ଗ୍ରାମାଞ୍ଚଳ ରେ ସ୍ୱଚ୍ଛତା ପାଇଁ ବିଧାୟକ ଙ୍କର ପ୍ରଶଂସନୀୟ ପଦକ୍ଷେପ

16 ଗୋଟି ସ୍ବୟଂ ସହାୟକ ଗୋଷ୍ଠୀ କୁ ପ୍ରଦାନ କଲେ ବେଟ୍ରି ଗାଡି ବରଗଡ :- ଉନ୍ନତି ଓ ବିକାଶ ପଥରେ ବରଗଡ଼ ଜିଲ୍ଲାର ଭଟଲି ନିର୍ବାଚନ ମଣ୍ଡଳୀ କ୍ଷିପ୍ର ଗତିରେ ଆଗେଇ ଚାଲିଛି । ବିଧାୟକ ଶ୍ରୀ ସୁଶାନ୍ତ ସିଂ ଙ୍କର ବଳିଷ୍ଠ ନେତୃତ୍ୱ ଓ ତାଙ୍କର ଉନ୍ନୟନ ମୂଳକ କାର୍ୟ୍ଯ ପ୍ରତି ରହିଥିବା ପ୍ରୟାସ…

ପାଣ୍ଡିଆନଙ୍କ ପୁରୀ ଓ କଟକ ଗସ୍ତ: ବିଭିନ୍ନ ପ୍ରକଳ୍ପର ସମୀକ୍ଷା

ମହାପ୍ରଭୁଙ୍କ ହେରିଟେଜ କରିଡର କାମ ଅଗ୍ରଗତି ସମୀକ୍ଷା ଜୁନ ୧୫ ସୁଦ୍ଧା ସଂପୂର୍ଣ୍ଣ ହେବ ନେତାଜୀ ବସ ଟର୍ମିନାଲ ନିର୍ମାଣ ବର୍ଷ ଶେଷ ସୁଦ୍ଧା କଟକ ମା ଚଣ୍ଡୀ ମନ୍ଦିର, ନୂଆ ବର୍ଷରେ ରୂପାନ୍ତରିତ ମନ୍ଦିରର ଲୋକାର୍ପଣ ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ…

ନୟାଗଡ଼:ଦୁଷ୍କର୍ମ ଅଭିଯୁକ୍ତକୁ ୧୦ବର୍ଷ ଜେଲ

suggestive photo from net ନୟାଗଡ଼/ଲକ୍ଷ୍ମୀଧର ସାହୁ:ନାବାଳିକା ଦୁଷ୍କର୍ମକାରୀକୁ ଆଜି ନୟାଗଡ଼ ଜିଲ୍ଲା ଫାଷ୍ଟଟ୍ରାକ୍‌ କୋର୍ଟ ବିଚାରପତି ବିରଞ୍ଚି କୁମାର ରଥ ଆସାମୀକୁ ୧୦ ବର୍ଷ ଜେଲ ଦଣ୍ଡ ସହିତ ୧୦ ହଜାର ଟଙ୍କା ଜୋରିମନା ନିର୍ଦ୍ଦେଶ ଦେଇଛନ୍ତି ।ସୁଚନାନୁସାରେ ରଣପୁର ଥାନା ଜୟପୁର…

ଲଉଡ଼ିଦରହା ସମବାୟ ସମିତି ରା ବାର୍ଷିକ ସଭା ଓ ଋଣ ସଚେତନତା କର୍ମଶାଳା l

ଝାରବନ୍ଧ -ମନୋହର ଦାଶ: ବରଗଡ଼ ଜିଲ୍ଲା ଝାରବନ୍ଧ ବ୍ଲକ ଲଉଡ଼ିଦର୍ହl ସ୍ଥିତ ସେବା ସମବାୟ ସମିତି ଆନୁକୁଲ୍ୟ ରେ ଓ ନାବାର୍ଡ ସହାୟତା ରେ ଆଜି ଶନିବାର ଏକ ବ୍ୟାଙ୍କ ଋଣ ସଚେତନତା କର୍ମଶାଳା ଜଗଦଳପୁର ଧାନମଣ୍ଡି ଠାରେ ଅନୁଷ୍ଠିତ ହୋଇଛି l ସମିତି ସଭାପତି ମନୋଜ ଭୋଇ ଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ…

ସୋଆ ଏନ୍‌ଏସ୍‌ଏସ୍ ପକ୍ଷରୁ ଭୋଳା ଗ୍ରାମରେ ସ୍ୱତନ୍ତ୍ର ଶିବିର

ଭୁବନେଶ୍ୱର, ୨୫/୦୩: ସମାଜରେ ସ୍ୱଚ୍ଛତା ଓ ପରିମଳ ପରିବେଶର ଉପକାରିତା, ପ୍ଳାଷ୍ଟିକ୍ ବର୍ଜନ, ବୃକ୍ଷରୋପଣ ଏବଂ ଜଳ ସଂରକ୍ଷଣ ବିଷୟକୁ ନେଇ ଶିକ୍ଷା ଓ ଅନୁସନ୍ଧାନ ( ସୋଆ) ର ଜାତୀୟ ସେବା ଯୋଜନା (ଏନ୍‌ଏସ୍‌ଏସ୍‌) ଶାଖା ପକ୍ଷରୁ ଶୁକ୍ରବାର ଭୁବନେଶ୍ୱର ଉପକଣ୍ଠ ଭୋଳା ଗ୍ରାମରେ ଏକ ସ୍ୱତନ୍ତ୍ର…

ସମ୍ମମ୍ ନର୍ସିଂ ସଭିସେସ୍ ମୁଖ୍ୟଙ୍କୁ ‘ସି ହେଲ୍‌ଥ୍ ହିରୋଜ୍‌’ ସମ୍ମାନ ପ୍ରଦାନ

ଭୁବନେଶ୍ୱର, ୨୫/୦୩: ସମ୍ ଅଲ୍ଟିମେଟ୍ ମେଡିକେୟାର (ସମ୍ମମ୍‌)ର ନର୍ସିଂ ସର୍ଭିସେସ୍‌ର ମୁଖ୍ୟ ଶ୍ରୀମତି ଏନ୍‌. ଆୟେଶାଙ୍କୁ ‘ସି ହେଲ୍‌ଥ୍ ହିରୋଜ୍ – ରେକଗ୍‌ନାଇଜିଂ ୱିମେନ୍ ଇନ୍ ଆଲାଏଡ୍ ହେଲ୍‌ଥ୍ କେୟାର୍‌’ ସମ୍ମାନରେ ସମ୍ମାନିତ କରାଯାଇଛି ।ଶୁକ୍ରବାର ସମ୍ବାଦ ଗ୍ରୁପ୍ ପକ୍ଷରୁ ଆୟୋଜିତ…

ସମ୍ ହସ୍ପିଟାଲ୍‌ରେ ଆରମ୍ଭ ହେବ ମଲ୍ଟି ଡ୍ରଗ୍ ରେଜିଷ୍ଟାଂଟ ଟିବି ସେଂଟର

ଭୁବନେଶ୍ୱର , ୨୫/ ୦୩ : ଯକ୍ଷ୍ମା ରୋଗରେ ପୀଡ଼ିତ ଥିବା ରୋଗୀଙ୍କୁ ଉତମ ଚିକିତ୍ସା ଯୋଗାଇ ଦେବା ଲକ୍ଷ୍ୟରେ ସମ୍ ହସ୍ପିଟାଲ୍‌ରେ ଖୁବ୍ ଶୀଘ୍ର ଆରମ୍ଭ ହେବ ମଲ୍ଟି ଡ୍ରଗ୍ ରେଜିଷ୍ଟାଂଟ ଟିବି ସେଂଟର । ଏହି ସେଂଟରରେ କେବଳ ଯକ୍ଷ୍ମା ରୋଗ ନିମନ୍ତେ ଉପଲବ୍ଧ ଔଷଧ ଏହି ରୋଗରେ ପୀଡ଼ିତ ରୋଗୀଙ୍କୁ କାମ…