Sign in
Sign in
Recover your password.
A password will be e-mailed to you.
ଓଡ଼ିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟରେ କେନ୍ଦ୍ରମନ୍ତ୍ରୀ
ନୂତନ ଷ୍ଟାଡ଼ିୟମ ପାଇଁ ଭୂମିପୂଜନ କରିବା ସହ ପ୍ରାଧ୍ୟାପକଙ୍କ ପାଇଁ ଓ୍ୱାର୍କ ଷ୍ଟେସନ ଓ ଡିଜିଟାଲ ଭାଷା ଲ୍ୟାବର ଉଦଘାଟନ କଲେ କେନ୍ଦ୍ରମନ୍ତ୍ରୀ
କୋରାପୁଟ – କେନ୍ଦ୍ର ଶିକ୍ଷା ଓ ଦକ୍ଷତା ବିକାଶ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଶନିବାର ‘ଉତ୍କଳ ଦିବସ’ର ମହାନ ଅବସରରେ କୋରାପୁଟ ଜିଲ୍ଲା…
କିଟ୍ ଓ କିସ୍ ପକ୍ଷରୁ ଉତ୍କଳ ଦିବସ ପାଳିତ
ଭୁବନେଶ୍ୱର: କିଟ୍ ଓ କିସ୍ ପକ୍ଷରୁ ୮୮ତମ ଉତ୍କଳ ଦିବସ ଶନିବାର ପାଳିତ ହୋଇଯାଇଛି । ଏହି ଅବସରରେ କିଟ୍ ଓ କିସ୍ ପକ୍ଷରୁ ଉତ୍କଳର ବରପୁତ୍ରମାନଙ୍କୁ ଶ୍ରଦ୍ଧାସୁମନ ଅର୍ପଣ ପରେ ସ୍ୱତନ୍ତ୍ର ଉତ୍କଳ ପ୍ରଦେଶ ଗଠନରେ ସେମାନଙ୍କ ଉଲ୍ଲେଖନୀୟ ଅବଦାନର ସ୍ମୃତିଚାରଣ କରାଯାଇଥିଲା । କାର୍ଯ୍ୟକ୍ରମରେ…
ଜଗତସିଂହପୁରରେ ମିଶନଶକ୍ତି କାଫେ ଶୁଭ ଉଦଘାଟନ
ଜଗତସିଂହପୁର/ସୁମନ୍ତ କୁମାର ଦାସ-ଆଜି ଉତ୍କଳ ଦିବସ ଶୁଭ ଅବସରରେ ଜଗତସିଂହପୁର ଜିଲ୍ଲାର ଜିଲ୍ଲା ପରିଷଦ କାର୍ଯ୍ୟାଳୟ, ରଘୁନାଥପୁର ବ୍ଲକ, ନାଉଗାଓଁ ବ୍ଲକ ଏବଂ ଜଗତ୍ସିଂହପୁର ବ୍ଲକରେ ୪ଟି ମିଶନ ଶକ୍ତି କାଫେ ଉଦ୍ଘାଟନ କରାଯାଇଥିଲା l ଜଗତ୍ସିଂହପୁର ବ୍ଲକ, ଏରାସାମା ବ୍ଲକ ଏବଂ ଜିଲ୍ଲା ପରିଷଦ…
ଜିଲ୍ଲାସ୍ତରୀୟ ଉତ୍କଳ ଦିବସ ପାଳିତ
ନୟାଗଡ଼,୧/୪: ଜିଲ୍ଲା ପ୍ରଶାସନ ପକ୍ଷରୁ ଜିଲ୍ଲା ସ୍ତରୀୟ ୮୮ତମ ଉତ୍କଳ ଦିବସ ମହା ସମାରୋହରେ ସ୍ଥାନୀୟ ଖେଳ ପଡ଼ିଆରେ ପାଳିତ ହୋଇଯାଇଛି। ଏଥିରେ ମୁଖ୍ୟଅତିଥି ଭାବେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଇଂ ଦେବାଶିଷ ପଟ୍ଟନାୟକ,ମୁଖ୍ୟବକ୍ତା ଭାବେ ନୟାଗଡ଼ ବିଧାୟକ ଡ. ଅରୁଣ କୁମାର ସାହୁ, ସମ୍ମାନିତ ଅତିଥି…
ପ୍ରଧାନ ଶିକ୍ଷୟିତ୍ରୀଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା
ନୟାଗଡ଼,୩୧ା୩: ନୟାଗଡ଼ ବ୍ଲକ ଅନ୍ତର୍ଗତ ଧବଳେଇ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ସୁକାନ୍ତି ଦେଇ ସରକାରୀ ଚାକିରୀରୁ ଅବସର ଗ୍ରହଣ କରିଛନ୍ତି । ଏହି ଉପଲକ୍ଷେ ବିଦ୍ୟାଳୟ ପରିସରରେ ଏକ ଅବସରକାଳୀନ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଥିଲା । ଲେଙ୍କୁଡ଼ିପଡ଼ା କ୍ଳଷ୍ଟର ସିଆରସିସି…
ବାହ୍ୟରାଜ୍ୟକୁ ଜାତୀୟକରଣ ପାଠ୍ୟପୁସ୍ତକ ବିତରଣର ଶୁଭ ଉଦ୍ଘାଟନ
ଭୁବନେଶ୍ୱର,:ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ଶ୍ରୀ ସମୀର ରଞ୍ଜନ ଦାଶଙ୍କ ଦ୍ୱାରା ଆଜି ଶିକ୍ଷାବର୍ଷ ୨୦୨୩-୨୪ର ବାହ୍ୟରାଜ୍ୟକୁ ଜାତୀୟକରଣ ଓଡିଆ ପାଠ୍ୟପୁସ୍ତକର ବିତରଣ ଉତ୍ସବର ଶୁଭାରମ୍ଭ ହୋଇଛିା ଏହି ଉତ୍ସବରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର କମିଶନର-ତଥା-ଶାସନ ଶଚିବ ଶ୍ରୀମତୀ ଅଶ୍ଥି ଏସ.,…
ଉତ୍କଳ ଦିବସରେ ସୋଆ ଏସ୍ଏଚ୍ଏମ୍ରେ ଆରମ୍ଭ ହେଲା “ପଖାଳ ଉତ୍ସବ”
ଭୁବନେଶ୍ୱର, ୧/୦୪: ଓଡିଶାର ପାରମ୍ପରିକ ଖାଦ୍ୟ ‘ପଖାଳ’ର ପ୍ରଚାର ଓ ପ୍ରସାର କରିବା ଉଦ୍ଦେଶ୍ୟରେ ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ସ୍କୁଲ୍ ଅଫ୍ ହୋଟେଲ୍ ମ୍ୟାନେଜମେଂଟରେ (ଏସ୍ଏଚ୍ଏମ୍ ) ଏପ୍ରିଲ୍୧ ଉତ୍କଳ ଦିବସ ଦିନ “ପଖାଳ ଉତ୍ସବ” ଆରମ୍ଭ ହୋଇଛି । ୫ ଦିନ ବ୍ୟାପି ଚାଲିବାକୁ ଥିବା…
ଉତ୍କଳୀୟ ସାରସ୍ୱତ ଭଣ୍ଡାର କୁ ସମୃଦ୍ଧ କରିଥିବା ମାହାଙ୍ଗା ର ୧୨ ବରପୁତ୍ର ଙ୍କ ପ୍ରତିମୂର୍ତ୍ତି ଉନ୍ମୋଚିତ
ପୂର୍ବତନ ମନ୍ତ୍ରୀ ତଥା ମାହାଙ୍ଗା ବିଧାୟକ ପ୍ରତାପ ଜେନାଙ୍କ ଦ୍ୱାରା ହେଲା ଉନ୍ମୋଚନ
2009 ମସିହା ରୁ ମାହାଙ୍ଗା ର ଦାୟିତ୍ୱ ନେଲାପରେ ସବୁବେଳେ ପୂଜ୍ୟ ପୂଜାର କାର୍ଯ୍ୟକ୍ରମ କୁ ବ୍ୟାପକ କରିବା ପାଇଁ ଚେଷ୍ଟା କରିଛି - ବିଧାୟକ ପ୍ରତାପ ଜେନା l
ମାହାଙ୍ଗା /ଦେବେନ୍ଦ୍ର ଷଡ଼ଙ୍ଗୀ ): ଏପ୍ରିଲ…
ନିଶ୍ଚିନ୍ତକୋଇଲି ମିଡିଆବ୍ରଦର୍ସ ପକ୍ଷରୁ ଉତ୍କଳ ଦିବସ ପାଳିତ
ନିଶ୍ଚିନ୍ତକୋଇଲି(ଦେବେନ୍ଦ୍ର ଷଢଙ୍ଗୀ): ନିଶ୍ଚିନ୍ତକୋଇଲି ପି.ପି. କଲେଜ ଛକ ତାରିଣୀ ମନ୍ଦିର ପରିସରରେ ମିଡିଆ ବ୍ରଦର୍ସ ପକ୍ଷରୁ ୮୭ତମ ବାର୍ଷିକ ଉତ୍କଳ ଦିବସ ପାଳିତ ହୋଇଯାଇଛି । ମିଡିଆ ବ୍ରଦର୍ସର ଅଧ୍ୟକ୍ଷ ସୁରେନ୍ଦ୍ରନାଥ ରାଉତଙ୍କ ସଭାପତିତ୍ୱରେ ପ୍ରତ୍ୟେକ ଓଡିଆ ମାଆ , ମାତୃଭୂମି,…
ଉତ୍କଳ ପରିଷଦ ପକ୍ଷରୁ ଉତ୍କଳ ଦିବସ.
ଅଶୋକ ସାହୁ/ନବରଙ୍ଗପୁର: ନବରଙ୍ଗପୁର ସ୍ଥିତ ତୃପ୍ତି ଲର୍ଜ ର ବୈଠକ ଗୃହ ରେ ମହାସମାରୋହ ରେ ଉତ୍କଳ ଦିବସ ପାଳନ ହୋଇଯାଇଛି। ଭାଷା ସାହିତ୍ୟ ସଂସ୍କୃତି ସୁରକ୍ଷା ଦିଗରେ କାମ କରୁଥିବା ସର୍ବ ପୁରାତନ ସାହିତ୍ୟ ସଂସ୍ଥା ଉତ୍କଳ ପରିଷଦ ୮୮ତମ ଉତ୍କଳ ଦିବସ କୁ ସ୍ୱତନ୍ତ୍ର ଭାବେ ସମ୍ମାନ ର ସହିତ ଶହ…