ରାହୁଲ ଗାନ୍ଧୀଙ୍କ ପଛରେ ପାହାଡ଼ ଭଳି ଛିଡ଼ା ହୋଇଛି ଏବଂ ହୋଇରହିବ ଓଡ଼ିଶା ପ୍ରଦେଶ କଂଗ୍ରେସ- ଶରତ ପଟ୍ଟନାୟକ

ଭୁବନେଶ୍ୱର ତା. ୨୩.୩- ଭାରତ ବର୍ଷର ଗଣତନ୍ତ୍ର ଆଜି ବିପନ୍ନ । ନରେନ୍ଦ୍ର ମୋଦି ସରକାର ବ୍ୟକ୍ତିର ବାକ୍ ସ୍ୱାଧୀନତା ଉପରେ ସଂପୂର୍ଣ୍ଣରୂପେ ରୋକ ଲଗାଇବା ପାଇଁ ଆଜିକୁ ୮ବର୍ଷ କାଳ କାର୍ଯ୍ୟ କରୁଛି । ଏକଛତ୍ର ବାଦ ଶାସନ ବ୍ୟବସ୍ଥାକୁ ଆପଣାଇବା ନରେନ୍ଦ୍ର ମୋଦି ଏବଂ ତାଙ୍କ ସରକାର ଚେଷ୍ଟା…

କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହାଙ୍କୁ ଭେଟିଲେ ଫିକି ଇଣ୍ଡିଆ ସଭାପତି ଶୁଭ୍ରକାନ୍ତ ପଣ୍ଡା

ନୂଆଦିଲ୍ଲୀ,: କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହାଙ୍କୁ ଗତକାଲି ନୂଆଦିଲ୍ଲୀସ୍ଥିତ ନର୍ଥବ୍ଲକ କାର୍ଯ୍ୟାଳୟରେ ଫିକି ଇଣ୍ଡିଆର ସଭାପତି ତଥା ଇମ୍ଫାର ପରିଚାଳନା ନିର୍ଦେଶକ ଶୁଭ୍ରକାନ୍ତ ପଣ୍ଡାଙ୍କ ନେତୃତ୍ୱରେ ଏକ ଉଚ୍ଚସ୍ତରୀୟ ପ୍ରତିନିଧିମଣ୍ଡଳୀ ସାକ୍ଷାତ କରିଛନ୍ତି I ଏହି ସାକ୍ଷାତ…

କୋଣାର୍କ କ୍ୟାନସର୍ ଫାଉଣ୍ଡେସନକୁ ରୋଗୀସେବାପାଇଁ ଆମ୍ବୁଲାନ୍ସ ପ୍ରଦାନକଲା ଏସ୍.ବି.ଆଇ

ଭୁବନେଶ୍ୱର,  : କୋଣାର୍କ କ୍ୟାନସର ଫାଉଣ୍ଡେସନ୍ କର୍କଟ ରୋଗୀ ଏବଂ ସେମାନଙ୍କ ପରିବାରକୁ ସାହାଯ୍ୟ କରିବା ପାଇଁ ଉତ୍ସର୍ଗୀକୃତ | ମୁମ୍ବାଇ ସ୍ଥିତ ଟାଟା ମେମୋରିଆଲ ହସ୍ପିଟାଲକୁ ଯାଉଥିବା ରୋଗୀ ଏବଂ ସେମାନଙ୍କ ପରିବାରଲୋକଙ୍କୁ ଚିକିତ୍ସା ଏବଂ ରହଣି ବ୍ୟବସ୍ଥାରେ ନିରନ୍ତର ସାହାଯ୍ୟ କରିଆସୁଛି…

ଉଇସ୍ ଅନୁଷ୍ଠାନ ପକ୍ଷରୁ ସ୍ୱଚ୍ଛତା ଅଭିଯାନ

ଭୁବନେଶ୍ୱର: ଭୁବନେଶ୍ୱର ଜୟ ଦୁର୍ଗାନଗର,ବମିଖାଲସ୍ଥିତ‘ଉଇସ୍’ ସାମାଜିକ ଅନୁଷ୍ଠାନ ତରଫରୁ ଏକ ସ୍ୱଚ୍ଛତା ଅଭିଯାନ ଗତକାଲି ବୁଧବାର ଅନୁଷ୍ଠିତ ହୋଇଯାଇଛି । ନିଜ ଘରପରିବେଶ ସଫା ସୁତୁରା ରଖିବା ସହିତସମସ୍ତଙ୍କୁପରିବେଶ ସୁସ୍ଥ ରଖିବାର ବାର୍ତ୍ତା ଦେବା ଉଦ୍ଦେଶ୍ୟ ନେଇ ଏହି ଅନୁଷ୍ଠାନର…

“ବର କନ୍ୟା” ରୂପ ସମ୍ଭାରରେ ବିମୋହିତ ବବି ଓ ବିଜେଡି ନେତୃବୃନ୍ଦ

ନୟାଗଡ଼ (ବିଶ୍ଵଜିତ ନାୟକ ) -ଜଙ୍ଗଲ ଓ ପାହାଡ଼ ଘେରା ନୟାଗଡ଼ ଜିଲ୍ଲା ପାକୃତିକ ସମ୍ଭାରରେ ପରିପୂର୍ଣ୍ଣ । ଅନେକ ନଦୀ ନାଳ ଓ ପାହାଡ଼ ପର୍ବତ ଜିଲ୍ଲାକୁ ଆଚ୍ଛାଦିତ କରି ରଖିଛି । କିଛିବର୍ଷ ତଳେ ଶିମିଳି ଝରଣା ଲୋକଲୋଚନକୁ ଆସି ଲୋକପ୍ରିୟ ହୋଇଥିବା ବେଳେ ଏବେ ବରକନ୍ୟା ଝରଣା ଏକ ପ୍ରମୁଖ ସ୍ଥାନ…

ବୈଶାଖ ମେଳା ପ୍ରସ୍ତୁତି ବୈଠକକୁ ଜିଲ୍ଲା ପ୍ରଶାସନ ର ଅବହେଳା

ନୃସିଂହନାଥ ମହାପ୍ରଭୁଙ୍କ ଜନ୍ମୋତ୍ସଵ ଓ ପ୍ରସିଦ୍ଧ ବୈଶାଖ ମେଳା ପାଇଁ ପ୍ରସ୍ତୁତି ବୈଠକ ମେ ୧ ରୁ ୫ ଯାଏଁ ମହାପ୍ରଭୁଙ୍କ ଜନ୍ମୋତ୍ସବ ଓ ବୈଶାଖମେଳା  ବରଗଡ :-ବରଗଡ଼ ଜିଲ୍ଲା ବିଶ୍ୱପ୍ରସିଦ୍ଧ ଗନ୍ଧମାର୍ଦ୍ଦନ ପର୍ବତର ପାଦଦେଶରେ ରହିଛି ଶ୍ରୀ ଶ୍ରୀ ନୃସିଂହନାଥ ମହାପ୍ରଭୁଙ୍କ ଭବ୍ୟ ମନ୍ଦିର ।…

ମନମୋହନ ସାମଲ ରାଜ୍ୟ ବିଜେପି ସଭାପତି ନିଯୁକ୍ତ

ଭୁବନେଶ୍ୱର : ଭାରତୀୟ ଜନତା ପାର୍ଟିର ରାଷ୍ଟ୍ରୀୟ ଅଧ୍ଯକ୍ଷ ଶ୍ରୀ ଜେ ପି ନଡ୍ଡାଙ୍କ ନିର୍ଦ୍ଦେଶ କ୍ରମେ ପୂର୍ବତନ ମନ୍ତ୍ରୀ ତଥା ବରିଷ୍ଠ ନେତା, ପୂର୍ବତନ ମନ୍ତ୍ରୀ ତଥା ପୂର୍ବତନ ରାଜ୍ୟ ସଭାପତି ଶ୍ରୀ ମନମୋହନ ସାମଲଙ୍କୁ ରାଜ୍ୟ ବିଜେପି ସଭାପତି ଭାବେ ନିଯୁକ୍ତ କରାଯାଇଛି। ଆଜି ଏକ ପ୍ରେସ…

ଓଡ଼ିଶାରେ ହାତୀଙ୍କ ସୁରକ୍ଷା ଓ ସଂରକ୍ଷଣ ପାଇଁ ସମୟୋଚିତ ପଦକ୍ଷେପ ନିଆଯାଉ – ଧର୍ମେନ୍ଦ୍ର ପ୍ରଧାନ

ମୁଖ୍ୟମନ୍ତ୍ରୀ ଓ କେନ୍ଦ୍ର ପରିବେଶ ଓ ଜଙ୍ଗଲ ମନ୍ତ୍ରୀଙ୍କୁ ପତ୍ର ଲେଖିଲେ କେନ୍ଦ୍ରମନ୍ତ୍ରୀ ନୂଆଦିଲ୍ଲୀ/ଭୁବନେଶ୍ୱର, ମାର୍ଚ୍ଚ ୨୩ – ଓଡ଼ିଶାରେ ହାତୀ ଓ ବନ୍ୟାପ୍ରାଣୀଙ୍କ ମୃତ୍ୟୁକୁ ନେଇ ଚିନ୍ତାପ୍ରକଟ କରିବା ସହ ସେମାନଙ୍କର ସୁରକ୍ଷା ଓ ସଂରକ୍ଷଣ ପାଇଁ ସମୟୋଚିତ ହସ୍ତକ୍ଷେପ କରିବା ତଥା…

ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ଠାରେ “ରାଷ୍ଟ୍ରୀୟ ନବବର୍ଷ” ପାଳିତ

https://youtu.be/gj-UTQvpEXU ପାରଳାଖେମୁଣ୍ଡି /ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ଠାରେ ଚୈତ୍ରଶୁକ୍ଳ ପ୍ରତିପଦା ଉତ୍ସବ ତଥା "ରାଷ୍ଟ୍ରୀୟ ନବବର୍ଷ" ପାଳିତ ହୋଇଯାଇଛି। ଏହି ଅବସରରେ ବିଦ୍ୟାଳୟର ଷଷ୍ଠ ଠାରୁ…