ଗାଇସିଲାଟ/ମନ ଡନସନା- ଆଜି ଗାଇସିଲାଟ ବ୍ଲକର ରଞ୍ଜନ ପଣ୍ଡାଙ୍କୁ ଭୁବନେଶ୍ୱର ଠାରେ ପ୍ରତିଦିନ ଟିଭି ଦ୍ଵାରା ଆୟୋଜିତ ସମର୍ଦ୍ଧନା ସଭା ରେ ହିନ୍ଦୀ ସିନେମା ତାରକା ଅବତାବ ସିବଦସାନି “Jewels of Odisha” ସମ୍ମାନ ରେ ସମ୍ମାନୀତ କରିଛନ୍ତି। ପଣ୍ଡା ଗାଇସିଲାଟ ଭଲି ଉପାନ୍ତ ଅଞ୍ଚଳରେ ଅସବାସ କରି ସବୁ ସମୟରେ ଲୋକମାନଙ୍କ ର ସୁଖ ଦୁଃଖ ରେ ସାହାୟ୍ଯର ହାତ ବଢାଇ ଆସୁଛନ୍ତି।
Sign in
Sign in
Recover your password.
A password will be e-mailed to you.