Sign in
Sign in
Recover your password.
A password will be e-mailed to you.
ଜେଏସଡବ୍ଲ୍ୟୁ କମ୍ପାନୀର ପ୍ରତିଷ୍ଠାତା ଓପି ଜିନ୍ଦଲଙ୍କ ଶ୍ରାଦ୍ଧବାର୍ଷିକୀ ଅବସରରେ ବିଭିନ୍ନ ସ୍ଥାନରେ ସେବା…
ପାରାଦୀପ -ଜେଏସଡବ୍ଲ୍ୟୁ କମ୍ପାନୀର ପ୍ରତିଷ୍ଠାତା ଓପି ଜିନ୍ଦଲଙ୍କ ଆଜି ୧୯ତମ ଶ୍ରାଦ୍ଧବାର୍ଷିକୀ ପାଳନ ଅବସରରେ ସ୍ଥାନୀୟ କାର୍ଯ୍ୟାଳୟ ପକ୍ଷରୁ ବିଭିନ୍ନ କାର୍ଯ୍ୟକ୍ରମ କରାଯାଇଛି।କାର୍ଯ୍ୟାଳୟ ପକ୍ଷରୁ ପାରାଦୀପ ପୌରାଞ୍ଚଳ ଅନ୍ତର୍ଗତ ବାଲିଝରା ସ୍ଥିତ ସନ୍ତୋଷୀ ଜରାଶ୍ରମର ସମସ୍ତ…
କେନ୍ଦ୍ରମନ୍ତ୍ରୀମାନଙ୍କ ପ୍ରତିଶୃତି ଫମ୍ପା ମାଠିଆର ଶବ୍ଦ ଭଳି: ବିଜେଡି
ପ୍ରତିଶୃତି ଦେବାରେ ବିଜେପି ନେତା ଧୂରନ୍ଧର
ଅଭ୍ୟସ୍ତ ହୋଇଗଲେଣି ଓଡିଶାବାସୀ
ନିର୍ବାଚନ ସରିଲେ ଦେଖା ଦିଅନ୍ତିନି କେନ୍ଦ୍ରୀୟ ନେତା
ଭୁବନେଶ୍ୱର: ଓଡିଶାକୁ କେନ୍ଦ୍ରମନ୍ତ୍ରୀ ମାନେ ଆସିବେ, ବଡ ବଡ ପ୍ରକଳ୍ପ ଏବଂ ଶହ ଶହ କୋଟି ଟଙ୍କାର କଥା କହିବେ ହେଲେ ଟଙ୍କାଟିଏର…
ଧର୍ମେନ୍ଦ୍ରଙ୍କୁ ଧୋଇଲେ ବିଧାୟିକା ବର୍ଷା
"ପ୍ରଥମେ ଆପଣ ନାରୀକୁ ଅପମାନ କଲେ, ଏବେ ଓଡ଼ିଶାବାସୀଙ୍କୁ"
ମିଥ୍ୟା ପ୍ରଚାର କରି ଶାନ୍ତିପ୍ରିୟ ଓଡ଼ିଶାବାସୀଙ୍କୁ କାହିଁକି ଅପମାନିତ କରୁଛନ୍ତି?
ଉପନିର୍ବାଚନ ସମୟରେ ବିଜେପି ନେତାମାନେ ମୋତେ ଆକ୍ଷେପ କଲାବେଳେ ଆପଣ ଚୁପ୍ ଥିଲେ
ଭିଡିଓ ଦେଖାଇ ୟୁପି, ମହାରାଷ୍ଟ୍ର ଓ…
ପଣ୍ଡକିପାଲିରେ ଭଗବତ ମନ୍ଦିର ପ୍ରତିଷ୍ଠା ଉତ୍ସବ
ମେଲଛାମୁଣ୍ଡା,୩୦/୩(ମନୋଜ ଭୋଇ)- ମେଲଛାମୁଣ୍ଡା ଥାନା ଅର୍ନ୍ତଗତ ପଣ୍ଡକିପାଲି ଗ୍ରାମରେ ଗ୍ରାମ କମିଟି ଦ୍ୱାରା ନବ ନିର୍ମିତ ଭଗବତ ମନ୍ଦିରର ପ୍ରାଣ ପ୍ରତିଷ୍ଠା ଉତ୍ସବ କଳସ ଯାତ୍ରା ସହ ଆରମ୍ଭ ହୋଇଯାଇଛି । ଦଧିବାବନ ମିଶ୍ର, ଅଶୋକ ଷଢଙ୍ଗୀ, ଶଶିଭୂଷଣ ମିଶ୍ର, ହିଂମାଶୁ ପଣ୍ଡା ପ୍ରମୁଖ ପ୍ରମୁଖ…
ବିଜେପି ସାଂସଦ କି କେନ୍ଦ୍ରମନ୍ତ୍ରୀମାନେ ସଂସଦରେ ଚୁପ କାହିଁକି?: ଅରୁଣ ସାହୁ
କୋଟିଆ ପ୍ରସଙ୍ଗରେ ଓଡ଼ିଶା ବିଜେପି ନେତାଙ୍କୁ ବିଜେଡିର ଟାର୍ଗେଟ୍
ପ୍ରଧାନମନ୍ତ୍ରୀ କିମ୍ବା ଗୃହମନ୍ତ୍ରୀଙ୍କୁ ଭେଟି କୋଟିଆ ବିବାଦର ସମାଧାନ ଦାବି କରି ନାହାନ୍ତି
ବିଜେପି ଚାହୁଁଛି କୋଟିଆ ଓଡ଼ିଶାରୁ ଯାଉ, ଓଡ଼ିଶା ସରକାର ଅପଦସ୍ତ ହୁଅନ୍ତୁ
କୋଟିଆର ଦୋରା…
ଛେନାପୋଡ଼କୁ ଜିଆଇ ଟ୍ୟାଗ ପାଇଁ ଦାବିପତ୍ର ଦେଲେ ବିଧାୟକ ଡ଼ ଅରୁଣ ସାହୁ
ନୟାଗଡ଼(ଲକ୍ଷ୍ମୀଧର ସାହୁ):ନୟାଗଡ଼ ବିଧାୟକ ଡ଼ ଅରୁଣ କୁମାର ସାହୁ ଆଜି ସଚିବାଳୟରେ ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ଶିଳ୍ପ ଏବଂ ଶକ୍ତି ମନ୍ତ୍ରୀ ପ୍ରତାପ ଦେବଙ୍କୁ ସାକ୍ଷାତ କରି ନୟାଗଡ଼ ଛେନାପୋଡ଼କୁ ଜିଆଇ ଟ୍ୟାଗ ପ୍ରଦାନ ପାଇଁ ଆବଶ୍ୟକ ଦାବିପତ୍ର ପ୍ରଦାନ କରିଛନ୍ତି। ସୂଚନାଯୋଗ୍ୟ ଯେ ଗତ…
ବେଦାନ୍ତ ଆଲୁମିନିୟମ୍ ପକ୍ଷରୁ ଦୀର୍ଘ ମାସବ୍ୟାପୀ ଅନ୍ତର୍ଜାତୀୟ ମହିଳା ଦିବସ ପାଳିତ
ମହିଳା କର୍ମଚାରୀ ଓ ଗୋଷ୍ଠୀ ସଦସ୍ୟଙ୍କ ପାଇଁ ବ୍ୟାପକ କାର୍ଯ୍ୟକ୍ରମ ଆୟୋଜିତ
ଭୁବନେଶ୍ୱର: ଅନ୍ତର୍ଜାତୀୟ ମହିଳା ଦିବସ ୨୦୨୩ ପାଳନ ପରିପ୍ରେକ୍ଷୀରେ ଭାରତର ସର୍ବବୃହତ ଆଲୁମିନିୟମ୍ ଉତ୍ପାଦନକାରୀ ବେଦାନ୍ତ ଆଲୁମିନିୟମ୍ ପକ୍ଷରୁ ଏହାର ମହିଳା କର୍ମଚାରୀ ଓ ସ୍ଥାନୀୟ ଗୋଷ୍ଠୀର ସଦସ୍ୟମାନଙ୍କ…
ଝାରସୁଗୁଡ଼ାକୁ ଛାଡି ଉତ୍କଳ ଦିବସରେ ୫୩ ଲକ୍ଷରୁ ଅଧିକ ଚାଷୀଙ୍କୁ କାଳିଆ କିସ୍ତି
ଭୁବନେଶ୍ବର: ଝାରସୁଗୁଡ଼ାକୁ ଛାଡି ଉତ୍କଳ ଦିବସରେ ୫୩ ଲକ୍ଷରୁ ଅଧିକ ଚାଷୀଙ୍କୁ କାଳିଆ କିସ୍ତି | ଉତ୍କଳ ଦିବସରେ ଚାଷୀମାନଙ୍କୁ କାଳିଆ କିସ୍ତି ଅର୍ଥ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବଣ୍ଟନ କରିବେ । ଭିସି ମାଧ୍ୟମରେ ରାଜ୍ୟର ୫୩ ଲକ୍ଷରୁ ଅଧିକ ଚାଷୀଙ୍କୁ କାଳିଆ କିସ୍ତି ଅର୍ଥ ବଣ୍ଟନ କରାଯିବ…
ଦୀପାଳି ହେଲେ ଝାରସୁଗୁଡା ପାଇଁ ବିଜେଡି ପ୍ରାର୍ଥୀନୀ
ଦୀପାଳି ହେଲେ ଝାରସୁଗୁଡା ପାଇଁ ବିଜେଡି ପ୍ରାର୍ଥୀନୀ | ସ୍ବର୍ଗତ ମନ୍ତ୍ରୀ ନବ ଦାସଙ୍କ କନ୍ୟା ଦୀପାଳିଙ୍କୁ ଦଳୀୟ ପ୍ରାର୍ଥୀ ଘୋଷଣା କଲେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ | ଆସନ୍ତା ମେ ୧୦ରେ ନିର୍ବାଚନ ହେବ । ଆଜି ପ୍ରଥମ ଧଳ ଭାବେ ବିଜେଡି ପ୍ରାର୍ଥୀ ଘୋଷଣା କରିଛି । ଅନ୍ୟପକ୍ଷରେ…
ଜେଆରଜି ଏଜୁକେସନ ଟ୍ରଷ୍ଟର ଚର୍ତୁଦଶ ସାଂସ୍କୃତିକ ଉତ୍କର୍ଷ ଉତ୍ସଵ
ଖୋର୍ଦ୍ଧା-ଖୋର୍ଦ୍ଧା ଶିଳ୍ପାଞ୍ଚଳ ପରିସରରେ ଜେଆରଜି ଏଜୁକେସନ ଟ୍ରଷ୍ଟର ରାଧାକୃଷ୍ଣ ବୈଷୟିକ ମହାବିଦ୍ୟାଳୟ, ଜେଆରଜି କଲେଜ ଅଫ ଫାର୍ମାସି,କ୍ରିପ୍ଟନ ଯୁକ୍ତ ଦୁଇ ବିଜ୍ଞାନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଓ ଦକ୍ଷତା ବିକାଶ ସଂସ୍ଥାର ଦୁଇ ଦିନ ଧରି ଚାଲିଥିବା ଚର୍ତୁଦଶ ସାଂସ୍କୃତିକ ଉତ୍କର୍ଷ ଉତ୍ସଵ…