ଆଧୁନିକ ଜ୍ଞାନକୌଶଳରେ ବିଦ୍ୟୁତ୍ ସଂଚରଣ କରି ଓପିଟିସିଏଲ୍ ଜନସାଧାରଣଙ୍କର ଅଧିକ ଆସ୍ଥାଭାଜନ ହେଉ- ମୁଖ୍ୟ ଶାସନ ସଚିବ

ଓଡିଶା ବିଦ୍ୟୁତ ଶକ୍ତି ସଂଚରଣ ନିଗମ ଲିଃ.ର ଅଷ୍ଟଦଶ ପ୍ରତିଷ୍ଠା ଦିବସ ପାଳିତ । ଭୁବନେଶ୍ୱର : ଓଡିଶା ବିଦ୍ୟୁତ ଶକ୍ତି ସଂଚରଣ ନିଗମ ଲିଃ.ର ୧୮ତମ ପ୍ରତିଷ୍ଠା ଦିବସଶନିବାର ସଂଧ୍ୟାରେ ମହାସମାରୋହରେ ପାଳିତ ହୋଇଯାଇଛି । ରମାଦେବୀ ସ୍ୱୟଂ ଶାସିତ ମହିଳା ମହାବିଦ୍ୟାଳୟପ୍ରେକ୍ଷାଳୟରେ…

ସମବାୟ ଆନ୍ଦୋଳନ ପ୍ରଗତିର ପ୍ରମୁଖ ସୂତ୍ର ଏବଂ ଓଡ଼ିଶା ରାଜ୍ୟ ସମବାୟ ବ୍ୟାଙ୍କ ସଫଳତାର ଏକ ପ୍ରତୀକ : ରାଜ୍ୟପାଳ

ଓଡ଼ିଶା ରାଜ୍ୟ ସମବାୟ ବ୍ୟାଙ୍କର ପ୍ଲାଟିନମ୍ ଜୁବୁଲି ସମାରୋହ ଭୁବନେଶ୍ୱର :  ସମବାୟ ଏକ ଚେତନା, ଯାହା ଆମ ସଂସ୍କୃତି ଓ ପରମ୍ପରାର ଆଧାରା ଆମ ଚିନ୍ତନ ଓ ମନନ ସକଳ କଲ୍ୟାଣ ପାଇଁ ଅଭିପ୍ରେତା ସମବାୟ ଭାବନା ପିଣ୍ଡଠୁ ବ୍ରହ୍ମାଣ୍ଡ ପର୍ଯ୍ୟନ୍ତ ପରିବ୍ୟାପ୍ତା ସ୍ଥିତିକୁ ପ୍ରଭାବିତ କରେ ସାମୂହିକ…

*ପ୍ରଧାନମନ୍ତ୍ରୀଙ୍କୁ ଖୋଲା ଚିଠି ଲେଖିବାକୁ ଓପିସିସି ସଭାପତି ଶରତ ପଟ୍ଟନାୟକଙ୍କ ନିବେଦନ*

  ଭୁବନେଶ୍ୱର-ତା୨/୪/୨୩ ରିଖ-ରାହୁଲ ଗାନ୍ଧୀଙ୍କ ସଭ୍ୟ ପଦ ରଦ୍ଦ ଓ ସାମ୍ବିଧାନିକ ଅନୁଷ୍ଠାନ ମାନଙ୍କର ଅପବ୍ୟବହାର ପ୍ରତିବାଦରେ ଆସନ୍ତା କାଲି ୩ ତାରିଖ *ପ୍ରଧାନମନ୍ତ୍ରୀଙ୍କୁ ଖୋଲା ଚିଠି*  ଅଭିଯାନରେ ରାଜ୍ୟର ୩୧୪ ବ୍ଲକ ଏବଂ ୧୦୮ ଏନଏସିର ସମସ୍ତ କଂଗ୍ରେସ କର୍ମୀ, ଶୁଭେଚ୍ଛୁ ଓ ରାଜ୍ୟର…

ଟିକାବାଲି ପୁଲିସ ଦ୍ୱାରା ଯାନବାହନ ଯାଞ୍ଚ

ଘୁ.ଉଦୟଗିରି(ଅବନୀ କୁମାର ପ୍ରଧାନ): କନ୍ଧମାଳ ଜ଼ିଲ୍ଲା ଟିକାବାଲି ସ୍ଥିତ ଛାତିଝର, ଟିପାରିଗାଁ ଛକ ଏବଂ ବାହାଡା ସାହି ଛକ ଅଞ୍ଚଳରେ ଆଜି ଟିକାବାଲି ପୁଲିସ ଦ୍ୱାରା ରାସ୍ତା ରେ ଯାତାୟାତ କରୁଥିବା ପ୍ରତ୍ୟେକ ଗାଡ଼ିକୁ ତନ ତନକରି ଯାଞ୍ଚ କରା ଯାଉଥିବା ଦେଖିବାକୁ ମିଳିଛି I ସୂଚନା ଥାଉକି ଆଜି…

ମହାଡ଼ମ୍ବରରେ କନବାଗେରୀ ମଣ୍ଡଳୀରେ ବିଜୟ ଯାତ୍ରା ଓ ପୁନରୁଥାନ ଦିବସ ପାଳିତ

ଘୁ.ଉଦୟଗିରି(ଅବନୀ କୁମାର ପ୍ରଧାନ): ବିଜୟ ଯାତ୍ରା ଓ ପୁନରୁଥାନ ପର୍ବକୁ ନେଇ ଉତ୍ସାବ ମୁଖର ସମଗ୍ର କନ୍ଧମାଳ ଜିଲ୍ଲା ଓ ସଂଖ୍ୟା ଲଘୁ ଖ୍ରୀଷ୍ଟିୟାନ ଧର୍ମାବଲମ୍ବୀ I ଏହାକୁ ନେଇ କନ୍ଧମାଳ ଜିଲ୍ଲା ଘୁ. ଉଦୟଗିରି ସ୍ଥିତ କନବାଗେରି ଉତ୍ତର ଭାରତ ମଣ୍ଡଳୀ ଠାରେ ଆଜି ଖ୍ରୀଷ୍ଟ ଧର୍ମାବଲମ୍ଭିଙ୍କ…

୩୧ ତମ ନୟାଗଡ଼ ଜିଲ୍ଲା ପ୍ରତିଷ୍ଠା ଦିବସ ପାଳିତ

ନୟାଗଡ଼ (ବିଶ୍ଵଜିତ ନାୟକ) -  ଜିଲ୍ଲା ପ୍ରଶାସନ ପକ୍ଷରୁ ନୟାଗଡ଼ ଜିଲ୍ଲାର ୩୦ତମ ପ୍ରତିଷ୍ଠା ଦିବସ ମହାସମାରୋହରେ ସ୍ଥାନୀୟ ଖେଳ ପଡ଼ିଆରେ ଅନୁଷ୍ଠିତ ହୋଇଯାଇଛି। ନୟାଗଡ଼ ଜିଲ୍ଲାର ଗର୍ଵ ଓ ଗୌରବ ତଥା ମିଠା ଜଗତର ମଉଡ଼ମଣି  ନୟାଗଡ଼ର ପ୍ରସିଦ୍ଧ ଛେନାପୋଡ଼ କାଟି ଅତିଥି ମାନେ ଜିଲ୍ଲା ପ୍ରତିଷ୍ଠା…

ୟଙ୍ଗ ଇଣ୍ଡିଆନ୍ସ ପାଳିଲେ ‘ମୋ ଉତ୍କଳ ଦିବସ’

ଭୁବନେଶ୍ୱର:- ରାଜ୍ୟର ୮୭ତମ ପ୍ରତିଷ୍ଠା ଦିବସ ଅବସରରେ ସ୍ଥାନୀୟ ହୋଟେଲ ସ୍ୱସ୍ତିରେ କନଫେଡେରେସନ୍ ଅଫ୍ ଇଣ୍ଡିଆ ଇଣ୍ଡଷ୍ଟ୍ରି(ସିଆଇଆଇ)ର ଏକ ଅବିଚ୍ଛେଦ୍ୟ ଅଙ୍ଗ ୟଙ୍ଗ ଇଣ୍ଡିଆନସ୍ ପକ୍ଷରୁ ‘ମୋ ଉତ୍କଳ ଦିବସ ୧.୦’ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ୱାଇଆଇ ଏବଂ ଭାରତ ସରକାରଙ୍କ ସ୍ପୋର୍ଟସ୍…

ଜାଜପୁର ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟ ଠାରେ ଉତ୍କଳ ଦିବସ ପାଳିତ

 ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ଗୋଷାଣୀ ବ୍ଲକର ଜାଜପୁର ଗ୍ରାମ ସ୍ଥିତ ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟ ପରିସରରେରେ ଉତ୍କଳ ଦିବସ ପାଳିତ ହୋଇଯାଇଛି। ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ସାତ୍ମିକ କୁମାର ପଟ୍ଟନାୟକ କାର୍ଯ୍ୟକ୍ରମର ଶୁଭାରମ୍ଭ କରି ଉତ୍କଳ…

ରାଜ୍ୟସ୍ତରୀୟ ଉତ୍କଳ ଦିବସ: ରବୀନ୍ଦ୍ର ମଣ୍ଡପରେ ମନମୋହିଲା ଗଜପତିର ଆଦିବାସୀ ନୃତ୍ୟ

 https://youtu.be/b49ybMNhT1w ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଭୁବନେଶ୍ୱର ସ୍ଥିତ ରବୀନ୍ଦ୍ର ମଣ୍ଡପ ଠାରେ ଆୟୋଜିତ ହୋଇଥିବା ରାଜ୍ୟ ସ୍ତରୀୟ "ଓଡିଶା ଦିବସ" ସମାରୋହରେ ଗଜପତି ଜିଲ୍ଲା ପାରଳାଖେମୁଣ୍ଡି କ୍ରିଏଟିଭ୍ ଆର୍ଟସ୍ ର କଳାକାର ମାନେ ନୃତ୍ୟ ପରିବେଷଣ କରିଛନ୍ତି।…