ଝାରସୁଗୁଡା ଉପନିର୍ବାଚନ ପାଇଁ ଵିକେଡ଼ିର ତିନି ପର୍ଯ୍ୟବେକ୍ଷକ

ଭୁବନେଶ୍ୱର : ଝାରସୁଗୁଡା ଉପନିର୍ବାଚନ ପାଇଁ ନିଯୁକ୍ତ ହେଲେ ଵିକେଡ଼ିର ତିନି ପର୍ଯ୍ୟବେକ୍ଷକ | ଦଳର ସଭାପତି ନବୀନ ପଟ୍ଟନାୟକଙ୍କ ଅନୁମୋଦନ କ୍ରମେ ଦଳର ବରିଷ୍ଠ ନେତା ପ୍ରସନ୍ନ ଆଚାର୍ଯ୍ୟ, ଦେବୀ ପ୍ରସାଦ ମିଶ୍ର ଓ ଜିଲ୍ଲା ପର୍ଯ୍ୟବେକ୍ଷକ ଥିବା ସାରଦା ପ୍ରସାଦ ନାୟକଙ୍କୁ ପର୍ଯ୍ୟବେକ୍ଷକ ଭାବେ…

କିଟ୍‌ରେ ଜାତୀୟ କୁଇଜ ପ୍ରତିଯୋଗିତା ଉଦ୍‌ଘୋଷ

ଭୁବନେଶ୍ୱର,୩ା୪: କିଟ୍ ବିଶ୍ୱବିଦ୍ୟାଳୟର କୁଇଜିଂ ସୋସାଇଟି କ୍ୟୁଟୋପିଆ ପକ୍ଷରୁ ବହୁ ପ୍ରତୀକ୍ଷିତ ଜାତୀୟ ସ୍ତରର କୁଇଜ ପ୍ରତିଯୋଗିତା ଉଦଘୋଷ-୨୦୨୩ ରବିବାର ଅନୁଷ୍ଠିତ ହୋଇଯାଇଛି । ଜି-୨୦ ବ୍ୟାନରରେ ଅନୁଷ୍ଠିତ ଏହି ଜାତୀୟ କୁଇଜ ପ୍ରତିଯୋଗିତାକୁ ସୁନାମଧନ୍ୟ କୁଇଜ ମାଷ୍ଟର ମେଜର୍…

ମୋଦି ଓ ଆଦାନୀ ସଂପର୍କର ପର୍ଦ୍ଦାଫାଶ ପ୍ରତ୍ୟେକ ଜିଲ୍ଲାରେ କରାଯିବ

ଭୁବନେଶ୍ୱର ତା. ୨୭.୩- କେନ୍ଦ୍ରରେ ନରେନ୍ଦ୍ର ମୋଦି ସରକାରଙ୍କ ସମ୍ବିଧାନ ବିରୋଧି କାର୍ଯ୍ୟ ଏବଂ ଦେଶର ଜାତୀୟ ସଂପତି କାହିଁକି ଜଣେ ବ୍ୟବସାୟୀଙ୍କ ହାତରେ ଟେକି ଦିଆଯାଉଛି ଏପରିକି ତାଙ୍କ ପରିବାର ଦ୍ୱାରା ବିଦେଶରେ ପରିଚାଳିତ ସେଲ କମ୍ପାନୀମାନଙ୍କ ଦ୍ୱାରା ଆଦାନୀ ଗ୍ରୁଫ ଅଫ କମ୍ପାନୀଜ୍‌ରେ…

ନୟାଗଡ଼ର ଦିବ୍ୟାଙ୍ଗ ଲେଖକଙ୍କୁ ରାଜ୍ୟସ୍ତରୀୟ ପୁରସ୍କାର

ନୟାଗଡ଼,୩/୪: ପବିତ୍ର ଉତ୍କଳ ଦିବସ ଅବସରରେ ଭାରତୀୟ ରେଡ଼କ୍ରସ ଓଡ଼ିଶା ରାଜ୍ୟଶାଖା ପକ୍ଷରୁ ନୟାଗଡ଼ ଜିଲ୍ଲାର ବିଶିଷ୍ଟ ଦିବ୍ୟାଙ୍ଗ ଲେଖକ ଧୀରେନ୍ଦ୍ର କୁମାର ସାମନ୍ତସିଂହାରଙ୍କୁ ଉପଢୌକନ ଓ ମାନପତ୍ର ପ୍ରଦାନ ସହିତ ପୁରସ୍କୃତ କରାଯାଇଛି। ଏହି ଉପଲକ୍ଷେ ଭୁବନେଶ୍ୱରସ୍ଥିତ ରବୀନ୍ଦ୍ର ମଣ୍ଡପରେ…

ଡେଲିଭରୀ ବୟ’ ଚଳଚ୍ଚିତ୍ର ଉପରୁ ପ୍ରମୋଦକର ଛାଡ କଲେ ରାଜ୍ୟ ସରକାର

ଭୁବନେଶ୍ୱର: ଅଶ୍ୱିନୀ ତ୍ରିପାଠୀ ନିର୍ଦ୍ଦେଶିତ ଏବଂ ଜ୍ୟୋତିରଞ୍ଜନ ମହାନ୍ତି ପ୍ରଯୋଜିତ ଓଡିଆ ଚଳଚ୍ଚିତ୍ର ‘ଡେଲିଭରୀ ବୟ’ ଉପରୁ ରାଜ୍ୟ ସରକାର ପ୍ରମୋଦ କର ଛାଡ କରିଛନ୍ତି । ଏ ସଂକ୍ରାନ୍ତୀୟ ପ୍ରସ୍ତାବକୁ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ଅନୁମୋଦନ କରିଛନ୍ତି । ସୂଚନାଯୋଗ୍ୟ ଯେ…

କୋଟିଆ ପାଇଁ ଚିନ୍ତା ନାହିଁ, ବିଜେଡ଼ି ନେତା ଆନ୍ଧ୍ରର ଭାଷା କହୁଛନ୍ତି : ବିଜେପି

କେନ୍ଦ୍ରମନ୍ତ୍ରୀଙ୍କ ସହ କୋଟିଆରେ ଗ୍ରାଉଣ୍ଡ୍ ସମୀକ୍ଷା କରିବା ପରେ ବିଧାୟକଙ୍କ ପ୍ରେସମିଟ୍‌ ଭୁବନେଶ୍ୱର: କୋଟିଆ ଗ୍ରାମପୁଞ୍ଜର ସୁରକ୍ଷା ପାଇଁ ରାଜ୍ୟ ସରକାରଙ୍କର ଚିନ୍ତା ନାହିଁ । ଓଡ଼ିଶାବାସୀଙ୍କ ସ୍ୱାର୍ଥରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଥିବା କଥାକୁ ସମର୍ଥନ କରିବା…

ଜାତୀୟ ସବ-ଜୁନିଅର ଓ କ୍ୟାଡେଟ ଟାଏକୋଣ୍ଡୋ ପ୍ରତିଯୋଗିତାରେ ପୁରୀ ଖେଳାଳିଙ୍କ କୃତିତ୍ବ

ପୁରୀ, (ଅନିମେଶ ପଟ୍ଟନାୟକ): ୨୮ ମାର୍ଚ୍ଚ ୨୦୨୩ ରୁ ୩୧ମାର୍ଚ୍ଚ ୨୦୨୩ ପର୍ଯ୍ୟନ୍ତ , ରାଜସ୍ଥାନ ର କୋଟା ବିଶ୍ୱବିଦ୍ୟାଳୟ ସ୍ଥିତ ଇଣ୍ଡୋରର ଷ୍ଟାଡିଅମରେ ୩୬ତମ ସବ ଜୁନିୟର ଟାଏକୋଣ୍ଡୋ କିରୋଗୀ ଓ ୧୦ତମ ସବ ଜୁନିୟର ଟାଏକୋଣ୍ଡୋ ପୁମ୍-ସେ ପ୍ରତିଯୋଗିତା ଓ ୧୦ମ କ୍ୟାଡେଟ କିରୋଗୀ ଓ ପୁଂସି…

ଉତ୍କଳ ଦିବସ ପାଳିତ l କୁଇଲତା ସମାଜ ର ବୈଠକ l

ଝାରବନ୍ଧ - ମନୋହର ଦାଶ:  ବରଗଡ଼ ଜିଲ୍ଲା ଝାରବନ୍ଧ ବ୍ଲକ ବିଶା ଶହେ କୁଳ କୁଇଲତା ସମାଜ ର ଏକ ବୈଠକ ସଭାପତି ବାସୁଦେବ ପଧାନ ଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ ହୋଇଛି l ଏଥିରେ ମୁଖ୍ୟ ଅତିଥି ଭାବରେ ପଦ୍ମପୁର ଉପଖଣ୍ଡ ସ୍ଥରୀୟ ସଭାପତି ଯୋଗେନ୍ଦ୍ର ଭୋଇ ଯୋଗଦାନ କରି ସମାଜ ର ଉନ୍ନତି ପାଇଁ ସମସ୍ତ…

ଉତ୍କଳ ହିତୈଷିଣୀ ସମାଜରେ ୮୮ ତମ “ଓଡିଶା ଦିବସ” ମହାସମାରୋହରେ ପାଳିତ

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ଉତ୍କଳ ହିତୈଷିଣୀ ସମାଜ ସଭାଗୃହ ଠାରେ ଉତ୍କଳ ହିତୈଷିଣୀ ସମାଜ , ପାରଳାଖେମୁଣ୍ଡି ଓ ବିବେକାନନ୍ଦ ଲୋକ ସଂସଦର ମିଳିତ ଆନୁକୁଲ୍ୟରେ ୮୮ ତମ "ଓଡିଶା ଦିବସ" ମହାସମାରୋହରେ ପାଳିତ ହୋଇଯାଇଛି।ଏହି…