Sign in
Sign in
Recover your password.
A password will be e-mailed to you.
ପାଇକମାଲ ଥାନା ଅଧିକାରୀ ଙ୍କୁ ସମ୍ମାନ ସୂଚକ ଡିଜିପି ଡିସ୍କ ପ୍ରଦାନ
ଡିଜିପି ଙ୍କର ଅଫିସରେ ସମ୍ମାନିତ ହେଲେ ଥାନା ଅଧିକାରୀ
ବରଗଡ :- ଆଜି ପୋଲିସ ଦିବସ ଅବସରରେ ବରଗଡ ଜିଲ୍ଲା ପାଇକମାଲ ଥାନା ଅଧିକାରୀ ଶ୍ରୀ ସୁଶାନ୍ତ କୁମାର ବଢ଼େଇ ଙ୍କୁ ରାଜ୍ୟ ପୋଲିସ ମୁଖିଆ ଶ୍ରୀ ସୁନୀଲ କୁମାର ବଂସଲ ଙ୍କର ଦ୍ୱାରା ସମ୍ମାନ ସୂଚକ ଡିଜିପି ଡିସ୍କରେ ସମ୍ମାନୀତି କରାଯାଇଛି ।…
ଭୁବନେଶ୍ୱର ବିୟୁଟିମେକର୍ସ ୱେଲଫେୟାର ଆସୋସିଏସନର ଦକ୍ଷତା ବିକାଶ ଶିବିର
ଭୁବନେଶ୍ୱର : ଆଜି ସ୍ଥାନୀୟ ବୁଦ୍ଧମନ୍ଦିର ସମ୍ମିଳନୀ କକ୍ଷରେ ଭୁବନେଶ୍ୱର ବିୟୁଟିମେକର୍ସ ୱେଲଫେୟାର ଆସୋସିଏସନ୍ ତରଫରୁ ଏକ ଆଧୁନିକ ମେକଅପ୍ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଅଛି । ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ଓଡ଼ିଶାର ବିଭିନ୍ନ ଜିଲ୍ଲାରୁ ବହୁ ସଂଖ୍ୟାର ବିୟୁଟିସିଆନ୍ ଆସି…
ଆଇଏମ୍ଏମ୍ଟିଠାରେ ଜନ ଭାଗୀଦାରୀ ୱାକାଥନ୍
ଭୁବନେଶ୍ୱର: ଇନଷ୍ଟିଚ୍ୟୁଟ ଅଫ୍ ମିନେରାଲ୍ସ ଆଣ୍ଡ ମ୍ୟାଟେରିଆଲ୍ସ ଟେକ୍ନଲୋଜୀ (ଆଇଏମ୍ଏମ୍ଟି) ଠାରେ ଜି-୨୦ ଜନଭାଗୀଦାରୀ ହାକାଥନ୍ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା । ରାଜ୍ୟର ସବୁ ଜିଲ୍ଲାରେ ଏହି କାର୍ଯ୍ୟକ୍ରମ ଆରମ୍ଭ ହୋଇଛି । ଏହା ଏକ ମାସଧରି ରାଜ୍ୟର ସମସ୍ତ ଜିଲ୍ଲାରେ ପ୍ରତିଯୋଗୀତା ଆୟୋଜନ…
ସୋଆରେ ଜି-୨୦ ପ୍ରେସିଡେନ୍ସି ପାଳନ ନେଇ ସଭା ଆୟୋଜିତ
ଭୁବନେଶ୍ୱର, ଏପ୍ରିଲ୍ ୧: ଭାରତର ଜି-୨୦ ଅଧ୍ୟକ୍ଷତା ଉପଲକ୍ଷେ ଓଡ଼ିଶାରେ ଏକ ମାସ ଧରି କାର୍ଯ୍ୟକ୍ରମର ଆୟୋଜନ କରାଯିବ । ଏଥି ନିମନ୍ତେ ଫ୍ୟାକଲ୍ଟି ଓ ଛାତ୍ରଛାତ୍ରୀମାନଙ୍କୁ ନେଇ ଶିକ୍ଷା ଓ ଅନୁସନ୍ଧାନ (ସୋଆ) ଠାରେ ଉତ୍କଳ ଦିବସ ଅବସରରେ ଏକ ସଭା ଆୟୋଜିତ ହୋଇଯାଇଛି । ଆସନ୍ତା ଏପ୍ରିଲ୍ ୨୭ରୁ…
କୋଟିଆବାସୀଙ୍କ ସହ ‘ଉତ୍କଳ ଦିବସ’ ପାଳିଲେ କେନ୍ଦ୍ରମନ୍ତ୍ରୀ
କୋଟିଆ ଓଡ଼ିଶାର ; ସୂର୍ଯ୍ୟ, ଚନ୍ଦ୍ର, ପାଣି ଏବଂ ପବନ ଭଳି ଏହା ଧୃବ ସତ୍ୟ -ଧର୍ମେନ୍ଦ୍ର ପ୍ରଧାନ
ସୀମାବର୍ତ୍ତୀ ଅଞ୍ଚଳ ଉପରେ ଜବରଦସ୍ତ ପଶୁଥିବା ଆନ୍ଧ୍ରକୁ ଏକାଠି ହୋଇ ବିରୋଧ କରିବାକୁ ପଡିବ
କୋଟିଆ/ପଟ୍ଟାଙ୍ଗି/କୋରାପୁଟ – କୋଟିଆର ସବୁ ଗାଁ ଓଡ଼ିଶାର । ସୂର୍ଯ୍ୟ, ଚନ୍ଦ୍ର, ପାଣି ଓ ପବନ…
ସୋଆର ନୂତନ କୁଳପତି ଭାବେ ଦାୟିତ୍ୱ ଗ୍ରହଣ କଲେ ପ୍ରଫେସର ପି.କେ. ନନ୍ଦ
ଭୁବନେଶ୍ୱର, ୧/୦୪: ବିଶିଷ୍ଟ ଗବେଷକ ପ୍ରଫେସର ପ୍ରଦୀପ୍ତ କୁମାର ନନ୍ଦ ଶିକ୍ଷା ଓ ଅନୁସନ୍ଧାନ (ସୋଆ) ବିଶ୍ୱବିଦ୍ୟାଳୟର ନୂତନ କୁଳପତି ଭାବେ ଶୁକ୍ରବାର ଦାୟିତ୍ୱ ଗ୍ରହଣ କରିଛନ୍ତି । ସୋଆର ପୂର୍ବତନ ଡିନ୍ (ରିସର୍ଚ୍ଚ ଆଣ୍ଡ ଡେଭ୍ଲପ୍ମେଂଟ) ଭାବେ କାର୍ଯ୍ୟ ତୁଲାଇଥିବା ପ୍ରଫେସର ନନ୍ଦ କୁଳପତି…
କଳିଙ୍ଗ ହସ୍ପିଟାଲ୍ ପକ୍ଷରୁ ଉତ୍କଳ ଦିବସ ମହାସମାରୋହରେ ପାଳିତ
କଳିଙ୍ଗ ହସ୍ପିଟାଲରେ ୨୦ ବର୍ଷରୁ ଅଧିକ ସମୟ କାର୍ଯ୍ୟ କରିଥିବା ୮୦ ଜଣ କର୍ମଚାରୀଙ୍କୁ ସମ୍ବର୍ଦ୍ଧନା
ଭୂବନେଶ୍ୱର : ଓଡିଶାର ସର୍ବପୁରାତନ କର୍ପୋରେଟ୍ ହସ୍ପିଟାଲ୍ ଭାବେ ଖ୍ୟାତି ଅର୍ଜନ କରିଆସିଥିବା କଳିଙ୍ଗ ହସ୍ପିଟାଲ ଭୂବନେଶ୍ୱର ପକ୍ଷରୁ ଭବ୍ୟ ସମାରୋହ ସହିତ ଉତ୍କଳ ଦିବସ ପାଳନ ହୋଇଛି ।…
ବାଲୁଗାଁ ଏନଏସି ପକ୍ଷରୁ ପବିତ୍ର ଉତ୍କଳ ଦିବସ ପାଳିତ
ବାଣପୁର/ଖୋର୍ଦ୍ଧା:-(ସେକ୍ କୌସର)ଆଜି ବାଲୁଗାଁ ଏନଏସି ପକ୍ଷରୁ ପବିତ୍ର ଉତ୍କଳ ଦିବସ ପାଳିତ ହୋଇଯାଇଛି | ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଏନଏସି ଅଧ୍ୟକ୍ଷା ଶ୍ରୀମତୀ ସୁକାନ୍ତି ପାଇକରାୟ ଯୋଗ ଦେଇଥବା ବେଳେ ଉପାଧ୍ୟକ୍ଷ ଶ୍ରୀ ଭଗବାନ ପ୍ରଧାନ, କାଉନସିଲର ଶ୍ରୀ ଅଭିମନ୍ୟୁ ସ୍ୱାଇଁ,…
ଉତ୍କଳ ସମ୍ମିଳନୀ,ନବରଙ୍ଗପୁର ଶାଖା ତରଫରୁ ୮୮ତମ ଓଡିଶା ଦିବସ ତଥା ଉତ୍କଳ ଦିବସ ପାଳନ.
ନବରଙ୍ଗପୁର/ଅଶୋକ ସାହୁ-.ସ୍ଥାନୀୟ ସାଇ କେୟାର ଏଜୁକେସନ ସମ୍ମିଳନୀ କକ୍ଷ ରେ ଉତ୍କଳ ସମ୍ମିଳନୀ, ନବରଙ୍ଗପୁର ଶାଖା ତରଫରୁ ୮୮ ତମ ଓଡିଶା ଦିବସ ତଥା ଉତ୍କଳ ଦିବସ ପାଳନ କରାଯାଇଅଛି ।ଉତ୍କଳୀୟ ପରମ୍ପରା ଅନୁଯାୟୀ ପୁଜ୍ୟପୁଜା ସହପ୍ରଦୀପ ପ୍ରଜ୍ବଳନ ତଥା ଦିବଙ୍ଗତ ଉତ୍କଳ ର ବୀରପୁତ୍ର ଯେଉଁ…
“କୋଟିଆ ଲୋକଙ୍କ ପାଇଁ କୁମ୍ଭୀର କାନ୍ଦଣା କାନ୍ଦିବାକୁ ଆସିଛନ୍ତି କେନ୍ଦ୍ରମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର…
ଓଡିଶା ଓ ଓଡିଆଙ୍କୁ ଅପମାନିତ କରୁଛନ୍ତି ଧର୍ମେନ୍ଦ୍ର: ବିଜେଡି
କୋରାପୁଟରୁ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ନେଇଯିବାକୁ ଷଡଯନ୍ତ୍ର
କେବିକେ ଓ ବିଆରଜିଏଫ୍ ଯୋଜନାକୁ ବନ୍ଦ କରିଛନ୍ତି
ଛାତ୍ରବୃତ୍ତି, ପିଏମଏୱାଇ ଓ ମୋବାଇଲ୍ ସଂଯୋଗ କ୍ଷେତ୍ରରେ ଅବହେଳା
ଜୟପୁର: …