍ଷା ସିଂ ବରିହା ଙ୍କର ନିର୍ଦେଶ ରେ ଅୟୋଜିତ ଏହି ଶିବିର କୁ ମୁଖ୍ୟ ଅତିଥି…
ଜଷ୍ଟିସ ଅନ ଦି ସ୍ପଟ
ବରଗଡ -ବରଗଡ ଜିଲ୍ଲାପାଳ ମୋନୀଷା ବାନାର୍ଜୀ ଓ ଏସପି ପିଏସ ମୀନା ଗତ କାଲି ୨୦ତାରିଖରେ ଝାରବନ୍ଧ ଠାରେ ଯୁଗ୍ମ ଅଭିଯୋଗ ଜନ ଶୁଣାଣୀରେ ଯୋଗଦାନ କରିଥିଲେ।ଗ୍ରାମାଂଚଳରୁ ଲୋକମାନେ ଆସି ଜିଲ୍ଲାପାଳଙ୍କୁ ଜଣାଇଥିଲେ।ବିଲାସପୁର ଗ୍ରାମ ପଂଚାୟତ ଗଣ୍ତପରା ଗ୍ରାମର ରାଜେନ୍ଦ୍ର ସାହୁଙ୍କ ଜାଲ ଦସ୍ତଖତରେ…
ସରକାରୀ ଯୋଜନା କାହା ସ୍ବାର୍ଥ ରେ : ଆବେଦନ ପରେ ମଧ୍ୟ ମିଳୁନି ସହାୟତା
ସୁନ୍ଦରଗଡ/ ଭୁବନେଶ୍ୱର :- ବିଭିନ୍ନ ପ୍ରାକୃତିକ ବିପର୍ଯ୍ୟୟ ବେଳେ ରିଲିଫ ଓ ଉଦ୍ଧାର କାର୍ଯ୍ୟ ପାଇଁ ୧୯୬୫-୬୬ ମସିହାରେ ରାଜସ୍ୱ ବୋର୍ଡ ଅଧୀନରେ ସ୍ୱତନ୍ତ୍ର ରିଲିଫ ଆୟୋଗ ଗଠନ କରାଯାଇଥିଲା। ବର୍ତ୍ତମାନ ଏହି ଆୟୋଗ ରାଜସ୍ୱ ଏବଂ ବିପର୍ଯ୍ୟୟ ପରିଚାଳନା ବିଭାଗରେ ଅନ୍ତର୍ଭୁକ୍ତ। ଏହି ବିଭାଗ…
୨୦୬୪ ପୂର୍ଣ୍ଣ ଅନୁଦାନପ୍ରାପ୍ତ ଶିକ୍ଷକ ନିଯୁକ୍ତି ନିମନ୍ତେ ଉଚ୍ଚସ୍ତରୀୟ ବୈଠକ
ଭୁବନେଶ୍ୱର, ୨୦/୦୩/୨୦୨୩: ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର କମିଶନର ତଥା ଶାସନ ସଚିବ ଶ୍ରୀମତୀ ଅଶ୍ୱଥୀ ଏସ୍.ଙ୍କ ଅଧ୍ୟକ୍ଷତାରେ ପୂର୍ଣ୍ଣ ଅନୁଦାନପ୍ରାପ୍ତ ୬୯୧ଟି ଉଚ୍ଚ ବିଦ୍ୟାଳୟମାନଙ୍କରେ ଖାଲିଥିବା ୨୦୬୪ ଜଣ ଶିକ୍ଷକଙ୍କୁ ନିଯୁକ୍ତି ନିମନ୍ତେ ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ…
ଜଳସମ୍ପଦ ମନ୍ତ୍ରୀଙ୍କୁ ଭେଟିଲେ ଓଏଲଆଇସି ଅଧ୍ୟକ୍ଷ ଓ ନିଗମର ଅଧିକାରୀ-ଯନ୍ତ୍ରୀ
• ସର୍ବଭାରତୀୟ ସ୍ତରୀୟ ପୁରସ୍କାର ପ୍ରାପ୍ତି ପାଇଁ ଶୁଭେଚ୍ଛା ଜଣାଇଲେ ମନ୍ତ୍ରୀ
• କୃଷକମାନଙ୍କ ସମସ୍ୟାକୁ ବୁଝି ଆଗକୁ ଆହୁରି ଭଲ କାମ କରିବାକୁ ପରାମର୍ଶ
ଭୁବନେଶ୍ୱର: ରାଜ୍ୟ ଜଳସମ୍ପଦ, ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ଶ୍ରୀମତୀ ଟୁକୁନି ସାହୁଙ୍କୁ ଓଡ଼ିଶା ଉଠା ଜଳସେଚନ ନିଗମ…
“ନିମନ୍ତ୍ରଣ”ପକ୍ଷରୁ ବିଶ୍ୱ ପଖାଳ ଦିବସ ପାଳିତ
ପଖାଳର ଲୋକପ୍ରିୟତାପାଇଁ ଓଟିଡିସିର ପ୍ରୟାସ ପ୍ରଶଂସନୀୟ-ପର୍ଯ୍ୟଟନ ମନ୍ତ୍ରୀ ଶ୍ରୀ ପାତ୍ର
ଭୁବନେଶ୍ୱର : ପଖାଳ ଏକ ଉତ୍କୃଷ୍ଟ ଓଡିଆ ସୁସ୍ୱାଦୁ ଖାଦ୍ୟ, ଯାହା ସାଧାସିଧା, କିନ୍ତୁ ଅତ୍ୟନ୍ତ ପୁଷ୍ଟିକର ଏବଂ ସ୍ୱାଦଗ୍ରନ୍ଥିକୁ ସୁଖଦ ଅନୁଭୂତି ଦେଇଥାଏ । ସବୁ ବର୍ଗର ପସନ୍ଦର ଏହି ସ୍ୱାସ୍ଥ୍ୟକର…
ଗମେଇ ନଦୀ ପଠାରେ କୁମ୍ଭୀର ଆତଙ୍କ, ସତର୍କ ସୂଚନା ଦେଲା ବନ ବିଭାଗ।
https://youtu.be/UX0k8Z9MIC4
ବାସୁଦେବପୁର/ପ୍ରତାପ ପାଢ଼ୀ - ବାସୁଦେବପୁର ବ୍ଲକ ଅନ୍ତର୍ଗତ ନନ୍ଦ ପୁର ଠାରେ ଥିବା ଗମେଇ ନଦୀ ପଠା ଠାରେ କୁମ୍ଭୀର ଦେଖାଦେଇଛି। କୁମ୍ଭୀର କୁ ଦେଖି ଲୋକ ମାନେ ଭୟଭୀତ ହୋଇ ଛନ୍ତି। ଖବର ପାଇ ବନ ବିଭାଗ ପକ୍ଷରୁ ସ୍ଥାନୀୟ ଅଞ୍ଚଳ ରେ ଉପସ୍ଥିତ ରହିବା…
ଦୁଇ ଜଣ ଚୋର ଗିରଫ: ଚୋରି ଷ୍ଟେବଲାଇଜର ଜବତ
ଝାରବନ୍ଧ - ମନୋହର ଦାଶ: ବରଗଡ଼ ଜିଲ୍ଲା ଝାରବନ୍ଧ ବ୍ଲକ ଜଗଦଲପୁର ଥାନା ରେ ଥାନା ଅଧିକାରୀ ସୁଷମା କୁଅଁର ଙ୍କ ଯୋଗଦାନ ପରେ ଅପରାଧୀ ମାନଙ୍କ ମଧ୍ୟ୍ୟ ରେ ଭୟ ର ବାତାବରଣ ଦେଖା ଦେଇଛି l ଜଗଦଲପୁର ପୋଲିସ ନିମ୍ନୋକ୍ତ ଅଭିଯୁକ୍ତ ମାନଙ୍କୁ ବିଜରାଭଟା ସରକାରୀ ପ୍ରାଥମିକ ବିଦ୍ୟାଳୟ ର ଷ୍ଟେବଲାଇଜର…