Sign in
Sign in
Recover your password.
A password will be e-mailed to you.
ବିବେକାନନ୍ଦ ଶିକ୍ଷା କେନ୍ଦ୍ର ଓ ଗୁରୁକୁଳ ଇଣ୍ଟରନ୍ୟାସନାଲ ପବ୍ଲିକ ସ୍କୁଲରେ ଉତ୍କଳ ଦିବସ
ଘୁ.ଉଦୟଗିରି(ଅବନୀ କୁମାର ପ୍ରଧାନ): କନ୍ଧମାଳ ଜିଲ୍ଲା ଘୁ.ଉଦୟଗିରି ସ୍ଥିତ ସ୍ୱାମୀ ବିବେକାନନ୍ଦ ଶିକ୍ଷା କେନ୍ଦ୍ର ଓ ଗୁରୁକୁଳ ଇଣ୍ଟରନ୍ୟାସନାଲ ପବ୍ଲିକ ସ୍କୁଲରେ ଉତ୍କଳ ଦିବସ ପାଳନ ହୋଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଅତିରିକ୍ତ ବ୍ଲକ ଶିକ୍ଷା ଅଧିକାରୀ ବୈକୁଣ୍ଠ ନାଥ ସାହୁ…
ଘୁ.ଉଦୟଗିରି ଉପଖଣ୍ଡ ସୂଚନା ଓ ଲୋକସମ୍ପର୍କ ବିଭାଗ କାର୍ଯ୍ୟାଳୟରେ ନାହାନ୍ତି କର୍ମଚାରୀ : ପାଳନ ହୋଇ ପାରିଲା ନାହିଁ…
ଘୁ.ଉଦୟଗିରି (ଅବନୀ କୁମାର ପ୍ରଧାନ): ଚଳିତ ବର୍ଷ କନ୍ଧମାଳ ଜିଲ୍ଲାର ବହୁ ପୁରାତନ ଘୁ.ଉଦୟଗିରି ଉପଖଣ୍ଡ ସୂଚନା ଓ ଲୋକସମ୍ପର୍କ ବିଭାଗ କାର୍ଯ୍ୟାଳୟରେ ପାଳନ ହୋଇପାରିଲା ନାହିଁ ଉତ୍କଳ ଦିବସ । ବହୁ ବର୍ଷର ପରମ୍ପରା ଆଜି ଭାଙ୍ଗି ଯାଇଛି । ଆଜିର ଦିନରେ କାର୍ଯ୍ୟାଳୟରେ ଛାତ୍ରଛାତ୍ରୀଙ୍କ…
କ୍ଷିପ୍ରଗତିରେ ଆଗେଇ ଚାଲିଛି ନିଲାଥର ସେତୁ ନିର୍ମାଣ
ସମୟସୀମା ଭିତରେ କାମ ସାରିବାକୁ ବିଧାୟିକା ଙ୍କର ନିର୍ଦେଶ
ବରଗଡ :- ବରଗଡ ଜିଲ୍ଲା ପାଇକମାଲ ବ୍ଲକ ବରତୁଣ୍ଡା ଗ୍ରାମରୁ କାଁସଡ଼ା ଗ୍ରାମପଞ୍ଚାୟତ ର ନିଲାଥର ମଧ୍ୟରେ ଚିରସ୍ରୋତା ଅଙ୍ଗ ନଦୀ ପ୍ରବାହିତ ହେଉଛି । ଏହି ଦୁଇ ଗାଁ ମଧ୍ୟରେ ଦୂରତା ମାତ୍ର ଏକ କିଲୋମିଟର ହୋଇଥିବା ବେଳେ ବର୍ଷା ଦିନରେ…
କାଳୀ ମନ୍ଦିର କମିଟୀ ତରଫରୁ ରକ୍ତଦାନ ଶିବିର :- ଉଦଘାଟନ କଲେ ବିଧାୟିକା
ପଦ୍ମପୁର/ଶିବାଶିଷ ପଟ୍ଟନାୟକ :- ସ୍ଥାନୀୟ ସିଦ୍ଧି ବିନାୟକ କଲ୍ଯାଣ ମଣ୍ଡପ ଠାରେ କାଳୀ ମନ୍ଦିର କମିଟୀ ଆନୁକୁଲ୍ୟରେ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି l ଏହି ଶିବିରକୁ ବିଧାୟିକା ବର୍ଷା ସିଂ ବରିହା ମୁଖ୍ୟ ଅତିଥି ଭାବେ ଯୋଗଦେଇ ଉଦଘାଟନ କରିଥିଲେ l ପରେ କାଳୀ ମନ୍ଦିର ପାଇଁ ଏକ…
ନୂଆ ରୂପରେ ଘୁ.ଉଦୟଗିରି ଖୋଲା ବ୍ୟାୟାମ ଶାଳା : ସୁସ୍ଥ ଓ ସୁନ୍ଦର ଶରୀର ଗଠନ ପାଇଁ ଦେଉଛି ସଚେତନତାର…
ଘୁ.ଉଦୟଗିରି (ଅବନୀ କୁମାର ପ୍ରଧାନ): ସୁସ୍ଥ ନିରାମୟ ଜୀବନ ପାଇଁ ସରକାର ମୁକ୍ତା ଯୋଜନାରେ ରାସ୍ତା କଡରେ ଓପୋନ ଜିମ ବ୍ଯବସ୍ଥା କରିଛନ୍ତି । ଯାହା କି ଏବେ ନୁଆ ରୂପରେ ସଜେଇ ହେଉଥିବା ବେଳେ ସାଧାରଣ ଜନତାକୁଂ ସୁସ୍ଥ ରହିବାକୁ ଆକର୍ଷିତ କରୁଛି । ସ୍ୱଚ୍ଛ ସୁନ୍ଦର ପରିବେଶ ମଧ୍ଯରେ ବ୍ଯାୟାମ…
“ସଚିବ କିଏ, ମନା କରିବାକୁ!!!ମୁଁ ମନ୍ତ୍ରୀ ଥିଲି, ନିଷ୍ପତ୍ତି ଲୋକଙ୍କ ପାଇଁ ମୁଁ ନେବି.”
https://youtu.be/5zLaKYPdhes
ରାଉରକେଲା ନାଗରିକ ସୁରକ୍ଷା କମିଟି ପକ୍ଷରୁ ଉତ୍କଳ ଦିବସ ଅବସରରେ ଗଣଧାରଣା ଓ ସ୍ଵାଭିମାନ ଦିବସ ପାଳନ
ରାଉରକେଲା,(ବସନ୍ତ କୁମାର ଜେନା):-ରାଉରକେଲାର ନ୍ୟାର୍ଯ୍ୟ ଦାବି କୁ ନେଇ ରାଉରକେଲା ନାଗରିକ ସୁରକ୍ଷା କମିଟି ପକ୍ଷରୁ ମହାନ୍ ଉତ୍କଳ ଦିବସ ପାଳନ ସହ ଏହି ଦିବସକୁ ରାଉରକେଲା ର ସ୍ଵାଭିମାନୀ ଜନସାଧାରଣ ସ୍ଵାଭିମାନ ଦିବସ ଭାବେ ପାଳନ କରିବା ସହ ଆମ୍ବାଗାନ ସ୍ଥିତ ଉତ୍କଳମଣି ଗୋପବନ୍ଧୁ ଦାସଙ୍କ…
ଗୋପବନ୍ଧୁ ପାଠାଗାର ଆନୁକୂଲ୍ୟରେ ଉତ୍କଳ ଦିବସ ପାଳିତ।
ରାଉରକେଲା,(ବସନ୍ତ କୁମାର ଜେନା):- ରାଉରକେଲାର ଅଗ୍ରଣୀ ସାହିତ୍ୟ-ସଂସ୍କୃତି ଅନୁଷ୍ଠାନ ଗୋପବନ୍ଧୁ ପାଠାଗାର ଆନୁକୂଲ୍ୟରେ ପବିତ୍ର ଉତ୍କଳ ଦିବସ ମହାସମାରୋହରେ ପାଳିତ ହୋଇଯାଇଛି। ସକାଳେ ପାଠାଗାରର ସଦସ୍ୟ ମାନଙ୍କ ଦ୍ବାରା ଛେଣ୍ଡ୍ କଲୋନୀରେ ସ୍ଥାପିତ ଓଡ଼ିଶାର ବରପୁତ୍ର ଉତ୍କଳମଣି ଗୋପବନ୍ଧୁ,…
ଜିଲ୍ଲା ସ୍ତରୀୟ ୮୮ତମ ଓଡିଶା ଦିବସ ପାଳିତ
https://youtu.be/HW-jFshjyJA
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ସ୍ତରୀୟ ୮୮ତମ ଓଡିଶା ଦିବସ ସମାରୋହ ମହା ଆଡ଼ମ୍ବରରେ ପାଳିତ ହୋଇଯାଇଛି। ସକାଳରେ ସୁଶ୍ରୀ କଲ୍ୟାଣୀ ଗଜପତି, ଜିଲ୍ଲା ପରିଷଦ ସଭାପତି ଶ୍ରୀଯୁକ୍ତ ଜି.ତିରୁପତି ରାଓ , ପାରଳାଖେମୁଣ୍ଡି…
ରାଉରକେଲାରେ ‘ ୮୮ତମ ଓଡ଼ିଶା ଦିବସ’ ପାଳିତ
ରାଉରକେଲା,(ବସନ୍ତ କୁମାର ଜେନା):- ରାଉରକେଲା ଏବଂ ସୂଚନା ଓ ଲୋକସମ୍ପର୍କ କାର୍ଯ୍ୟାଳୟ, ରାଉରକେଲାର ମିଳିତ ସହଯୋଗରେ ୮୮ତମ ଓଡ଼ିଶା ଦିବସ ପାଳନ କରାଯାଇଛି। ଏହି ଅବସରରେ ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନରେ ତ୍ୟାଗ ସ୍ୱୀକାର କରିଥିବା ତଥା ଓଡ଼ିଆ ଭାଷା, ସାହିତ୍ୟ ଏବଂ ସଂସ୍କୃତିକୁ ସମୃଦ୍ଧ…