ବାସୁଦେବପୁର -ଭଦ୍ରକ ନିକଟସ୍ଥ ସାବରଙ୍ଗ ହାଇସ୍କୁଲ ନିକଟରେ ଭଦ୍ରକରୁ ବାସୁଦେବପୁର ଅଭିମୁଖେ ଯାଉଥିବା ସମୟରେ “କ୍ରୀଷ୍ଣା ବସ” ଭାରସାମ୍ୟ ହରାଇ ଦୁର୍ଘଟଣାର ସମ୍ମୁଖୀନ ହୋଇଛି | ସେଥିରେ ଯାଉଥିବା ଜଣେ ମହିଳା ଯାତ୍ରୀଙ୍କର ମୃତ୍ୟୁ ହୋଇଛି| ଅନେକ ଆହତ ଓ ଗୁରୁତର ଅଛନ୍ତି| ଆହତ ମାନଙ୍କୁ ଭଦ୍ରକ ଜିଲ୍ଲା ମୁଖ୍ୟଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି. । ସୂଚନା ଥାଉ କି ବସ୍ ଟି ଭଦ୍ରକ ରୁ ବାସୁଦେବପୁର ଅଭିମୁଖେ ଆସୁଥିବା ସମୟରେ ଦୁର୍ଘଟଣା ଘଟିଛି।
Sign in
Sign in
Recover your password.
A password will be e-mailed to you.