Sign in
Sign in
Recover your password.
A password will be e-mailed to you.
ଵଣାଇଁ ର ବିଶିଷ୍ଟ ଶିକ୍ଷାବିତଙ୍କ ପରଲୋକ।
ରାଉରକେଲା / ବଣାଇଁ,(ବସନ୍ତ କୁମାର ଜେନା): ଵଣାଇଁ ବ୍ଲକ ଅନ୍ତର୍ଗତ ଜକୈକଳା ଗ୍ରାମର ବିଶିଷ୍ଟ ଶିକ୍ଷାବିତ ତଥା ଅଞ୍ଚଳର ଜଣେ ଧର୍ମ ପରାୟଣ ବ୍ୟକ୍ତି ଭାବେ ପରିଚିତ ବାଞ୍ଛାନିଧି ବିଶ୍ୱାଳ କଂ ୭୮ବର୍ଷ ବୟସରେ ରାଉରକେଲା ସେକ୍ଟର ୨୦ ସ୍ଥିତ ତାଙ୍କ ପୁତ୍ର ର ବାସଭବନ ରେ ପରଲୋକ ହୋଇଯାଇଛି । ସେ…
ଘୁ.ଉଦୟଗିରି ବ୍ଲକ ଲୋକ ପାରମ୍ପାରିକ କଳାକାର ସଂଘର ନୂତନ କର୍ମକର୍ତା ଚୟନ
ଘୁ.ଉଦୟଗିରି(ଅବନୀ କୁମାର ପ୍ରଧାନ): ଆଜି ସ୍ଥାନୀୟ ବ୍ଲକ ଅଧିନରେ ଥିବା ସମସ୍ତ ବ୍ଲକର ଲୋକୋ ପାରମ୍ପରିକ କଳାକାର ସଂଘ ର ନୂତନ କର୍ମକର୍ତା ଚୟନ ନିମନ୍ତେ ସିର୍କି ଘାଇ ନିକଟରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଏସ ଏସ ଏସ ଓ ସୁନିଲ ମିଶ୍ର…
ବୈଜ୍ଞାନିକ ପ୍ରଣାଳୀରେ କାଜୁବାଦାମ ଚାଷ ସମ୍ବନ୍ଧୀୟ ପ୍ରଶିକ୍ଷଣ
ଜଗତସିଂହପୁର,ତା-୨୩.୦୩.୨୦୨୩/ସୁମନ୍ତକୁମାରଦାସ: ଓଡ଼ିଶା କୃଷି ଓ ବୈଷୟିକ ବିଶ୍ଵବିଦ୍ୟାଳୟ ( ଓୟୁଏଟି ) ଅଧିନସ୍ଥ ସର୍ବଭାରତୀୟ ସଂଯୋଜିତ କାଜୁ ଗବେଷଣା ପ୍ରକଳ୍ପ ଓ କୃଷି ବିଜ୍ଞାନ କେନ୍ଦ୍ର, ଜଗତସିଂହପୁରର ମିଳିତ ସହଯୋଗରେ ଅନୁସୂଚିତ ଜାତି ଉପଯୋଜନା ମାଧ୍ୟମରେ "ବୈଜ୍ଞାନିକ ପ୍ରଣାଳୀରେ…
ଜିଲ୍ଲାସ୍ତରୀୟ ଜାତୀୟ ପୋଷଣ ପକ୍ଷ-୨୦୨୩ ପାଳନ
ଜଗତସିଂହପୁର,ତା-୨୩.୦୩.୨୦୨୩/ସୁମନ୍ତ କୁମାର ଦାସ: ଜିଲ୍ଲାପାଳଙ୍କ କାର୍ଯ୍ୟାଳୟଠାରୁ ଏକ ସଚେତନତା ସାଇକେଲ ଶୋଭାଯାତ୍ରା ଏବଂ ପଦଯାତ୍ରା ଶୁଭାରମ୍ଭ ହୋଇଥିଲା l ଜାତୀୟ ୫ମ ପୋଷଣ ପକ୍ଷ-୨୦୨୩ ପାଳନ ପରିପ୍ରେକ୍ଷୀରେ ଏହି ଶୋଭାଯାତ୍ରା ଓ ସାଇକେଲ ରାଲିକୁ ଜିଲ୍ଲାପାଳ ଜିଲ୍ଲାପାଳ ଶ୍ରୀମତୀ ପାରୁଲ…
ଯକ୍ଷ୍ମା ଓ ମେରୁଦଣ୍ଡ ଯକ୍ଷ୍ମା ରୋଗର ନିରାକରଣ ସମ୍ଭବ: କିମ୍ସ ବିଶେଷଜ୍ଞ
ମାର୍ଚ୍ଚ ୨୪: ‘ବିଶ୍ୱ ଯକ୍ଷ୍ମା ଦିବସ’
ଭୁବନେଶ୍ୱର,୨୩ା୩: ଜନସାଧାରଣଙ୍କ ମଧ୍ୟରେ ଯକ୍ଷ୍ମାରୋଗ ପ୍ରତି ସଚେତନତା ସୃଷ୍ଟି ସହ ଏହାର ନିରାକରଣ ‘ବିଶ୍ୱ ଯକ୍ଷ୍ମା ଦିବସ’ ପାଳନର ମୁଖ୍ୟ ଉଦ୍ଦେଶ୍ୟ । ପ୍ରତ୍ୟେକ ବର୍ଷ ମାର୍ଚ୍ଚ ୨୪ ତାରିଖରେ ଏହି ଦିବସ ପାଳନ କରାଯାଇଥାଏ । ୨୦୨୫ ସୁଦ୍ଧା ଭାରତରୁ…
ଓଡ଼ିଆ ଭାଷା , ସାହିତ୍ୟ ଓ ସଂସ୍କୃତି ବିଭାଗ ଆନୁକୂଲ୍ୟରେ ଓଡ଼ିଶା ସଙ୍ଗୀତ ନାଟକ ଏକାଡେ଼ମୀ ଦ୍ବାରା ଆୟୋଜିତ…
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଓଡ଼ିଆ ଭାଷା , ସାହିତ୍ୟ ଓ ସଂସ୍କୃତି ବିଭାଗ ଆନୁକୂଲ୍ୟରେ ଓଡ଼ିଶା ସଙ୍ଗୀତ ନାଟକ ଏକାଡେ଼ମୀ ଦ୍ବାରା ଆୟୋଜିତ "ଓଡ଼ିଶୀ ସଂଗୀତ ଉତ୍ସବ"ରେ ପାରଳାଖେମୁଣ୍ଡି ଭକ୍ତି ସଙ୍ଗୀତ ସଂସଦର ଉଦୀୟମାନ ଛାତ୍ର ଶ୍ରୀମାନ ଆଶୁତୋଷ ମିଶ୍ର , ଗୁରୁ ପଣ୍ଡିତ ଶ୍ରୀ…
ଦିଦିଙ୍କ ବଙ୍ଗାଳି ମିଠାକୁ ନବୀନଙ୍କ ଛେନା ପୋଡ଼
https://youtu.be/Ao9fbZrDhPQ
ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ମମତା ବାନାର୍ଜୀ
ଭୁଵନେଶ୍ବର,: ପଶ୍ଚିମ ବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଆଜି ଅପରାହ୍ନରେ ନବୀନ ନିବାସ ଠାରେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଙ୍କୁ ସାକ୍ଷାତ କରିଛନ୍ତି। ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ତାଙ୍କୁ…
ମନମୋହନଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଲେ ସମୀର
ଭୁବନେଶ୍ୱର,ତା.୨୩/୦୨: ରାଷ୍ଟ୍ରୀୟ ସଭାପତି ଶ୍ରୀ ଜେ.ପି.ନଡ୍ଡା ଆଜି ରାଜ୍ୟ ସଭାପତି ଭାବେ ପୂର୍ବତନ ମନ୍ତ୍ରୀ ଶ୍ରୀ ମନମୋହନ ସାମଲଙ୍କୁ ନିଯୁକ୍ତି ଦେଇଛନ୍ତି । ନବନିଯୁକ୍ତ ରାଜ୍ୟ ସଭାପତି ଶ୍ରୀ ସାମଲଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି ରାଜ୍ୟ ସଭାପତି ଶ୍ରୀ ସମୀର ମହାନ୍ତି । ଏଥି ସହ…
ଆଦିବାସୀ ଲୋକନୃତ୍ୟର ସଂରକ୍ଷଣ ଏବଂ ପ୍ରୋତ୍ସାହନ ନିମନ୍ତେ ଉତ୍କଳ ଆଲୁମିନା ପକ୍ଷରୁ ‘ଆମ ନୃତ୍ୟ ଆମ ସଂସ୍କୃତି-୨୦୨୩’…
କାଶୀପୁର /ଟିକିରି ରୁ ବୈକୁଣ୍ଠ ଦୁରିଆ : ଆଦିତ୍ୟ ବିର୍ଲା ଗ୍ରୁପ୍ ଅନ୍ତର୍ଗତ ହିଣ୍ଡାଲ୍କୋ ଇଣ୍ଡଷ୍ଟ୍ରିଜ୍ ଲିମିଟେଡର ଏକ ସହଯୋଗୀ କମ୍ପାନୀ ଉତ୍କଳ ଆଲୁମିନା ଇଣ୍ଟରନ୍ୟାସନାଲ ଲିମିଟେଡ ଆଦିବାସୀ ଲୋକନୃତ୍ୟ ‘ଧିମ୍ସା’ର ସଂରକ୍ଷଣ ଏବଂ ତାହାକୁ ପ୍ରୋତ୍ସାହିତ କରିବା ନିମନ୍ତେ ପ୍ରତିବଦ୍ଧ ।…
“ମୋ ସ୍କୁଲ୍ ଅଭିଯାନ’ର ୩୯ତମ କାର୍ଯ୍ୟନିର୍ବାହୀ ପରିଷଦ ବୈଠକ
୨୦୨୩-୨୪ ଶିକ୍ଷାବର୍ଷରୁ ସବୁ ଉଚ୍ଚ ବିଦ୍ୟାଳୟରେ "ସ୍କୁଲ୍ କ୍ଲବ୍'
ଭୁବନେଶ୍ୱର,:ରାଜ୍ୟର ସମସ୍ତ ସରକାରୀ ଉଚ୍ଚ ବିଦ୍ୟାଳୟରେ ପ୍ରଚଳିତ ହେବ "ସ୍କୁଲ କ୍ଲବ୍' । ସ୍କୁଲ ଛାତ୍ରଛାତ୍ରୀଙ୍କ ପ୍ରତିଭା ଓ ସାମର୍ଥ୍ୟକୁ ବିକଶିତ କରିବା ଉଦ୍ଦେଶ୍ୟରେ ଆସନ୍ତା ୨୦୨୩-୨୪ ଶିକ୍ଷାବର୍ଷଠାରୁ…