Sign in
Sign in
Recover your password.
A password will be e-mailed to you.
ଭକ୍ତି ସଙ୍ଗୀତ ସଂସଦର ଗୁରୁ ଏମ୍. ମାଧବ ପାତ୍ରଙ୍କୁ “ମାଆ ରାଧାଦେବୀ କଳାଶ୍ରୀ ସମ୍ମାନ”
ପାରଳାଖେମୁଣ୍ଡି /ବାଳକୃଷ୍ଣ ପାଣିଗ୍ରାହୀ : ନବରଙ୍ଗପୁର ଜିଲ୍ଲାର ଏକ ମାତ୍ର ଅଗ୍ରଣୀ କଳା ଓ ସାଂସ୍କୃତିକ ଅନୁଷ୍ଠାନ "ଭାରତୀ କଳା ନିକେତନ" ଦ୍ଵାରା ଆୟୋଜିତ ସପ୍ତଦଶ ବାର୍ଷିକ ଉତ୍ସବ ଓ ପଞ୍ଚମ ତ୍ରିଦିବସୀୟ ନାଟକ ମହୋତ୍ସବରେ ଭକ୍ତି ସଙ୍ଗୀତ ସଂସଦ, ପାରଳାଖେମୁଣ୍ଡିର ଗୁରୁ ଏମ୍. ମାଧବ…
ଦରିଦ୍ରତା ଏବଂ ରୋଗରେ ଅଛନ୍ତି ପରମାଣିକ ପରିବାର:ମାଗିଛନ୍ତି ସରକାରଙ୍କ ସହାୟତା
ଜଗତସିଂହପୁର,ତା-୨୨.୦୩.୨୦୨୩/ସୁମନ୍ତ କୁମାର ଦାସ: ଜଗତସିଂହପୁର ଜିଲ୍ଲାର ଅନୀତି ଦୂରରେ ଓଡ଼ିଶ ଗ୍ରାମ ପଞ୍ଚାୟତର ଓଡିଶ ଗ୍ରାମରେ ଅତି ଦୟନୀୟ ଅବସ୍ଥାରେ ଅଛନ୍ତି, ଦରିଦ୍ରତାର କୋଷାଘାତରେ ଘାଣ୍ଟି ହେଉଥିବା ଏକ ପରିବାର l ପରିବାରର ମୁଖ୍ୟ କହିଲେ ଲୋକନାଥ ପରମାଣିକ ବୟସ ପ୍ରାୟ ୮୫ ପାଖାପାଖି l…
ବିଶ୍ଵ ବନ ଦିବସ ଜିଲ୍ଲା ସ୍ତରରେ ବଇଦପାଲି, ରାଜ୍ୟ ସ୍ତରରେ କୁଳିପୋଷ ଓ ଵଣାଇଁ ପୁରସ୍କୃତ ।
ସୁନ୍ଦରଗଡ଼ /ଵଣାଇଁଗଡ(ବସନ୍ତ କୁମାର ଜେନା) : ସାରା ବିଶ୍ବରେ ବନ ଦିବସ ଭାବେ ପାଳନ କରାଯାଉଥିବା ବେଳେ ସୁନ୍ଦରଗଡ଼ ଜିଲ୍ଲା ବିକାଶ ଭବନ ଠାରେ ଆଜି ଜିଲ୍ଲା ସ୍ତରୀୟ ବିଶ୍ଵ ବନ ଦିବସ ପାଳିତ ହୋଇଯାଇଛି I ଏହି ଅବସରରେ ରାଉରକେଲା ଵନମଣ୍ଡଳ ର ଆଞ୍ଚଳିକ ମୁଖ୍ୟ ବନ ସଂରକ୍ଷକ ଡଃ. ଅରୁଣ କୁମାର…
ଶ୍ରୀହରି ସ୍ପଞ୍ଜ ର ବେଆଇନ ନାଳ,ପଶୁ ସମ୍ପଦ ପାଇଁ ସାଜିଛି ମରଣଯନ୍ତା ।
ରାଉରକେଲା (ବସନ୍ତ କୁମାର ଜେନା): ଵଣାଇଁ ବ୍ଲକ ଅନ୍ତର୍ଗତ କେନ୍ଦ୍ରିକଳା ଗ୍ରାମପଞ୍ଚାୟତ ନିକଟରେ ଅବସ୍ଥିତ ଶ୍ରୀହରି ସ୍ପଞ୍ଜ ଆଇରନ କାରଖାନା ର ଅର୍ଦ୍ଧ ନିର୍ମିତ ପାଚେରୀ ଓ ବେଆଇନ ଭାବେ ନିର୍ମିତ କୃତ୍ରିମ ନାଳ ଆଖପାଖ ୫ ଟି ଗ୍ରାମର ପଶୁସମ୍ପଦ ସହ ମଣିଷ ପାଇଁ ମରଣଯନ୍ତା ପାଲଟିଥିବା…
ଜଳ ସମ୍ପଦ ବିଭାଗରେ ଜଳ ଦିବସ ପାଳିତ : ‘ଜଳ ଯୋଗାଯୋଗ ରଣନୀତି’ ପୁସ୍ତକ ପ୍ରକାଶନ ଓ୍ୱାଟର ଡକ୍ସ ଓ ପିନସିସର ଶୁଭାରମ୍ଭ
ଜଳର ଆବଶ୍ୟକତା ଲକ୍ଷ୍ୟପୂରଣ ନିମନ୍ତେ ନିରନ୍ତର ପ୍ରୟାସ ଜାରି ରହିଛି –ଜଳ ସଂପଦ ମନ୍ତ୍ରୀ ଶ୍ରୀମତୀ ସାହୁ
ଭୁବନେଶ୍ୱର: ରାଜୀବ ଭବନ ସ୍ଥିତ ରାଜ୍ୟ ଜଳ ସଂପଦ ବିଭାଗ ସମ୍ମିଳନୀ କକ୍ଷରେ ବିଶ୍ୱ ଜଳ ଦିବସ ପାଳିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ରାଜ୍ୟ ଜଳ ସଂପଦ, ବାଣିଜ୍ୟ ଓ ପରିବହନ…
ଅଗ୍ନି ପ୍ରତିରୋଧକ ଇସ୍ପାତ ନିର୍ମାଣ ପାଇଁ ଜିନ୍ଦଲ ଷ୍ଟିଲ ଆଣ୍ଡ ପାୱାରକୁ ପ୍ରଥମ ବିଆଇଏସ୍ ଲାଇସେନ୍ସ
· ବିଆଇଏସ୍ ୧୫୧୦୩ ଗ୍ରେଡ ଷ୍ଟ୍ରକଚରାଲ୍ ଷ୍ଟିଲ ୩ ଘଣ୍ଟା ପାଇଁ ୬୦୦ ଡିଗ୍ରୀ ସେଲସିୟସ୍ ପର୍ଯ୍ୟନ୍ତ ତାପମାତ୍ରାକୁ ସହ୍ୟ କରିବାରେ ସକ୍ଷମ ।
· ବିଭିନ୍ନ ଭିତ୍ତିଭୂମି ପ୍ରକଳ୍ପ ଯଥା ରିଫାଇନାରୀ, ବ୍ରିଜ୍, ମେଟ୍ରୋ ପ୍ରୋଜେକ୍ଟ, ଇଣ୍ଡଷ୍ଟ୍ରିଆଲ୍ ଷ୍ଟ୍ରକଚର ଏବଂ ଷ୍ଟିଲ୍ ଆଣ୍ଡ ପାୱାର…
ରାଜ୍ୟ ସ୍କାଉଟ୍ସ୍ ଓ ଗାଇଡ଼୍ସ୍ ଶିବିର “ରେନବୋ” ଆରମ୍ଭ
ଭୁବନେଶ୍ୱର : ଓଡ଼ିଶା ରାଜ୍ୟ ଭାରତ ସ୍କାଉଟସ୍ ଓ ଗାଇଡ଼୍ ସଂସ୍ଥା ଆନୁକୂଲ୍ୟରେ ତା୨୨.୩.୨୦୨୩ରିଖ ଦିନ ଶିବିର “ରେନବୋ” ରାଜ୍ୟ ମୁଖ୍ୟ କାର୍ଯ୍ୟାଳୟ ପରିସରରେ ଉଦ୍ଘାଟିତ ହୋଇଯାଇଛି । ଜାତୀୟ ଉପସଭାପତି ତଥା ରାଜ୍ୟ ମୁଖ୍ୟ କମିଶନର ଡଃ କାଳି ପ୍ରସାଦ ମିଶ୍ରଙ୍କ ପୌରୋହିତ୍ୟରେ ଅନୁଷ୍ଠିତ…
ବେଦାନ୍ତ ଆଲୁମିନିୟମ ପକ୍ଷରୁ ଝାରସୁଗୁଡ଼ାଠାରେ ରାଷ୍ଟ୍ରୀୟ ସୁରକ୍ଷା ସପ୍ତାହ ୨୦୨୩ ପାଳନ
ଝାରସୁଗୁଡ଼ା: ଭାରତର ଅଗ୍ରଣୀ ଆଲୁମିନିୟମ ଉତ୍ପାଦକ ବେଦାନ୍ତ ଆଲୁମିନିୟମ ଏହାର କର୍ମଚାରୀ, ବ୍ୟବସାୟିକ ଭାଗିଦାରୀ ଓ ଗୋଷ୍ଠୀ ସଦସ୍ୟଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ଲାଗି ଏକ ସପ୍ତାହ ଧରି ଚାଲିଥିବା ଅଭିଯାନ ମାଧ୍ୟମରେ ଓଡ଼ିଶାର ଝାରସୁଗୁଡ଼ାସ୍ଥିତ ଏହାର ପ୍ଲାଂଟ ଓ ଆଖ ପାଖ ଅଂଚଳରେ…
ପଦ୍ମଭୂଷଣ ପୁରସ୍କାର ଗ୍ରହଣ କଲେ ଆଦିତ୍ୟ ବିର୍ଲା ଗୃପ ମୁଖ୍ୟ କୁମାର ମଙ୍ଗଳମ୍ ବିର୍ଲା
ନୂଆଦିଲ୍ଲୀ : ବିଶିଷ୍ଟ ଶିଳ୍ପପତି ଶ୍ରୀ କୁମାର ମଙ୍ଗଳମ୍ ବିର୍ଲା ଆଜି ସନ୍ଧ୍ୟାରେ ରାଷ୍ଟ୍ରପତି ଭବନରେ ମାନନୀୟା ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁଙ୍କଠାରୁ ମର୍ଯ୍ୟାଦାଜନକ ପଦ୍ମ ଭୂଷଣ ପୁରସ୍କାର ହାସଲ କରିଛନ୍ତି । ବ୍ୟବସାୟ ଓ ଉଦ୍ୟୋଗ ପ୍ରତି ଯୋଗଦାନ ଲାଗି ଶ୍ରୀ ବିର୍ଲାଙ୍କୁ ପଦ୍ମ…
-ଟ୍ରେନ ଲାଇନ ରେ ମହିଳାଙ୍କ କ୍ଷତ ବିକ୍ଷତ ମୃତ ଦେହ ଠାବ: ଟ୍ରେନ ଧକ୍କାରେ ମହିଳାଙ୍କ ମୃତ୍ୟୁ ହୋଇଥିବା ସନ୍ଦେହ।
କ୍ଷତିପୂରଣ ଦାବିରେ ଗ୍ରାମବାସୀଙ୍କ ୫୩ ନଂ ଜାତିୟରାଜପଥ ଅବରୋଧ। ପ୍ରଶାସନର ପ୍ରତିଶୃତି ପରେ ରାଜପଥ ଅବରୋଧ ହଟିଲା।
କାମାକ୍ଷାନଗର: କାମାକ୍ଷାନଗର-ଢେଙ୍କାନାଳ ଜିଲ୍ଲା କାମାକ୍ଷା ନଗର ଥାନା ପଥରଖମ୍ବ ଦେଇ ଯାଇଥିବା ନୂତନ ଟ୍ରେନ ଲାଇନ ରୁ ଜଣେ ମହିଳାଙ୍କ କ୍ଷତ ବିକ୍ଷତ ମୃତ ଦେହ ଠାବ ହୋଇଛି…