୪ ଦିନିଆମହିଳା ଶିଳ୍ପୀ ଶିବିର ଉଦ୍‌ଯାପିତ

ଶିଳ୍ପୀ ଗଢିଲେ ୬ ଫୁଟରବୃହତ୍ କାଗଜ ମୁଖା ପାରମ୍ପରିକ ଶିଳ୍ପକଳା ପ୍ରଦର୍ଶନୀ ଆୟୋଜନକୁବ୍ୟାପକ କରାଯିବ - ସଂସ୍କୃତି ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ସାହୁ ଭୁବନେଶ୍ୱର, : ଓଡ଼ିଶା ଲଳିତ କଳା ଏକାଡ଼େମୀ,ଓଡିଆ ଭାଷା ,ସାହିତ୍ୟ ଓ ସଂସ୍କୃତି ବିଭାଗ ଦ୍ଵାରାନୀଳାଦ୍ରୀବିହାର…

ଆନ୍ତର୍ଜାତୀୟ ମିଲେଟ ବର୍ଷ ପାଳନ ଉପଲକ୍ଷେ ରୋଷେଇ ପ୍ରତିଯୋଗିତା ଅନୁଷ୍ଠିତ I

ସୁନ୍ଦରଗଡ଼/ରାଉରକେଲା(ବସନ୍ତ କୁମାର ଜେନା) : ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିସରରେ ଥିବା ପୃଷ୍ଟି ପୁନର୍ବାସ କେନ୍ଦ୍ର ଠାରେ ଆଜି ଆନ୍ତର୍ଜାତୀୟ ମିଲେଟ ବର୍ଷ ପାଳନ ଉପଲକ୍ଷେ ଏକ ମିଲେଟ ଉତ୍ପାଦ ର ରୋଷେଇ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି I ଜନସାଧାରଣ ମଧ୍ୟରେ ମିଲେଟ ଉତ୍ପାଦ ଗୁଡ଼ିକର…

ମୋଦି ଗଣତନ୍ତ୍ରର ହତ୍ୟାକାରୀ: କଂଗ୍ରେସ

ଓଡିଶା ପ୍ରଦେଶ କଂଗ୍ରେସ ପକ୍ଷରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ କୁଶପୁତଳିକା ଦାହ ଭୁବନେଶ୍ୱର- ରାହୁଲ ଗାନ୍ଧୀ ଡରିଯିବାର ନେତା ନୁହନ୍ତି । ଭୟ ଦେଖାଇ ତାଙ୍କ ସ୍ୱରକୁ କେହି ଚାପି ପାରିବ ନାହିଁ । ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ତାଙ୍କ ସରକାର ପ୍ରଥମ ଥର ପାଇଁ ଭାରତ ବର୍ଷର…

ଭୂବନେଶ୍ୱର ସ୍ଥିତ ରେନ୍‌ବୋ କାର୍ଯ୍ୟକ୍ରମରେ ଗଜପତିର ସ୍କାଉଟ ଓ ଗାଇଡ଼ର ଛାତ୍ରଛାତ୍ରୀଙ୍କ ଅଂଶ ଗ୍ରହଣ

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ୨୨.୦୩.୨୦୨୩ ଠାରୁ ୨୬.୦୩.୨୦୨୩ ଭୁବନେଶ୍ୱରରେ ଚାଲିଥିବା ରେନ୍‌ବୋ କାର୍ଯ୍ୟକ୍ରମରେ ଗଜପତି ଜିଲ୍ଲାର ତିନି ଗୋଟି ବିଦ୍ୟାଳୟର ସ୍କାଉଟ ଓ ଗାଇଡ଼ର ୨୬ ଜଣ ଛାତ୍ରଛାତ୍ରୀ ଡ୍ୟାନ୍ସ , ହସ୍ତ କଳା , କମେଡି , ଡ୍ରାମା , ବକ୍ତୃତା , ଆଲପନ୍ , ଯୋଗ ,…

ରାହୁଲ ଗାନ୍ଧୀଙ୍କ ଲୋକସଭା ସଦସ୍ୟ ପଦ ରଦ୍ଦ

ଚୋରକୁ ଚୋର ବୋଲି କହିବା ଆମ ଦେଶରେ ଏକ ଅପରାଧ : ଉଦ୍ଧବ ଅପରାଧିକ ମାମଲାରେ ଲିପ୍ତ ନେତା କ୍ୟାବିନେଟରେ, ବିରୋଧୀ ନେତାମାନେ ବିଜେପିର ମୁଖ୍ୟ ଟାର୍ଗେଟ : ମମତା ନୂଆଦିଲ୍ଲୀ : କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀଙ୍କ ଲୋକସଭା ସଦସ୍ୟ ପଦ ରଦ୍ଦ । ଲୋକସଭା ପଦ ରଦ୍ଦ ନେଇ ଲୋକସଭା ସଚିବାଳୟ…

ସୁଧ ଟଙ୍କାକୁ ନେଇ ହତ୍ୟାକାଣ୍ଡ, ତିନି ଆସାମୀଙ୍କୁ ଆଜୀବନ କାରାଦଣ୍ଡ

ନୟାଗଡ଼,୨୪/୩:ଏକ ହତ୍ୟା ମାମଲାରେ ନୟାଗଡ଼ ଜିଲ୍ଲା ଦୌରାଜଜ ରୁପଶ୍ରୀ ଚୌଧୁରୀ ବାପା-ମା' ଓ ପୁଅକୁ ଆଜୀବନ କାରାଦଣ୍ଡ ସହିତ ପ୍ରତ୍ୟେକଙ୍କୁ ୧୦ ହଜାର ଟଙ୍କା ଜୋରିମନା ପ୍ରଦାନ ସହିତ ଜୋରିମନା ଅନାଦେୟ ପ୍ରତ୍ୟେକ ଅଭିଯୁକ୍ତଙ୍କୁ ଅଧୂକ ୬ ମାସ କାରାଦଣ୍ଡ ଭୋଗିବାକୁ ପଡିବ ବୋଲି ଅଦାଲତ ରାୟ…

ବିଶ୍ୱ ଜଳ ଦିବସ: ବେଦାନ୍ତ ଆଲୁମିନିୟମ୍ ପକ୍ଷରୁ ଝାରସୁଗୁଡ଼ାରେ ପୋଖରି ସଫେଇ ଓ ସଚେତନତା କାର୍ଯ୍ୟକ୍ରମ ଆୟୋଜିତ

ଝାରସୁଗୁଡ଼ା: ଭାରତର ସର୍ବବୃହତ ଆଲୁମିନିୟମ୍ ଉତ୍ପାଦନକାରୀ ବେଦାନ୍ତ ଆଲୁମିନିୟମ୍ ପକ୍ଷରୁ ଓଡ଼ିଶାର ଝାରସୁଗୁଡ଼ାରେ ଜଳ ସଂରକ୍ଷଣ ଓ ସଚେତନତା ଅଭିଯାନ ଆୟୋଜନ କରି ବିଶ୍ୱ ଜଳ ଦିବସ ପାଳନ କରାଯାଇଛି । କÿର୍ମଚାରୀ ସ୍ୱେଚ୍ଛାସେବୀ ଓ ପେସାଦାର ବିଶେଷଜ୍ଞମାନଙ୍କ ପ୍ରତ୍ୟକ୍ଷ ଅଂଶଗ୍ରହଣ ସହ…