ଆଦିବାସୀ ଅନାଥ କୁ ସାହା ହେଲେ ସମୀର ଦିବ୍ୟାଙ୍ଗ ଟ୍ରଷ୍ଟ ର ପ୍ରତିଷ୍ଠାତା କୀର୍ତ୍ତନ ଦାସ

0

ଗାଇସିଲେଟ/ମନ ଡନସନା- ଗାଇସିଲେଟ ବ୍ଲକ ଟେଙ୍ଗନାପାଲିର ସରୋଜ ପୂର୍ଲିଆ ଙ୍କ +2 ରେ ନାମଲେଖାଇଲେ ସମାଜ ସେବି ତଥା ସମୀର ଦିବ୍ୟାଙ୍ଗ ଟ୍ରଷ୍ଟ ର ପ୍ରତିଷ୍ଠାତା କୀର୍ତ୍ତନ ଦାସ l ଯେଉଁ ପିଲାଙ୍କ ମଁl ବାପା ଏ ଦୁନିଆଁ ଆଉ ନାହିଁ l ସରୋଜ ଙ୍କ ପରିବାର କହିଲେ ଦୁଇ ଭଉଣୀ ଓ ଦୁଇ ଭାଇ ଏମାନେ ଛୋଟ ଦିନରୁ ମା ବାପା ଙ୍କ ସ୍ନେହ ମମତା ଜାଣିନାହିଁ l ବଡ ଏମାଙ୍କ ସାହା ଭରସା ହେଉଛି ବଡ ଭଉଣୀ ଦିନ ମଜୁରୀ କରି ଚଳାଉଛନ୍ତି ପରିବାର ହେଲେ ସରୋଜ ଧର୍ଯ୍ୟ ସହିତ ପାଠ ପଢି ଆସୁଛି ମେଟ୍ରିକ ପାସ କଲା ପରେ ତାଙ୍କ ପାଖରେ +2ରେ ନାମ ଲେଖାଇବା ପାଇଁ ଆର୍ଥିକ ଅବସ୍ଥା ଦୁର୍ବଳ ଥିବା ବେଳେ ସମାଜ ସେବି ତଥା ସମୀର ଦିବ୍ୟାଙ୍ଗ ଟ୍ରଷ୍ଟ ପ୍ରତିଷ୍ଠାତା କୀର୍ତନ ଦାଶ ଜାଣିବା ପରେ ସରୋଜ ପୂରଲିଆ କୁ ଘରୁ ଆଣି ଶରଧା ପାଲି ଗିରିଧାରୀ କଲେଜ ରେ ନାମ ଲେଖାଇ ଥିଲେ l କିନ୍ତୁ ଏତିକି ନୁହେଁ କୁମ୍ବାରୀ ଗ୍ରାମର ମାନସ ସାହୁ +3 ରେ, ଶିଖା ମାଝୀ ଗନିଆ ପାଲି ଗ୍ରାମର ଗୋଟେ ଝିଅର ମଧ୍ୟ ନାମ ଲେଖିଥିଲେ।

Leave A Reply

Your email address will not be published.